କନ୍ଧମାଳ ଜିଲ୍ଲାର ୨୮୦୦ ପିଭି ଟି ଜି ପରିବାରକୁ ଏକକୋଟି ୪୦ ଲକ୍ଷ 6କା ଭିଡ଼ ସହାୟତା ପ୍ରଦାନ

ଫୁଲବାଣୀ- (ସୁନୀଲ ପଟନାୟକ) ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ୨ ହଜାର ୮୦୦ ପିଭିଟିଜି(ପାର୍ଟିକୁଲାର ଭଲ ନ ରେ ବଲ ଟ୍ରାଇବାଲ ଗୁପ) ପରିବାରଙ୍କୁ ରାଜ୍ୟ ସରକାର ବଦାନ୍ୟତା ଦେଖାଇ କୋଭିଡି ସହାୟତା ରାଶି ବାବଦରେ ୫ ହଜାର ଟ ଙ୍କା ଲେଖାଏଁ ୧କୋଟି ୪୦ ଲକ୍ଷ ଟଙ୍କା ଅନୁଦାନପ୍ରଦାନ କରିଛନ୍ତି ।ଏନେଇ କେକେଡିଏ ପକ୍ଷରୁ ପିଭିଟିଜି ପରିବାରଙ୍କୁ ଚିହ୍ନଟ କରି ତାଲିକ। ପ୍ରସ୍ତୁତ କରି ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି […]

ଚାଳ ଛପର ଘରେ ନିଆଁ ଲାଗି ବହୁ ଜିନିଷ ନଷ୍ଟ : ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି : ପହଁଚିଲା ବ୍ଲକ ପ୍ରଶାସନ

ବାଲିଗୁଡା,୧୫/୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଉପର ସାହିରେ ଜଣଙ୍କ ଚାଳଛପର ଘରେ ନିଆଁ ଲାଗି ଘର ଓ ଧାନ,ଚାଉଳ ଲୁଗାପଟା ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରେ ଶୋଇଥିବା ବୃଦ୍ଧ ଦମ୍ପତି । ସୂଚନା ପ୍ରକାରେ ତିଲୋରୀ ଗ୍ରାମର ଗୋରେଖ ନାୟକ ଓ ସ୍ତ୍ରୀ ସୁକାନ୍ତି ନାୟକ ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ରାତି ପ୍ରାୟ ସାଢେ ୧୧ଟା […]

ପୁରାତନ କାଳର ରାସ୍ତାକୁ ବନ୍ଦ କରିବାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ବୃଦ୍ଧି

ବାଲିଗୁଡା,୧୬/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଗ୍ରାମପଞ୍ଚାୟତ ର କି.ନୁଆଗାଁ ଗ୍ରାମରେ ଭୁମିହୀନ ଚାଷୀ ମୁଲିଆ ଆଦିବାସୀ ତଥା ପାରମ୍ପାରିକ ବନବାସୀ ମାନେ ବସବାସ କରି ଆସୁଛନ୍ତି। କାହିଁ କେଉଁ ପୁରାତନ କାଳରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବା ସହିତ କିଛି ଚାଷଜମିକୁ ଚାଷ କରିବା ନିମନ୍ତେ ପରମ୍ପରା ରାସ୍ତାଦେଇ ହଳ ବଳଦ ନେବାଆଣିବା ଏବଂ ଜଙ୍ଗଲକୁ ଯିବା ଆସିବା କରି ଆସୁଥିଲେ। ହେଲେ କି.ନୁଆଗାଁ ଗ୍ରାମର […]

ହେରାପଞ୍ଚମୀ ରେ ରଥକାଠ ଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ(ଉଲାପ୍ର)ପବିତ୍ର ହେରାପଞ୍ଚମୀ ଉପଲକ୍ଷେ ବିଧି ପରମ୍ପରା ପୂର୍ବକ ଆଡ଼ପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆଜ ରାତିରେ ବିଜେ କରିଥିଲେ। ରୁକ୍ମିଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ଯଥା ବିଧି ଆଧାରରେ ସମ୍ପର୍ଣ୍ଣ ହୋଇଥିଲା । ଗଇଁଠାଳ ଫିଟି ନଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ବଡ଼ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ […]

ପେଟ୍ରୋଲ,ଡିଜେଲ ଦରଦାମ ବୃଦ୍ଧି ପ୍ରତିବାଦରେ ଆଠଗଡ କଂଗ୍ରେସର ଦସ୍ତଖତ ଅଭିଯାନ ଆରମ୍ଭ,ସାଇକେଲ ଚଳାଇ କଲେ ପ୍ରତିବାଦ

ଆଠଗଡ(ଉଲାପ୍ର)କେନ୍ଦ୍ର ସରକାର ପେଟ୍ରୋଲ,ଡିଜେଲ ର ଦର ଦାମ ବୃଦ୍ଧି ପ୍ରତିବାଦରେ ଆଜି ଆଠଗଡ କଂଗ୍ରେସ ଦଳ ତରଫରୁ ରାଧାଗୋବିନ୍ଦପୁର ପେଟ୍ରୋଲ ଟାଙ୍କି ଆଗରେ ଦସ୍ତ ଖତ ଅଭିି ଯାନ ଆରମ୍ଭ କରିିିଛନ୍ତି,କଂଗ୍ରେସନେତା ତଥା ପୂର୍ବତନ ବିଧାୟକ ଉମାବଲଭ ରଥଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଗୋଟିଏ ଦିନ ପାଇଁ ଗାଡି ଛାଡି ସାଇକେଲ ଚଳାଇଥିଲେ,ଦେଶରେ ପେଟ୍ରୋଲ,ଡିଜେଲ ଦର ଆକାଶ ଛୁଆଁ ଭାବେ ବୃଦ୍ଧି ପାଇଥିବାରୁ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିଛି,ଯାହାଦ୍ୱାରା ଗରିବ,ଖଟିଖିଆ,ମଧ୍ୟବିତ୍ତ ପରିବାର ବିଶେଷ ଭାବେ […]

ଘରୋଇ ବସଷ୍ଟାଣ୍ଡ କାର୍ଯ୍ୟ କ୍ଷମ ପାଇଁ ପ୍ରୟାସ ଆରମ୍ଭ; ଜିଲ୍ଲାପାଳ ଙ୍କ ଅଚାନକ ପରିଦର୍ଶନ

ବରଗଡ଼,୧୍୬/୭– ବହୁ ବାଦବିବାଦ ହୋଇ ଦୀର୍ଘଦିନ ଧରି ପୈ।ର ପରିଷଦ ଦ୍ବାରା ନିର୍ମିତ ଘରୋଇ ବସଷ୍ଟାଣ୍ଡ ପଡ଼ି ରହିଥିଲା। କିଛି ଦିନ ପୂର୍ବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ନୂତନ ଜିଲ୍ଲାପାଳ ତଥା ପୈ।ର ପ୍ରଶାସିକା ମନୀଷା ବାନାର୍ଜୀ ବନ୍ଦ୍ ହୋଇ ପଡି ରହିଥିବା ଘରୋଇ ବସଷ୍ଟାଣ୍ଡ କୁ ଅଚାନକ ପରିଦର୍ଶନ କରିଥିଲେ। ସେଠାରେ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବା କାମକୁ ଶିଘ୍ର କରିବାକୁ ପୈ।ର ଅଧିକାରୀ ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏଠାରେ […]

ସରକାରଙ୍କ ମାଳମାଳ ଯୋଜନା ହେଲେ ବଦଳୁ ନି ଲୋକଙ୍କ ଭାଗ୍ୟ

ଫୁଲବାଣୀ- (ସୁନୀଲ ପଟନାୟକ) ସରକାରଙ୍କ ମାଳମାଳ ଯୋଜନା ହେଲେ ନା 6ସମାନଙ୍କର ବଦଳୁଛି ଭାଗ୍ୟ ନା ଭବିଷ୍ୟତ ।ସ୍ଵାଧୀନତାର ୭୪ ବର୍ଷ ପରେ ବି ପାନୀୟ ଜଳ ଓ, ଗମନାଗମନର ସମସ୍ୟା ରହିଛି ଗାଁରେ। ଲୋକେ ଅଭିଯୋଗ କରି କରି ଶେଷରେ ଥକି ଗଲେ ସିନା ପ୍ରଶାସନ ଶୁଣିବାକୁ ନାହିଁ,। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛିକନ୍ଧମାଳ ଜିଲ୍ଲା ର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କୋଟଗଡବ୍ଳକର ଓ ରା ପଞ୍ଚାୟତ ର ପକଡମାହା ଗ୍ରାମ […]

କୋଟଗଡ଼ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

କୋଟଗଡ଼ ତା -:୧୫/୦୭(ସୁନୀଲ ପଟନାୟକ )ଗୁରୁବାର କୋଟଗଡ଼ ପୋଲିସ ପକ୍ଷରୁ କୋଟଗଡ଼ ରେ ସଡ଼କ ସୁରୁକ୍ଷା ଜୀବନ ରକ୍ଷା ର ସଚେତନ ବାର୍ତା ଦେଇଛନ୍ତି । ଗୁରୁବାର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଧିରଜ ଲେଙ୍କା ଙ୍କ ନେତୃତ୍ୱ ରେ ପୁରା ପୁଲିସ ଟିମ ସହର ବୁଲି ସଡ଼କ ସୁରକ୍ଷା ର ସଚେତନ ବାର୍ତା ଦେଇଛନ୍ତି । ଏହି ସମୟରେ ଲେଙ୍କାଙ୍କ ଦଳ ସାରା କୋଟଗଡ଼ ବଜାର ବୁଲି ଜନସଚେତନ କରାଇଥିଲେ ।ଯଉଁମାନେ ହେଲମେଟ ପିନ୍ଧିଛନ୍ତି ସେମାନଙ୍କୁ […]

ଆଖିଦୁଶିଆ ଉନ୍ନୟନ ହେଉନି କନ୍ଧମାଳ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ . . ବିଜେପି

ଫୁଲ ବାଣୀ- (ସୁନୀଲ ପଟନାୟକ)ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ଆଖି ଦୃଶିଆ ଉନ୍ନତି ହୋଇପାରିନି ଏ ଯାଏଁ । ଲୋକେ ଏବେ ବି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ଦୁର୍ବିସହ ଜୀବନ ଜିଉଁଛନ୍ତି ।ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ । ପାତରଅନ୍ତର ଯୋଗୁଁ କନ୍ଧମାଳ ଜିଲ୍ଲାରେ ଆଖିଦୁଶିଆ ଉନ୍ନତି ହୋଇପାରୁନି ବୋଲି ବିଜେପିର ବରୀଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଆଜି ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଅର୍ଭିଯୋଗ କରିଛନ୍ତି । ସେହିପରି ଜିଲ୍ଲାରେ […]

ଫସଲବୀମା ପାଇଁ ରାଇକିଆରେ ସଚେତନତା ରଥର ଶୁଭାରମ୍ଭ

ଫୁଲବାଣୀ- (ସୁନୀଲ ପଟନୀୟକ)ଫସଲ ବୀମା ସଂପର୍କରେ ଚାଷୀଙ୍କୁ ସଚେତନ କରିବାପାଇଁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ କାର୍ଯ୍ୟାଳୟ ପରିସରରେ ଗୁରୁବାର ସଚେତନତା ରଥର ଶୁଭାରମ୍ଭ ହୋଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ ଶତପଥି ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ବିଡିଓ ପ୍ରବୀଣ କୁମାରବାଣୁଆ .ତହସିଲଦାର ହରପ୍ରସାଦ ଭୋଇ, ଅତିରିକ୍ତ ଜିଲ୍ଲା କୃଷିଅଧିକାରୀ ଅଜୟ କୁମାରପରୀଡ଼ା, ଓ ଏସ ଏସଓପିସିଓର ନିର୍ଦ୍ଦେଶକ ସନ୍ତୋଷ କୁମାର ରଣା ପ୍ରମୁଖ ଙ୍କ ସମେତ […]