ସ୍ଵାସ୍ଥ୍ୟ ସଚିବ ଙ୍କ ସଦର ମହକୁମା ଡାକ୍ତରଖାନା ପରିଦର୍ଶନ
ଫୁଲବାଣୀ ( ଉଲ୍ଲାପ୍ର )ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତକନ୍ଧମାଳ ଗସ୍ତ ରେ ଆସି ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ପରିଦର୍ଶନ ରେ ଯାଇ ଡାକ୍ତରଖାନା ର ଶିଶୁ. ମହିଳା ୱାର୍ଡ, ନ୍ୟୁଟ୍ରିସନ ସେଣ୍ଟର ଆଦି ବୁଲି ଦେଖିବା ସହ ଚିକିତ୍ସାଧୀନ ରୋଗୀ ଓ ସମ୍ପର୍କୀୟ ମା ନଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ lସେହିପରି ଡାଏଲେସିସ ସେଣ୍ଟର ଯାଇ ସେଠାରେ ସମସ୍ତ ବ୍ୟବସ୍ଥା ପଚାରି ବୁଝିଥିଲେ l ରୋଗୀମାନେ […]