ସୋହେଲା ପୋଲିସ ଦ୍ବାରା ଦୁଇ କ୍ଵିଣ୍ଟାଲ ୩୩ କେଜି ଗଞ୍ଜେଇ ଜବତ;୪ ଗିରଫ

ବରଗଡ଼: ଦୁଇଟି ଇନୋଭା କାରରେ ଗଞେଇ ଚୋରା ଚାଲାଣ ଅଭିଯୋଗରେ ୪ ଜଣକୁ ସୋହେଲା ପୋଲିସ ଗିରଫ କରିଛି। ତାଙ୍କ ଠାରୁ ଚୋରା ଚାଲାଣ କରୁଥିବା ୨ କ୍ଵିଣ୍ଟାଲ ୩୩ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ଆଜି ଜିଲ୍ଲା ଏସପି ରାହୁଲ ଜୈନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। ପ୍ରେସ୍ ଲେଖା ଥିବା ଉକ୍ତ ଇନୋଭା କାରରେ ଗଞେଇ ଚୋରା ଚାଲାଣ ହେଉଥିବା ସୋହେଲା ପୋଲିସ କୁ ସୂଚନା ମିଳିବା ପରେ ଚାଲାଣ କାରୀଙ୍କୁ ଧରିଥିଲେ। ତାଙ୍କ […]

ନୂତନ ଘରୋଇ ବସଷ୍ଟାଣ୍ଡରୁ ଆସନ୍ତା ବାହୁଡ଼ା ରୁ ବସ ଗଡିବ

ବରଗଡ଼,୧୍୭/୭– ବହୁ ବାଦବିବାଦର ଅନ୍ତ ଘଟିଛି। ଘରୋଇ ବସ୍ ମାଲିକ ସଂଘ ଏବଂ ପୈ।ର ପରିଷଦ ମଧ୍ୟରେ ଆପୋଷ ବୁଝାମଣା ହୋଇଛି। ଆସନ୍ତା ଜୁଲାଇ ୨୦ ତାରିଖ ରୁ ନୂତନ ଭାବେ ନିର୍ମିତ ଘରୋଇ ବସଷ୍ଟାଣ୍ଡ ରୁ ବସ ଯାତାୟାତ ଆରମ୍ଭ ହେବ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ର ଉପଦେଷ୍ଟା ଇ° ଦେବବ୍ରତ ମିଶ୍ର ପ୍ରକାଶ କରିଥିଲେ। ଦୀର୍ଘ ଅଢେଇ ବର୍ଷ ହେଲା ଉଦଘାଟିତ ହୋଇ ଉକ୍ତ […]

ଦରଦାମ ବୃଦ୍ଧି ପ୍ରତିବାଦରେ ନରସିଂହପୁର ରେ କଂଗ୍ରେସର ବିକ୍ଷୋଭ ପଦର୍ଶନ

ନରସିଂହପୁର(ଉଲାପ୍ର)ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଓଡ଼ିଶାର ସମସ୍ତ ବ୍ଲକ ଓ ସହରାଞ୍ଚଳରେ କଂଗ୍ରେସ ତାର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲା ନରସିଂହପୁର ଟାଉନରେ ଥିବା ପଟ୍ଟନାୟକ ପେଟ୍ରୋଲ ଟାଙ୍କି ସମ୍ମୁଖରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ତଥା ନରସିଂହପୁର ବ୍ଲକ କଂଗ୍ରେସର ସଭାପତି ଶିଶିରକାନ୍ତ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ […]

ତିନିରଥ ଦକ୍ଷିଣ ମୋଡ଼ ହେଲେ,ନାକଚଣା ଦ୍ୱାର ନିକଟରେ ଲାଗିଲେ ତିନିରଥ

ପୁରୀ(ଉଲାପ୍ର)ଆସନ୍ତା ମଙ୍ଗଳବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଆଜି ତିନିରଥକୁ ଦକ୍ଷିଣ ମୋଡ଼ କରାଯାଇଛି, ଗୁଣ୍ଡିଚାମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ ହୋଇଛି ରଥତ୍ରୟ । ଠାକୁରଙ୍କ ଆଜ୍ଞାମାଳ ଆସିଲା ପରେ ରଥଟଣା ଆରମ୍ଭ ହୋଇଥିଲା। ପରମ୍ପରା ଅନୁସାରେ ଆଜି ମହାପ୍ରଭୁଙ୍କୁ ଠାକୁରଙ୍କ ବାହୁଡ଼ା ପ୍ରସ୍ତୁତି ନୀତି ଆରମ୍ଭ ହୋଇଛି,ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ତିନିରଥକୁ ଦକ୍ଷିଣ ମୋଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ […]

ପେଟ୍ରୋଲ ଡିଜେଲସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଫୁଲବାଣୀ- (ସୁନୀଲ ପଟ୍ଟନ।ୟ କ)ଦିନକୁ ଦିନ ପେଟ୍ରୋଲ,ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକଦରବୁର୍ଦ୍ଧିରେ ଖାଉଟି ହନୁ ସନ୍ତ ହେଉଛନ୍ତି । ଏହାର ତୀବ୍ର ପ୍ରତିବାଦ କରି ଶନିବାର କଂଗ୍ରେସ ପକ୍ଷରୁ ଫୁଲ ବାଣୀଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦସ୍ତଖତ ସଂଗ୍ରହ ମଧ୍ୟ କରିଥିଲେ । ବର୍ଦ୍ଧିତ ଦରରେ କୌଣସି ସାମଗ୍ରୀନ କିଣିବା ଲାଗି ଲୋକଙ୍କୁବୁଝାଇଥଲେ ।କେନ୍ଦ୍ରସରକାର ଦର ନ କମାଇଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଯୋରଦାର ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଚେତାବନୀ […]

ଆବାସ ଯୋଜନା ପ୍ରହସନ ପାଲଟିଛି ଚିରା ପଲିଥିନ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ବୃଦ୍ଧା

ଫୁଲ ବାଣୀ- (ସୁନୀଲ ପଟନାୟକ)ସରକାର ବା ସହୀନମାନଙ୍କ ପାଇଁ ମାଗଣାରେ ଆବାସ ଯୋଜନାରେ ଘର ଯୋଗାଇ ଦେଉଥିବା କହୁଛନ୍ତି । ହେଲେ ଏ ସବୁ ଯୋଜନା ସତେ ଯେପରି ପ୍ରହସନ ପାଲଟିଛି କହିଲେ ଭୂଲ ହେବନି।ଆବାସ ଯୋଜନାରେଘର ଖଣ୍ଡିଏ ପାଇଁ ବାରମ୍ଵାର ସରପଞ୍ଚଙ୍କଠୁ ଆରମ୍ଭ କରି ବ୍ଳକର ସରକାରୀ ବାବୁ ମାନଙ୍କୁ ଗୁହାରି କରି ଶେଷରେ ନିରାଶ ହେବାପରେ ଭାଗ୍ୟକୁ ଆଦରୀଭଙ୍ଗା ଘରେ ଚିରା ପଲିଥିନ ତଳେପଡି ରହିଛନ୍ତି୬୦ବର୍ଷିୟା ବିଧବାବୁଦ୍ଧା ଶୁଭାସିନୀ ବାରିକ୍।ସ୍ଵାମୀ କିଛି ବର୍ଷ ହେଲା […]

ରାଇକିଆ ରେ ଅ ଭା ବ ନୀୟ ଘଟଣା. ପୁଅ ଝିଅ କୁ କୂଅ କୁ ଠେଲି ମା ର ଆତ୍ମହତ୍ୟା ଉଦ୍ୟମ

ଫୁଲବାଣୀ -ସୁନୀଲ ପଟନାୟକ )କ ନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା।ଜନ୍ମ କଲା ମା ହତ୍ୟା କଲା ଦୁଇ ପୁଅ ଝିଅ କୁ । ପୁଅ ଝିଅ କୁ ଡାକି ନେଇ ରାଇକିଆ ନିକଟସ୍ତ ଆଲିମା ଅଞ୍ଚଳର ଏକ କୂଅ ରେ ଠେଲି ଦେଇଥିଲା ମା ଭାଗ୍ୟଲଷ୍ମୀ । ସୂଚନା ଅନୁସାରେ ସ୍ୱାମୀ ରାଜେଶ ପାତ୍ର ଏବଂ ସ୍ତ୍ରୀ ଭାଗ୍ୟଲଷ୍ମୀ ପାତ୍ର ରାଇକିଆ ଅଞ୍ଚଳ ଖ୍ରୀଷ୍ଟିୟାନ ସାହିରେ ବସବାସ କରୁଥିଲେ । ଦୀର୍ଘ ଦିନ […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୧୭ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-ଶୁକ୍ଳପକ୍ଷତିଥି-ଅଷ୍ଟମୀ ରାତ୍ରି ଘ ୦୨/୫୪ପର୍ଯ୍ୟନ୍ତ ତଦନ୍ତେ ନବମୀନକ୍ଷତ୍ର- ଚିତ୍ରା ରାତ୍ରି ଘ ୦୨/୧୮ ପର୍ଯ୍ୟନ୍ତ ତଦନ୍ତେ ସ୍ୱାତିଚନ୍ଦ୍ର-କନ୍ୟା ଦିବା ଘ ୦୨/୫୦ ପର୍ଯ୍ୟନ୍ତ ତଦନ୍ତେ ତୁଳାଯୋଗ-ଶିବକରଣ-ବିଷ୍ଟିସୌରମାସ-କର୍କଟ ୦୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୧/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୧୩✧═════•❁❀❁•═════✧ଯୋଗିନୀ ଐଶାନ୍ୟେ ରାତ୍ରି ଘ ୦୨/୫୪ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେବୃଷ ରାଶିର ଘାତଚନ୍ଦ୍ରବୃଷ,ସିଂହ ଓ କନ୍ୟା ରାଶିର ଘାତବାରଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। – ଦିବା ଘ୦୬/୫୯ ମଧ୍ୟେ ଓ ଘ୦୪/୪୫ […]

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ପକ୍ଷରୁ ନିଶିଗନ୍ଧା ରାଜ୍ୟ ପୃଷ୍ଠ ପୋଷକ କରୁଣାକର ମଲ୍ଲିକଙ୍କ ଧର୍ମ ପତ୍ନୀ ସ୍ବର୍ଗତା ମଧୁସ୍ମିତା ମଲ୍ଲିକଙ୍କ ଉଦ୍ଦେଶ୍ୟରେ ଶୋକ ସଭା

ମଣିଷ ମରଣଶୀଳ।ହେଲେ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ। ଏପରି ଘଟିଛି ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ରାଜ୍ୟ ପୃଷ୍ଠପୋଷକ କରୁଣାକର ମଲ୍ଲିକଙ୍କ ଧର୍ମପତ୍ନୀ ସ୍ବର୍ଗତା ମଧୁସ୍ମିତା ମଲ୍ଲିକଙ୍କ କ୍ଷେତ୍ରରେ।ସ୍ୱର୍ଗତା ମଲ୍ଲିକ ଥିଲେ ଏକାଧାରାରେ ଜଣେ କବି, ସମାଜସେବୀ,ସୁଶିକ୍ଷୟିତ୍ରୀ ଓ ସ୍ନେହମୟୀ ଜନନୀ।ଯିଏକି ନିଶିଗନ୍ଧା ସାହିତ୍ୟ ସଂସଦ ସହ ଓତଃପ୍ରୋତ ଭବେ ଜଡିତ ଥିଲେ ଏବଂ ଆଜୀବନ ସଦସ୍ୟା।ତେଣୁ ତାଙ୍କରି ମୃତ୍ୟୁରେ ନିଶିଗନ୍ଧା ପରିବାରର ସମସ୍ତ ସଦସ୍ୟ ମ୍ରିୟମାଣ ହୋଇ ଅଦ୍ୟ ତା-୧୬.୦୭.୨୦୨୧ରିଖ ଶୁକ୍ରବାର ଅପରାହ୍ନ ୫ ଘଟିକା […]

ଟ୍ରାକଟର ମାଡ଼ିଯିବା ରୁ ଜଣେ ଗୁରୁତର

ଫୁଲବାଣୀ- (ସୁନୀଲ ପଟନାୟକ )ଶୁକ୍ରବାର ଚକାପାଦ ବ୍ଲକ ଲାଇନପଡା ବଜାରରେ OD 12B 1808 ଏକ ଟ୍ରାକଟର ବପଲମେଣ୍ଡି ପଟରୁ ଆସୁଥିବା ସମୟରେ ଭାର ସାମ୍ୟ ହରାଇ ଗୌତମ ନାୟକ ଙ୍କ କୁକୁଡ଼ା ଦୋକାନ ଉପରେ ଚଢି ଯିବା ଫଳରେ ଦୋକାନ ଆଗରେ ଠିଆ ହୋଇଥିବାଜଣେ ଵ୍ୟକ୍ତି ଗୁରୁତର ଆହାତ ହୋଇଛନ୍ତି l ତାଙ୍କ ଉପରେ ଗାଡି ଚଢ଼ୀ ଯିବାରୁ ସେ ଗୁରୁତର ଅବସ୍ଥାରେ ପଡିଥିବା ସମୟରେ ସ୍ଥାନୀୟ ଲୋକମାନେ 108 ଗାଡିକୁ ଡାକି ଉକ୍ତ ବ୍ୟକ୍ତି […]