ରାଇକିଆ ଶୁଗଡ଼ବାଡି ପଞ୍ଚାୟତରେ ମନରେଗା କାର୍ଯ୍ୟ ଓ ଜବକାର୍ଡରେ ଜାଲି ଆତି ଅଭିଯୋଗ, ତଦନ୍ତ ଦାବୀ

ଫୁଲ ବାଣୀ- (ସୁନୀଲ ପଟନାୟକ)ବିଶେଷ କରି କାମଧ ନ୍ଦା ପାଉ ନ ଥିବା ଗ୍ରାମାଞ୍ଚଳର ଗରୀବ ଶ୍ରମିକମାନଙ୍କୁ ଚିହ୍ନଟ କରି ଜବକାର୍ଡ ପ୍ରଦାନ କରିବା ସହ ଅନ୍ତତଃ ବର୍ଷକୁ ଶହେ ଦିନର ମଜୁରୀ ଯୋଗାଇଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଜିଲ୍ଲାର କେତେକ ବ୍ଳକରେ ଏହି ନିୟମକୁ ଫୁ କରି କାମ ନ କରିଥିବା ଅବା ମୃତ୍ୟୁବରଣ କରିଥିବା ଜବକାର୍ଡ଼ ହିତାଧିକାରିଙ୍କ ନାମରେ ମଜୁରୀ ଟଙ୍କା ପଇଠକରିହଡପକରାଯାଉଥିବା ଅଭିଯୋଗ ହେଉଛି […]

କରୋନାରେ ନୂଆ ପଦର ଅଞ୍ଚଳର ବ୍ୟବସାୟୀଙ୍କ ପରଲୋକ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆ ପଦର ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ତଥା ସମାଜସେବୀ ରମେଶ ଗନ୍ତାୟତଙ୍କ କରୋନାରେ ପରଲୋକ ହୋଇଯାଇଛି । ଫଳରେ ନୁଆପଦର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୯ ବର୍ଷ ହୋଇଥିଲା ।ରମେଶ ଚଳିତ ମାସ ୧ ତାରିଖରେ ଥଣ୍ଡା ଜ୍ଵରରେ ଆକ୍ରାନ୍ତ ହୋଇଥିଲେ।ପରେ କରେ। ନା ଟେଷ୍ଟ କରିଥିଲେ। ପଜିଟିଭ ଆସିବାପରେ ଦୁଇ ଦିନ ଘରେ ରହି ମେଡିସିନ ଖାଇ […]

ପୋଲିସ ମହାନିର୍ଦ୍ଦେଶକ ଙ୍କ କନ୍ଧମାଳ ଗସ୍ତ, ମାଓବାଦୀ ଏବଂ ଗଞ୍ଜେଇ ଚାଷ ରମୂଳତ୍ପାଟନ କରିବାକୁ ନିର୍ଦ୍ଦେଶ

–ଫୁଲବାଣୀ – (ସୁନୀଲ ପଟ୍ଟନାୟକ)ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ ଏବଂ ବରିଷ୍ଠ ପୋଲିସ ଅଧିକାରୀ ମାନେ ହେଲିକ।ପ୍ଟରଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଫୁଲବାଣୀ ସ୍ଥିତ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ କନ୍ଧମାଳ ଜିଲ୍ଲାର ମାଓ ସମସ୍ୟା ଏବଂ ଗଞ୍ଜେଇ ଚାଷ ମୂଳତ୍ପାଟନ ନେଇଁ ସମୀକ୍ଷା କରିଛନ୍ତି !DG ଙ୍କ ସହିତ IG ଅପେରସନ ଅମିତାଭ ଠାକୁର, IG Head quarter ଦେବଦତ୍ତ ସିଂ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଲଳିତ ଦାସ ପ୍ରମୁଖ ଏହି ଗସ୍ତରେ ଆସିଥିବା ବେଳେ […]

ବାଲିଗୁଡା:ଗଞ୍ଜେଇ ସହ ଅଟୋ ଜବତ :ଅଭିଯୁକ୍ତ ଫେରାର

ବାଲିଗୁଡା,୧୮/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଏସଆଇ ଶାନ୍ତୁନୁ ପ୍ରଧାନ ଓ ଏକ ଟିମ୍ ସହ ପାଟ୍ରୋଲିଂ କରୁଥିବା ସମୟରେ ମେଲସିକିଆ ପଟୁ ଆସୁଥିବା ଏକ ବାଜାଜ ଅଟୋ ନଂ. ଓଡି -୧୨-ଏ- ୬୫୩୦ କୁ ଯାଞ୍ଚ କରିବା ବେଳେ ଗାଡ଼ିରୁ ୩୫ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ଜଣକ ଅଟୋ ଛାଡି ଫେରାର ହୋଇଯାଇଛି l ପୋଲିସ ଗାଡ଼ିକୁ ଜବତ କରି ଥାନାକୁ ଆଣିଥିଲେ | ବାଲିଗୁଡ଼ା […]

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କନ୍ଧମାଳ ଆସିବେ !

ଫୁଲ ବାଣୀ-( ସୁନୀଲ ପଟ୍ଟନାୟକ) ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର କନ୍ଧମାଳ ଗସ୍ତରେ ଅସୁଥିବା ସୂଚନା ମିଳିଛି ।ଡିଜି ଅଭୟରବିବାର ଆଜି ଦିନ ପ୍ରାୟ ୨ଟା ସମୟରେ ହେଲିକପ୍ଟର ଯୋଗେ ଫୁଲ ବାଣୀ ଆସିବେ। ତାଙ୍କ ସହ ରାଜ୍ୟ ର କିଛି ବରୀଷ୍ଠ ପୋଲିସ ଅଧିକାରୀ ମଧ୍ୟ ଆସୁଥିବା ଶୁଣିବାକୁ ମି ଳିଛି । ଜିଲ୍ଲାର ମା ଓ ମୁକାବିଲା ପାଇଁ କଣ ସବୁ ପଦକ୍ଷେ ପ ନିଆଯାଉଛି ସେ ସଂପର୍କରେ ସମୀକ୍ଷା କରିବେଓ ଆଗକୁ […]

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବ୍ୟାପକ ବୃକ୍ଷରୋପଣ

ଫୁଲବାଣୀ- (ସୁନୀଲ ପଟନାୟକ)ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ରବିବାର ସହରର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା। ବିଶେଷକରି ବେଦାନ୍ତ ସେବା ସମିତି,ଏସଏସ ନର୍ସରୀ, ସତ୍ୟସାଇ ସ୍କୁଲ ଓ ସରସ୍ଵତୀ ଶିଶୁ ମନ୍ଦିର ପରିସରେ ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା,। ଏହି ଅବସରରେ ଜିଲ୍ଲା ଲେଖକ ସାମୁଖ୍ୟ ର ସଭାପତି ତଥା ବରୀଷ୍ଠସାହିତ୍ୟିକ ରବୀନ୍ଦ୍ରନାଥ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ଜଙ୍ଗଲ ସୃଷ୍ଟି ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ଵାରୋପ […]

ବିସ୍ଥାପିତ ହେବାର ୫୦ ବର୍ଷ ବିତିଲାଣି ଛନ୍ଦୁରୁପଦର ବିସ୍ଥାପିତଙ୍କ ସମସ୍ୟା ସୁଧୁରିବ କେବେ ?

ଫୁଲ ବାଣୀ- (ସୁନୀଲ ପଟନାୟକ)ବିସ୍ଥାପିତ ହେବାର ବର୍ଷେ କି ୨ବର୍ଷ ନୁହେଁ ପାଖାପାଖି ୫ ଦଶନ୍ଧୀ ବିତି ଲାଣି ହେଲେ ବିସ୍ଥାପିତ ଲୋକଙ୍କ ସମସ୍ୟା ସୁଧୁରୁନି ଏଯାଏଁ । ରାସ୍ତାଘାଟ, ପାନୀୟ ଜଳ ଆଦି ମୌଳିକ ସୁବିଧା ଟିକକ ନ ପାଇ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଛନ୍ଦୁର ପଦର ଗ୍ରାମବାସୀ ।ଗତ ୧୯୮୪ ମସିହାରେ ପିଲା ସାଲକୀ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ବିସ୍ତାପିତ ହୋଇଥିଲେ ଏମାନେ । ସେମାନଙ୍କୁ ଛୁନ୍ଦୁର […]

କଟକ ଓ୍ବଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ର ର ସୁଟିଂ ଆରମ୍ଭ

ବରଗଡ଼:- ରାଜ୍ୟ ସରକାର ଚଳଚ୍ଚିତ୍ର ଏବଂ ସିରିଏଲ ର ଇନ୍ ଡୋର ଆଉଟଡୋର ସୁଟିଂ ପାଇଁ ଅନୁମତି ଦେବା ପରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କଟକ ଓ୍ବଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ର ର ସୁଟିଂ ଆରମ୍ଭ ହୋଇଛି। ଅଭିନେତା ସମ୍ୱିତ ଆଚାର୍ଯ୍ୟ ଓ ଅଭିନେତ୍ରୀ ସୁସ୍ମିତା ପ୍ରଧାନ, ସହଯୋଗୀ କଳାକାର ପ୍ରଦୀପ ଦେବତା,ପିଣ୍ଟୁ ନନ୍ଦ,ଗୁଡ୍ଡୁ ବରଗଡ଼ ଜିଲ୍ଲା ର ବିଭିନ୍ନ ଲୋକେସନରେ ସୁଟିଂ ଚାଲିଛି।ନୂଆ ନିର୍ଦ୍ଦେଶକ ବାପି ଡେଭିଡ ଙ୍କ ନିର୍ଦ୍ଦେଶନାରେ ଫିଲ୍ମ୍ ର ସୁଟିଂ […]

ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପି ପକ୍ଷରୁ ଦାବୀ ପତ୍ର ପ୍ରଦାନ

ଫୁଲବାଣୀ- (ସୁନୀଲ ପଟନାୟକ)ଅହେତୁକ ବିଜୁଳି ଦର ବୃଦ୍ଧି ପ୍ରତ୍ୟାହାର, ଓ ଅଘୋଷିତ ବିଜୁଳି କାଟ ବିରୁଦ୍ଧରେ ଶନିବାର ଫିରିଙ୍ଗିଆ ବିଜେପି ଶାଖାପକ୍ଷରୁ ରାଜ୍ୟ ପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲାଫିରିଙ୍ଗିଆ ମଣ୍ଡଳ ସଭାପତି ଗଣେଶ ସାହୁ ଓ ନୂଆଁପଦର ମଣ୍ଡଳ ସଭାପତି ଗୋପିନାଥ କହଁରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଥିରେ ଜିଲ୍ଲା ସାଧାରଣ ସଂପାଦକ ଲିଙ୍ଗରାଜ ଦଳଵେହେରା, ଜିଲ୍ଲା ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି (ବନ ଭାଇ), ଜିଲ୍ଲା ଯୁବମୋର୍ଚ୍ଚା ସଭାପତି […]

ରାଇକିଆ ଓ ଦାରିଙ୍ଗବାଡି ବିଡିଓଙ୍କ ବଦଳି

କନ୍ଧମାଳ ଜିଲ୍ଲାରରାଇକିଆ ଓ ଦାରିଙ୍ଗବାଡି ବିଡି ଓ ଙ୍କବଦଳୀ ହୋଇଛି ।ରାଜ୍ୟ ପଞ୍ଚାୟତରାଜ ଓପାନୀୟ ଜଳ ବିଭାଗ ଚିଠି ନମ୍ବର୧୧୨୨୫ତା ୧୬ /୭/୨୧ରେ ଜିଲ୍ଲା ର ଏହି ଦୁଇଜଣ ବିଡିଓଙ୍କବଦଳୀ ହୋଇଥିବା ଜଣା ପଡିଛି ।ରାଇକିଆ ବ୍ଲକ୍ ବିଡିଓ ପ୍ରବୀଣ କୁମାରବାଣୁଆ ଙ୍କୁ ବରଗଡ ଜିଲ୍ଲାର ଗାଇସିଲଟ ବ୍ଳକ ବିଡିଓ ଭାବେ ବଦଳୀ ହୋଇଥିବାବେଳେ ତାଙ୍କ ସ୍ଥାନରେ ରାୟଗଡା ଟି ଆର ଓ ସ୍ମରଣୀ କା ଟୁଲୁ ଙ୍କୁ ବଦଳୀ ହୋଇଛି ।ସେହିପରି ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ […]