ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୨୧ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-ଶୁକ୍ଳପକ୍ଷତିଥି-ଦ୍ଵାଦଶୀ ଦିବା ଘ ୦୪/୩୮ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୦୭/୧୫ ପର୍ଯ୍ୟନ୍ତ ତଦନ୍ତେ ମୂଳାଚନ୍ଦ୍ର-ବିଛା ରାତ୍ରି ଘ୦୭/୧୫ ପର୍ଯ୍ୟନ୍ତ ତଦନ୍ତେ ଧନୁଯୋଗ-ବ୍ରହ୍ମକରଣ-ବବସୌରମାସ-କର୍କଟ ୦୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୧୮✧═════•❁❀❁•═════✧ଯୋଗିନୀ ନୈରୁତେ ଦିବା ଘ ୦୪/୩୮ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେକର୍କଟ ରାଶିର ଘାତବାରଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୮/୩୮ ଗତେ ଘ୧୦/୧୬ ମଧ୍ୟେବାରବେଳ।- ଦିବା ଘ୧୧/୫୪ ଗତେ ଘ୦୧/୩୩ ମଧ୍ୟେ✧═════•❁❀❁•═══ବିଶୁଦ୍ଧ ଅମୃତ […]

ତିଗିରିଆ ରେ ସାମ୍ବାଦିକ ଉପରେ ଆକ୍ରମଣ, ପରିବାର ସହିତ ଆଠଗଡ ଡ଼ିଏସପି ଅଫିସ ଆଗରେ ଧାରଣା, ଉତ୍କଳ ସାମ୍ବାଦିକ ସଂଘର ନିନ୍ଦା

ଆଠଗଡ(ଉଲାପ୍ର)କଟକ ଜିଲ୍ଲା ତିଗିରିଆ ବ୍ଲକ ରେ ଜଣେ କର୍ତ୍ତବ୍ୟ ରତ ସାମ୍ବାଦିକ ପରିବାରକୁ ଧମକ ପୂର୍ଣ୍ଣ ଚିଠି ଆସିବା ସହିତ ପରିବାରକୁ ବୋମା ପକାଇ ଉଡାଇ ଦେବେ ବୋଲି ରାଜାବାବୁ ସ୍ୱାଇଁ ନାମକ ଜଣେ ଯୁବକ ଧମକ ଦେବାପରେ ଏବେ ସାମ୍ବାଦିକ ଗୌର ସାହୁଙ୍କ ପରିବାର ତିଗିରିଆ ପୋଲିସ ର ଦ୍ୱାରସ୍ଥ ହୋଇଛନ୍ତି,ଗତ ପାଞ୍ଚଦିନ ତଳେ ଏଭଳି ଏକ ଧମକ ପୂର୍ଣ୍ଣ ଚିଠି ଆସିବାପରେ ତିଗିରିଆ ଥାନାରେ ଗୌର ସାହୁ ଏତେଲା ଦେଇଥିଲେ,ହେଲେ ପୋଲିସ ଅଭିଯୁକ୍ତ କୁ […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୨୦ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-ଶୁକ୍ଳପକ୍ଷତିଥି-ଏକାଦଶୀ ରାତ୍ରି ଘ ୦୭/୩୩ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀନକ୍ଷତ୍ର- ଅନୁରାଧା ରାତ୍ରି ଘ୦୯/୨୧ ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାଚନ୍ଦ୍ର-ବିଛାଯୋଗ-ଶୁକ୍ଳକରଣ-ବାଣିଜ୍ୟସୌରମାସ-କର୍କଟ ୦୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୮✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୭/୩୩ ପର୍ଯ୍ୟନ୍ତ ତଦନ୍ତେ ନୈରୁତେମକର ରାଶିର ଘାତବାରଏକାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୧/୩୦ ଗତେ ଘ୦୩/୦୯ ମଧ୍ୟେବାରବେଳ।- ଦିବା ଘ୦୭/୦୦ ଗତେ ଘ୦୮/୩୮ ମଧ୍ୟେ✧═════•❁❀❁•═══ବିଶୁଦ୍ଧ ଅମୃତ ବେଳ। -ଦିବା ଘ୦୮/୩୯ ଗତେ ଘ୧୦/୧୧ […]

ବାଲିଗୁଡା : ସିମନବାଡ଼ିରେ ଜବର ଦଖଲ ଉଛେଦ ଆରମ୍ଭ

ବାଲିଗୁଡା,୧୯/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ବଜାର ନିକଟ ବନବିଭାଗ କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ପ୍ରାଣୀଧନ ସହାୟକ କେନ୍ଦ୍ର ସାମ୍ନା ରାସ୍ତାକଡ଼ରେ ଥିବା ସମସ୍ତ ଦୋକାନ ଗୁଡିକ ସରକାରୀ ଜମିରେ ଥିବାରୁ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଜବର ଦଖଲ ଉଛେଦ କରିଥିବା ଦେଖିବାକୁ ମିଳିଛି। ଏହି ରାସ୍ତା କଡ଼ରେ କିଛି ବ୍ୟବସାୟୀ ନିଜର ବ୍ୟବସାୟ ନିମନ୍ତେ ଟିଣ ଘର କରି ବ୍ୟବସାୟ କରୁଥିଲେ। ହେଲେ ଉକ୍ତ ଜମିଟି […]

ଘୁ ଉଦୟଗିରି କବାଡି ଆସୋସିଏସନ୍ ଗଠିତ

ଫୁଲବାଣୀ-( ସୁନୀଲ ପଟ୍ଟନାୟକ)ଜି ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ସଭାଗୃହ ରେ ସୁନୀଲ କୁମାର ନାୟକଙ୍କ ସଭାପତିତ୍ବରେଅଞ୍ଚଳରକ୍ରୀଡାପ୍ରେମୀ ,ସଂଗଠକ , ଖେଳାଳି ,କ୍ରୀଡା ଅନୁରାଗୀ ଙ୍କୁ ନେଇ ଏକ ବୈଠକ ର ଆୟୋଜନ ମେଜର ଧ୍ୟାନଚାନ୍ଦ ସ୍ପୋଟସ ଏଣ୍ଡ ଗେମସ୍ ଏକାଡେମୀ, ଘୁ ଉଦୟଗିରି ର ପ୍ରତିଷ୍ଠାତା ତଥା ପ୍ରାକ୍ତନ କ୍ରୀଡାବିତ ମହମ୍ମଦ୍ ଜିଆଉଦିନ ଅହମ୍ମଦ ଙ୍କ ଆବାହନ କ୍ରମେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ କଳିଙ୍ଗ ମହାବିଦ୍ୟାଳୟର ଭଞବିହାର ବିଶ୍ବବିଦ୍ୟାଳୟ ର ଆନ୍ତ ମହାବିଦ୍ୟାଳୟ ଚମ୍ପିୟନ […]

ରାଇକିଆ ଶୁଗଡ଼ବାଡି ପଞ୍ଚାୟତରେ ମନରେଗା କାର୍ଯ୍ୟ ଓ ଜବକାର୍ଡରେ ଜାଲି ଆତି ଅଭିଯୋଗ, ତଦନ୍ତ ଦାବୀ

ଫୁଲ ବାଣୀ- (ସୁନୀଲ ପଟନାୟକ)ବିଶେଷ କରି କାମଧ ନ୍ଦା ପାଉ ନ ଥିବା ଗ୍ରାମାଞ୍ଚଳର ଗରୀବ ଶ୍ରମିକମାନଙ୍କୁ ଚିହ୍ନଟ କରି ଜବକାର୍ଡ ପ୍ରଦାନ କରିବା ସହ ଅନ୍ତତଃ ବର୍ଷକୁ ଶହେ ଦିନର ମଜୁରୀ ଯୋଗାଇଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଜିଲ୍ଲାର କେତେକ ବ୍ଳକରେ ଏହି ନିୟମକୁ ଫୁ କରି କାମ ନ କରିଥିବା ଅବା ମୃତ୍ୟୁବରଣ କରିଥିବା ଜବକାର୍ଡ଼ ହିତାଧିକାରିଙ୍କ ନାମରେ ମଜୁରୀ ଟଙ୍କା ପଇଠକରିହଡପକରାଯାଉଥିବା ଅଭିଯୋଗ ହେଉଛି […]

ଗରୀବ ଆଦିବାସୀ ଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଜଳ ବିଭାଜିକା ପକ୍ଷରୁ ଆମ୍ବ ଓ ଫୁଲଝ।ଡୁ ଚାଷ

ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାର ଗରୀବ ଆଦିବାସୀ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଜଳ ଚକାପାଦବିଭାଜିକା ପ୍ରକଳ୍ପ ପକ୍ଷରୁ ବନ୍ଧ ଖମଣଗ୍ରାମରେ ଚାଷୀମାନଙ୍କ ପାଇଁ ଆମ୍ବ ଓ ଫୁଲ ଝାଡୁଚାଷ କରାଯାଇଛି । ମହାତ୍ମ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ରେ ବନ୍ଧଖମଣଗ୍ରାମରେଗତ ୨୦ ୨୦/୨୧ଆର୍ଥୀକ ବର୍ଷରେ ୪-୫ ହେକ୍ଟର ଚାଷ ଜମିରେ ୮ଲକ୍ଷ ୩୦ ହଜାର ଟଙ୍କା ଅନୁଦାନରେ ଆମ୍ବ ଓ ଫୁଲ ଝାଡୁଚାଷ କରାଯାଇଛି, […]

୧୩ବର୍ଷ ହେଲା ଖଟିଆ ରେ ଭିନ୍ନକ୍ଷମ ଦୀପକ

ଫୁଲବାଣୀ- (ସୁନୀଲ ପଟନାୟକ)ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୩ବର୍ଷ ହେଲା ଖଟିଆ ରେ ପଡିରହିଛି ଦୀପକ । ତା ବୟସର ପିଲାମାନେ ଖେଳା ବୁଲା କରିବା ସହ ପାଠ ପଢିବାକୁ ବହି ବ ସ୍ତାନୀ ଧରି ସ୍କୁଲକୁ ଯାଉଥିବାବେଳେ ଦୀପକ ଭିନ୍ନକ୍ଷମ ହୋଇ ଖଟିଆରେ ଶୋଇଛି । ଚାଲି ପାରୁନି ଜମା । କିଏ ଖୁଆଇଦେଲେ ଖାଉଛି ।ପୁଅରଚିକିତ୍ସା ପାଇଁ ହାତରେ ପଇସାଟିଏ ନାହିଁ। ଏଣେ ପ୍ରାଣୀ କୁଟୁମ୍ବ ପରିବାର ଚଳାଇବା ମୁସ୍କିଲ । […]

ବିଦୂତ ଶୁକ୍ଳ ବୃଦ୍ଧିର ପ୍ରତିବାଦ ଆଠଗଡ ରେ,କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଅଫିସ ଘେରାଉ କଲା ବିଜେପି

ଆଠଗଡ(ଉଲାପ୍ର)ସାରାରାଜ୍ୟରେ ଅହେତୁକ ବିଦୂତ ଶୁକ୍ଳ ବୃଦ୍ଧି ପ୍ରତିବାଦରେ ଆଠଗଡ ବିଜେପି ରାଜରାସ୍ତାକୁ ଓଲ୍ହାଇଛି,ଆଜି ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ବରେ କୋଭିଡ କଟକଣା ମଧ୍ୟରେ ବିଜେପି କର୍ମୀମାନେ ସ୍ଥାନୀୟ ପାର୍ଟି ଅଫିସ ଠାରୁ ଏକ ଶୋଭାଯାତ୍ରାରେ ଆସି ଆଠଗଡ ଝରଣ ଛକ ରେ ଥିବା ଟିପିସିଏଲ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି,ବିଜେପିର ଦାବି ରହିଛି ବର୍ଦ୍ଧିତ ବିଦୂତ ଶୁକ୍ଳ ପ୍ରତ୍ୟାହାର କରିବା,ଗ୍ରାମାଞ୍ଚଳ କୁ ବିଦୂତ ସଂଯୋଗ ଦେବା,ଆଠଗଡ ରେ ଗ୍ରୀଡ଼ ପ୍ରତିଷ୍ଠା କରିବା,ନୂଆପାଟଣା ରୁ ଆଠଗଡ଼ […]

ଅଘୋଷିତ ବିଦ୍ୟୁତ କାଟଓ ଦରବୃଦ୍ଧି ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଲି

ଫୁଲବାଣୀ-( ସୁନୀଲ ପଟନାୟକ)ରବିବାରଭାରତୀୟ ଜନତା ଯୁବମୋର୍ଚ୍ଚା କନ୍ଧମାଳ ତରଫରୁ ଅଘୋଷିତ ବିଦ୍ୟୁତ କାଟ,ବିଦ୍ୟୁତ ଶୁଳ୍କ ବୄଦ୍ଧି, ଓ ଲୋ ଭୋଲ୍ଟେଜ ର ପ୍ରତିବାଦ କରି ଏକ ମାଦିକୁନ୍ଦା ଚ୍ଛକଠାରୁ ଇଲେକ୍ଟ୍ରି ଅପିସ୍ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଥିଲା,। ଏହି କାର୍ଯ୍ୟକ୍ରମ ରେ ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର,ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟ କାରିଣୀ ସଦସ୍ୟ ଅଭୟ ପାତ୍ର,ଯୁବମୋର୍ଚ୍ଚା ଉପସଭାପତି ସୁଧାଂସୁ ଗୁରୁ,କୁସୁମ ପ୍ରଧାନ, ମାନ ଭଞନ ବେହେରା,କୁସୁମ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ବିସ୍ୱରଞ୍ଜନ […]