ଜନତା ଦଳର ପୂର୍ବତନ ସଭାପତି ସଦାଶିବ ପାତ୍ରଙ୍କ ଏକାଦଶାହ ପାଳନରେ ଶୋକସଭା

ବାଲିଗୁଡା,୨୦/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଜନତା ଦଳର ପୂର୍ବତନ ନିର୍ବାଚନ ମଣ୍ଡଳୀ ସଭାପତି ସ୍ବର୍ଗତଃ ସଦାଶିବ ପାତ୍ରଙ୍କ ଏକାଦଶାହ ପାଳନ ଅବସରରେ ଏକ ଶୋକସଭା ବାଲିଗୁଡା ନୂଆସାହି ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି l ସ୍ବର୍ଗତଃ ପାତ୍ର ଏହି ଉତ୍ସବରେ କନ୍ଧମାଳର ବରିଷ୍ଠ ଭାଜପା ନେତା କମଳାକାନ୍ତ ପାଣ୍ଡେ , ବ୍ଲକ ବିଜେଡି ସଭାପତି ଟୁନା ଦାସ, ସମାଜସେବୀ ଦିଗାମ୍ବର ପାଣିଗ୍ରାହୀ,ବରିଷ୍ଠ କଂଗ୍ରେସ କର୍ମୀ ଶିବରାମ ପ୍ରଧାନୀଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ବିଶିଷ୍ଟ ବ୍ୟକ୍ତି […]

ଜନବିକାଶ ତରଫରୁ କୁଇ ଭାଷାରେ କରୋନା ସଚେତନତା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ

ବାଲିଗୁଡା,୨୦/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଜନବିକାଶ ତରଫରୁ କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ରହିଥିବା ଆଭ୍ୟନ୍ତରୀଣ ଅଞ୍ଚଳରେ ପହଞ୍ଚି ଆଞ୍ଚଳିକ ଭାଷାରେ କରୋନା ସଚେତନତା କରିବା ସହିତ ମାକ୍ସ ଓ ସାବୁନ ପ୍ରଦାନ କରି ଥିବା ଜଣାପଡିଛି। ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର କୁମ୍ଭାରୀଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ତ ସାରାଗୁଡି, ଗବେରକୁଟି, ପାଡିକିଆ, ରାଜନଗଡ଼, ମୁଣ୍ଡାପଦର ସମେତ କନ୍ଧମାଳ-ଗଜପତି ଜିଲ୍ଲା ସୀମାନ୍ତ ବର୍ତ୍ତି ମୋହନା ବ୍ଲକ ଅଧିନସ୍ତ ପାଣିଗଣ୍ଡା ଓ କଟାମା […]

ଦାରିଙ୍ଗବାଡ଼ି ବିଜେପି ମଣ୍ଡଳ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବାଲିଗୁଡା,୨୦/୭.(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲାରେ ଘନଘନ ବିଦ୍ୟୁତ କାଟ ବନ୍ଦ କରିବା ସହିତ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଏହାର ପ୍ରତିକାର ଦାବିରେ ରାଜ୍ୟ ବିଜେପିର ଆହ୍ୱାନ ରେ ଦାରିଙ୍ଗବାଡ଼ି ବିଜେପି ମଣ୍ଡଳ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ମଣ୍ଡଳ ବିଜେପି ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ବରେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଟିକିଏ ବର୍ଷା ହେଲେ ବିଦ୍ୟୁତ କଟିବା, […]

ମାଫିଆଙ୍କ କବଳରୁ ଶହ ଶହ ଏକର ଜମି ମୁକ୍ତ କଲେ ତହସିଲଦାର

ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ) ପ୍ରଶାସନିକ ଦୁର୍ବଳତା, ହୁଗୁଳା ଶାସନ, ଖାମଖିଆଲି କାରବାର ଯୋଗୁଁ କିଛି ଜମି ମାଫିଆ,କୁଜିନେତା, ବ୍ୟବସାୟୀମାନେ ବାଲିଗୁଡ଼ା ସହରର ବିଭିନ୍ନ ସ୍ଥାନରେ ଏକ ର ଏକ ର ସରକାରି ଜମି ମାଡି ବସି ଘର କରିବା ସହ ଅନ୍ୟକୁ ବିକ୍ରିକରି ମଧ୍ୟ ମାଲାମାଲ ହେଉଥିଲେ। ହେଲେ ଏନେଇ ଅଭିଯୋଗ ହେଉଥିଲେ ବି ପୁର୍ବରୁ ଦାୟିତ୍ଵରେ ଥିବା ଅଧିକାରୀମାନେ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରୁ ନ ଥିଲେ ତେବେ ବର୍ତ୍ତମାନ ର ତହସିଲଦାରଶଶାଙ୍କ ଶେଖର […]

ପିଏଜି ର ପ୍ରତିଷ୍ଠାତା ସଭ୍ୟ ପାଉଲ ପ୍ରଧାନଙ୍କୁ ଶ୍ରଦ୍ଧାଞଳୀ

ଫୁଲବାଣୀ -(ସୁନୀଲ ପଟନାୟକ )ଫୁଲବାଣୀ ସ୍ୱଛାସେବୀ ମହାସଂଘ ପିଏଜିର ପ୍ରତିଷ୍ଠାତା ସଭ୍ୟ ସ୍ୱର୍ଗତ ପାଉଲ ପ୍ରଧାନଙ୍କର ଜୁଲାଇ ୧୦ତାରିଖରେ ଦେହାନ୍ତ ହୋଇଥିବାରୁ ପାବୁରିଆ ସ୍ଥିତ ନୀପୀ ଡିତ କାର୍ଯାଳୟ ଠାରେ ଅମର ଆତ୍ମାର ସଦଗତି ପାଇଁ ଏକ ଶ୍ରଦ୍ଧାଞଳୀ ସଭା ଅନୁଷ୍ଠିତ ହୋଇଥିଲା ।ଆବାହକ ଅଶୋକ ପରିଡା ସଭ୍ୟମାନଙ୍କୁ ସ୍ୱାଗତ ଜଣାଇ ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ଫଟୋ ଚିତ୍ରରେ ସମସ୍ତେ ପୁଷ୍ପାଞ୍ଜଳି ଦେଇଥିଲେ।ସେ ଜଣେସଚୋଟ ତଥା ନିଷ୍ଠାପର ସମାଜସେବୀ ଥିଲେ।ଏଥି ସହ […]

ବିବାହୀ ତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଗିରଫ

ଫୁଲବାଣୀ- (ସୁନୀଲ ପଟନାୟକ) ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ କନ୍ଧମାଳ ଜିଲା ଟିକାବାଲି ପୋଲିସ ସ୍ୱାମୀକୁ ବାନ୍ଧି କୋର୍ଟ ଚାଲାଣ କରିଛି ।ଏଭଳି ଘଟଣା ଘଟିଛି ଟିକା ବାଲି ଥାନା ଅନ୍ତର୍ଗତ ଛତି ଝର ଗ୍ରାମରେ ।ଟିକାବାଲି ଛତି ଝର ଗ୍ରାମର ରୋହିତ ଦେହୁରୀଙ୍କ ଝିଅ ସରିତା ଦେହୁରି ଙ୍କୁ ସାରଙ୍ଗଡ଼ ଥାନ।ଗୁଟିଙ୍ଗିଆ ଅଞ୍ଚଳର ଶ୍ରୀକାନ୍ତ ବୁର୍ଗୀଙ୍କ ପୁଅ ମିଲନ ବିବାହ କରିଥିଲା। ତେବେ ବିବାହ ପର ଠୁ ମିଲନ ସରୀତାକୁ ଗାଳି ଗୁଲଜ […]

ଛାତ୍ର ବୃତ୍ତି ଟଙ୍କାରେ ନିଜ ଗ୍ରାମର ପିଲାଙ୍କୁ ପାଠ ପଢାଇ ଆସୁଛନ୍ତି ରାଜେଶ

ଫୁଲବାଣୀ -(ସୁନୀଲ ପଟନାୟକ )ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଘୁଉଦୟଗିରି ବ୍ଳକ୍ ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମର ରାଜେଶ କୁମାର ବଗର୍ତ୍ତୀ ବର୍ତ୍ତମାନ ଓଡ଼ିଶାର ଐତିହ୍ୟ ସମ୍ପର୍ଣ୍ଣ ରେଭେନ୍ସା ବିଶ୍ୱବିଦ୍ୟାଳୟ ର ଇତିହାସ ବିଭାଗରେ ଏମ୍.ଫିଲ୍ ପାଠ୍ୟକ୍ରମ ଉପରେ ଗବେଷଣା କରୁଛନ୍ତି, କରୋନା ମହାମାରୀ ର ଦ୍ୱିତୀୟ ଲହରୀ ଦୃଷ୍ଟିକୋଣରୁ ବର୍ତ୍ତମାନ ସେ ନିଜ ଗାଁକୁ ଚାଲି ଆସିଛନ୍ତି, ପରବର୍ତ୍ତୀ ସମୟରେ ସେ ଗାଁରେ ରହିବା ସମୟରେ ମଧ୍ୟରେ କରୋନା ମହାମାରୀ ଯୋଗୁଁ ଦେଶରେ […]

ମାନସୀ କରୋଗୀ ଜାନକୀର ଚିକିତ୍ସା ପାଇଁ ଅର୍ଥ ସା ଜିଛି ବାଧକ : ଗୋଡ ବାନ୍ଧି ରଖିଛନ୍ତି ପରିବାର ଲୋକେ

ଫୁଲବାଣୀ- (ସୁନୀଲ ପଟନାୟକ).ସବୁ କିଛି ଠିକ ଠାକ ଥିଲା। ଘରକାମ ଆଉ ରନ୍ଧାବଢ଼ା ବି ଠିକ ଭାବେ କରୁଥିଲା। ବହୁତ ସୁଆଦିଆ ଥିଲା ତା ରନ୍ଧା lହେଲେ କଣ ହେଲା କେଜାଣି ମୁଣ୍ଡ ଆଉ ଠିକ ଭାବେ କାମ କଲାନି। ଘରୁ ବାହାରକୁ ଗଲେ ଦିନ ଦିନ ଧରି ଘରକୁ ଆଉ ଫେରିଲାନି। ଫଳରେ ପରିବାର ଲୋକ ଚିନ୍ତାରେ ପଡିଗଲେ । କଣ କରିବେ? କଣ ନାହିଁ ଭାବି ଏବେ ଗୋଡ଼ ବାନ୍ଧି ଘରେ ନିଜର ବନ୍ଦି […]

ଜଙ୍ଗଲ ବିଭାଗ ଉନ୍ନୟନମୂଳକ କାର୍ଯ୍ୟଦେଖିବାକୁ ଆରସିସିଏଫ ଙ୍କ ୪ ଦିନିଆ ବୌଦ୍ଧ ଓ କନ୍ଧମାଳ ଗସ୍ତ

ଫୁଲ ବାଣୀ- (ସୁନୀଲ ପଟନାୟକ) ବନ ବିଭାଗ ଦ୍ଵାରା କରାଯାଉଥିବା ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା, ଆଦି ବିଭିନ୍ନ କାର୍ଯ୍ୟକ୍ରମମାନବୌଦ୍ଧ ଓ ଫୁଲ ବାଣୀ ଜଙ୍ଗଲ ବିଭାଗ ଡିଭିଜନ ରେ କିଭଳି କରାଯାଇଛି ସେ ସଂପର୍କରେ ଅନୁଧ୍ୟାନ କରିବା ସହ କାର୍ଯ୍ୟକମର ସମୀକ୍ଷା କରିବା ଲାଗି ବ୍ରହ୍ମପୁର ସ୍ଥିତ ରେ ଜିଓନାଲ ଚିଫ କନଜରଭେଟର ଅଫ ଫରେଷ୍ଟ (ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର (ଆଇଏଫଏସ)୪ ଦିନିଆ ଗସ୍ତରେ ଆସି ମଙ୍ଗଳବାର ଫୁଲବାଣୀ ଦେଇ ବୌଦ୍ଧ ଗ୍ରସ୍ତ କରିଛନ୍ତି […]

ସରସର ଗ୍ରାମରେ ରକ୍ତଦାନ ଶିବିର

ବରଗଡ଼(ଉଲାପ୍ର୍))କରୋନା ସମୟରେ ରକ୍ତାଭାବ କୁ ଦୁର କରିବା ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ଯ ଙ୍କ ତତ୍ବାବଧାନ ରେ ଆଜି ସରସରା ଗାଁ ର ଉଚ୍ଚ ବିଦ୍ୟାଳୟ ଠାରେ ବିଜୁ ଯୁବ,ଛାତ୍ର ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ବୁର୍ଲା ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୩୪ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶିବିର କୁ ମୁଖ୍ଯ ଅତିଥି ବିଧାୟକ ଦେବେଶ ଆଚାର୍ଯ୍ଯ ଫିତା କାଟି ଉଦ୍ଘାଟନ କରିଥିବା […]