ଫୁଲବାଣୀଜଙ୍ଗଲ ବିଭାଗ ବୃକ୍ଷରୋପଣ କାର୍ଯ୍ୟ ବୁଲି ଦେଖିଲେ ଆରସିସିଏଫ

ଫୁଲ ବାଣୀ- (ସୁନୀଲ ପଟନାୟକ) ବନ ବିଭାଗ ଦ୍ଵାରା କରାଯାଉଥିବା ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା, ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାନବୌଦ୍ଧ ଓ ଫୁଲ ବାଣୀ ଜଙ୍ଗଲ ବିଭାଗ ଡିଭିଜନ ରେ କିଭଳି କରାଯାଇଛି ସେ ସଂପର୍କରେ ଅନୁଧ୍ୟାନ କରିବା ସହ କାର୍ଯ୍ୟକମର ସମୀକ୍ଷା କରିବା ଲାଗି ବ୍ରହ୍ମପୁର ସ୍ଥିତ ରେ ଜିଓନାଲ ଚିଫ କନଜରଭେଟର ଅଫ ଫରେଷ୍ଟ (ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର (ଆଇଏଫଏସ)୪ ଦିନିଆ ଗସ୍ତରେ ଆସି ମଙ୍ଗଳବାର ବୌଦ୍ଧ ଗ୍ରସ୍ତ କରି ମାଧପୁର […]

ଖଜୁରୀପଡ଼ା ପିଆଇଏଙ୍କ ମନ ମାନୀ, ତହସିଲଦାରଙ୍କ ନିର୍ଦ୍ଦେଶ ଅମାନ୍ୟ କରି ଖୋଳିଲେ ପୋଖରୀ

ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ) କରେ। ନା ସଂକ୍ରମଣପାଇଁ ଲୋକଙ୍କ ଜୀବନଜୀବିକା ବିପନ୍ନ ହୋଇଥିବାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବାକୁ ସରକାର ମନ ରେ ଗା ଯୋଜନାରେ ଫାର୍ମ ପଣ୍ଡ ଖୋଳିବା ଲାଗି କହିଛନ୍ତି ଓ ଲକ୍ଷ୍ୟଧାର୍ଯ୍ୟ ମଧ୍ୟ କରିଛନ୍ତି । ଏହାଫଳରେ ଚାଷୀଙ୍କ ଜମିକୁ ଜଳ ଯୋଗାଇବା ଓ ଅଞ୍ଚଳରେ ଜଳସ୍ତର ବୃଦ୍ଧି କରିବା ସହ କର୍ମନିଯୁକ୍ତି ମଧ୍ୟ ପାଇବାଲକ୍ଷ୍ୟ ରହିଛି ସରକାରଙ୍କର ।ହେଲେ ସରକାର ଙ୍କ ଲକ୍ଷ୍ୟ ସାଧିତ ହେଉନ ଥିବା ଜଣ।ପଡିଛି […]

ଓଡ଼ିଶା ଡ୍ରାଇଭର ମହାସଂଘର ସାଧାରଣ ବୈଠକ ଅନୁଷ୍ଠିତ

କାମାକ୍ଷା ନଗର (ଉଲାପ୍ର୍):କାମାକ୍ଷା ନଗର ବ୍ଲକ୍ ଅନ୍ତର୍ଗତ ବାଲିଗୋରଡ ଗୋଷ୍ଠୀ କେନ୍ଦ୍ର ଠାରେ ଓଡିଶା ଡ୍ରାଇଭର ମହାସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ସଂଘ ତରଫରୁ ବାଉଁଶ ପାଳ ଛକ ନିକଟରେ ଲୋକ ମାନଙ୍କୁ ମାସ୍କ,ଖାଦ୍ୟ ପୁଡିଆ ଓ ପାଣି ବୋତଲ ବଣ୍ଟନ କରାଯାଇଥିଲା।ବାଉଁଶ ପାଳ ଛକ ଠାରୁ କୋ ଭିଡ ସଚେତନତା ର ବାର୍ତ୍ତା ସ୍ଲୋଗାନ ମାଧ୍ୟମ ରେ ଦେଇ ଏକ ବାଇକ୍ ରାଲି ରାମି ଆଳ ନଦୀ ବନ୍ଧ ଦେଇ ବାଲି ଗୋରଡ […]

ଆଠଗଡ ରେ ବିଦୂତ ର ସ୍ଥାୟୀ ପ୍ରତିକାର ନେଇ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ସାମ୍ବାଦିକ ଙ୍କ ଧାରଣା, ମାସକ ମଧ୍ୟରେ ଖୁଣ୍ଟୁଣି ଗ୍ରୀଡ଼ ରୁ ବିଦୂତ ସଂଯୋଗ ଆସିବ ଆଠଗଡ କୁ,ମିଳିଲା ନିର୍ଭର ପ୍ରତିଶ୍ରୁତି

ଆଠଗଡ(ଉଲାପ୍ର)ଆଠଗଡ ରେ ବିଦୂତ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି, ସାମାନ୍ୟ ବର୍ଷାହେଲେ ବିଦୂତ କାଟ,ନଚେତ ଶଙ୍ଖ ଫାଟୁଛି ଆଉ ଦୀର୍ଘ ସମୟ ଧରି ଆଠଗଡ ଅନ୍ଧାର ମଧ୍ୟରେ ରହୁଛି,ବିଦୂତ କାଟ ସମସ୍ୟା ନେଇ ଯୋଉଠି ରାଜନେତା ମାନେ ଚୁପ ସେଠି ଆଠଗଡ ର କିଛି ସାମ୍ବାଦିକ ସାଧାରଣ ଲୋକଙ୍କ ବୃହତ୍ତର ସ୍ଵାର୍ଥ କୁ ଦୃଷ୍ଟିରେ ରଖି ଟାଟା ପାୱାର କାର୍ଯ୍ୟଳୟ ର ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ, ଆଠଗଡ ସବ ଡିଭିଜନ ସାମ୍ବାଦିକ […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୨୩ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-ଶୁକ୍ଳପକ୍ଷତିଥି-ଚତୁର୍ଦ୍ଦଶୀ ଦିବା ଘ ୧୦/୪୨ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମାନକ୍ଷତ୍ର- ପୁର୍ବାଷ।ଢା ଦିବା ଘ୦୨/୫୮ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷ।ଢାଚନ୍ଦ୍ର-ଧନୁ ରାତ୍ରି ଘ୦୮/୨୮ ପର୍ଯ୍ୟନ୍ତ ତଦନ୍ତେ ମକରଯୋଗ-ବୈଧୃତିକରଣ-ବାଣିଜ୍ୟସୌରମାସ-କର୍କଟ ୦୮ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୩/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୩୮✧═════•❁❀❁•═════✧ଯୋଗିନୀ ପଶ୍ଚିମେ ଦିବା ଘ ୧୦/୪୨ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରଚତୁର୍ଦ୍ଦଶୀ ଏକୋଦିଷ୍ଟ ଓ ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ […]

ବିଜେଡି ସଭାପତି ପ୍ରମୋଦ ସାହୁ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ତୁମୁଡ଼ି ବନ୍ଧ ବ୍ଲକର ନବ ନିଯୁକ୍ତ ବିଜେଡି ସଭାପତି ପ୍ରମୋଦ ସାହୁ ଙ୍କୁ ସ୍ଥାନୀୟ ବିଜେ ଡ଼ି କର୍ମୀ ଓ ସ୍ଥାନୀୟ ଜନସାଧାରଣ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି . ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଙ୍କ ଶ୍ରୀ ସାହୁ ଙ୍କୁ ପୁନର୍ବାର ଦ୍ୱିତୀୟ ଥର ପାଇଁ ବ୍ଲକ ସଭାପତି ଦାୟୀ ତ୍ୱ ଦେଇଥିବାରୁ ଅଞ୍ଚଳବାସୀ ମାନ୍ୟବର ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେଇଛନ୍ତି l . ପ୍ରମୋଦ କୁମାର […]

କନ୍ଧମାଳ ଜିଲ୍ଲା ବିଜେପି ମହିଳା ମୋର୍ଚା କର୍ମକର୍ତ୍ତ।ଘୋଷିତ

ଫୁଲ ବାଣୀ- (ସୁନୀଲ ପଟନାୟକ)ଫୁଲବାଣୀ ସହରର ଭାରତୀୟ ଜନତା ପାର୍ଟିର ମହିଳା ନେତ୍ରୀ ସ୍ମିତା ରାଣି ମହାନ୍ତିଙ୍କୁ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ସୁପାରିଶ କ୍ରମେ ଜିଲା ଭାରତୀୟ ଜନତା ଦଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି।ରାଜ୍ୟ ମହିଳା ବିଜେପି ଦଳର ବରୀଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ସହ ଅନୁଷ୍ଠିତ ଭର୍ଚୁଆଲ ମିଟିଙ୍ଗ ରେ ଗୃହୀତ କ୍ରମେ ଜିଲ ସଭାନେତ୍ରୀ ସ୍ଥିତ । ଜିଲା ମହିଳା ବିଜେପି ର […]

ଗୋଛାପଡା ପୋଲିସ ଦ୍ୱାରା ୧୮୦କେଜି ଗଞ୍ଜେଇ ସହ କାର ଜବତ

ଫୁଲବାଣୀ-( ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ ଗୁରୁବାର ପେଟ୍ରୋଲିଙ୍ଗ ବେଳେ ନେଡ଼ି ପଦର ଗ୍ରାମ ନିକଟ ପୃଦେ ନିଛକ ରେ ଚଢ଼ାଉ କରି ଏକ କାର ସମେତ ୧୮୦କେଜି ଗଞ୍ଜେଇ ଜବତ କରିଛି। ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ମଧ୍ଯ ଗିରଫ କରିଛି ଗୋଚ୍ଛାପଡ଼ା ପୋଲିସ।ଗିରଫ ବ୍ୟକ୍ତିମାନେ ହେଲେନେଡ଼ି ପଦର ଅଞ୍ଚଳର ପ୍ରକାଶ ସାହୁ, ବିନିକିମେଣ୍ଡି ଗ୍ରାମର କଷ୍ଟ ରଣା, ଶିଶୁ ରଣା ବୋଲି ଗୋଛାପଡା ଥାନା ଅଧିକାରୀ ରଣଜିତ କ୍ରମାର ମୁନୀ କହିଛନ୍ତି […]

ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଟାମାହା କୁ ନୂତନ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ନ କରାଗଲେ ଭୋଟ ବର୍ଜନ

ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକ ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମ ଏକ ପଡା ଗ୍ରାମ, ଏହି ଗ୍ରାମ ପୂର୍ବରୁ ଏକ ରାଜସ୍ବ ଗ୍ରାମ ଥିଲା, ଗତ ୧୮ ରୁ ୨୦ ବର୍ଷ ତଳେ ଉକ୍ତ ଗ୍ରାମକୁ ରାଜସ୍ବ ଗ୍ରାମରୁ ନିବୃତ୍ତ କରି ତଲାରିମାହା ରାଜସ୍ବ ଗ୍ରାମ ସହ ଅନ୍ତର୍ଭୁକ୍ତ କରାଗଲା, ବର୍ତ୍ତମାନ ଗଟାମାହା ଗ୍ରାମର ଜନସଂଖ୍ୟା ୨୫୦ ରୁ ଉର୍ଦ୍ଧ୍ବ, ଉକ୍ତ ଗ୍ରାମରେ ଉଭୟ ଆଦିବାସୀ ଓ ପଛୁଆ ବର୍ଗର […]

ଶ୍ରୀ ବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ

*ପୁରୀ (ଉଲାପ୍ର)ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନା ବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ । ମହାପ୍ରଭୁଙ୍କ ସକଳ ବେଶରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ସ୍ଥଳେ, କେବଳ ସୁନା ବେଶରେ ଐଶ୍ଵର୍ଯ୍ୟ ପ୍ରାବଲ୍ୟ ପରିସ୍ଫୁଟ ହୋଇଥାଏ। ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀବିଗ୍ରହମାନେ ବିଭିନ୍ନ ତିଥିରେ ଯଥା : କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ଦଶହରା ପ୍ରଭୃତି ଦିବସମାନଙ୍କରେ ରାଜବେଶ, ରାଜା ରାଜେଶ୍ଵର ଇତ୍ୟାଦି ସୁନାବେଶରେ ସଜ୍ଜିତ *ହେଉଥିଲେ ହେଁ […]