କେନ୍ଦ୍ରାପଡା ର ଦବଙ୍ଗୀ ଲେଡି କନେଷ୍ଟବଳଙ୍କ ବହିଷ୍କାର ଦାବିରେ ଧର୍ମଶାଳା ଡିଜିଟାଲ ମିଡ଼ିଆର ସାମ୍ବାଦିକ ତରଫରୁ ଧାରଣା

ଧର୍ମଶାଳା(ଉଲାପ୍ର)ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ସାମ୍ବାଦିକ ଭୀମ ସେନ ସେଠୀ ଉପରେ ହୀଥିବା ଅମାନବୀୟ ଘଟଣା ଆଜି ଯାଜପୁର ଜିଲ୍ଲାର ଧର୍ମଶାଳା ଡିଜିଟାଲ ମିଡ଼ିଆ ସଙ୍ଘ ଆଜି କେନ୍ଦ୍ରାପଡ଼ାର ଦବଙ୍ଗୀ ଲେଡି କନେଷ୍ଟବଳଙ୍କ ବହିଷ୍କାର ବିରୁଦ୍ଧରେ ସାମ୍ବାଦିକ ମାନେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସହିତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିବେଦନ କରିବାସହିତ ପିନୁ ନାୟକଙ୍କୁ ତୁରନ୍ତ ଆରେଷ୍ଟ ଓ ବହିଷ୍କାର କରାଯାଉ ବୋଲି ଦାବୀ କରିଥିଲେ |ଧର୍ମଶାଳା ଡିଜିଟାଲ ମିଡ଼ିଆ ସଭାପତି ସ୍ମୃତି ରଞ୍ଜନ […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୨୬ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଶ୍ରାବଣମାସ-କୃଷ୍ଣପକ୍ଷତିଥି-ତୃତୀୟା ରାତ୍ରି ଘ ୦୨/୧୯ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀନକ୍ଷତ୍ର- ଧନିଷ୍ଟା ଦିବା ଘ୧୦/୪୮ ପର୍ଯ୍ୟନ୍ତ ତଦନ୍ତେ ଶତଭିଶାଚନ୍ଦ୍ର-କୁମ୍ଭଯୋଗ-ସୌଭାଗ୍ୟକରଣ-ବାଣିଜ୍ୟସୌରମାସ-କର୍କଟ ୧୧ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୩୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୨୮*✧═════•❁❀*ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୨/୩୪ ପର୍ଯ୍ୟନ୍ତ ତଦନ୍ତେ ନୈରୁ ତେ*ମିଥୁନ ଓ ସିଂହ ରାଶିର ଘାତ ଚନ୍ଦ୍ରମିଥୁନ ରାଶିର ଘାତବାରତୃତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୭/୦୧ ଗତେ ଘ୦୮/୩୯ ମଧ୍ୟେବାରବେଳ।- ଦିବା ଘ୦୩/୦୭ ଗତେ ଘ୦୪/୪୫ ମଧ୍ୟେ✧═════•❁❀❁•═══ବିଶୁଦ୍ଧ […]

ବାଲିଗୁଡା :ବରିଷ୍ଠ ଆଇନଜୀବୀଙ୍କ ଦେହାନ୍ତ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ ତଥା ସରକାରୀ ଓକିଲ ଭାଗିରଥି ରାଉତରାୟଙ୍କ ଦେହାନ୍ତ ହୋଇଯାଇଛି | ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି | ସେ ବାଲିଗୁଡା ରେ ଆଇନଜୀବୀ ତଥା ସରକାରି ଓକିଲ ଭାବେ ଦୀର୍ଘ ୪୦ବର୍ଷ ରୁ ଉର୍ଧ୍ଵ ଦିନ ଧରି କାର୍ଯ୍ୟ କରି ଆସୁଥିଲେ | ତାଙ୍କର ମରଶରୀର […]

ନୂତନ ଗୀର୍ଜା ଘର ଉଦଘାଟିତ

ବରଗଡ଼:- ବରଗଡ଼ ସହର ଗାନ୍ଧୀ ନଗର ଠାରେ ସି ଏନ ଆଇ ମଣ୍ଡଳୀ ର ନୂତନ ଗୀର୍ଜା ଘର ସମ୍ବଲପୁର ଡାଏସିସ ର ବିଶପ ଡଃ ପିନୁଏଲ ଦୀପ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭା ରେ ଜିଲ୍ଲା ମଣ୍ଡଳୀ ପରିଷଦ ର ଉପ ସଭାପତି ଅମୂଲ୍ୟ ସୁନା ଅଧ୍ୟକ୍ଷତା କରିଥିଲେ। ସମାରୋହ ରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନିପନ ଦାଶ, ଭାଜପାର ଜିଲ୍ଲା […]

ଫସଲ ବୀମା ଯୋଜନାରେ ଜାଲିଆତି ପ୍ରସଙ୍ଗ ନକଲି ଚାଷୀ ଙ୍କୁ ଧରିବା ପାଇଁ ତଦନ୍ତ ଦାବୀ କଲା : ଆପ୍

ବରଗଡ଼: ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ବ୍ୟାପକ ଜାଲିଆତି ହେଉଥିବା ଅଭିଯୋଗ କରି ଏହାର ଜିଲ୍ଲାପାଳଙ୍କ ଦ୍ୱାରା ତଦନ୍ତ ଦାବୀ କରିଛି ଆମ୍ ଆଦମୀ ପାର୍ଟି । ଚଳିତ ଖରିଫ ଋତୁରେ ପଦ୍ମପୁର ଉପଖଣ୍ଡ ଗାଇସିଲଟ, ପଦ୍ମପୁର, ପାଇକମାଲ, ବିଜେପୁର, ଝାରବନ୍ଦ ବ୍ଲକରେ ଏପରି ହେରଫେର ହେଉଥିବା ଜଣାପଡିଛି । ଅଣ ଋଣି ଚାଷୀ ମାନେ ଅନଲାଇନ ରେ ବୀମା ପ୍ରିମୀୟମ ଭରିବା ପାଇଁ ଗଲେ ତାଙ୍କ ଜମିରେ ଅନ୍ୟ କେହି ଅଜଣା ବ୍ୟକ୍ତି […]

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

ବାଲିଗୁଡା.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମପଡ଼ା ଗ୍ରାମର ଡପାସାହି ରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି l ଉକ୍ତ ଗ୍ରାମର ଜାନିରା ଦିଗାଲଙ୍କ ସ୍ତ୍ରୀ ସୁମନ୍ତି ଦିଗାଲ (୪୮) ନିଜ ବିଲରେ ଧାନ ତଳି ଲଗାଇବା ପରେ ଘରେ ଆସି ଖାଇଥିଲେ l ଖାଇ ସାରିବା ପରେ ବାରିପଟେ କଂସା ବାସନ ମାଜିବା ବେଳକୁ ହଠାତ ପଡ଼ି ଯାଇଥିଲେ l ପରିବାର ଓ ପାଖ ପଡିଶା ଲୋକେ ସଙ୍ଗେ ସଙ୍ଗେ ବାଲିଗୁଡ଼ା […]

ଏଥିରବି,କୋରନା କଟକଣ।ପାଇଁ ବୋଲବମ ବନ୍ଦ, କାଉଡିଆ ନିରାଶ

ଫୁଲ ବାଣୀ-( ସୁନୀଲ ପଟନାୟକ) ଗତଥର ନ ହେଲାନାହିଁ ଏଥର ବୋଲବମ ରେମାନସୀ କଧ।ରୀ କାଉଡିଆମାନେ ଜଳାଭିଷେକ କରି ମନସ୍କାମନ ପୁରଣ କରିବେ ବୋଲି ଭାବିଥିଲେ । ହେଲେ ଏଥିର ବି କରେ । ନାକଟକଣା ପାଇଁ ବୋଲବମ ରେ ଯିବେନି କାଉଡ଼ିଆ । ଫଳରେ ସେମାନଙ୍କ ମନରେ ନିରାଶ ଭାବ ଦେଖାଦେଇଛି ।ଏପଟେ ଜିଲ୍ଲାରେ ଥିବା ଡୁଙ୍ଗୀ, ଚକା ପାଦ, ଜଲେଶପଟାରେ ଥିବା ଶୈବପିଠଗୁଡ଼ିକ ଖାଁ ଖାଁ .ରହିଛି । ଆଜିଠୁ କାଉଡ଼ିଆ ମାନେ ଯିବା […]

ରାତି ପାହିଲେ ଖୋଲିବ ୧୦ ଶ୍ରେଣୀ, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳରେ ବ୍ୟାପକ ବ୍ୟବସ୍ଥା

ଫୁଲ ବାଣୀ- (ସୁନୀଲ ପଟନାୟକ)ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୬ ତାରିଖ ସୋମବାର ଦିନଠାରୁ ପରୀକ୍ଷାମୂଳକ ଭାବେ ୧୦ମ ଶ୍ରେଣୀ ପିଲାମାନଙ୍କ ପାଠପଢା ଆରମ୍ଭ ହେବ। ଛାତ୍ରଛାତ୍ରୀମାନଙ୍କୁ କ ରୋନା ସଂକ୍ରମଣ ଯେପରି ନ ହେବ ତାକୁ ଦୃଷ୍ଟିରେ ରଖି ସରକାର ଗାଇଡଲାଇନ ମଧ୍ୟ ପ୍ରସ୍ତୁତ କରି ଛୁନ୍ତି।ଫଳରେ ଆସନ୍ତା କାଲି୨୬ ତାରିଖ ସୋମବାର କନ୍ଧମାଳ ଜିଲ୍ଲାରେ ଥିବା ୧୯୦ ଟି ହାଇ ସ୍କୁଲ ଖୋଲିବାକୁ ଯାଉଛି । ୧୦ ହଜାର ଛାତ୍ରଛାତ୍ରୀ ସୁଲକୁ ଆସି ପIଠପଢିବୋସେଥିମଧ୍ୟରୁବାଲିଗୁଡ଼ାରେ […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୨୫ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଆଷାଢ଼ମାସ-ଶୁକ୍ଳପକ୍ଷତିଥି-ପ୍ରତିପଦ ପ୍ରାତଃ ଘ ୦୫/୩୦ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟାନକ୍ଷତ୍ର- ଶ୍ରବଣ। ଦିବା ଘ୧୧/୪୦ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଟାଚନ୍ଦ୍ର-ମକର ରାତ୍ରି ଘ୧୧/୧୦ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭଯୋଗ-ଆୟୁଷ୍ମ।ନ୍କରଣ-କୌଲ ବସୌରମାସ-କର୍କଟ ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୦୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୦୮*✧═════•❁❀*ଯୋଗିନୀ ପୂର୍ବେ ପ୍ରାତଃ ଘ ୦୫/୩୦ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ*ସିଂହ ରାଶିର ଘାତ ଚନ୍ଦ୍ରମେଷ ରାଶିର ଘାତବାରଦ୍ଵିତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୧୦/୧୭ ଗତେ ଘ୦୧/୩୬ ମଧ୍ୟେ✧═════•❁❀❁•═══ବିଶୁଦ୍ଧ ଅମୃତ ବେଳ। […]

ଜୀରା ନଦୀରେ ନୂଆ ବ୍ରିଜ ନିର୍ମାଣ ପ୍ରସଙ୍ଗ ଅସ୍ଥାୟୀ ରୋଡ଼ ଭାଙ୍ଗି ଅମ୍ବାପାଲି ବରଗଡ଼ ସହରରୁ ବିଛିନ୍ନ ସିଟି ବସ୍ ଚଳେଇବା ପାଇଁ ଆପ୍ ର ଦାବୀ

ବରଗଡ଼: ଜୀରା ନଦୀରେ ନୂଆ ବ୍ରିଜ ନିର୍ମାଣ ହେବା ବରଗଡ଼ରେ ଏକ ପ୍ରହସନ ପାଲଟିଛି । ପ୍ରୋଜେକ୍ଟ କୁ ତିନି ବର୍ଷ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଅଧା କାମ ହୋଇନାହିଁ ଅନ୍ୟପଟେ ଅଟକଳ ଖର୍ଚ୍ଚ ରୁ ଦୁଇ ଗୁଣ ଅଧିକ ହେବାକୁ ଗଲାଣି ବ୍ୟୟ ଓ ଅଢେଇ ବର୍ଷ ର କାମ କୁ ପାଞ୍ଚ ବର୍ଷ ଲାଗିବ ବୋଲି ଏବେ ଗଣମାଧ୍ୟମରେ ଚର୍ଚ୍ଚା ଚାଲୁଥିବା ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି । ପ୍ରତ୍ୟେକ ବର୍ଷା […]