ସ୍ଵାଧୀନତାର ୭୪ ପୁରିଲ। . ସାର୍ତ୍ତୁଲ ପଞ୍ଚାୟତର ୧୨ଗ୍ରାମର ସମସ୍ୟା ସୁଧୁରୁନି
ଫୁଲବାଣୀ- (ସୁନୀଲ ପଟନାୟକ)ଗମନାଗମନର ସୁବିଧା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ପାଣି ପରି ଖର୍ଚ କରୁଛନ୍ତି । ତେବେ ସ୍ଵାଧୀନତାର ୭୪ ପରେ ବି କନ୍ଧମାଳ ଜିଲ୍ଲାରେ ଏଭଳି ଅନେକ ଗ୍ରାମ ରହିଛି । ଯେଉଁମାନେ ବିକାଶର ସ୍ୱାଦ ଚାଖିନାହାନ୍ତି ।କନ୍ଧମାଳ ଜିଲ୍ଲାରମା ଓ ଇଲାକା ଭାବେ ପରିଚିତ କୋଟଗଡ଼ ବ୍ଳକର ସାର୍ତ୍ତୁଲ ପଞ୍ଚାୟତ ରହିଛି ସେହି ପଞ୍ଚାୟତର ୧୨ରୁ ଉର୍ଦ୍ଧ୍ଗାମର ଲୋକେ ଗମନାଗମନ ଶିକ୍ଷା । […]