ତୁମୁଡ଼ିବନ୍ଧ ବ୍ଳକର ଦୁର୍ଗମ ଇଲାକାରେଅତିରିକ୍ତ ସଚିବଙ୍କ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୁଲ ବାଣୀ-( ସୁନୀଲ ପଟନାୟକ)ରାଜ୍ୟ ସରକାରଙ୍କ ୱ। ର୍କସ ବିଭାଗରପରାମର୍ଶଦାତା ତଥା ଅତିରିକ୍ତ ସଚିବ ଡକ୍ଟର 6କ୍ଷତ୍ରବାସୀ କନ୍ଧମାଳ ଗସ୍ତରେ ଆସି ତୁମୁଡିବନ୍ଧ ବ୍ଳକର ଦୁର୍ଗମ ଗୁମା ପଞ୍ଚାୟତ ଅଧିନସ୍ତ ସୁସା ଭଟ୍ଟା, ପାଗେରପାଡି,କମଳପଡ଼ା ଆଦି ଅଞ୍ଚଳ ଗସ୍ତ କରି ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ ସଂପର୍କରେ ଲୋକଙ୍କୁ ସଚେତନ କରିବା ସହ ବୃକ୍ଷ ରୋପଣ କରିଥିଲେ। ଏଥିସହ ଗ୍ରାମ ର ଲୋକଙ୍କୁ ୫ ଶ ହ. ମହୁଲ, ପିଜୁଳୀ, ଅଁଳା ଆତ, ପିପଲ, ରକ୍ତ ଚନ୍ଦ […]

୭୫ ତମ ସ୍ୱାଧୀନତା ଦିବସ ପାଇଁ ଆଠଗଡ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଠଗଡ(ଉଲାପ୍ର)ଆଠଗଡ ସଦର ମହକୁମା ମହୋତ୍ସବ ପଡ଼ିଆରେ ୭୫ ତମ ସ୍ବାଧିନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି,ଚଳିତବର୍ଷ ମହାମାରୀ କରୋନା ଯୋଗୁ ନିରାଡ଼ମ୍ବର ଭାବେ ସ୍ୱାଧୀନତା ଦିବସ ପାଳନ ହେବବୋଲି ସର୍ବସମତି କ୍ରମେ ସ୍ଥିର କରାଯାଇଛି,ସ୍ୱାଧୀନତା ଦିବସ ପୂର୍ବରୁ ଆଠଗଡ ମହିଳା କଲେଜ ନିକଟରେ ଥିବା ସ୍ମୃତିପୀଠ କୁ ପରିଷ୍କାର, ପରିଛନ କରିବାପାଇଁ ସ୍ଥିରକରାଯାଇଛି,ଏହା ବ୍ୟତୀତ କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି […]

ଆଜିର ରାଶିଫଳ

ଅଦ୍ୟ ଜୁଲାଇ ମାସ ୨୯ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଶ୍ରାବଣମାସ-କୃଷ୍ଣପକ୍ଷତିଥି-ଷଷ୍ଠୀ ରାତ୍ରି ଘ ୦୩/୩୯ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ୧୨/୩୧ ପର୍ଯ୍ୟନ୍ତ ତଦନ୍ତେ ରେବତୀଚନ୍ଦ୍ର-ମୀନଯୋଗ-ସୁକର୍ମାକରଣ-ଗରସୌରମାସ-କର୍କଟ ୧୪ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୦୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୧୮*✧═════•❁❀*ଯୋଗିନୀ ପଶ୍ଚିମେ ରାତ୍ରି ଘ ୦୩/୩୯ ପର୍ଯ୍ୟନ୍ତ ତଦନ୍ତେ ବୟବ୍ୟେ*ଧନୁ ରାଶିର ଘାତ ଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୦୩/୦୫ ଗତେ ଘ୦୬/୨୦ ମଧ୍ୟେ✧═════•❁❀❁•═══ବିଶୁଦ୍ଧ ଅମୃତ ବେଳ। -ଦିବା ଘ୦୧/୩୨ […]

ସାମ୍ବାଦିକ ଙ୍କୁ ଚାପୁଡାମାଡ଼ ର ପ୍ରତିବାଦ ବଡଚଣା ରେ

ବଡଚଣା(ଉଲାପ୍ର)ସାମ୍ବାଦିକଙ୍କୁ ପୋଲିସ ଆକ୍ରମଣ ପ୍ରତିବାଦରେ ବଡଚଣା ପ୍ରେସ ଫୋରମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର। କେନ୍ଦ୍ରାପଡା ଠାରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜନୈକ ମହିଳା ପୋଲିସ କର୍ମଚାରୀଙ୍କ ମାଡ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ବଡଚଣା ପ୍ରେସ ଫୋରମ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।ଆଜି ଚଣ୍ଡିଖୋଲ ସ୍ଥିତ ବୁଦ୍ଧ ମୃର୍ତ୍ତି ନିକଟରେ ପ୍ରାୟ ୫୦ ରୁ ଉର୍ଦ୍ଧ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏକତ୍ରିତ ହୋଇ ପୋଲିସର ଏଭଳି ମନୋଭାବକୁ ଦୃଢ ଭାବେ ନିନ୍ଦା କରାଯିବା ସହ ସଂପୃକ୍ତ ମହିଳା ପୋଲିସ […]

ବନ୍ଧୁକ ଦେଖାଇ ବଟି ଆଦାୟ ଅଭିଯୋଗରେ ଯୁବକ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଭ୍ରମରବାଡ଼ି ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ବଟି ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ତାଙ୍କ ଠାରୁ ଏକ ବନ୍ଧୁକ ଜବତ କରାଯାଇଥିବା ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି କହିଛନ୍ତି। ଗିରଫ ଯୁବକ ଜଣକ ହେଲେ ଭ୍ରମରବାଡ଼ି ପଞ୍ଚାୟତ ଡମକ୍ଲିୟୁ ଗ୍ରାମର ବାପି ପ୍ରଧାନ। ପ୍ରକାଶ ଯେ, ଚଳିତମାସ ୧୩ […]

କାର ସହ ୩୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ-( ସୁନୀଲ ପଟନାୟକ)ବୁଧବାର ଖଜୁରୀପଡ଼ା ଥାନା ଅନ୍ତର୍ଗତ ବାର ପୋଲିଆ ନିକଟରୁ ଏକକାର ସହ ୩୦ କେଜି ଚୋରାଗ6ଜଂ ଇଜବତ କରିଛି ଅବକାରି ବିଭାଗ। ଏଥିରେ ସଂପୃକ୍ତ ସୁସୁଲି ପାଙ୍ଗା ଗ୍ରାମର ରାହୁଲ ଦିଗଲ ନାମକ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ କର୍ମଚାରୀମାନେ ବରପୁଲି ଆଠାରେ ଛକି ବସିଥିଲେ। ଆଉ କାରକୁ ଅଟକାଇ ଯାଞ୍ଚକଲାବେଳେ କାର ଭିତରୁ ଗ6 ଜଂ ଇମିଳିଥିଲା। […]

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଚେତନତା ରଥ ଉଦଘାଟିତ

ଫୁଲ ବାଣୀ- (ସୁନୀଲ ପଟନାୟକ)ପ୍ରଧାନ ମନ୍ତ୍ରୀ ଫସଲ ବିମା ସଂକ୍ରାନ୍ତିୟ ସମସ୍ତ ସୁବିଧା ସୁଯୋଗ ଯେପରି ପାଇପାରିବେ ସେ ନେଇ ଚାଷୀମାନଙ୍କୁ ପିଏମଏଫଏସୱାଇ ଯୋଜନାରେ ଅଧିକରୁ ଅଧିକ । ଚାଷୀ ଯେପରି ସାମିଲ ହେବେ ସେ ନେଇ ଚକାପାଦ ବ୍ଲକ କୃଷି ବିଭାଗ ପକ୍ଷରୁ ବୁଧବାର ଏକ ସଚେତନତା ରଥ ର ଶୁଭାରମ୍ଭ ହୋଇଥିଲା।ଏହି ସଚେତନତା ରଥକୁ ଚକାପାଦ ତହସିଲଦାର ଶ୍ରୀମତି ମଧୁସ୍ମିତା ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ।ଏହି ଅବସରରେ ପ୍ରଧାନମନ୍ତ୍ରୀ ଫସଲ […]

ସ୍ଵେଚ୍ଛାସେବୀ ସଂଗଠନ ସ୍ଵାତୀ ପକ୍ଷରୁ ଅକ୍ସିଜେନ କନସେଣ୍ଟ 6ଟ୍ରଟର ପ୍ରଦାନ

ଫୁଲ ବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ଵାତୀ ପାବୁରିଆ ପକ୍ଷରୁ ବୁଧ ବାର ସଂଗଠନର ମୁଖ୍ୟ ଇଂହରିଶଙ୍କର ରାଉତ ଓ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ୫ ଗୋଟି ଅକ୍ସିଜେନ କନସେଣ୍ଟ ଟ୍ରେଟର ବିଭିନ୍ନ ଡାକ୍ତରଖାନାରେ ପ୍ରଦାନ କରାଯାଇଛି।ସେଥିମଧ୍ୟରୁ ଜିଉ ଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଟି, ଚକାପାଦ ବ୍ଳକ ର ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ, ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଓ ଟିକା ବାଲି ଏମଡବ୍କ ଏଚ ରେ ଗୋଟିଏ ପ୍ରଦାନ […]

ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ. କନ୍ଧମାଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ସରକାରି ବସଚଳାଚଳ ବନ୍ଦ

ଫୁଲବାଣୀ- (ସୁନୀଲ ପଟନାୟକ)ଆଜିଠୁମା ଓ ବାଦୀ ସହିଦ ସପ୍ତାହ ଆରମ୍ଭ ହୋଇଛି । ଆସନ୍ତା ୩ ତାରିଖ ଯାଏ ମାଓବାଦୀମା ନେ ସହିଦ ସପ୍ତାହ ପାଳନ କରିବେ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସରକାରୀ ବସ ସବୁ ବନ୍ଦ ରହିଛି ।ଫଳରେ ମାଓ ଅଧୁଷିତ କନ୍ଧମାଳ ଜିଲ୍ଲା 6ର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବିଭିନ୍ନ ସ୍ଥାନରେ କମ୍ବି ଅପରେସନକୁ ଯୋରଦାର କରିଛି ପୋଲିସ। ସେହିପରି ଜିଲ୍ଲାର ଦାରିଙ୍ଗବାଡି, କୋଟଗଡ ତୁମୁଡିବନ୍ଧ ବ।ଲି ଗୁଡ଼ା,ଫିରିଙ୍ଗି ଆ,ଗୋଛାପଡ଼ା […]

ବଡମ୍ବା ନରସିଂହପୁରରେ କଂଗ୍ରେସ ର ଶୂନ୍ୟସ୍ଥାନ !! ସତ୍ତା ହରେଇଲାଣି ଦଳ: ରାଜ୍ୟ ସଭାପତି କୁମ୍ଭକର୍ଣ୍ଣ ନିଦ୍ରାରେ.. ଚାଲିଛି ୫ ବର୍ଷୀୟା ରାଜନୀତି- ନେତା ଙ୍କ ପକେଟ ଗରମ

ବଡମ୍ବା(ଉଲାପ୍ର) ବଡ଼ମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସଦଳ ବିରୋଧୀ ଦଳର ସଂଜ୍ଞା ହରାଉଥିବା ସ୍ପଷ୍ଟ ଦେଖିବାକୁ ମିଳିଛି ଯାହା ଫଳ ରେ ଏଠାକାର କଂଗ୍ରେସ ନେତା ଓ କର୍ମୀ ତିଷ୍ଠିରହିବାପାଇଁ ସୁଯୋଗ ସୃଷ୍ଟିକରିପାରୁନାହିଁ । ଯେଉଁ ଅଳ୍ପ ସଂଖ୍ୟକ କର୍ମୀ ଏହି ସଙ୍ଗଠନ ପାଇଁ କାର୍ଯ୍ୟକରୁଛନ୍ତି ସେମାନେ ସର୍ବନିମ୍ନ ଆର୍ଥିକ ସହାୟତା ଅଭାବରେ ସଙ୍ଗଠନକୁ ଆଗକୁନେଇ ପାରୁନାହାନ୍ତି ଏବଂ ଏଠାରେ ଯେଉଁ ସ୍ଥାନୀୟ ନେତାମାନେ ନେତୃତ୍ୱ ନେଇଛନ୍ତି ସେମାନଙ୍କର ବ୍ୟକ୍ତିତ୍ୱ ମଧ୍ୟ ଅନେକାଂଶରେ ଦଳକୁ ଏଠାରେ ମଜଭୁତ କରିପାରୁ […]