ପଞ୍ଚାୟତରାଜ ମନ୍ତ୍ରୀଙ୍କ ସମୀକ୍ଷା କନ୍ଧମାଳ ଜିଲ୍ଲାରେ ସମସ୍ତଙ୍କ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ଵ

ଫୁଲବାଣୀ – ୨୯/୭ (ସୁନୀଲ ପଟ୍ଟନାୟକ) – କନ୍ଧମାଳ ଜିଲ୍ଲାରେ କିଭଳି ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ସମସ୍ତଙ୍କ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ ଓ ମୁଖ୍ୟମନ୍ତ୍ରୀଙ୍କ ମେଗା ପାନୀୟ ଜଳ ପ୍ରକଳ୍ପ ର କାର୍ଯ୍ୟ ଯେପରି ନିର୍ଦ୍ଧାରୀତ ସମୟ ସୀମା ମଧ୍ୟରେ ସରିବ ସେ ନେଇ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାଲାଗି ଦୁଇ ଦିନିଆ କନ୍ଧମାଳ ଗ୍ରସ୍ତ ରେ ଆସି ଗୁରୁବାର ଫୁଲ ବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ […]

ଯୁବକ ଙ୍କ କ୍ଷତ ବିକ୍ଷତ ଶବ ଉଦ୍ଧାର

ବରଗଡ଼: ବରଗଡ଼ ଥାନ ଅନ୍ତର୍ଗତ କୁରୁଆ ଗ୍ରାମ ନିକଟସ୍ଥ ଏକ ବ୍ରିଜ ଉପରେ ଜନୈକ ଯୁବକ ଙ୍କ କ୍ଷତ ବିକ୍ଷତ ମୃତ ଦେହ କୁ ପୋଲିସ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଯୁବକର ପରିଚୟ ମିଳି ନଥିବା ବେଳେ ପାଖରେ ପଡିଥିବା ଏକ ମୋଟର ସାଇକେଲରୁ ତଦନ୍ତ କରି ଏହା ଭେଡେନ ଥାନା ଅନ୍ତର୍ଗତ ଥୁଆପାଲିର ବୋଲି ପୋଲିସ ଜାଣିବାକୁ ପାଇଛି। ଗତ କିଛି ଦିନ ହେଲା ରାତିରେଏ ଅଞ୍ଚଳ ରୁ ମେଣ୍ଢା […]

ବାଙ୍କି ଖାଲ ଖମା ରାସ୍ତାରେ ହାଉଲେ ହାଉଲେ ଚାଲ,ରାସ୍ତାସାର ଖାଲ

ବାଙ୍କି(ଉଲାପ୍ର)ବାଙ୍କି ବଜାର ଠାରୁ ରଜୀବ ପର୍ଯ୍ୟନ୍ତ ଏହି 14 କିମି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ।ସାଧାରଣ ଲୋକମାନେ ଯାତାୟାତ ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହା ଭୋକିଲା ପେଟ ଖବରକାଗଜରେ ପ୍ରକାଶିତ ହୋଇଥିଲା। ମୁଁ ଏହି ଖବର କାଗଜ ଟିକୁ ନେଇ ଭୁବନେଶ୍ବର ରେ ଅବସ୍ଥିତ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ଇଂ ତାରା ପ୍ରସାଦ ମିଶ୍ର ଏବଂ ଅଧୀକ୍ଷକ ଯନ୍ତ୍ରୀ ଇଂ ଅମୀୟ ନାୟକ ମହାଶୟଙ୍କୁ ଦେଇ କହିଲି -ସାର୍ ଆମେ ନୂଆ ଗାଡି […]

ଜୀବନ ସୁରକ୍ଷା ମଞ୍ଚ ପକ୍ଷରୁ ମୋ ଚାଟଶାଳୀ କେନ୍ଦ୍ର ମାଧ୍ଯମରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷାଦାନ

ଫୁଲ ବାଣୀ ୨୯/୭(ସୁନୀଲ ପଟନାୟକ) ମହାମାରୀ କରେ । ନା ପାଇଁ ଦୀର୍ଘ 17 ମାସ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟକୁ ପାଠ ପଢିବା ପାଇଁ ଯାଉନାହାନ୍ତି।ବିକଳ୍ପ ଶିକ୍ଷା ଭାବେ ସରକାର ଅନଲାଇନ ଓ ୟୁଟ୍ୟୁବ ମାଧ୍ଯମରେ ଶିକ୍ଷା ପ୍ରଦାନ କରୁଅଛନ୍ତି। କିନ୍ତୁ କନ୍ଧମାଳ ଭଳି ପଛୁଆ ଜିଲ୍ଲାରେ ନେଟୱର୍କ ସମସ୍ୟା ଓ ଛାତ୍ରଛାତ୍ରୀମାନଙ୍କ ନିକଟରେ ମୋବାଇଲ ନ ଥିବା ଯୋଗୁ ଏହା ଫଳପ୍ରଦ ହୋଇପାରିନାହଁ।ତେଣୁ ପାଠପଢାରୁ ବଞ୍ଚିତ ହେଉଥିବା ଓ ପାଠପଢାରେ […]

୨୦୦୮କନ୍ଧମାଳ ଦଙ୍ଗା ମାମଲା ୩୦ ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ କାରାଦଣ୍ଡ ସହ ୧ ହଜାର ଟଙ୍କା ଲେଖାଁଏ ଜୋରିମାନା

ଫୁଲବାଣୀ (ସୁନୀଲ ପଟନାୟକ )ବହୁ ଚ ର୍ଚିତ ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ବିଚାର କରି କନ୍ଧମାଳ ଜିଲ୍ଲା କୋଟଗଡସ୍ଥିତ ଦେୱ । ନୀ ଓ ଫୌଜଦାରି ଅଦାଲତ (ଜେଏମଏଫସି)କୋର୍ଟ ବିଚାରପତି ଅନୁରାଗ ଦେହୁରୀ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ୩୦ ଜଣ ଅଭିଯୁକ୍ତକୁ ୨ ବର୍ଷଲେଖାଏଁ ଜେଲ ଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଲେଖାଏ ଜୋରିମାନା ଆଦେଶ ଦେଇଛନ୍ତି ।ଦଙ୍ଗାର ଦୀର୍ଘ ୧୩ବର୍ଷ ପରେ ଗୁରୁବାର ଆଜି ରାୟ ପ୍ରକାଶ ପାଇଛି । ତେବେ […]

ନରସିଂହପୁର ଯୁବ ପରିଷଦ ତରଫରୁ ନରସିଂହପୁର ରେ ହେବାକୁଥିବା ବସଷ୍ଟାଣ୍ଡର ସ୍ଥାନ ପରିବର୍ତ୍ତନ କରିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ନରସିଂହପୁର (ଉଲାପ୍ର)ନରସିଂହପୁର ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ନରସିଂହପୁର ଯୁବ ପରିଷଦ ତରଫରୁ ନରସିଂହପୁର ରେ ହେବାକୁ ଥିବା ବସଷ୍ଟାଣ୍ଡର ସ୍ଥାନ ପରିବର୍ତ୍ତନ କରିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ଉଚ୍ଚ ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରାଗଲା।ନରସିଂହପୁରରେ ବର୍ତ୍ତମାନ ଯେଉଁ ସ୍ଥାନରେ ବସଷ୍ଟାଣ୍ଡ ଚାଲିଛି ସେହି ସ୍ଥାନକୁ ଲାଗି ବିଦ୍ୟାଳୟ, ଥାନା ଓ ମେଡ଼ିକାଲ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଅଛି। ନରସିଂହପୁର ଅଞ୍ଚଳର ଗଣପର୍ବ ଛାଡଖାଇ ଯାତ୍ରା ମଧ୍ଯ […]

ଅପରେସନ ପରେ ମଧ୍ୟ ଶିଶୁର ମୁଣ୍ଡ ବଢୁଛି. ଚିନ୍ତାରେ ବାପା ମା

ଫୁଲବାଣୀ- (ସୁନୀଲ ପଟନାୟକ)ଟଙ୍କା ଖର୍ଚ କରି ଶିଶୁ ପୁତ୍ରରଅପରେସନ ପରେ ବାପା ମା ବେଶ ଖୁସି ଅନୁଭବ କରିଥିଲେ।ଭଗବାନ ତାଙ୍କ ଗୁହାରି ଶୁଣିଲେ । ଏଣିକି ଆଉ ଅସୁବିଧା ନାହିଁ I ଅନ୍ୟ ଶିଶୁ ମାନଙ୍କ ପରି ଖେଳିବ,ବୁଲିବ ଆଉ ସ୍କୁଲକୁ ଯିବ ବୋଲି। ହେଲେ ସେମାନଙ୍କ ସବୁ ସ୍ଵପ୍ନ ପାଣି ପରି ମିଳେଇ ଗଲା। ଅପରେସନର ମାସ କେଇଟା ହୋଇଛି କି ନାହିଁ ପୁଣି ଶିଶୁଟି ର ମୁଣ୍ଡ ପୁର୍ବ ଭଳି ବଢ଼ିବାରେ ଲାଗିଲା। ଫଳରେ […]

ଫୁଲ ବାଣୀ ଯୁବକର ଗଳିତ ଶବ ଦଶପଲା ନାଳରୁ ଉଦ୍ଧାର, ହତ୍ୟା ସନ୍ଦେହ !

ଫୁଲ ବାଣୀ- (ସୁନୀଲପଟନ।ୟ କ) କାମ ଅଛି କହି ୩ ଦିନ ତଳେ ଘରୁ ଜଣେ ସାଙ୍ଗଙ୍କ ସହ ନୟାଗଡ଼ ଯାଉଛି କହିଯାଇଥିଲେ ଫୁଲବାଣୀ ସାହୀ ରେ ରହୁଥିବା ଆଲୋକ ପ୍ରଧାନ, Iତେବେଦଶପଲା ନିକଟ ଏକ ନାଳରୁ ଆଲୋକର ଗଳିତ ଶବ କୁ ବୁଧବାର ଉଦ୍ଧାର କରିଛି ପୋଲିସ। ତେବେ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତ ଆଲୋକଙ୍କ ପତ୍ନୀ ପୂର୍ଣ୍ଣମାସିଂ ଅଭିଯୋଗ କରିଛନ୍ତି। ବୁଧବାର ସ୍ଥାନୀୟ ଅଞ୍ଚଳର କିଛି ଲୋକ ନାଳକୁ ଶୌଚ଼ ହେବା ଲାଗି […]

ପ୍ରଶାସନ ଶୁଣିଲାନି , ସ୍ଵେଚ୍ଛାସେବୀ ଗଛ କାଟି ରାସ୍ତା ସଫା କଲେ

ଫୁଲବାଣୀ- (ସୁନୀଲ ପଟନାୟକ)ବାରମ୍ଵାର ଅଭିଯୋଗ ପରେ ବି ପ୍ରଶାସନ ଶୁଣିଲା ନିଫଳରେ ସ୍ୱେ ଛା ସେବୀମାନେ ମିଳିମିଶି ଗଛ କାଟି ରାସ୍ତା ସଫା କରିବା ଫଳରେ ଗମନାଗମନସ୍ଵାଭାବିକ ହୋଇପାରିଛି।ଗତ ଏକ ସପ୍ତାହ ଧରି ରାସ୍ତା ଉପରେ ଏକ ବିରାଟ ଚାକୁଣ୍ଡା ଗଛ ଉପୁଡି ପଡିବା ଫଳରେ ଜି.ଉଦୟଗିରି-ସାରଙ୍ଗଡ଼ ରାସ୍ତାର ବରୀଗୁଡ଼ା ଠାରେ ଗମନାଗମନ ବାଧାପ୍ରାପ୍ତ ହେଉଥିଲା । ଲୋକେ ପ୍ରଶାସନକୁ ଏ ନେଇ ଜଣାଇଥିଲେ ମଧ୍ୟ ପ୍ରଶାସନ ଗଛ କାଟି ରାସ୍ତା ସଫା କରି ନ ଥିଲା। […]

ପଞ୍ଚାୟତରାଜ ଓ ନଗର ଉନ୍ନୟନ୍ନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ,ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟର ସମୀକ୍ଷା

ଫୁଲ ବାଣୀ- (ସୁନୀଲ ପଟନାୟକ) ରାଜ୍ୟ ପଞ୍ଚାୟତରାଜ ଓ ନଗର ଉନ୍ନୟନ୍ନ ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ଗ୍ରସ୍ତ ରେ ଆସି ଫୁଲ ବାଣୀଠାରେ ପହଞ୍ଚିବାପରେ ଜିଲ୍ଲା ବିଜୁ ଜନତା ଦଳ , ଜିଲ୍ଲା ମହିଳା ବିଜୁ ଜନତା ଦଳ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଧାୟକ ଅଙ୍ଗଦ କହଁର, ରାଜ୍ୟ ସଂଖ୍ୟାଲଘୁ ସଂପ୍ରଦାୟ ସଂପାଦକ ତଥା ବିଜେଡି ନେତା ୟାସିନ ବେଗ,ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣ,ନଗର ବିଜୁ ଜନତା ଦଳ […]