ବରଗଡ଼ରେ ଡ୍ରେନେଜ ବ୍ୟବସ୍ଥା ବେହାଲ
ବରଗଡ଼: ପୌର ପରିଷଦ ଅଞ୍ଚଳରେ ବର୍ଷା ହେଲେ ଏବେ ଡ୍ରେନେଜ ଏକ ପ୍ରମୁଖ ସମସ୍ୟା ଭାବେ ଦେଖା ଦେଇଛି । ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ସହରର ଅନେକ ପଡା ଜଳମଗ୍ନ ହୋଇ ଥିବା ବେଳେ ଏବେ ସହରର ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଅନେକ ୱାର୍ଡ ରେ ଡ୍ରେନ ନଥିବା ବେଳେ ଯଉଠି ଅଛି ଠିକ ରେ ସଫେଇ ହଉ ନଥିବାରୁ ପାଣି ନିଷ୍କାସନ ହୋଇ ପାରୁ […]