ଚାକିରୀ ବୟସ ସୀମା ବୃଦ୍ଧି ଦାବୀ କରି ଯୁବ କଂଗ୍ରେସ ର ବିକ୍ଷୋଭ

ଫୁଲବାଣୀ (ସୁନୀଲ ପଟନାୟକ )ସୋମବାର କନ୍ଧମାଳଜ଼ିଲା ଯୁବ କଂଗ୍ରେସ ପକ୍ଷରୁ ସରକାରି ଚାକିରୀ ବୟସ ସୀମା ବତିଶ ବର୍ଷ ରୁ ବୟାଳିଶି ବର୍ଷ କୁ ବୃଦ୍ଧି କରିବାକୁ ଦାବୀ କରି ବିକ୍ଷୋଭ କରିଥିଲେ lଏ ନେଇ ଏକ ସ୍ମାରକ ପତ୍ର ଜ଼ିଲ୍ଲା ପ୍ରଶାସନ କୁ ଦେଇଥିଲେ lଜ଼ିଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ ଙ୍କ ନେତୃତ୍ୱରେ ଜ଼ିଲା କଂଗ୍ରେସ ସଭାପତି ଅନାମ ନାୟକ,ଏ ଆଇ ସି ସି ସଦସ୍ୟ ତଥା ଆଇ ଏନ ଟି […]

ଜବର ଦଖଲ ଉଛେଦ ବେଳେ ତହସିଲଦାରଙ୍କୁ ମହିଳାଙ୍କ ଘେରାଉ

ଫୁଲବାଣୀ -2/8(ସୁନୀଲ ପଟନାୟକ )ସୋମବାର କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମୁଣ୍ଡାସାହିରେ ଜବର ଦଖଲ ଉଛେଦ ବେଳେ ଅଭାବନୀୟ ଘଟଣାଦେଖିବାକୁ ମିଳିଛି lଖବର ପାଇ ମୁଣ୍ଡାସାହି ଅଂଚଳ ରେକିଛି ଲୋକ ସରକାରୀ ଜମି ଜବରଦଖଲ କରିଥିବାସ୍ଥାନ କୁବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ର ଯାଇ ଉଛେଦ କରିବା ବେଳେ ତହସିଲଦାର ଶଶାଙ୍କ ଶେଖର ପାତ୍ରଙ୍କୁ ଅଂଚଳ ର ମହିଳା ମାନେ ଏକଜୁଟ ହୋଇଦୀର୍ଘ ସମୟ ଧରି ଘେରାଉ କରିବା ସହ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର […]

ବିଜୁ ଜନତା ଦଳର ନଗର ସାଙ୍ଗଠନିକ ବୈଠକ

.ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ନଗର ବିଜୁ ଜନତା ଦଳ ର ସାଙ୍ଗଠନିକ ବୈଠକ ରବିବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଥିଲା l ଏଥିରେ ନବ ନିଯୁକ୍ତ ବିଜେ ଡ଼ି ନଗର ସଭାପତି ସୁଧୀର କହଁର ସଭାପତିତ୍ୱ କରିଥିଲେ l ଅନ୍ୟମାନଂକ ମଧ୍ୟରେ ବି ଜେ ଡ଼ି ଜ଼ିଲା ସଭାପତି ସରୋଜ କର୍ଣ୍ଣ, ବରିଷ୍ଠ ବିଜେ ଡ଼ି ନେତା ପ୍ରଦୀପ ମୁନି, ପ୍ରତାପ ପାତ୍ର, ଶିବ ପ୍ରସାଦତ୍ରିପାଠୀ, ଅଶୋକ ବେହେରା, ଙ୍କ ସମେତ ବହୁ ବି ଜେ […]

କାଠମାଫିଆ କୁ ତୁରନ୍ତ ଗିରଫ କରିବାପାଇଁ ବିଜେପି ଦେଲା ଡ଼ିଏସପି ଙ୍କୁ ଦାବିପତ୍ର

ଆଠଗଡ(ଉଲାପ୍ର)ଆଠଗଡ ବ୍ଲକ ଧୁରୁକୁଡ଼ିଆ ଗ୍ରାମର କାଠମାଫିଆ ପ୍ରଭାକର ଦାସକୁ ତୁରନ୍ତ ଗିରଫ କରିବାପାଇଁ ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ ଡ଼ିଏସପି ଙ୍କ ନିକଟରେ ଦାବିକରିଛନ୍ତି,,ଗତ ୩୧ ତାରିଖ ଦିନ ଆଠଗଡ ବିଜେପିର ସୋସିଆଲ ମେଡିଆ ସଂଯୋଜକ ତଥା ପରିବେଶବିତ ନିର୍ମଳ ପତ୍ରୀଙ୍କ ଉପରେ ପ୍ରଭାକର ଦାସ ଓ ତାଙ୍କ ପୁଅମାନେ ମିଶି ମରଣାନ୍ତକ ଆକ୍ରମଣ କରିଥିଲେ, ବିଜେପି ନେତାମାନେ ସୋମବାର ଦିନ ରାତିରେ ଡ଼ିଏସପି ଙ୍କୁ ଏକ ପ୍ରତିନିଧି ଦଳ ଭେଟିବା ପରେ ଡ଼ିଏସପି ତୁରନ୍ତ […]

ବିଶ୍ବ ବନ୍ଧୁତ୍ୱ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ-୨୦୨୧

ନରସିଂହପୁର(ଉଲାପ୍ର)ନରସିହପୁର ଯୁବ ପରିଷଦ ତରଫରୁ ବିଶ୍ଵ ବନ୍ଧୁତ୍ୱ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରାସାଦ ମିଶ୍ର, ସମ୍ମାନୀତ ଅତିଥି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଭାବେ ନରସିଂହପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ କୁଳମଣି ବାରିକି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବ ପରିଷଦର ପରାମର୍ଶଦାତା ଅଭୟାନନ୍ଦ ଦାଶ ପରିଚାଳନା କରିଥଲେ। ଏହି ଅବସରର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ କରୋନା ଯୋଦ୍ଧା […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୦୨ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଶ୍ରାବଣମାସ-କୃଷ୍ଣପକ୍ଷତିଥି-ନବମୀ ଦିବା ଘ୧୦/୨୦ ପର୍ଯ୍ୟନ୍ତ ତଦନ୍ତେ ଦଶମୀନକ୍ଷତ୍ର- କୃତ୍ତିକା ରାତ୍ରି ଘ୧୧/୧୮ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀଚନ୍ଦ୍ର-ବୃଷଯୋଗ-ବୃଦ୍ଧିକରଣ-ଗରସୌରମାସ-କର୍କଟ ୧୮ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୬/୩୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୦୨*✧═════•❁❀*ଯୋଗିନୀ ପୂର୍ବେ ଦିବା ଘ୧୦/୨୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ*ବିଛା ରାଶିର ଘାତଚନ୍ଦ୍ରମିଥୁନ ରାଶିର ଘାତବାରଦଶମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୭/୦୬ ଗତେ ଘ୦୮/୪୧ ମଧ୍ୟେବାର ବେଳ।- ଦିବା ଘ୦୩/୦୬ ଗତେ ଘ୦୪/୪୪ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ ବେଳ। -ଦିବା ଘ୦୭/୦୦ ମଧ୍ୟେ ଓ […]

ଧୂରୁକୁଡିଆ କାଠ ମାଫିଆ ପ୍ରଭାକର ଦାସଙ୍କ ଘର ଓ କୁକୁଡା ଫାର୍ମରେ ଚଢାଉ ବିପୁଳ ପରିମାଣର କାଠ ଓ ପଟା ଜବତ

ଆଠଗଡ(ଉଲାପ୍ର)ଆଠଗଡ ବନଖଣ୍ଡ ଅନ୍ତର୍ଗତ ମେଘା ପଞ୍ଚାୟତ ଧୂରୁକୁଡିଆ ଗ୍ରାମରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର କାଠ ଓ ପଟା ଜବତ ହୋଇଥିବା ଜଣାପଡିଛି ।ଘଟଣାରୁ ପ୍ରକାଶ ରବିବାର ଦିନ ଦ୍ବିପହର ସମୟରେ ଆଠଗଡ ବନବିଭାଗ ଏକ ବିଶେଷ ସୂତ୍ରରୁ ଖବର ପାଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବଙ୍କ ନିର୍ଦେଶ କ୍ରମେ ଆଠଗଡ ବନାଞ୍ଚଳ ଅଧିକାରୀ ଆୟାଶା ଅଖତାରୀ ନିଶା ଓ ବନ କର୍ମଚାରୀ ଙ୍କ ସମେତ ହାତୀ ଜଗୁଆଳି ମାନେ କାଠ ମାଫିଆ […]

ଜବାହାର ନବୋଦୟ ବିଦ୍ୟାଳୟ ଫୁଲବାଣୀ ର ପୁରାତନ ଛାତ୍ର ସଂଘ ଦ୍ୱାରା ବୃକ୍ଷ ରୋପଣ

ଫୁଲବାଣୀ (ସୁନୀଲ ପଟନାୟକ ) ଫୁଲବାଣୀ ଜବାହର ନବୋଦୟ ବିଦ୍ୟାଳୟ ର ପୁରାତନଛାତ୍ର ସଂଘ ପକ୍ଷରୁ ରବିବାର ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କରାଯାଇଛି.l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ କେବଳ 50ଟି ଉନ୍ନତ କିସମ ର ଲେମ୍ବୁ ବୃକ୍ଷ ରୋପଣ କରାଯାଇଛି ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ଏହାର ଲାଭ ପାଇ ପାରିବେ. l ଏହି କାର୍ଯ୍ୟକ୍ରମ ରେ ନବୋଦୟ ବିଦ୍ୟାଳୟ ଅଧକ୍ଷ ଶ୍ରୀକାନ୍ତ ରଥ, ଓ ବୈଷୟିକ ବିଦ୍ୟାଳୟ ର […]

ପୃଥକ ପୃଥକ ଦୁର୍ଘଟଣା ୪ ଗୁରୁତର

ଫୁଲବାଣୀ,-1/8(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲାରେ ରବିବାର ପୃଥକ ପୃଥକ ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।କଳିଙ୍ଗା ରୁ ବାଇକ ଯୋଗେ ଗଞ୍ଜାମ ଜିଲା ବୁଗୁଡ଼ା ବାଲିପଦର ଯାଉଥିବାବେଳେ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିବା ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବୁଲା ଗଉଡ , ଓ ସୁଶାନ୍ତ ଗଉଡ ବୋଲି ଜଣାପଡିଛି । ସେମାନେ କଳିଙ୍ଗାରେ ମିସ୍ତ୍ରୀ ଭାବେ କାମ କରୁଥିଲେ।ଖବର ପାଇ ଆମୁଲାନସ ପହଞ୍ଚି ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ […]

ରାଇକିଆ ବ୍ଳକ ନୂତନବିଡିଓଙ୍କ ଦାୟିତ୍ଵ ଗ୍ରହଣ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକରେ ନୂତନ ବିଡିଓ ଭାବେ ସ୍ମରଣୀକା ଟୁଲୁଦାୟୀତ୍ଵ ଗ୍ରହଣ କରିଛନ୍ତି । ତେବେ ୨୦୨୦ ବ୍ୟାଚ ଓ ଏ ଏସ ପରୀକ୍ଷାରେ ୧୦ମ ରାଙ୍କ ହାସଲ କରି ଟ୍ରେନିଙ୍ଗ ସାରି ପ୍ରଥମକରି ଜଏନ କରି ଦାୟିତ୍ଵ ଗ୍ରହଣ କରିଛନ୍ତି ।ଏଥି ପୂର୍ବରୁ ଥିବା ବିଡିଓ ପ୍ରବୀଣ କୁମାର ବାଣୁଆ ଙ୍କୁ ବରଗଡ଼ ଜିଲ୍ଲା ଗାଏସିଲଟ ବ୍ଳକ ବିଡିଓ ଭାବେ ବଦଳୀ ହୋଇଛି ।ନୂତନ ବିଡ଼ିଓ ସ୍ମରଣୀ କା ଟୁଲୁ ରାଇକିଆ […]