ବରଗଡ଼ ରୁ ଅମ୍ବାପାଲି କୁ ସିଟି ବସ୍ ସମ୍ପ୍ରସାରଣ କରାଯାଉ: ଆମ୍ ଆଦମୀ ପାର୍ଟି

ବରଗଡ଼: ବର୍ଷା ରେ ଅସ୍ଥାୟୀ ରାସ୍ତା ଭାଙ୍ଗି ଯାଇଥିବାରୁ ବରଗଡ଼ ସହରର ଏକ ମୁଖ୍ୟ ଅଂଶ ଅମ୍ବାପାଲି ୱାର୍ଡ ନଂ ୧୭, ବିଛିନ୍ନ ହୋଇଯାଇଛି । ଯାହା ଫଳରେ ସାଧାରଣ ଲୋକଙ୍କ ଯିବା ଆସିବା ବାଧାପ୍ରାପ୍ତ ହୋଉଛି । ପ୍ରତ୍ୟେକ ଦିନ ଅମ୍ବାପାଲି, ଡୁମ୍ବେରପାଲି , ସରସରା, ନିଲେଶ୍ଵର, ବେହେରା ତଥା ବରପାଲି ଓ ବିଜେପୁର ବ୍ଲକ ର ଲୋକ ମାନେ ଏହି ରାସ୍ତା ଦେଇ ବରଗଡ ସହରକୁ ଯିବା ଆସିବା କରିଥାନ୍ତି । ଅଧିକାଂଶ ଲୋକ […]

ଏକଡାଳରେ ଯୁବକଙ୍କ ଦାବିପରେ ଟୀକାକରଣ କ୍ୟାମ୍ପ

ଚମ୍ପେଶ୍ୱର(ଉଲାପ୍ର) ବ୍ଲକ ଏକଡାଳ ଗ୍ରାମ ପଞ୍ଚାୟତ ଅଧିନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ରୋଗୀ କଲ୍ୟାଣ ସମିତି ବୈଠକରେ ଏକଡାଳ ଗ୍ରାମର ଯୁବବର୍ଗଙ୍କୁ କୋଭିଡ ଟୀକାକରଣ କରାଯିବା ପାଇଁ ଏକ ଦାବିପତ୍ର କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପାଇ ସାରିଲା ପରେ ଅଗଷ୍ଟ ୪ ତାରିଖ ବୁଧବାର ଦିନ କୋଭିଡ ଟୀକାକରଣ କରାଯିବ ବୋଲି କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦେବାଶିଷ ଜ୍ୟାଷ୍ଠି ଘୋଷଣା […]

କନ୍ଧମାଳ : ଲାବରୋଟୋରି ଟେକ୍ନିସିଆନ ମାନଙ୍କ ୧୦ ଦଫା ଦାବି ନେଇ କଳା ବ୍ୟାଜ ପରିଧାନ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ସମସ୍ତ ଲାବରୋଟୋରି ଟେକ୍ନିସିଆନ ମାନଙ୍କ ୧୦ ଦଫା ଦାବି ନେଇ ଅଗଷ୍ଟ ୧ରୁକଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି ।ରାଜ୍ୟ ସରକାର ଲାବରୋଟୋରି ଟେକ୍ନିସିଆନ ମାନଙ୍କର କ୍ୟାଡ଼ର ରୁଲରେ ପରିବର୍ତ୍ତନ ସମେତ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ସରକାର ଆମ ଦାବି ପୁରଣ କରିବାକୁ ଆମେ ଅନୁରୋଧ କରୁଛୁ ବୋଲି କହିଛନ୍ତି କର୍ମଚାରୀ । ବାରମ୍ବାର ଆମେ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଛୁ କିନ୍ତୁ ଆମକୁ […]

ମେଘା ଫାର୍ମ ହାଉସ ରୁ ବିପୁଳ ପରିମାଣର କାଠ ଜବତ,ଆସାମୀ ଫେରାର

ଆଠଗଡ(ଉଲାପ୍ର)ଆଠଗଡ ବନାଞ୍ଚଳ ତରଫରୁ ଆଜି ମେଘା ଗ୍ରାମର ଚୈତନ୍ୟ ନାୟକଙ୍କ ଫର୍ମହାଉସ ଉପରେ ବନବିଭାଗ ଚଢ଼ାଉ ଜାରି ବିପୁଳ ପରିମାଣର କାଠ ଜବତ କରିଥିବା ଜଣାପଡ଼ିଛି, ଏହି ଚଢ଼ାଉ ରେ ସାଗୁଆନ,ପଣସ ଓ ଅନ୍ୟାନ୍ୟ କାଠ ଜବତ କରାଯାଇଛି ଯାହାର ପରିମାଣ ଲକ୍ଷାଧିକ ଟଙ୍କା ହେବବୋଲି ଜଣାପଡିଛି, ଏହି ଚଢ଼ାଉ ରେ ଆଠଗଡ ବନାଞ୍ଚଳ ରେଞ୍ଜର ଆୟାଶା ଅଖତାର ନିଶାଙ୍କ ସହିତ ବନବିଭାଗର ସମସ୍ତ କର୍ମଚାରୀ ଚଢ଼ାଉ ରେ ଯୋଗ ଦେଇଥିଲେ, ହେଲେ ଆସାମୀ ଚୈତନ୍ୟ ନାୟକ […]

ଅଟୋ ସହ ଗଞ୍ଜେଇ ଜବତ, ଦୁଇ ଗିରଫ

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ଅବକାରୀ ବିଭାଗସ ଦଳବଳେ ଚଢ଼ାଉ କରି ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡ଼ିଆ ପଡ଼l ଘାଟିରେ ଅଟୋ କୁ ଜ ବତ୍ କରିବା ସହ ଅଟୋ ରୁ 30 କିଲୋ ଗଞ୍ଜେଇ ଜବତ କରିଛନ୍ତି |ଏହିଘଟଣାରେ ଅଟୋ ଚାଳକ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ |ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଵା ସହ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଅବକାରୀ.ବିଭାଗ […]

ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ସରିବ କେବେ ?

ଫୁଲବାଣୀ-3/8(ସୁନୀଲପଟନାୟକ)କୁହାଯାଏ ଶିଶୁ ହସିଲେ ଦେଶ ହସିବ।ଶିଶୁମାନଙ୍କ ମାନସିକ ଶାରିରୀକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ଅଙ୍ଗନବାଡି କେନ୍ଦ୍ର ମାନ ଖୋଲିଛନ୍ତି। ଅର୍ଥ ଅନୁବାନ ମଧ୍ୟ ଦେଉଛନ୍ତି । ନୂତନ ଘର ନିର୍ମାଣ ମଧ୍ୟ କରିବାପାଇଁ ଅର୍ଥ ଅନୁଦାନ ମଧ୍ୟ ଦେଉଛନ୍ତି ।ହେଲେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ଅବହେଳା ଓ ଖାମଖିଆଲି କାରବାର ସାଙ୍ଗକୁ ଦୁର୍ନିତୀ ପୂର୍ଣ୍ଣ ମନୋଭାବ ଯୋଗୁ ଘର କାମ ସରି ପାରୁନି। ଫଳରେବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘବର୍ଷ ହେଲା […]

ଭୋଟବେଳେ ଆଦିବାସୀଙ୍କ ବିକାଶ ଚିନ୍ତା

ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦ କାର୍ଯ୍ୟାଳୟରେ ତାଲା ଝୁଲୁଛି ।ଫୁଲ ବାଣୀ (ସୁନୀଲପଟନାୟକ )ସରକାରଙ୍କର ଆଦିବାସୀଙ୍କ ପାଇଁ ଦରଦ ଥିବା କଥା କହୁଛନ୍ତି ହେଲେ ବାସ୍ତବରେ ନୁହେଁ।କେବଳ ନିରିହ ଆଦିବାସୀଙ୍କ କଳେବଳେ କୌଶଳେ ଫସାଇ 6ସମାନଙ୍କ ଭୋଟ ହାତେଇବାରେ ବ୍ୟସ୍ତ , ନ ହେଲେ ଆଦିବାସୀଙ୍କ କଳା ସଂସ୍କୃତି ପରମ୍ପରା ଲୋକ ନୃତ୍ୟ ଓ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶପାଇଁ ଆଦିବାସୀ ଜିଲ୍ଲାଗୁଡିକରେ ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦ ଗଠନ କରିଥିଲେ ଠିକ ୨୦ ୧୯ ନିର୍ବାଚନ ପୂର୍ବରୁ […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୦୩ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଶ୍ରାବଣମାସ-କୃଷ୍ଣପକ୍ଷତିଥି-ଦଶମୀ ଦିବା ଘ୧୨/୫୦ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀନକ୍ଷତ୍ର- ରୋହିଣୀ ରାତ୍ରି ଘ୦୨/୧୬ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରାଚନ୍ଦ୍ର-ବୃଷଯୋଗ-ଧୃବକରଣ-ବିଷ୍ଟିସୌରମାସ-କର୍କଟ ୧୯ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୭/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୪୦*✧═════•❁❀*ଯୋଗିନୀ ଉତ୍ତରେ ଦିବା ଘ୧୨/୫୦ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ*ବିଛା ରାଶିର ଘାତଚନ୍ଦ୍ରମକର ରାଶିର ଘାତବାରଏକାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୧/୩୦ ଗତେ ଘ୦୩/୦୭ ମଧ୍ୟେବାର ବେଳ।- ଦିବା ଘ୦୭/୦୧ ଗତେ ଘ୦୮/୪୦ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ ବେଳ। -ଦିବା ଘ୦୮/୪୨ ଗତେ ଘ୧୦/୧୫ […]

କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ଇସ୍ତଫା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ୍ ପ୍ରିୟଦର୍ଶନ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ପାର୍ଟିରୁ ଇସ୍ତପା ଦେଇଛନ୍ତି l ପ୍ରକାଶ ଯେ, ଗତ ତିନି ମାସ ଧରି ସେ କନ୍ଧମାଳ ଜିଲ୍ଲାର ଛାତ୍ର କଂଗ୍ରେସ ସଭାପତି ଭାବରେ କାର୍ଯ୍ଯ ତୁଲାଇ ଆସୁଥିଲେ l ବ୍ଯକ୍ତିଗତ କାରଣରୁ ସେ ସଭାପତି ପଦରୁ ଇସ୍ତପା ପତ୍ର ଦେଇଛନ୍ତି Iଏହି ଇସ୍ତଫାପତ୍ର ସୋମବାର ରାଜ୍ଯ କଂଗ୍ରସ ସଭାପତି ଶ୍ରୀ ୟସିର୍ ନୱାଜ୍ ଙ୍କୁ ପ୍ରଦାନ କରିଛନ୍ତି।

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ସୁନାଗହଣା ଲୁଟ

ଫୁଲବାଣୀ,-2/8(ସୁନୀଲପଟନାୟକ)ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଲେ ଲୁଟେରା lଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପଟାବାଲି ସାହିରେ I ପ୍ରଶାନ୍ତ କୁମାର ପାଣିଗ୍ରାହୀ ନାମକ ଜଣେ ଜଣାଶୁଣା ବ୍ୟବସାୟୀ ତଥା ପୁର୍ବ ତନ ରୋଟାରୀ ସଭାପତି ଙ୍କ ଘରୁ ଲୁଟ୍ ହୋଇଛି l ସୂଚନାଯୋଗ୍ୟଯେ, ଗତକାଲି ସିଂଧ୍ୟାରେ ବ୍ୟବସାୟୀ ପ୍ରଶାନ୍ତ ଙ୍କ ପୁଅ ଓ ବୋହୁ ସମସ୍ତେ ବ୍ରହ୍ମପୁର ଯାଇଥିଲେ l ବ୍ୟବସାୟୀ ପ୍ରଶାନ୍ତ ଏକୁଟିଆ ଘରେ […]