ଓଏସଏସସି ଦୁର୍ନୀତିର କମିଶନ୍ ପାଲିଟିଛି

ବରଗଡ଼- ଓଡ଼ିଶା ଷ୍ଟାଫ ସିଲେକସନ କମିଶନ୍ ଏବେ ଦୁର୍ନୀତି ର ଅଫିସ ପାଲିଟିଛି ଏବଂ ଚାକିରି ବିକ୍ରି କମିଶନ ରେ ପରିଣତ ହୋଇଛି। ରାଜ୍ୟ ସରକାର ଏହା ରୋକିବାରେ ବିଫଳ ହୋଇଛନ୍ତି। ରାଜ୍ୟ ର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀଙ୍କ ଭାଗ୍ୟ ସହ ଖେଳ ଖେଳୁଛନ୍ତି। ସରକାରଙ୍କ ଲାଞ୍ଚ ବଦଳରେ ଚାକିରି ନୀତି ର ପ୍ରତିବାଦ ରେ ଆଜି ବରଗଡ଼ ଥାନା ଛକଠାରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କୁଶ ପୁତ୍ତଳିକା […]

ଚକ୍ଷୁ ବିଭାଗ ଟେକନିସିଆନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ:୧.୨୫ କୋଟି ଟଙ୍କା ର ସମ୍ପତ୍ତି ଠାବ

ବରଗଡ଼-(ସତ୍ୟ ନାରାୟଣ ପ୍ରଧାନ)ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନାରେ କାର୍ଯ୍ୟରତ ଚକ୍ଷୁ ବିଭାଗ ଟେକନିସିଆନ କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧.୨୫ କୋଟି ଟଙ୍କା ର ସ୍ଥାବର ଅବସ୍ଥାର ସମ୍ପତ୍ତି ଠାବ କରିଥିବା କଟକ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବାର୍ତ୍ତା ରେ ସୂଚିତ କରିଛନ୍ତି। ଜଣେ ଡିଏସପି ଙ୍କ ନେତୃତ୍ବରେ ତିନୋଟି ଦଳ ୩ ଜଣ ଇନ୍ସପେକ୍ଟର ଏବଂ […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୦୫ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଶ୍ରାବଣମାସ-କୃଷ୍ଣପକ୍ଷତିଥି-ଦ୍ଵାଦଶୀ ଦିବା ଘ୦୪/୫୩ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀନକ୍ଷତ୍ର- ଆଦ୍ରାଚନ୍ଦ୍ର-ମିଥୁନଯୋଗ-ହର୍ଷଣକରଣ-ତୈତିଳସୌରମାସ-କର୍କଟ ୨୧ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୦୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୧୦*✧═════•❁❀*ଯୋଗିନୀ ନୈରୁତେ ଦିବା ଘ୦୪/୫୩ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ*କନ୍ୟା ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରଦ୍ଵାଦଶୀ ର ଏକୋଡ଼ିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାର ବେଳ।- ଦିବା ଘ୦୩/୦୪ ଗତେ ଘ୦୬/୧୯ ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ ବେଳ। – ରାତ୍ର ଘ୦୧/୩୨ ଗତେ ଘ୦୩/୫୫ ମଧ୍ୟେବିଶୁଦ୍ଧ ମ।ହେନ୍ଦ୍ର ବେଳ।- […]

କନ୍ଧମାଳରେ କମ ବର୍ଷା, ଖରିଫ ଧାନଚାଷ ନେଇ ସନ୍ଦେହରେ ଚାଷୀ

ଫୁଲବାଣୀ(ସୁନୀଲପଟନାୟକ)ଚଳିତ ବର୍ଷ ବିଳମ୍ବରେ ବର୍ଷା ହେବା ସାଙ୍ଗକୁ ଓ ଆବଶ୍ୟକତାଠାରୁ କମ ବୃଷ୍ଟିପାତ ଯୋଗୁଁ କନ୍ଧମାଳ ଜିଲ୍ଲାରେ ଚାଷ କାମବିଳମ୍ୱ ହେବା ସହ ଖରୀ ଫ ଧାନଚାଷ ନେଇ ସନ୍ଦେହରେ ଚାଷୀ। ବର୍ତମାନ ସୁଧା ରୁଆ କାମ ସରି ନି,ଏଣେ କମ ବୃଷ୍ଟିପାତ ଯୋଗୁ ସରକାର ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ମୋଟ ଧାର୍ଯ୍ୟ ଲକ୍ଷ୍ୟର ୨୫ ପ୍ରତିଶତ ଧାନଚାଷକମାଇ ଦେଇଛନ୍ତି ।ଠିକ ସମୟରେ ଭଲବର୍ଷାକୁ ଅନାଇ ଅନାଇ ଶେଷରେହତାଶ ହୋଇ ପଡ଼ିଥିବା ଚାଷୀ ବିଳମ୍ବରେ ହେଲେ […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୦୪ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଶ୍ରାବଣମାସ-କୃଷ୍ଣପକ୍ଷତିଥି-ଏକାଦଶୀ ଦିବା ଘ୦୩/୨୦ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀନକ୍ଷତ୍ର- ମୃଗଶିରା ରାତ୍ରି ଘ୦୪/୫୬ ପର୍ଯ୍ୟନ୍ତ ତଦନ୍ତେ ଆଦ୍ରାଚନ୍ଦ୍ର-ବୃଷ ଦିବା ଘ୦୩/୩୮ ପର୍ଯ୍ୟନ୍ତ ତଦନ୍ତେ ମିଥୁନଯୋଗ-ବ୍ୟାହ।ତକରଣ-ବ।ଳବସୌରମାସ-କର୍କଟ ୨୦ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୭/୩୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୪୦*✧═════•❁❀*ଯୋଗିନୀ ଅଗ୍ନିକୋଣେ ଦିବା ଘ୦୩/୨୦ ପର୍ଯ୍ୟନ୍ତ ତଦନ୍ତେ ନୈରୁ ତେ*ବିଛା ରାଶିର ଘାତଚନ୍ଦ୍ରକର୍କଟ ରାଶିର ଘାତବାରଏକାଦଶୀ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୮/୩୬ ଗତେ ଘ୧୦/୧୫ ମଧ୍ୟେବାର ବେଳ।- ଦିବା ଘ୧୧/୫୧ ଗତେ ଘ୦୧/୨୭ ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ […]

ପାଲା ଗାୟକ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ

ଚମ୍ପେଶ୍ୱର(ଉଲାପ୍ର) ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ, ଉପଶାଖା ମଣ୍ଡଳ ଉତ୍କଳ ଭାରତୀ ପାଲା ପରିଷଦ, ନରସିଂହପୁର,କଟକ ର ସଭାପତି ଗାୟକ ଜ୍ଞାନ ସିନ୍ଧୁ ବୃହସ୍ପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥଶର୍ମା, ସମ୍ପାଦକ ଶ୍ରୀଯୁକ୍ତ ସୁରେଶ କୁମାର ମିଶ୍ର, କୋଷାଧ୍ୟକ୍ଷ, ଶ୍ରୀ ଯୁକ୍ତ ତପନ କୁମାର ନାୟକ, ଗାୟକ ଶରତ କୁମାର ଦଳେଇ, ଅଯୋଧ୍ୟା ନାଥ ସାମଲ, ସତ୍ୟ ନାରାୟଣ ଜେନା,ବିପିନ ପ୍ରଧାନ, ଦୁଃଖୀ ଶ୍ୟାମ ଦେହୁରୀ, ରମେଶ ମହା ପାତ୍ର, ସୂର୍ଯ୍ୟ ନାରାୟଣ ଦାସ, […]

କାର ସହ ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ -3/8 (ସୁନୀଲ ପଟନାୟକକନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ପୋଲିସ ପେଟ୍ରୋଲିଙ୍ଗ କରିବାବେଳେ ମୁଣ୍ଡାସାହି ନିକଟରେ ଏକ ଇଣ୍ଡିକା କାରକୁ ସନ୍ଦେହରେ ଅଟକାଇ ଚେକିଙ୍ଗ କରିବାବେଳେ ସେଥିରୁ ୪୭କେଜି ୨୫୦ ଗ୍ରାମ ଓଜନର ଚୋରାଗ6ଜଂ ଇ ଦେଖିବାପରେ କାର , ସହ ଗ6ଜଂ ଇ ଜବତ କରିଥିଲେ। ଜବତ କାର ନମ୍ୱର ଓ ଆର.୦୨ଏ ଏନ ୩୯୪୦.ଏ ସଂପର୍କରେ ଗୋଛାପଡ଼ା ପୋଲିସ ୬୦/୨୧ରେଏକ ମାମଲା ରୁଜୁ କରିବା ସହ ସଲାଗୁଡ଼ା ପଞ୍ଚାୟତରମୁଣ୍ଡାସାହିର ଦିଲ୍ଲିପ କୁମାର ଡିଗଲକୁ ଗିରଫ […]

ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୁତିରଞ୍ଜନ ଲେଙ୍କା ଙ୍କ ନିର୍ଦେଶ କ୍ରମେ ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ ଦାବିପତ୍ର ପ୍ରଦାନ

ଓଡିଶାରେ ସରକାରୀ ନିଯୁକ୍ତି ପାଇଁ ବୟସସୀମାରେ ତାରତମ୍ୟ ଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ମାନେ ଉଚ୍ଚତର ଶିକ୍ଷା ହାସଲ ପରେ ମଧ୍ୟ ସରକାରୀ ଚାକିରୀରେ ଆବେଦନ ପାଇବାରୁ ସୁଯୋଗରୁ ବଂଚିତ ହେଉଛନ୍ତି । ପ୍ରକାଶ ଯୋଗ୍ୟକି ବର୍ତମାନ ସରକାରୀ ଚାକିରୀରେ ରାଜ୍ୟର ସାଧାରଣ ବର୍ଗ ଙ୍କ ବୟସ ସୀମା ୩୨ ବର୍ଷ ଥିବାବେଳେ, ଗୋଆରେ ୪୫, ଆସାମରେ ୪୪, ତେଲେଙ୍ଗାନାରେ ୪୪, ଆନ୍ଧ୍ରରେ ୪୨, ଉତ୍ତରପ୍ରଦେଶ, ରାଜସ୍ଥାନ, ପଚିମାବଙ୍ଗ ଓ ମଧ୍ୟପ୍ରଦେଶ ରେ ୪୦ ବର୍ଷ ଧାର୍ଯ୍ୟ […]

ତୋରା ଠାରେ ଜବର ଦଖଲ ଉଚ୍ଛେଦ

ବରଗଡ଼:- ବରଗଡ଼ – ଭେଡେନ ବିଜୁ ଏକ୍ସପ୍ରେସ ରାସ୍ତା ସଂପୂର୍ଣ୍ଣ କରଣ ସକାଶେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ଛକଠାରେ ଜବର ଦଖଲ ଉଛେଦ ଆରମ୍ଭ ହୋଇଛି। ବରଗଡ଼ ତହସିଲଦାର ଏବଂ ପୋଲିସ ଫୋର୍ସ ଉପସ୍ଥିତ ରେ ସରକାରୀ ଜମି ରୁ ଜବର ଦଖଲ ଉଛେଦ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଭେଡେନ ବ୍ଲକ ମହକୁମା ରୁ ବରଗଡ଼ ମୁଖ୍ୟ ରାସ୍ତା ଘରୋଇ ବସଷ୍ଟାଣ୍ଡ ନିକଟରେ ସଂଯୋଗ କରୁଥିବା ଏହି ୨୬ କିଲୋମିଟର ରାସ୍ତା ର […]

ଦୀକ୍ଷାନ୍ତ କାର୍ଯକ୍ରମ ରେ ଶବ୍ଦନୃତ୍ୟ ଶିକ୍ଷା ଶୁଭାରମ୍ଭ

ବରଗଡ଼ ୨/୭ – ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମର ଗାୟତ୍ରୀ ପୀଠ ରେ ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ଆୟୋଜିତ ଦୀକ୍ଷାନ୍ତ କାର୍ଯକ୍ରମ ଅନୁଯାୟୀ ଶବ୍ଦନୃତ୍ୟର ପ୍ରଚାରକ ଗୁରୁ ଭଗବାନ ସାହୁ ଙ୍କ ପ୍ରତିଷ୍ଠିତ ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ କୁ ଦୀର୍ଘ ସତୁରି ବର୍ଷ ପରେ ପ୍ରଥମ ଥର ପାଇଁ ସରକାରୀ ପ୍ରୋତ୍ସାହନ ପାଇଁ ଏକାଡେମୀ ସଚିବ ପ୍ରବୋଧ ରଥ ଏବଂ ବରଗଡ଼ ଜିଲ୍ଲା ପ୍ରତିନିଧି ରବିରତନ ସାହୁ ଙ୍କୁ […]