ସଡ଼କ ଦୃଘଟଣା ରେ ଜଣଙ୍କର ମୃତ୍ୟ

ନରସିଂହପୁର(ଉଲାପ୍ର) ନିଜର କର୍ମ ଧନ୍ଦା ପାଇଁ ଏତେ ବ୍ୟସ୍ତ ଯେ ନିଜ ପ୍ରତି ହେଉ ବା ସାମ୍ନା ଲୋକ ପ୍ରତି ହେଉ ତାଙ୍କର କୌଣସି ପ୍ରକାରର ଭାବିବା ପାଇଁ ସମୟ ନ ଥାଏ… ଏମିତି କି bike ଚଳାଇବା ପ୍ରତି କୌଣସି ଧ୍ୟାନ ନ ଥାଏ… 3ଘଣ୍ଟା ରାସ୍ତାକୁ ସେମାନେ ଯେମିତି 1ଘଣ୍ଟାରେ ପହଂଚିବାକୁ ଭାବିଥାଆନ୍ତି…. ଆଉ ତାଙ୍କର ସେଇ ଭାବନା ତାଙ୍କ ପାରିବାର ଠୁ ତାଙ୍କୁ ସବୁଦିନ ପାଇଁ ଅଲଗା କରିଦିଏ…. ଏମିତି ଏକ ଦୁଃଖଦ […]

ରେଳବାଇ ଓଭର ବ୍ରିଜ ଶିଘ୍ର ଶେଷ ପାଇଁ ଆଲୋଚନା

ବରଗଡ଼(ଉଲାପ୍ର)ବରପାଲି ଠାରେ ନିର୍ମାଣଧିନ ଥିବା ରେଳବାଇ ଓଭର ବ୍ରିଜ ଓ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ରେ ଉପୁଜିଥିବା ସମସ୍ୟା ର ସମାଧାନ ପାଇଁ ବିଜେପୁର ବିଧାୟିକା ରୀତା ସାହୁ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଗନ୍ନାଥ ନଗରର ଜମି ଅଧିଗ୍ରହଣ ଏବଂ କ୍ଷତିପୂରଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ସ୍ଥାନୀୟ ତହସିଲଦାର ତିନି ଦିନ ମଧ୍ୟରେ ଜମି ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା। […]

ସରକାରଙ୍କ ମାଳମାଳ ଯୋଜନା, କନ୍ଧମାଳରେଏବେ ବି ଭାତ ଡ଼େକ ଚି ରେ ବସାଇ ପିଲାଙ୍କୁ ନଦୀ ପାର କରନ୍ତି

ଫୁଲବାଣୀ-6/8(ସୁନୀଲପଟନାୟକ)ସ୍ଵାଧୀନତାର ୭୪ ପରେ ବି ଗାଁକୁ ଗମନାଗମନରସୁବିଧା ନ ଥିବାରୁ ଏବେ ବି ଲୋକେ ଜୀବନକୁ ବାଜି ଲଗାଇ ନିଜେ ଛାତିଏ ପାଣିରେ ବୁଡ଼ି ପିଲାମାନଙ୍କୁ ଭାତରନ୍ଧା ଡେକଚି ଭିତରେ ବସାଇ ନଦୀ ନାଳ ପାର କରୁଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ କଟ୍ରିଙ୍ଗିଆ ପଞ୍ଚାୟତରେ ଦେଖିବାକୁ ମିଳିଛି । ଗ୍ରାମର ଲୋକେ କିଭଳି ଜୀବନକୁ ବାଜି ଲଗାଇ ନାଳ ପାର ହୋଇ ପଞ୍ଚାୟତ କୁ ଅ।ସୁଛନ୍ତି । ସୂଚନା ମୁତାବକ ଗ୍ରାମର ଲୋକେ ସେମାନଙ୍କ […]

ବନ୍ଧଗଡ଼ ବନୀକରଣ କାର୍ଯ୍ୟକ୍ରମ ବୁଲି ଦେଖିଲେ ଆର ସିସିଏଫ

ଫୁଲ ବାଣୀ-( ସୁନୀଲ ପଟନାୟକ) ବ୍ରହ୍ମପୁରସ୍ଥିତ ଜଙ୍ଗଲ ବିଭାଗରେ ରେଜିଓନାଲ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ(ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର (ଆଇଏଫଏସ)ଦୁଇଦିନିଆ ଫୁଲ ବାଣୀ ଗସ୍ତରେ ଆସି ବୁଧବାର ଫୁଲ ବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ଫିରିଙିଆ ରେ ଜଂ ଅଧୀନବନ୍ଧଗଡ଼ ଠାରେ ନର୍ସରୀ ପ୍ଲାଣ୍ଟେସନ କାର୍ଯ୍ୟକ୍ରମ ଆଦି ବୁଲି ଦେଖିଥିଲେ।ଏହି ଅଞ୍ଚଳରେ ଜଙ୍ଗଲ ସୁରକ୍ଷା, ଓ ବୃକ୍ଷରୋପଣ, କାର୍ଯ୍ୟକ୍ରମ ଉଚ୍ଚମାନର ହୋଇଥିବାରୁ ସନ୍ତେ।ଷବ୍ୟକ୍ତ କରିଥିଲେ ଆର ସିସିଏଫ ମିଶ୍ର।ଜଙ୍ଗଲ ସୁରକ୍ଷା ଉପରେ ଅଧିକ ଗୁରୁତ୍ଵ […]

ମମତା ବିଷୋୟୀ ହେଲେ କନ୍ଧମାଳ ବିଜେଡି ମହିଳା ପର୍ଯ୍ୟବେକ୍ଷକ

ଫୁଲ ବାଣୀ-6/8(ସୁନୀଲପଟନାୟକ)ମମତା ବିଷୋୟୀଙ୍କୁ କନ୍ଧମାଳ ଜିଲ୍ଲା ବିଜେଡି ମହିଳା ସଂଗଠନର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଗୁରୁବାର ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ରାଜ୍ୟରେ ୩୫ ଜଣ ସାଂଗଠନିକଦକ୍ଷତା ଥିବା ମହିଳା ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାରେ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି । ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲା ପାଇଁ ମମତା ବିଷୋୟୀଙ୍କୁ ନିଯୁକ୍ତି ଦିଆଯାଇଛି।ଆଗାମୀ ତ୍ରିସ୍ତରୀୟପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଏବଠାରୁ ପଞ୍ଚାୟତ ସ୍ତର ରୁ […]

ବିଧାୟକ ହୋଇ ବି ଚାଷକୁ ଭୁଲି ନାହାନ୍ତି ଅଙ୍ଗଦ କହଁର

ଫୁଲବାଣୀ-(ସୁନୀଲପଟନାୟକ)ପ୍ରଥମେ ମୁ ଜଣେ ଚାଷୀ, ବୃତ୍ତି ମୋର ଚାଷ,ତାପରେ ବିଧାୟକ ବୋଲି କହିଛନ୍ତି ଫୁଲ ବାଣୀ ବିଧାୟକ ଅଙ୍ଗଦ କହଁର। ଚାଷ ପ୍ରତି ଏବେ ବି ରୁଚି ରହିଛି ତାଙ୍କର ।ବାପା ଅଜା ପୁର୍ବପୁରୁଷ ରୁ ତାଙ୍କର ଚାଷ ହିଁ ଚାଲିଆସିଛି ।ଗତ ୨୦୧୯ ନିର୍ବାଚନରେ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଅଙ୍ଗଦ lହେଲେବିଧାୟକ ହୋଇ ମଧ୍ୟ ତାଙ୍କୁ ଆଜିକାଲିର ଆଧୁନିକତାର ଛାପ ଛୁଇଁପାରିନି ।ପୂର୍ବରୁ ଯେମିତି ସେ ଧଳା ଧୋତି ଓକୁର୍ତ୍ତା ସାଙ୍ଗଙ୍କୁ […]

ଦୀର୍ଘ ଦିନର ଆଶା ପୂରଣ ହେଲା :ଧାନ ମଣ୍ଡି ନିର୍ମାଣ ପାଇଁ ଭିର୍ତ୍ତି ପ୍ରସ୍ତର ସ୍ଥାପନ : ହଜାର ହଜାର ଚାଷୀଙ୍କ ଦୁଃଖ ଶୁଣିଲେ ସରକାର

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ) : ଦୀର୍ଘ ଦିନର ଦାବୀ ହେଲା ପୁରଣ । ଚାଷୀଙ୍କ ମୁହଁରେ ଫୁଟିଲା ହସ । କନ୍ଧମାଳ ଜିଲ୍ଲା ସିମାନ୍ତ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଲଣ୍ଡାଗାଁ ଓ ଖମଣଖୋଲ ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ଦାବୀ ପୁରଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଜିଲ୍ଲାର ସିମାନ୍ତ ଖମଣଖୋଲ ଓ ଲଣ୍ଡାଗାଁ ପଞ୍ଚାୟତ ବାସୀ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭରଶୀଳ । ବର୍ଷରେ ଦୁଇଥର ରବି ଓ ଖରିଫ ଋତୁରେ ଧାନ ଚାଷ କରନ୍ତି […]

ମିଡ଼ିଆ ଫରୋମ ପକ୍ଷରୁ ଓଡିଆ ସାମ୍ବାଦିକ ଦିବସ ପାଳିତ

ଫୁଲ ବାଣୀ-(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲା ମିଡ଼ିଆ ଫରୋମ ପକ୍ଷରୁ ଫୁଲ ବାଣୀ ପ୍ରେସକ୍ଲବଠାରେ ଓଡ଼ିଆ ସାମ୍ବାଦିକ ଦିବସ ପାଳନ କରାଯାଇଥିଲା ।ଏହି ଅବସରରେ ଫରୋମର ସଭାପତି ସୁନୀଲ ବିଶ୍ଵାଳଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ବରୀଷ୍ଠ ସାମ୍ବାଦିକ ତଥା ଫରୋମର ଉପଦେଷ୍ଟ । ସୁନୀଲ ପଟନାୟକ . ପ୍ରେସକ୍ଲ ବକାର୍ଯ୍ୟକାରୀ ସଭାପତି ସନ୍ତୋଷିଦିଗଲ, ସଦାଶିବ ପାତ୍ର, ପ୍ରଣ୍ଟ ଲାଇନ ମିଡିଆର କାର୍ଯ୍ୟ କ।ରି ସଭାପତିବ୍ରଜ ନନ୍ଦ, ପ୍ରେସ କ୍ଳବ ସାଧାରଣ ସଂପାଦକ ଅଜିତ ମହାରଣା, ସତ୍ୟନାରାୟଣ ବେହେରାପ୍ରମୁଖ ଯୋଗ ଦେଇ […]

ଅତିରିକ୍ତ ତହସିଲଦାର ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା

ଫୁଲବାଣୀ-5/8(ସୁନୀଲପଟନାୟକ)-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ରେ ଦୀର୍ଘଦିନ ଧରି ନିଷ୍ଠା,ଆନ୍ତରୀକତା ଦକ୍ଷତା ଓ ସଚ୍ଚୋଟତାର ସହ ଅତିରିକ୍ତତହସିଲ ।ଦାର ଦାଇତ୍ଵ ତୁଲାଇ ଆସୁଥିବା ଚନ୍ଦ୍ରହାସ ନାୟକ ଙ୍କୁ କାର୍ଯ୍ୟାଳୟ ରେଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦୀର୍ଘ ଦିନ ଧରି ତୁମୁଡିବନ୍ଧ ଅଂଚଳରେ ଲୋକଙ୍କ ସେବା କରି ପ୍ରିୟ ଭାଜନ ହୋଇଥିଲେ ଅତିରିକ୍ତ ତହସିଲଦାରଚନ୍ଦ୍ରହାସ ନାୟକ । ତେବେ ଚାକିରି କଯ୍ୟକାଳ ସରିବା ପରେ ଆଜି ତାଙ୍କୁ ତୁମୁଡିବନ୍ଧ ତହସିଲ କାର୍ଯ୍ୟଳୟ ପକ୍ଷରୁ ବିଦାୟ କାଳିନ […]

ବିଧାୟିକା ରୀତା ସାହୁ ସଂଗ୍ରହାଳୟର ମରାମତି କାର୍ଯ୍ୟ ର ତଦାରଖ

ବରଗଡ଼- ବରପାଲି ସ୍ଥିତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସଂଗ୍ରାହାଳୟର ଓ ଗବେଷଣା କେନ୍ଦ୍ର ର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟ କୁ ଆଜି ବିଜେପୁର ବିଧାୟିକା ରୀତା ସାହୁ ବୁଲି ଦେଖିବା ସହ କାମ ଶିଘ୍ର ଶେଷ କରିବା କୁ କହିଥିଲେ। ୧୯୭୦ ରୁ କବି ଗଙ୍ଗାଧର ମେହେରଙ୍କ ବାସ ଭବନ କୁ ରାଜ୍ୟ ସରକାର (ମ୍ୟୁଜିୟମ) ବା ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ଏହାକୁ ଦେଖିବା କୁ ଓ କବି ଗଙ୍ଗାଧର ମେହେରଙ୍କ […]