ଉଇସ ଫାଉଣ୍ଡେସନ ଦେଲା ୪୦ ଅକ୍ସିଜେନ କନସେ ନଟ୍ରେଟର

ଫୁଲ ବାଣୀ-8/8(ସୁନୀଲପଟନାୟକ)ଦିଲ୍ଲୀର ଗିଭ ଇଣ୍ଡିଆ ଫାଉଣ୍ଡେସନ ଓ ଉଇସ ଫାଉଣ୍ଡେସନ ପକ୍ଷରୁ ୪୦ଟି ଅକ୍ସିଜେନ କନସେ ନଟ୍ରେଟର କନ୍ଧମାଳ ଜିଲ୍ଲା ପ୍ରଶାସନକୁ ପଦାନ କର। ଯାଇଛି। ଶନିବାର ଜିଲ୍ଲାପାଳ କନ୍ଧମାଳ ଙ୍କ କାର୍ଯାଳୟ ପରିସରରେ ଉଇସ ଫାଉଣ୍ଡେସନ ଭାରତ ଫାଇନାନସି ଆ ଲଓ ପ୍ରଶାସନିକ ମୁଖ୍ୟ ମିଲଟନ ନାୟକ, ଜିଲ୍ଲାପାଳ ଡା. ବୃନ୍ଦାଡ଼ିଙ୍କୁ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଆଇନଜିବୀ କ୍ଷମାସାଗର ପ୍ରଧାନ, ହିତେଶ କୁମାର ନାଏକ, ଏଡିଏମଓ ଡା ,ଅଭୟପଟନାୟକ, ମିହିର ଚାନ୍ଦନା ଏକ, କଂ ନୂଆଗାଁସରପଞ୍ଚସା।ନିରା […]

ଦୀର୍ଘବର୍ଷ ବିତିଲାଣି ସିକ କେତା ପୋଲ ନିର୍ମାଣ ହେବ କେବେ ?

ଫୁଲବାଣୀ-8/8(ସୁନୀଲପଟନାୟକ)ବର୍ଷ ପରେ ବର୍ଷ ବିତିଲାଣି ହେଲେ ପୋଲ ନିର୍ମାଣ ହେବ କେବେ ? ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ। କଂଗ୍ରେସ ନେତା ପ୍ରତାପ ପ୍ରଧାନ ଏ ନେଇ ପ୍ରଶ୍ନ କରିଛନ୍ତି ।କନ୍ଧମାଳ ଜିଲ୍ଲାର ରାଇକିଆରୁ ଦାରିଙ୍ଗବାଡି ରାସ୍ତାରେ ସିକ କେତ।ଗ୍ରାମ ନିକଟରେ ଥିବା ପୋଲଟି ଗତ ୫ ବର୍ଷ ହେଲା ଭାଙ୍ଗିଯାଇଛି ।ନୂତନ ପୋଲ ନିର୍ମାଣ କରାଯାଉ ନଥିବା ଅଭିଯୋଗ କରିଛନ୍ତି, ପ୍ରତାପ । ଫଳରେ ଗମନାଗମନରେ ବାଧା ସୃଷ୍ଟି ହେଉଥିବା ପ୍ରତାପ ଅଭିଯୋଗ କରିଛନ୍ତି […]

କନ୍ଧମାଳ ଏସପିଙ୍କ ନିକଟରେ ମହିଳା କ୍ୟାଡର ମାଓବାଦୀ ଙ୍କ ଆତ୍ମସମର୍ପଣ

ଫୁଲବାଣୀ-8/8(ସୁନୀଲ ପଟନାୟକ)କନ୍ଧମାଳ ପୋଲିସକୁ ମିଳିଛି ସଫଳତା ।ଶନିବାର କନ୍ଧମାଳ ଏସପିଙ୍କ ନିକଟରେ କାନ୍ତି ମଲିକ ନାମକ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।କାନ୍ତି କେ କେ ବିଏନ ମାଓ ଡ଼ିଭିଜନର ପାର୍ଟି ମେମ୍ବର ଥିଲେ।ବାଲିଗୁଡ଼ା ଥାନ।ଅନ୍ତର୍ଗତ କୁଟିକିଆ ପଞ୍ଚାୟତର ଗାଙ୍ଗା ରଙ୍ଗା ଗ୍ରାମରେ କାନ୍ତିଙ୍କ ଘର, ବୋଲି ଜଣାପଡିଛି। କାନ୍ତି ବିଭିନ୍ନ ସମୟରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟରେ ସାମିଲ ଥିଲେ ।ତେବେ ରାଜ୍ୟ ସରକାରଙ୍କର ଉନ୍ନୟନ୍ନ ମୂଳକ କାର୍ଯ୍ୟ ରେ ପ୍ରଭାବିତ ହୋଇ […]

ତୁମୁଡ଼ିବନ୍ଧରେ ଗୁରୁ ଦକ୍ଷିଣା ଉତ୍ସବ

ଫୁଲବାଣୀ-8/8 (ସୁନୀଲପଟନାୟକ)ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତୁମୁଡିବନ୍ଧ ପକ୍ଷରୁ ଗୁରୁ ପୂଜନ ଓ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା. Iଏହି କାର୍ଯକ୍ରମ ରେ ମୁଖ୍ୟ ଶିକ୍ଷକ ପ୍ରାଣେଶ୍ଵର ମଲିକ, ପ୍ରାର୍ଥନା ପ୍ରମୁଖ ମୁରଲୀଧର ମହାପାତ୍ର, ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ଧଳ ପ୍ରମୁଖ ଯୋଗ ଦେଇ ଭାରତୀୟ ସଂସ୍କୃତିରେ ଗୁରୁ ପୂଜାର ମାହାତ୍ମ୍ୟ ଉପରେ ବର୍ଣ୍ଣନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମନ୍ଦିର କମିଟି ସଭାପତି ପୁରୁଷୋତ୍ତମ ଲେଙ୍କା, ସ୍ଵୟଂସେବକ ପୂର୍ଣ୍ଣଚନ୍ଦ୍ର […]

ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ

ବାଲିଗୁଡା,.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୁଡିକ ରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ (ଅଗଷ୍ଟ ୧ – ୭ ତାରିଖ) ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ପାଳନ କରାଯାଉ ଅଛି l ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଯାଞ୍ଚ କମିଟିର ସଦସ୍ୟା , ମାତୃ ମଙ୍ଗଳ କମିଟି , ୬ ମାସରୁ କମ ବୟସ୍କ ଶିଶୁଙ୍କ ସ୍ତନ୍ୟପାନ କରାଉଥିବା ମହିଳା […]

ବିଜୁ ଜନତା ଦଳ ମହିଳା ଶାଖା ର ନଗର ସଭାନେତ୍ରୀ ହେଲେ କଳ୍ପନା ମାଝୀ

ବରଗଡ଼ସତ୍ୟ ନାରାୟଣ ପ୍ରଧାନ) ବରଗଡ଼ ନଗର ବିଜୁ ଜନତା ଦଳର ମହିଳା ଶାଖା ସଭାନେତ୍ରୀ ଭାବେ ଶ୍ରୀମତୀ କଳ୍ପନା ମାଝୀ ଙ୍କୁ ରାଜ୍ୟ ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ମନୋନୀତ କରିଛନ୍ତି। ଫଳରେ ବରଗଡ଼ ପୈ।ରାଞ୍ଚଳରେ ମହିଳା କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ନିଯୁକ୍ତି ପିଇବା ପରେ ଶ୍ରୀମତୀ ମାଝୀ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କୁ […]

ସମ୍ବଲପୁରୀ ବସ୍ତ୍ରାଳୟରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ;ଗିଫ୍ଟ ଭାଉଚର ର ଶୁଭାରମ୍ଭ

ବରଗଡ଼:୭/୮- ବରଗଡ଼ ସହର ସମ୍ବଲପୁରୀ ବସ୍ତ୍ରାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମେଗା ସୋ ରୁମ ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସମ୍ବଲପୁରୀ ବସ୍ତ୍ରାଳୟର ପ୍ରଶାସିକା ତଥା ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଯୋଗ ଦେଇ ସମ୍ବଲପୁରୀ ବସ୍ତ୍ର ସଂପର୍କ ରେ ଆଲୋକପାତ କରିବା ସହ ବସ୍ତ୍ରାଳୟର ବିଭିନ୍ନ ସ୍ଥାନରେ ଥିବା ବିକ୍ରୟ କେନ୍ଦ୍ର ଗୁଡିକରେ ଲୁଗା ବିକ୍ରି ଉପରେ ଗ୍ରାହକଙ୍କ ପାଇଁ ଗିଫ୍ଟ ଭାଉଚର ଯୋଜନାର ଶୁଭାରମ୍ଭ କରିଥିଲେ। […]

ଚକାପାଦ ବ୍ଲକ ବି ଜେ ଡ଼ି କର୍ମୀ ସମ୍ମିଳନୀ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବସ୍ତିଙ୍ଗିଆ ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଥିଲା | ବିଜୁ ଜନତା ଦଳର ବ୍ଲକ ସଭାପତି ରାଜେଶ ଦିଗଲଙ୍କ ଅଧକ୍ଷତା ରେ ପ୍ରସ୍ତୁତି ବୈଠକରେ ସମସ୍ତ ବିଜେଡି କର୍ମୀ ଏବଂସ୍ଥାନୀୟ ଜନସାଧାରଣ ଉକ୍ତ ବୈଠକରେ ଯୋଗଦାନ କରିଥିଲେ | ଏଥିରେ ବିଜେଡି ଦଳର ମହିଳା ଉପସଭାନେତ୍ରୀ ତ୍ରିବେଣୀ ନାୟକ, ବିଜୁ ମହିଳା ଜିଲ୍ଲା ସମ୍ପାଦକ ଚିନ୍ତାମଣି ଦାସ […]

ବିଜେପି ଅନୁସୂଚିତ ଜାତି ମୋର୍ଚା ର ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ (ସୁନୀଲ ପଟନାୟକ ) କେନ୍ଦ୍ରାପଡା ଜିଲ୍ଲାରେ ବାଳକାଟି ପଞାୟତର ହରିଶ୍ଚନ୍ଦ୍ର ମଲ୍ଲିକ ତାଙ୍କ ପଞାୟତର ନରେ ଗାଁ ରେ ହୋଇଥିବା ସରକାରଙ୍କର ଯୋଜୋନା ଗୁଡିକୁ ଦୁର୍ନୀତି ର ପରଦା ଫାର୍ସ କରିବା ସହିତ ବିଭିନ୍ ଗଣମାଧ୍ୟମ ରେ ସମ୍ବାଦ ପ୍ରକାଶ କରିଥିଲେ ସେଠାରେ ଥିବା ଶାସକ ଦଳର କର୍ମୀମାନେ ହରିଶ୍ଚନ୍ଦ୍ର ମଲ୍ଲିକ ଓ ତାଙ୍କ ପରିବାରକୁ ମାରଣାତ୍ମକ ଆକ୍ରମଣ କରିଥିଲେ ଯାହାଫଳରେ ନବକିଶୋର ପରିବାର ଲୋକ ଭୟରେ ଗାଁ ଛାଡିଥିଲେ | ସେହିଭଳି ଭାବରେ ନାଉଗାଁ […]

ସ୍ନେକ ହେଲ୍ପଲାଇନ ଦ୍ୱାରା ବିଷାକ୍ତ ସାପ ଉଦ୍ଧାର

ଫୁଲବାଣୀ(ସୁନୀଲ ପଟନାୟକ ) କନ୍ଧମାଳ ଜ଼ିଲା ଖଜୁରୀପଡା ବ୍ଲକ ଦୁତିମେଣ୍ଡି ର ନେଡି ସାହି ରରଂଜିତା ମଲି କଙ୍କ ଘରୁ ଟିମ ହୁମାନି ଟି ର ସ୍ନେ କ ହେଳ୍ପ ଲାଇନ ସଦସ୍ୟ ମାନେଶୁକ୍ରବାର ଏକ ବିଷ ଧର ସାପ କୁ ଉଦ୍ଧାର କରିଛନ୍ତି lସୂଚନା ଯୋଗ୍ୟଯେ, ଖଜୁରୀ ପଡା ନେଡି ସାହିରେ ବାସ କରୁଥିବା ରଞ୍ଜିତା ମଲ୍ଲିକ ଙ୍କ ଘରେ ଏକ ବିଷଧର ସାପ ପଶିଯାଇଥିବା ନେଇ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକ ଭି […]