ପୋଲ ମରାମତି ହେଉନି, କାଠଗଣ୍ଡି ଭରସା

ଫୁଲ ବାଣୀ-(ସୁନୀଲପଟନାୟକ)ସରକାର ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ଗମନାଗମନର ସୁବ୍ୟବସ୍ଥା ପାଇଁ ପୋଲ,ରାସ୍ତା ଆଦି ନିର୍ମାଣ କରିବାପାଇଁ ପର୍ଯ୍ୟ । ପ୍ତ ପରିମାଣର ଅର୍ଥ ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି। ତେବେ ଦାୟୀତ୍ଵରେ ଥିବା ଅଫିସରମାନଙ୍କ ନିଷ୍ଠା ଓ ଆନ୍ତରିକତାର ଅଭାବ ଯୋଗୁଁ ଅର୍ଥ ଅନୁଦାନର ସଦ ବିନିଯୋଗ ହେଉନି। ବର୍ଷ ବର୍ଷ ଧରି ପୋଲ କିମ୍ବା ରାସ୍ତାର ମରାମତି ବି ହେଉନି। ଫଳରେ ଯୋଜନାର ସୁଫଳ ପାଉନାହାନ୍ତି ଲୋକେ ।ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି […]

ସତଲମା କେନାଲ କଡ଼ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବରଗଡ(ସତ୍ୟ ନାରାୟଣ ପ୍ରଧାନ)ଆଜି ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା କେନାଲରେ ଦିବଂଗତ ବିଧାୟକ ସୁବଳ ସାହୁ ଙ୍କ ସୃତି ଉଦ୍ୟେଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ହଲଦିପାଲି ବ୍ରିଜ଼ ରୁ ଆରମ୍ଭ କରି ସତଲମା ପର୍ଯ୍ୟନ୍ତ କେନାଲ ର ଉଭୟ ପାର୍ଶ୍ୱ ରେ ବୃକ୍ଷ ରୋପଣ କରାଯାଇଥିଲା l ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଜେଡି ନେତା ଟିକାୟତ ମହତ୍ତମ, ଯୁବ ବିଜେଡି ନେତା ସୌରଭ ସାହୁ ଓ ମସ୍ତରମ […]

ନାବାର୍ଡ ବରଗଡ଼ ପକ୍ଷରରୁ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ

ବରଗଡ଼ ଆଜି ନାବାର୍ଡ ବରଗଡ ଆନୁକୂଲ୍ୟରେ ଅତାବିରା ବ୍ଲକ କନଫରେନ୍ସ ହଲ ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ ହୋଇଯାଇଛି l ପ୍ରଥମେ ୱେବ ମିନାର ମାଧ୍ୟମରେ ନାବାର୍ଡ ଭୁବନେଶ୍ୱର କୁ ସଂଯୋଗ କରାଯାଇଥିଲା l ପରେ ହସ୍ତକଳା ବିଷୟରେ ଆଲୋଚନା କରାଯାଇଥିଲା l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ରୀତା ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱନାଥ ପଧାନ, ବୟନ ଶିଳ୍ପ ବିଭାଗ ର ଉପ ନିର୍ଦ୍ଦେଶକ ଶିଶିର ନାଗ ଏବଂ ସମ୍ବଲପୁରୀ ବାସ୍ତ୍ରାଳୟ […]

ପ୍ରସ୍ତାବିତ ନୂତନ ଇନ୍ ଡୋର ଷ୍ଟାଡିୟମ କୁ ସହିଦ ମାଧୋ ସିଂ ଙ୍କ ନାମରେ ନାମିତ କରାଯାଉ: ଆପ୍

ବରଗଡ଼: ୧୨/୮(ସତ୍ୟ ନାରାୟଣ ପ୍ରଧାନ)ରାଜ୍ୟ ସରକାର ଖେଳର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ଇନ୍- ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାକି ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ତାହାକୁ ସହିଦ ମାଧୋ ସିଂ ଙ୍କ ନାମରେ ନାମିତ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ଗୁରୁବାର ଜିଲ୍ଲାପାଳଙ୍କୁ ଏହି ଦାବୀପତ୍ର ଦେବା ସହ ସହିଦ ଙ୍କ ବଳିଦାନ ଓ ସ୍ୱାଧୀନତା ସଂଗ୍ରାମରେ ମାଧୋ ସିଂ ଙ୍କ ଭୂମିକା ବିଷୟରେ ଦୃଷ୍ଟି ଆକର୍ଷଣ […]

ବଜରଙ୍ଗଦଳ ର ନୂତନ ସଂଯୋଜକ ଙ୍କୁ ସମ୍ବର୍ଦ୍ଧିତ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଆଜି ବଜରଙ୍ଗ ଦଳ ବରଗଡ଼ ଜିଲ୍ଲା ତରଫରୁ ଜିଲ୍ଲା ସଂଯୋଜକ ଟିକୁ ବନ୍ଛୋର ଙ୍କ ନେତୃତ୍ଵରେ ନୂତନ ଭାବେ ପ୍ରାନ୍ତ ସହ ସଂଯୋଜକ ଦାୟିତ୍ବ ପାଇଥିବାରୁ ସତ୍ଯକେତନ ମହାନ୍ତି (କୁନୁ ମହାନ୍ତି) ଓ ଶ୍ରୀ କିଶୋର ବିଭାର ଙ୍କୁ ବଜରଙ୍ଗ ଦଳ ଜିଲ୍ଲା କାର୍ଯ୍ଯାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଗତ ୭ ତାରିଖ ଦିନ ସମ୍ବଲପୁର ରେ ଅନୁଷ୍ଠିତ ହୋଇଥିବା ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତ ପ୍ରବନ୍ଧ ସମିତ ବୈଠକ […]

ଗଡଜାତ ପରିକ୍ରମା ତରଫରୁ ଅଗଷ୍ଟ ୯ କ୍ରାନ୍ତି ଦିବସ ପାଳିତ,ଗଡଜାତ ଯୋଦ୍ଧା ସମ୍ମାନ ରେ ସମ୍ମାନିତ ହେଲେ ୬ଜଣ ଯୋଦ୍ଧା

ଆଠଗଡ(ଉଲାପ୍ର)ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ଆଠଗଡ ର ସ୍ବେଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା ତରଫରୁ ସ୍ଥାନୀୟ ଶୁଭ ଦୀପା କଲ୍ୟାଣ ମଣ୍ଡପ ଠାରେ କ୍ରାନ୍ତିଦିବସ ପାଳିତ ହୋଇଯାଇଛି,ଏହି ଅବସରରେ ଅନୁଷ୍ଠାନର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଆଠଗଡ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ବିଜୟ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କରୋନା ମହାମାରୀ ସମୟରେ ଗତ ଦେଢବର୍ଷ ଧରି ସେବା କରି ଆସିଥିବା ୬ ଜଣ କରୋନା ଯୋଦ୍ଧା ଙ୍କୁ ଗଡଜାତ ଯୋଦ୍ଧା […]

ବରିଷ୍ଠ କବି ବିନୋଦ ପଶାୟତ ଙ୍କୁ ସମ୍ବର୍ଦ୍ଧନା

।ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ସୃଷ୍ଟି ଫାଉଣ୍ଡେସନ ବରଗଡ଼ ପକ୍ଷରୁ ଆଜି ବରିଷ୍ଠ କବି,ଲେଖକ,ଗୀତିକାର ଏବଂ ନାଟ୍ୟକାର ବିନୋଦ ପଶାୟତ ଙ୍କୁ ତାଙ୍କ ଜୀବନ ବ୍ୟାପି ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଠାରେ କବି ରୋହିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଜିଲ୍ଲାର ଅନେକ କବି କଳାକାର, ସଂଗୀତକାର ଯୋଗଦେଇ କବି ଶ୍ରୀ ପଶାୟତ ଙ୍କ ସାହିତ୍ୟ ରଚନା ଉପରେ ଆଲୋକପାତ କରିଥିଲେ। ପରେ ଅନୁଷ୍ଠାନ ପକ୍ଷରୁ କବି ଉପଢୈ।କନ ଓ ମାନପତ୍ର […]

ଇନ୍ଦ୍ର ଭୂଷଣ କରଙ୍କ ସ୍ମୃତିରେ ସାହିତ୍ୟାୟନର ଶୋକସଭା

ଭୁବନେଶ୍ୱର, ୦୮/୦୮/୨୦୨୧ ବିଶିଷ୍ଟ ନାଟ୍ୟକାର ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଚିବ ଇନ୍ଦୁଭୂଷଣ କରଙ୍କ ବିୟୋଗରେ ସାହିତ୍ୟାୟନ ପକ୍ଷରୁ ଏକ ଶୋକସଭା ‘ଇନ୍ଦୁ ଭୂଷଣ ସ୍ମରଣେ’ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜୟକୃଷ୍ଣ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଡ଼ଃ ବିଜୟଲକ୍ଷ୍ମୀ ମହାନ୍ତି, ଡକ୍ଟର ରମେଶ ଚନ୍ଦ୍ର ପାଣି, ଜୟଶ୍ରୀ ପଣ୍ଡା, ଆଭାସ କୁମାର ବରାଳ, ଜ୍ୟୋସ୍ନା ତ୍ରିପାଠୀ, ସୂର୍ଯ୍ୟମଣି […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୦୯ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଶ୍ରାବଣମାସ-ଶୁକ୍ଳପକ୍ଷତିଥି-ପ୍ରତିପଦ ରାତ୍ରି ଘ୦୬/୪୮ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟାନକ୍ଷତ୍ର- ଅଶ୍ଳେଷା ଦିବା ଘ୧୦/୨୨ ପର୍ଯ୍ୟନ୍ତ ତଦନ୍ତେ ମଘାଚନ୍ଦ୍ର-କର୍କଟ ଦିବା ଘ୧୦/୨୨ ପର୍ଯ୍ୟନ୍ତ ତଦନ୍ତେ ସିଂହଯୋଗ-ବରୀୟ।ନ୍କରଣ-କିଂସ୍ତୁଘ୍ନସୌରମାସ-କର୍କଟ ୨୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୦୦*✧═════•❁❀*ଯୋଗିନୀ ପୂର୍ବେ ରାତ୍ରି ଘ୦୬/୪୮ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ*କର୍କଟ ଓ ମକର ରାଶିର ଘ।ତଚନ୍ଦ୍ରମିଥୁନ ରାଶିର ଘାତବାରପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୭/୦୪ ଗତେ ଘ୦୮/୪୨ ମଧ୍ୟେବାରବେଳ।- ଦିବା ଘ୦୩/୦୨ ଗତେ ଘ୦୪/୪୦ […]