ବିଶ୍ଵ ଅଙ୍ଗ ଦାନ ଦିବସ ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ରୁ ୩୭ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ଼:-୧୩-/୮ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ମର୍ଣିଂ ୱାକ ଗ୍ରୁପ ଓ ନିଷ୍ଠା ପାରିବାର ର ମିଳିତ ଉଦ୍ୟମ ରେ ଆଜି ବରଗଡ଼ ର ଆଶା କିରଣ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗଦେଇ […]

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ‘ପ୍ରକୃତିବନ୍ଧୁ ସମ୍ମାନ ପ୍ରଦାନ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଖୋର୍ଦ୍ଧା ପକ୍ଷରୁ ଦେଶର ପଚସ୍ତରୀତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ଉତ୍ସବର ମୁଖ୍ୟ ଅତିଥି ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ପତାକା ଉତ୍ତୋଳନ କରିଥିଲେ l ସମ୍ମାନିତ ଅତିଥି ପୂର୍ଵତନ ଲୋକସଭା ସଦସ୍ୟ ଡ଼ଃ ପ୍ରସନ୍ନ କୁମାର ପlଟ୍ଟଶାଣୀ ଉପସ୍ଥିତ ଥିଲେ l ସଭlରେ ସଭାପତିତ୍ୱ କରିଥିଲେ ଚକ୍ରଧର ତ୍ରିପାଠୀ l ପ୍ରତିଷ୍ଠାତା ବଳରାମ ତରାଇ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ l ସାନ୍ଧ୍ୟ କାର୍ଯ୍ୟକ୍ରମ ରେ ପରିବେଶ […]

କରୋନାରେ ଆକ୍ରାନ୍ତ ମୃତ ସାମ୍ବାଦିକଙ୍କ ପରିବାରକୁ ବନବାସୀ ସେବା ସମିତି ପକ୍ଷରୁ ସହାୟତା ପ୍ରଦାନ

ବାଲିଗୁଡ଼ା.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଏକ ଦୈନିକ ଖବର କାଗଜର ସାମ୍ବାଦିକ ମୃତ ସୁଦାମ ନାୟକଙ୍କ ପରିବାରକୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି। ଗତ ମେ ମାସରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ପରଲୋକ ହୋଇଥିଲା। ବ୍ଲକର ଜଣେ ଜଣାଶୁଣା ପୂର୍ବତନ ସରପଞ୍ଚ ,ସାମ୍ବାଦିକ, ସମାଜ ସେବୀ, କ୍ରୀଡ଼ାବିତ୍ ଓ ଉତ୍ତମ ସଂଗଠକ ହୋଇ ଥିବା ଯୋଗୁଁ କନ୍ଧମାଳ ଜିଲ୍ଲା […]

ନାରୀ ଶକ୍ତିକୁ ସଶକ୍ତିକରଣ କରିବା ପାଇଁ ଭିନ୍ନ ପ୍ରୟାସ

କନ୍ଧମାଳ.(ସଞ୍ଜୟ କୁମାର ପାଣିଗ୍ରାହୀ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କନ୍ଧମାଳ ଜିଲ୍ଲା ସଭାନେତ୍ରୀ ଭାବରେ ପୁନମ କହଁରଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେହି ଦାୟିତ୍ୱକୁ ଜିଲ୍ଲା ସଭାନେତ୍ରୀ ପୁନମ କହଁର ସୁଚାରୁ ରୂପେ ତୁଲାଇ ଆସୁଛନ୍ତି । ଦାୟିତ୍ୱ ପାଇବାର ଅଳ୍ପ ଦିନ ମଧ୍ୟରେ କନ୍ଧମାଳ ଜିଲ୍ଲାର ପ୍ରତିଟି ବ୍ଲକରେ ବିଜୁ ମହିଳା ଜନତା ଦଳର ପ୍ରସ୍ତୁତି ବୈଠକ କରି ଆସୁଛନ୍ତି । ଏ […]

କନ୍ଧମାଳ ଭାଷା ଆନ୍ଦୋଳନ ମାଧ୍ୟମରେ ଜାରି ରହିଛି କଳାପତକା ଅଭିଯାନ : ସୁଧୁରିବ କେବେ ?

କନ୍ଧମାଳ,.(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶ ସ୍ୱାଧିନ ହେବାର ୭୭ ବର୍ଷ ପରେ ଆମ ମାତୃଭାଷା ଓଡ଼ିଆ ରେ ଓଡ଼ିଶାର ଶାସନ କାର୍ଯ୍ୟ ହେଲା ନାହିଁ। ସେଥିପାଇଁ ୨୦୧୬ ମସିହା ଠାରୁ ଭାଷା ଆନ୍ଦୋଳନ ମାଧ୍ୟମରେ ଜାରି ରହିଛି କଳାପତକା ଅଭିଯାନ।କରୋନାର ଭୟାବହତା ଦୃଷ୍ଟିରୁ ସରକାର ଙ୍କୁ ସହଯୋଗ କରି ସାମୟିକ କଳାପତକା ଅଭିଯାନ ବନ୍ଦ ରହିଥିଲା।କିନ୍ତୁ ବୌଦ୍ଧିକ ଆଲୋଚନା ଜାରି ରହିଥିଲା।ଦେଶ ସ୍ୱାଧିନର ୧୫ବର୍ଷ ମଧ୍ୟରେ ନିଜ ରାଜ୍ୟରେ ପ୍ରାଦେଶିକ ଭାଷାରେ ଶାସନ କାର୍ଯ୍ୟ କରିବାକୁ ସମ୍ବିଧାନ […]

ବିଜୁକନ୍ଧମାଳଗଜପତି ଯୋଜନା ବାଟବଣା

ଫୁଲବାଣୀ-୧୦/୮(ସୁନୀଲପଟନାୟକ)କେନ୍ଦ୍ର ଓ ରାଜ୍ୟସରକାର ଗ୍ରାମ । ଞ୍ଚଳର ବିକାଶପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି ହେଲେ ଏ ସବୁ ଯୋଜନା ଗ୍ରାମାଞ୍ଚଳ ଲୋକମାନଙ୍କ ନିକଟରେ ପହଞ୍ଚିପାରୁନି।କନ୍ଧମାଳ ଜିଲ୍ଲାର ଗ୍ରାମ । ଞ୍ଚଳର ଲୋକମାନଙ୍କ ପାଇଁ ଗମନାଗମନର ସୁବିଧା ପାଇଁ ଏହି ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରାଯାଉଛି ହେଲେ ସୁଫଳ ପାଉନାହାଁନ୍ତି ଗ୍ରାମାଞ୍ଚଳର ଲୋକମାନେ।ଯାହାର କି ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକର ଆଦି ମାହା ପଞ୍ଚାୟତର ଗଡି ପଦର […]

କନ୍ଧମାଳ.ମିଡ଼ିଆ ଫରୋମ ପକ୍ଷରୁଫୁଲବାଣୀର ସୋମ୍ୟରଂଜନ କୁ ଶୁଭାଭି ନନ୍ଦନ

ଫୁଲ ବାଣୀ-୧୧/୮(ସୁନୀଲପଟନାୟକ)ଗତ 22 ତାରିଖରେ ଲାଇବେରିଆ ର ମିନିଷ୍ଟ୍ରି ଅଫ ଫାଇନାନ୍ସ ଏଣ୍ଡ ଡେଭେଲପମେଣ୍ଟ ର ଫେକ ପେଜ ତିଆରି କରିଥିବା ଅପରାଧୀ କୁ ଧରା ପକେଇବାରେ ସାହାଯ୍ୟ କରିଥିବା ସୌମ୍ୟ ରଞ୍ଜନ ଙ୍କୁ ବୁଧବାର ଫୁଲବାଣୀ ପ୍ରେସକ୍ଲବଠାରେ କନ୍ଧମାଳମିଡ଼ିଆ ଫରୋମ ପକ୍ଷରୁ ଉଛ୍ଦ୍ମସ୍ଵିତ ସମ୍ବର୍ଦ୍ଧନ । ଜ୍ଞାପନ କରାଯାଇଥିଲା. Iଏହି ଅବସରରେ ମିଡ଼ିଆ ଫରୋମର ସ ଭାପତି ସୁନୀଲ ବିଶ୍ଵାଳଙ୍କ ସଭାପତି ତ୍ଵରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସାଧାରଣ ସଂପାଦକସୂର୍ଯ୍ୟ ବେହେରା ସ୍ଵାଗତଭାଷଣ ଦେଇଥିବାବେଳେ ବରୀଷ୍ଠ […]

ବି ଜେ ପି ଅନୁସୂଚିତ ଜାତି ମୋର୍ଚା ପକ୍ଷରୁ ରାଜ୍ଯପାଳଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ଫୁଲବାଣୀ 11/8-(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ବିଜେପି ଅନୁସୁଚିତ ଜାତିମୋର୍ଚ୍ଚା ସଭାପତି ଅନନ୍ତ କୁମାର ଦିଗାଲଙ୍କ ନେତୃତ୍ବରେବୁଧୁବାର ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ଯ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି।କେନ୍ଦ୍ରାପଡ଼ା ଜିଲ୍ଲା ର ଆଳି ବାଳକାଟି ରେ ଯେଉଁଭଳି ଭାବେ ଦଳିତ ପରିବାର ଉପରେ ମରଣାନ୍ତକ ଆକ୍ରମଣ ଏବଂ ମନରେଗା ଅର୍ଥ ଠିକ୍ ରେ ନପାଇ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ଅନଶନ ରେ ବସିଥିବା ମହିଳା ମାନଙ୍କୁ ଆକ୍ରମଣ ସହ ସମ୍ବିଧାନର ପ୍ରଣେତା ଡ ଭୀମରାଓ ଆମ୍ବେଦକର […]

ନବୀନ ସରକାରଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ବିଜୁ ଛାତ୍ର ଜନତା ଦଳର ପ୍ରୟାସ

ଫୁଲବାଣୀ-୧୧/୮(ସୁନୀଲପଟନାୟକ)ମୁଖ୍ୟମନ୍ତ୍ରୀ ଙ୍କ ହାତମୁଠା କୁ ଟାଣ କରିବା ସହିତ ସରକାରଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମ କୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଂଚ। ଇବା ପାଇଁ ବିଧାୟକ ଯାଜପୁର ତଥା ବିଜୁ ଜନତା ଦଳ ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଭାଇ )ଙ୍କ ନିର୍ଦେଶ କ୍ରମେ ବିଧାୟକ, ବାଙ୍କୀ ତଥା ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ ସଭାପତି ଦେବି ରଞ୍ଜନ ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗତ 5 ତାରିଖ […]

ଚଳିତ ସ୍ୱାଧୀନତା ଦିବସ ଅବସରରେ କନ୍ଧମାଳର ଜଣେ ସବଇନସପେକ୍ଟର ସମେତ ୩ କନଷ୍ଟେବଳ ସମ୍ମାନିତ ହେବେ

ଫୁଲବାଣୀ- ସୁନୀଲ ପଟନାୟକ)ଚଳିତବର୍ଷ ପବୀତ୍ର ସ୍ଵାଧୀନତା ଦିବସ ୨୦୨୧ଅବସରରେ କନ୍ଧମାଳ ଜିଲ୍ଲାର ଜଣେ ସବଇନସପେକ୍ଟରଙ୍କ ସମେତ ୩ ଜଣ କନେଷ୍ଟବଳଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଡିସ ଆୱ।ର୍ଡ ପାଇବା ଲାଗି ମନୋନୀତ ହୋଇଛନ୍ତି ।ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଚିଠିନମ୍ୱର ୮୮୦/ଏସିଆର ସେଲ ତା୧୧/୮/୨୧ରେ ପ୍ରକାଶ ପାଇଛି ।କନ୍ଧମାଳରୁ ପୁରସ୍କାର ପାଇବାକୁଥିବା ଗୋଛାପଡ଼ା ଥାନା ସବଇନ ସପେକ୍ଟର ରଣଜିତ କୁମାର ମୁନୀ ଓ ୩ଜଣ କନେଷ୍ଟବଲ ସରୋଜ କୁମାର ସାହୁ, ତପନ କୁମାର ପ୍ରଧାନ, କାର୍ତ୍ତିକ […]