ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ନିରାଡ଼ମ୍ବର ସହ ପାଳିତ

ବାଲିଗୁଡା.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୫ତମ ସ୍ବାଧିନତା ଦିବସ ମହୋତ୍ସବ ବାଲିଗୁଡା ସ୍ଥିତ ମିନିଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁଯାୟୀ କଟକଣା ଓ ସାମାଜିକ ଦୂରତା ମଧ୍ୟରେ ପାଳନ ହୋଇଯାଇଛି । ଏହି ଅବସରରେ ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରି ସ୍ୱାଧୀନତାର ପରିଭାଷା ଭିନ୍ନ ଭିନ୍ନ ହୋଇଥାଏ ଯାହାକି, ସ୍ବାଧିନତା […]

ଶ୍ରାବଣ ସରିବାକୁ ବସିଲାଣି, ବର୍ଷାର ଦେଖାନାହିଁ, ଜମି ଫାଟି ଆଁ

ଫୁଲ ବାଣୀ-୧୪/୮(ସୁନୀଲ ପଟନାୟକ)ଶ୍ରାବଣ ସହିବାକୁ ବସିଲାଣି। ବର୍ଷାର ଦେଖାନାହିଁ। ଜମି ଫାଟି ଆଁ କଲାଣି ।କନ୍ଧମାଳଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । କଣ କରିବ କଣ ନାହିଁ ସେ ଚିନ୍ତାଘାରିଛି। ଜିଲ୍ଲାର ଜିଉ ଦ ୟଗିରି ଠୁ ଆରମ୍ଭ କରି ଖଜୁରୀପଡ଼ା,ବ।ଲି ଗୁଡ଼ା ଆଦି ସବୁ ସ୍ଥାନରେ ବର୍ଷ । ଭାବ ଯୋଗୁଁ ଜମି ସବୁ ଅନେକ ସ୍ଥାନରେ ଫାଟି ଆଁ କଲାଣି ।ଧାନ ତଳି ମାନ ମଧ୍ୟ ଶୁଖିନଷ୍ଟ ହେବାକୁ ବସି ଲା ଣି […]

ସୁଭଦ୍ରା କୁପାଇ ଜଗା ଖୁସି

ଫୁଲବାଣୀ-୧୪/୮(ସୁନଲ ପଟ୍ଟନାୟକ) ଜଗା ଏବେ ଖୁସିରେ ଗଦଗଦ । କାଳିଆ କୁ ହରାଇ ଗତ ବର୍ଷେ ହେଲା ନିଃସଙ୍ଗ ହୋଇ ପଡିଥିବା ଜଗାବେଶ ଚଳଚଞ୍ଚଳ ହୋଇପଡିଛି । ଭଉଣୀକୁ ଗେଲ କରୁଛି,କୋଳେଇ ଧରୁଛି. ପାଖରେ ବସି ଦେଖୁଛି । ନ କହିଲେ ବି ଦେଖିଲେ ତାର ଭଲ ପାଇବା ବାରିହୋଇ ପଡୁଛି।ଗତ ସପ୍ତାହେ ହେଲେ ଜଗ।ପାଇଛି ସାନ ଭଉଣୀ ସୁଭଦ୍ରାକୁ ।କେବଳ ଜଗା ନୁହେଁ ମା ପୁଷ୍ପାଞଳୀ କହଁର ଓ ବାପା ଭୂୟାଁ କହଁର ମଧ୍ୟ ଖୁବ୍ […]

ପ୍ରେସ କ୍ଲୁବ ରେ ସ୍ୱାଧୀନତା ଦିଵସ

ଫୁଲବାଣୀ -15/8(ସୁନୀଲ ପଟନାୟକ )ରବିବାର ଫୁଲବାଣୀ ପ୍ରେସକ୍ଲବ ଠାରେ ପଞ୍ଚ ସ୍ତୋରି ତମ ସ୍ୱାଧୀନତା ଦିଵସ ପାଳିତ ହୋଇଛି lଏହି ଅବ ସରରେ ପ୍ରେସକ୍ଲବ ସଭାପତି ଶିବ ପ୍ରସାଦ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିବାସହ ବହୁ କଷ୍ଟ ସହିନିଜର ପ୍ରାଣ ବଳି ଦେଇ ଦେଶ ସ୍ୱାଧୀନତା କରିଥିବା ସେହି ପୂର୍ବଜ ମାନ ଙ୍କୁ ସ୍ମରଣ କରିବା ସହ କଷ୍ଟଲବ୍ଧ ସ୍ୱାଧୀନତା କୁ ଅକ୍ଷୁର୍ଣ ରଖିବା ଲାଗି କହିଥିଲେ lଅନ୍ୟ ମାନଙ୍କ ମଧ୍ୟରେପ୍ରେସକ୍ଲବ ସମ୍ପାଦକ ଅଜିତ ମହାରଣା […]

ଫୁଲବାଣୀ ସଦର ମହକୁମାରେ ୭୫ତମ ଜିଲ।ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ

ଫୁଲବାଣୀ-୧୫/୮(ସୁନୀଲପଟନାୟକ)ରବିବାର ଫୁଲବାଣୀ ପୋଲିସ ରିଜର୍ଭ ପଡିଆରେ ଆୟୋଜିତ ୭୫ତମ ସ୍ଵାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ ପ୍ୟାରେଡ଼ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅର୍ଭିବାଦନ ଗ୍ରହଣ କରିଥିଲେ।ଏହି ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀଆରୁଖ ଦେଶ ସ୍ଵାଧୀନରେ ମହାତ୍ମାଗାନ୍ଧୀ, ଜବହାରଲାଲ ନେହରୁ. ଲାଲବାହାଦୁର ଶାସ୍ତ୍ରୀ, ଜୟପ୍ରକାଶ ନାରାୟଣଙ୍କ ପରିମହାନ ଜନନାୟକ ଙ୍କ ତ୍ୟାଗ ଓ ଆତ୍ମବଳୀକୁ ସ୍ମରଣ କରିବା […]

ଯୋଜନା ଯୋଜନ ଦୁରରେ ପୋଲ ନିର୍ମାଣହେଉନି, ନିଜେ କାଠପକାଇ ଯା ଆସ କରୁଛନ୍ତି ଲୋକେ

ଫୁଲବାଣୀ-୧୬/୮(ସୁନୀଲପଟନାୟକ) ବିକାଶ ଓ ଯୋଜନା କୁ ନେଇଡ଼ଣ୍ଡିମ ପିଟୁଛନ୍ତି ସରକାର କିନ୍ତୁ ସବୁ ଯୋଜନା ଯେମିତି ଧୁଆଁ ବାଣ । କନ୍ଧମାଳଜିଲ୍ଲାରେ ଏଭଳି ଅନେକ ଗାଁ ରହିଛି । ଯେଉଁ ସବୁ ଗାଁଯୋଜନା ଠାରୁ ଯୋଜନ ଦୁରରେ ରହିଛି ଆଉ ବିକାଶ କହିଲେ କିଛି ନାହିଁ।ଦାରିଙ୍ଗବାଡି ବ୍ଳକର, ସୋନପୁର ପଞ୍ଚାୟତର କୁଟିକାରୀ କୁ ଦେଖିଲେ ଜାଣିହେବ । ନା ଗାଁକୁ ଭଲ ରାସ୍ତା ଟିଏ ଅଛି ନା ପିଇବା ଲାଗି ସ୍ୱଛ ପାନୀୟ ଜଳର ବ୍ୟବସ୍ଥା ଅଛି […]

ପୁଣି ଜନନୀ ଯନ୍ତ୍ରଣା, ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ବାଟରେ ପ୍ରସବ

.ଫୁଲ ବାଣୀ- ୧୨/୮(ସୁନୀଲ ପଟନାୟକ)ପୁଣି ଜନନୀ ଯନ୍ତ୍ରଣା, ରାସ୍ତା ସାଜିଲ। ବାଧକ ।ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିଲାନି। ଫଳରେ ପ୍ରସୂତୀ କୁ ଖଟରେ ବୋହି ଆଣି ଲା ବାଟରେ ପ୍ରସବ ହେଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଜୁରୀ ପଡ଼ା ବ୍ଲକ୍ ଅନ୍ତର୍ଗତ ସୁଡରୁଗୁମ୍ପା ଗ୍ରାମପଞ୍ଚାୟତର ଦଡ଼ମାସ୍କା ଗ୍ରାମରେ।ଗ୍ରାମ ର ବିଜୟ କହରଙ୍କ ପତ୍ନୀ ସସ୍ମିତ । ଙ୍କ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଘର ଲୋକେ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସ […]

ରାଜ୍ୟ ଓବିସି ସୁରକ୍ଷା ମଂଚ ର ବୈଠକ ଅନୁଷ୍ଠିତ

ବରଗଡ଼ : ୧୪/୮(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ଠାରେ ଓଡ଼ିଶା ରାଜ୍ଯ ଓବିସି ସୁରକ୍ଷା ମଞ୍ଚର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଶ୍ରୀଯୁକ୍ତ ଷଡ଼ାନନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ଡ଼ ବୀରେନ୍ଦ୍ର କୁମାର ବାଗ ଯାଦବ ଓ ବରିଷ୍ଠ ସଦସ୍ଯ ଏଡଭୋକେଟ୍ ଶଶିଭୂଷଣ ପ୍ରଧାନ ମଞ୍ଚାସୀନ ଥିଲେ। ବରଗଡ଼ର ବିଭିନ୍ନ ଅଞ୍ଚଳର ଓବିସି ସୁରକ୍ଷା ମଞ୍ଚର ସଦସ୍ଯମାନେ ମଞ୍ଚର ସଂପ୍ରସାରଣ ତଥା ଓବିସି ବର୍ଗର ଅଧିକାର ପାଇଁ ଆବଶ୍ଯକ ପଦକ୍ଷେପ ଉପରେ […]

୭୫ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ବରଗଡ଼ ୧୫/୮(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ଜାତୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ କେବଳ ପୋଲିସ ବାହିନୀ ପ୍ୟାରେଡ୍ ର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ସହୀଦ ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ […]

ଆଜିର ଦିନରେ ଦେଶମାତୃକାର ସେବା କରି ଆଗେଇ ନେବା

ବରଗଡ଼ ୧୫/୮(ସତ୍ୟ ନାରାୟଣ ପ୍ରଧାନ)ଆଜି ଆମେ ସ୍ବାଧିନତା ର ୭୫ତମ ସ୍ବାଧୀନତା ଦିବସ ପାଳନ କରୁଛୁ। ଅଗଷ୍ଟ ୧୪, ୧୯୪୭ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଆମେ ବ୍ରିଟିଶ ଶାସନ ଅଧିନରେ ପ୍ରଜା ଥିଲେ। କିନ୍ତୁ ଠିକ ମଧ୍ୟ ରାତ୍ର ରେ ଆମେ ମହାନ ରାଷ୍ଟ୍ର ଭାରତର ଏକ ମୁକ୍ତ ନାଗରିକ ଭାବରେ ବଞ୍ଚିବା ଆରମ୍ଭ କରିଥିଲେ। ଏହି ସ୍ବାଧୀନତା ଦିବସ ପାଳନ ଅବସରରେ ସମସ୍ତ ସ୍ବାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ବଳିଦାନକୁ ମନେପକାଇବା । ସେହି ମହାନ୍ […]