ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ମନ୍ଦିର ପ୍ରାଙ୍ଗଣ ରେ ଝୁଲଣ ପର୍ବ ପାଳିତ

।ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଲରମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଝୁଲଣ ପର୍ବ ପାଳିତ ହୋଇଯାଇଛି । ଆସନ୍ତା କାଲି ଅଧିବାସ ପର୍ବ ପାଳିତ ହୋଇଥିଲା । ସଂଧ୍ୟା ଆଳତି ପରେ ଠାକୁରଙ୍କୁ ଝୁଲଣ ବେଦୀକୁ ବିଜେ କରାଯାଇ ସେଠାରେ ପୁଜାର୍ଚନା, ଆଳତି, ବିଭିନ୍ନ ପ୍ରକାରର ମିଠା ଓ ଫଳ ଭୋଗ ଲାଗିକରାଯାଇଥିଲା । ଏହା ଦୀର୍ଘ 5ଦିନ ଲାଗି ଚାଲୁ ରହିବ ।ପୂଜକ ଶ୍ରୀବସ୍ଛ ମିଶ୍ରଙ୍କ, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ଓ ଜିମାଦାର ବସନ୍ତ […]

ଆଠଗଡ ରେ ପ୍ରତ୍ୟେକ ସ୍ଥାନରେ ରଣେନ୍ଦ୍ରଙ୍କୁ ଘେରିବେ ଚାଷୀ,ଋଣ ନନେଇ ମଧ୍ୟ ଚାଷୀ ରୁଣୀ,କୋଟିକୋଟି ଟଙ୍କାର ସମବାୟ ଦୁର୍ନୀତି ର ସର୍ଦାର କିଏ?

ଆଠଗଡ(ବୁରୋ news)ଆଠଗଡ ନିର୍ବାଚନ ମଣ୍ଡଳୀରେ ଗତ କିଛି ବର୍ଷ ହେଲା କୋଟି କୋଟି ଟଙ୍କାର ସମବାୟ ଋଣ ଚାଷୀଙ୍କ ନାମରେ ହୋଇଥିଲେ ମଧ୍ୟ ପ୍ରକୃତ ଚାଷୀ ବା ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି ।ଯାହା ଫଳରେ କେତକ ଚାଷୀ ମୃତ୍ୟବରଣ କରିଥିବା ବେଳେ ଅନ୍ଯ କେତେକ ଚାଷୀ ଭୂବନେଶ୍ୱର ଠାରେ ଆତ୍ମହୁତି ଦେବାକୁ ଉଦ୍ୟମ କରିଛନ୍ତି।ଆଉ ଏବେ ଆଠଗଡ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀ ଆଠଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସମବାୟ ଦୁର୍ନୀତି ନେଇ ମନ୍ତ୍ରୀ ରଣେନ୍ଦ୍ରଙ୍କୁ […]

ଗୋବିନ୍ଦପୁର ଷ୍ଟେଟବ୍ୟାଙ୍କ ରେ ଟଙ୍କା ଗାଏବ, ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗରେ ଗ୍ରାହକଙ୍କ ଧାରଣା

ଢେଙ୍କାନାଳ (ଉଲାପ୍ର) ବ୍ୟାଙ୍କରୁ ଗ୍ରାହକମାନଙ୍କ ଲକ୍ଷ ଲକ୍ଷ ଟଙ୍କା ଗାଏବ । ବ୍ୟାଙ୍କ କର୍ମଚାରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଗୋବିନ୍ଦପୁର ଶାଖାରେ । କିଛି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକଙ୍କର ବ୍ୟାଙ୍କରେ ରଖିଥିବା ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି ।ଏପରିକି ଗ୍ରାହକମାନଙ୍କ ସରଳତାର ସୁଯୋଗ ନେଇ ଖୋଦ ଏହି ବ୍ୟାଙ୍କରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀ ଦସ୍ତଖତ ଜାଲ […]

ଢେଙ୍କାନାଳରେ ଷ୍ଟୁଡିଓ ଇଲେଭେନ ର ଶୁଭ ଉଦଘାଟନ ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳର କଞ୍ଚାନ ବଜାର ଠାରେ ଅତ୍ୟାଧୁନିକ ଶୈଳୀର ପାର୍ଲର ଓ ସ୍ପା ପାଇଁ ଷ୍ଟୁଡିଓ ଇଲେଭେନ ର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ପାର୍ଲର ଟି ଢେଙ୍କାନାଳ ପାଇଁ ନୂତନ ରୂପେ ଖୋଲିଥିବା ବେଳେ ଏହାର କାର୍ଯ୍ୟଶୈଳୀ ପାଇଁ ବଜାରରେ ନୂତନ ସ୍ଥାନ ଅଧିକାର କରିବ ବୋଲି ଏହାର ଓନର ସେହନାଜ ବାହାର ଆଶାବ୍ୟକ୍ତ କରିଛନ୍ତି । ମେହେନ୍ଦୀ, ଟାଟୁ , ବଡି ସ୍ପା, ସ୍ପା ପରି […]

ଢେଙ୍କାନାଳ ଜିଲାପାଳ ଙ୍କୁ ମିଳିତ ବଜାର କମିଟି ସମ୍ବର୍ଦ୍ଧିତ କଲେ

ଢେଙ୍କାନାଳ(ଉଲାପ୍ର)ମିଳିତ ବଜାର ପୂଜାକମିଟି ତରଫରୁ ଢେଙ୍କାନାଳରେ ଯୋଗଦେଇଥିବା ନୂତନ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଉତ୍ତରୀ ଓ ଫୁଲତୋଡା ଦେଇ ମିଳିତ ପୂଜା ବଜାର କମିଟିର ସଭାପତି ବିଶ୍ୱନାଥ ବେହେରା, ରବିନାରାୟଣ ପଟ୍ଟନାୟକ, ପୀତବାସ ସାହୁଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଢେଙ୍କାନାଳ ଜିଲାପାଳ ସମ୍ବର୍ଦ୍ଧିତ

ଢେଙ୍କାନାଳ(ଉଲାପ୍ର)ଭକ୍ତକବି ଦୀନକୃଷ୍ଣ ଦାସଙ୍କ ସାଧନା ପୀଠର ଚିଣ୍ଟୁ ବାବା ଆଜି ଢେଙ୍କାନାଳର ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ପୁରୀର ଖଣ୍ଡୁଆ ପାଟ, ଜଗନ୍ନାଥ ପ୍ରସାଦ ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା କରିଛନ୍ତି ।

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୧୮ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଶ୍ରାବଣମାସ-ଶୁକ୍ଳପକ୍ଷତିଥି-ଏକାଦଶୀ ରାତ୍ରି ଘ୦୧/୦୫ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀନକ୍ଷତ୍ର- ମୂଳା ରାତ୍ରି ଘ୧୨/୪୨ ପର୍ଯ୍ୟନ୍ତ ତଦନ୍ତେ ପୂର୍ବ।ଷାଢାଚନ୍ଦ୍ର-ଧନୁଯୋଗ-ବିସ୍କୁମ୍ଭକରଣ-ବିଷ୍ଟିସୌରମାସ-ସିଂହ ୦୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୪୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୧୦*✧═════•❁❀*ଯୋଗିନୀ ଉତ୍ତରେ ରାତ୍ରି ଘ୦୧/୦୫ ପର୍ଯ୍ୟନ୍ତ ତଦନ୍ତେ ନୈରୁତେ*ମକର ରାଶିର ଘାତବାରତୁଳା ଓ କୁମ୍ଭ ରାଶିର ଘ।ତଚନ୍ଦ୍ରଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୮/୩୬ ଗତେ ଘ୧୦/୧୨ ମଧ୍ୟେବାରବେଳ।- ଦିବା ଘ୧୧/୫୦ ଗତେ ଘ୦୧/୨୬ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ ବେଳ। -ଦିବା ଘ୦୭/୦୫ […]

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଫରେଷ୍ଟର ସୁଶାନ୍ତ ଦାଶ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ୧୭/୮(ସତ୍ୟ ନାରାୟଣ ପ୍ରଧାନ)ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ପଦ୍ମପୁର ମାଷ୍ଟର କଲୋନୀ ସ୍ଥିତ ଘର ଓ ଝାରବନ୍ଧ ଅଫିସରେ ଏକକାଳୀନ ଭିଜିଲାନ୍ସର ଦୁଇଟି ଟିମ୍‌ ଚଢାଉ କରିଛି । ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ଦାଶରଥି ସେଠୀଙ୍କ ନେତୄତ୍ବରେ ଦୁଇଟି ଟିମ୍‌ରେ ୧୨ ଜଣ ସଦସ୍ୟ ଦୁଇଟି ଜାଗାରେ ଚଢାଉ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ୫୪ ଲକ୍ଷ ଟଙ୍କାର ବାସ ଭବନ,୫ ଲକ୍ଷ […]

ବେଲଘର ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ ସରିବାକୁ ନାହିଁ

ଫୁଲବାଣୀ-୧୮/୮(ସୁନୀଲପଟନାୟକ)କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ରେ ପଞ୍ଚାୟତ ଗୃହ ଅଧାପନ୍ତରିଆ ହୋଇ ପଡି ରହିଛି । ଦୀର୍ଘ ଦିନ ହେଲା ଗୃହଟି ର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ । ତୁମୁଡିବନ୍ଧ ବ୍ଲକ ର ବେଲଘର ଏକ ପର୍ଯଟନ ସ୍ଥଳୀ ଓ ଏହି ସ୍ଥାନ ଆଖପାଖ ୫ଟି ପଞ୍ଚାୟତଲୋକମାନଙ୍କରମୁଖ୍ୟ ବଜାର ହୋଇଥିବାରୁ ସବୁ ଲୋକ ନିର୍ଭର କରନ୍ତି । ବିଶେଷ କରି ଏହି ବଜାର ଉପରେ ବିଲାମାଲ, ଝିରିପାଣି, ଲଂକାଗଡ, ଗୁମା ଏବଂ […]

ସ୍ନେ କ ହେଲ୍ପ ଲାଇନ ଦ୍ୱାରା ଅଜଗରସାପ ଉଦ୍ଧାର

ଫୁଲବାଣୀ -18/8(ସୁନୀଲ ପଟନାୟକ )ଫୁଲବାଣୀ ସହର ନିକଟ ରୁଜାଙ୍ଗୀ ଆମ୍ବ୍ରିତ ନଗର ରେ ବାସ କରୁଥିବା ନାଗାର୍ଜୁନ ସାହାଣୀ ନାମକ ଜଣେ ବ୍ୟକ୍ତିଙ୍କ ଘର ପାର୍ଶ୍ୱ ରେଏକ ଛଅ ଫୁଟ ର ଅଜଗର ସାପ ପସିଥିବା ନେଇ ଘର ମାଲିକ ନାଗାର୍ଜୁନ ସାହାଣୀ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକତଥା ସ୍ଵେଛା ସେବି ଭି. ଲୋକନାଥ ରାଜୁ ଙ୍କୁଫୋନରେ ଯୋଗାଯୋଗ କରିଥିଲେ ଆଉ ସଂଗେ ସଂଗେ ଟିମ୍ ର ସ୍ନେକ ହେଲ୍ପଲାଇନ ସଦସ୍ୟ ଭି ଜଗନ୍ନାଥ ରାଜୁ, […]