ଆଠଗଡ ଜିମସାର ରେ ଏମ ଆର ଆଇ ଓ ସିଟି ସ୍କାନ ମେସିନ ଉଦଘାଟିତ

ଆଠଗଡ( ଉଲାପ୍ର) ସମାଜ ଅନୁଷ୍ଠାନ ଦ୍ୱାରା ଆଠଗଡ ର ମାଧବପୁର ଠାରେ ପ୍ରତିଷ୍ଠା କରାଯାଇଥିବା ଜିମସାର ମେଡିକାଲ ରେ ଆଜି ସାଧାରଣ ଜନନତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଏମ ଆର ଆଇ ଓ ସିଟି ସ୍କାନ ମେସିନ କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି,ଏହି ମେସିନ ଉଦଘାଟନ ହେବାପରେ ଜନସାଧାରଣ ବେଶ ଏହାର ସୁବିଧା ପାଇପାରିବେ, ଯୋଉଠି ସରକାର ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ମାନଙ୍କରେ ଏହିପରି ମେସିନ ଯୋଗାଇ ଦେଇ […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୨୦ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଶ୍ରାବଣମାସ-ଶୁକ୍ଳପକ୍ଷତିଥି-ତ୍ରୟୋଦଶୀ ରାତ୍ରି ଘ୦୮/୪୮ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀନକ୍ଷତ୍ର- ଉତ୍ତରାଷାଢା ରାତ୍ରି ଘ୧୦/୦୦ ପର୍ଯ୍ୟନ୍ତ ତଦନ୍ତେ ଶ୍ରାବଣ।ଚନ୍ଦ୍ର-ମକରଯୋଗ-ଆୟୁଷ୍ମ।ନକରଣ-କୌଳବସୌରମାସ-ସିଂହ ୦୪ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୨/୧୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮/୪୮*✧═════•❁❀*ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୮/୪୮ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମ*ବିଛା,ଧନୁ ଓ ମୀନ ରାଶିର ଘାତବାରସିଂହ ରାଶିର ଘାତଚନ୍ଦ୍ରତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୦୮/୪୦ ଗତେ ଘ୧୧/୫୩ ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ ବେଳ। -ଦିବା ଘ୦୭/୦୪ ମଧ୍ୟେ ଓ […]

ପୋଲିସ ପାଟ୍ରୋଲିଂ ଯୋଗୁଁ ଦାରିଙ୍ଗବାଡି ରେ ଏଟିଏମ ଲୁଟ ଉଦ୍ୟମ ବିଫଳ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ଏସବିଆଇ ଏଟିଏମ ଲୁଟ ଉଦ୍ୟମ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ଏଟିଏମ ମେସିନ ଭାଙ୍ଗିଥିଲେ ସୁଦ୍ଧା ଟଙ୍କା ଲୁଟ କରିବାରେ ଲୁଟେରା ବିଫଳ ହୋଇଥିବା ଜଣାପଡିଛି। ବିଳମ୍ବିତ ରାତିରେ ଲୁଟେରା ଏଟିଏମ ଭାଙ୍ଗି ଟଙ୍କା ଲୁଟ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସର ରାତ୍ରୀ କାଳୀନ ପାଟ୍ରୋଲିଂ ଦେଖି ଲୁଟେରା ଜଣକ ଲୁଟ ନକରି […]

ବଇଡା ପଦରସାହିର ଶ୍ରୀନିବାସ ହତ୍ୟା କାରୀକୁ ଛମାସ ହେଲା ଗିରଫ ନ କରିବାରୁ ଏସପିଙ୍କୁ ଭେଟିଲେ ଗ୍ରାମବାସୀ

ଫୁଲବାଣୀ- ୧୯/୮(ସୁନୀଲପଟନାୟକ).ଗତ ଫେବୃଆରୀ୧୬ତାରିଖରେ ବଇଡା ପଦର ସାହିର ଶ୍ରୀନିବାସ କହଁର ଖଜୁରୀପଡା ବଡଭୂଇଁ ଭୋଜି ଖାଇବାକୁ ଯାଇଥିଲା ବେଳେ ସେଠାରେ କେତେ ଜଣ ଲୋକ ତାକୁ ନିସ୍ତୁକ ମାଡ ମାରିବାରୁ ଚିକିତ୍ସିତ ଅବସ୍ଥାରେ ମୃତ ହୋଇଥିଲା। ବାଡେଇଥିବା ଲୋକଙ୍କ ନାମ ମୃତକାଳୀନ ଜମାନ ବନ୍ଦୀରେ ପୋଲିସକୁ କହିଛି। ହେଲେ ୨୮/୨୦୨୧ରେ କେସ ରୁଜୁ ହୋଇଥିଲେ ହେଁ ପୋଲିସ ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରି ନଥିବାରୁ ବଇଡା ଗ୍ରାମବାସୀ କନ୍ଧମାଳ ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିଯୋଗ କରି ତୁରନ୍ତ […]

କଲିନାଜୁ ଡ୍ୟାମରେ ଚିତ୍ରଶିଳ୍ପିଆଙ୍କିଲେ ସୁନ୍ଦର କଳାକୃତୀ

ଫୁଲବାଣୀ(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଳକ ରଟିଙ୍ଗିଆ ଗ୍ରାମପଞ୍ଚାୟତରେ କଲିନାଜୁ ଡ୍ୟାମ ରହିଛି। ଏହି ଡ୍ୟାମ ନିକଟରେ ଲୋକେ ପିକନିକ କରିବାଲାଗି ଆସିବା ସହ ଡ୍ୟାମ ବୁଲି ଦେଖିଥାନ୍ତି । ତେ6ବଡ୍ୟାମର ସରପ୍ଲସ ଅଞ୍ଚଳ 6ର ଆକାଶ ପ୍ରଧାନ ନାମକ ସ୍ଥାନୀୟ ଜଣେ ଚିତ୍ରଶିଳ୍ପୀଙ୍କ ସୁନ୍ଦର ସୁନ୍ଦର କଳାକୃତୀ ଲୋକଙ୍କୁ ଅଧିକ ଆକର୍ଷିତ କରୁଛି । ଏହି ଶିଳ୍ପୀ ଜଣଙ୍କ କଲିନାଜୁ ଡ୍ୟାମର ବିଭିନ୍ନ ସ୍ଥାନରେ ବାର୍ତ୍ତା ଥିବା ସୁନ୍ଦର ସୁନ୍ଦର କଳାକୃତୀ ଆଙ୍କିବା ଫଳରେ […]

ପ୍ରାଥମିକ ସ୍କୁଲ ବନ୍ଦ ନ କରିବାକୁ ଅବିଭାବକଙ୍କ ଦାବୀ

ଫୁଲବାଣୀ(ସୁନୀଲପଟନାୟକ)ଯେଉଁପ୍ରାଥମିକ ସ୍କୁଲଗୁଡିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅତି ନଗଣ୍ୟ ଓସରକାରଙ୍କ ଧାର୍ଯ୍ୟ ସଂଖ୍ୟକ ପିଲା ନାହିଁ।ନ୍ତି ସେ ସବୁ ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ କରିବାଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ ସେହି ପ୍ରକାରେ ଟିକା ବାଲି ବ୍ଳକର ଦାସାଗୁଡ଼ା ପ୍ରାଥମିକ ସ୍କୁଲକୁ ବନ୍ଦ କରିବାଲାଗିନେଇଥିବା ନିଷ୍ପତ୍ତି ବଦଳାଇ ସ୍କୁଲ ଚାଲୁ କରିବା ଲାଗି ଦାବୀ କରିଛନ୍ତି ଅଭିଭାବକ । ଗ୍ରାମର ଛାତ୍ରଛାତ୍ରୀ ନିକଟସ୍ଥ ଲଦା ସାହି ପ୍ରକଳ୍ପ ଉଚ୍ଚବିଦ୍ୟାଳୟ କୁ ପାଠ ପଢିବା ଲାଗି ପ୍ରତିଦିନପାହାଡ ଚଢି […]

ଫର୍ ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼ ୧୫/୮(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସ୍ବେଚ୍ଛାସେବୀ ସଂଗଠନ ଫାଇଟ୍ ଅନ୍ ରାଇଟ୍ ଏବଂ ଆମ ଓଡ଼ିଶା ପକ୍ଷରୁ ଯୁବ ସ୍ବାଭିମାନ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା […]

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଶପଥ ପାଠ ସଭା

ବରଗଡ଼ ୧୯/୮(ସତ୍ୟ ନାରାୟଣ ପ୍ରଧାନ)ଆଜି ସଦଭାବନା ଦିବସ ଅବସରରେ ଏକ ଶପଥ ପାଠ ସଭା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଶପଥ ପାଠ କରାଇଥିଲେ। ସଭାରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ସହକାରୀ କଲେକ୍ଟର ସୁମତୀ ପଣ୍ଡା, ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ […]

ବିଶ୍ଵ ଫଟୋଗ୍ରାଫି ଦିବସ ରେ ସମ୍ମାନିତ

ବରଗଡ଼ ୧୯/୮(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ଵ ଫଟୋଗ୍ରାଫି ଦିବସ ପାଳନ ଅବସରରେ ଆଜି ଜିଲ୍ଲା ର ୭ ଜଣ ବୟୋଜ୍ୟେଷ୍ଠ ଫଟୋଗ୍ରାଫରଙ୍କୁ ଏବଂ ମିଡ଼ିଆ ରେ କାର୍ଯ୍ୟରତ ଯୁବ ଫଟୋଗ୍ରାଫର ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ ସଭ୍ୟମାନେ ଉପସ୍ଥିତ ରହି ଆଜି ର ମହାନ୍ ଦିବସ ପାଳନ ସଂପର୍କରେ ଆଲୋକପାତ କରିଥିଲେ। ଏଥିରେ ସଂଘର ବରିଷ୍ଠ ସଭ୍ୟ […]

ଇ ଶକ୍ତି ପ୍ରକଳ୍ପ ତଦାରଖ କମିଟି ବୈଠକ

ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)ଇ ଶକ୍ତି ପ୍ରକଳ୍ପର ତଦାରଖ କମିଟି ବୈଠକ ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ କୃଷି ବିକାଶ ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ର ପ୍ରବନ୍ଧକ ହଟ କିଶୋର ବେହେରା ଯୋଗଦାନ କରିଥିଲେ। ଚେୟାରମ୍ୟାନ ନିୟୁଲାଇଫ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ କଳାକାହ୍ନୁ ଦୀପ ଇ ଶକ୍ତି ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ l ବିଶେଷକରି ସାମ୍ପ୍ରତିକ ପରିସ୍ଥିତି ରେ ସ୍ୱୟଂ ସହାୟକ ଗୋଷ୍ଠୀ ର ଭୂମିକା […]