ପୌରପାଳିକା ପକ୍ଷରୁ ଇଉଜ ଲେସ ଜିନିଷ ସଂଗ୍ରହ ଅଭିଯାନ

ଢେଙ୍କାନାଳର ପୌରପାଳିକା ପକ୍ଷରୁ ଇଉଜ ଲେସ ଜିନିଷ ସଂଗ୍ରହ ଅଭିଯାନଆରମ୍ଭ ହୋଇଯାଇଛି । ସହରର ଲୋକମାନଙ୍କଠାରୁ ଭଙ୍ଗା ଟିଭି, ଭଙ୍ଗା ରେଡ଼ିଓ, ଓ ବିଭିନ୍ନ ପ୍ରକାରର ଭଙ୍ଗା ଜିନିଷ ସଂଗ୍ରହ କରାଯାଇଛି । 11 ନମ୍ବର ୱାର୍ଡ ରୁ ସାନିଟାଇଜ ଇନ୍ସପେକ୍ଟର ବିଭୁତି ଭୂଷଣ ସ୍ୱାଇଁ ଓ ସ୍ୱସ୍ଛ ସାଥି ଝରଣା ଙ୍କ ଦ୍ଵାରା ଏହି ସବୁ ସାମଗ୍ରୀ ଉଠାଯାଇଥିଲା । ପୌରପାଳିକା କର୍ମଚାରୀଙ୍କ ଦ୍ୱାରା ଏହି କାର୍ଯ୍ୟ କରାଯାଇଥିଲା । ଯାହାଦ୍ୱାରା ପରିବେଶ ପ୍ରଦୂଷଣ ମୁକ୍ତ […]

ନୂତନ କଲେକ୍ଟରଙ୍କୁ ସ୍ଵାଗତ ଜଣାଇଲେ ଢ଼େଙ୍କାନାଳର ଯୁବ ସ୍ଵେଛାସେବୀ ଅନୁଷ୍ଠାନ ହେଲ୍ପିଙ୍ଗ ହାଣ୍ଡସ୍ ଶୋଷିଓ ସ୍ପେସିଫିକ୍ (ଏଚ୍ ଟୁ ଏସ ଟୁ)

ଢ଼େଙ୍କାନାଳ ଜିଲ୍ଲାରେ କିଛିଦିନ ତଳେ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ନୂତନ କଲେକ୍ଟର ଭାବେ ଯୋଗ ଦେଇଛନ୍ତି। ଢ଼େଙ୍କାନାଳର ଅଗ୍ରଣୀ ଯୁବ ଅନୁଷ୍ଠାନ ହେଲ୍ପିଙ୍ଗ ହାଣ୍ଡସ୍ ଶୋଷିଓ ସ୍ପେସିଫିକ୍ (ଏଚ୍ ଟୁ ଏସ ଟୁ) ଉତ୍ତରି ଓ ବୃକ୍ଷ ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।ସଭାପତି ଶ୍ରୀମତୀ ଚିନ୍ମୟୀ ଜେନା, ଉପସଭାପତି ସୟଦ୍ ସର୍ଫରାଜ୍ ଅଲ୍ଲୀଙ୍କ ସମେତ ମହେଶ୍ୱର ବେହେରା, ସରସ୍ଵତୀ ସୁବୁଦ୍ଧି, ମହମ୍ମଦ ସଲ୍ଲାଉଦ୍ଦିନ,ଶିବୁ ସାହୁ ଏବଂ ନାହିଦ୍ ଖାନ୍ ସେଠାରେ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ […]

ପ୍ରଶାସନ ଶୁଣିଲାନି ଶେଷରେ ଗ୍ରାମବାସୀ ତିଆରି କଲେ କାଠପୋଲ

ଫୁଲ ବାଣୀ-(ସୁନୀଲପଟନାୟକ)ଗୁହାରୀ କରି କରି ଥକିଗଲେ ହେଲେ ପ୍ରଶାସନ ଶୁଣିଲା ନି, Iକେତେ ଆଉ ନେହୁରା ହୋଇଥାନ୍ତେ । ଶେଷରେ ଗାଁ ଲୋକେ ଏକ ହୋଇ କାଠପୋଲ ଟିଏ ନିର୍ମାଣ କରି ତା ଉପରେ ଯିବାଆସିବା କରୁଛନ୍ତି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ମାଓ ଇଲାକା ଭାବେ ପରିଚିତପାଙ୍ଗା ଉପର ସାହି ପଞ୍ଚାୟତରେ ।ଏହି ପଞ୍ଚାୟତର ଦୁଇଟି ୱ ୲ର୍ଡ ଚାରିପଟେ ବାଘନଦୀ ଘେରି ରହିଛି । ଖରାଦିନ ଯେମିତି ସେମିତି ଚଳିଯାଉଥିବାବେଳେ […]

ଦାରିଙ୍ଗବାଡିରସଫଳ ମହିଳା ଚାଷୀ ମିତା ପ୍ରଧାନ

ଫୁଲ ବାଣୀ-21/8/(ସୁନୀଲପଟନାୟକ)ୟେ ହେଉଛନ୍ତି ମିତା ପ୍ରଧାନ, ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକର ସୁନ୍ଦର ଦଣ୍ଡ ଗ୍ରାମ । ସ୍ୱାମୀକୁ ହରାଇବା ପରେ ଦୁଃଖରେ ଭାଙ୍ଗିପଡିଥିଲେ ମିତା । ଦୁଇ ଛୁଆଙ୍କୁ ନେଇ କିପରି ଚଳିବେ ସେ ଚିନ୍ତା ଘାରିଥିଲା ତାଙ୍କୁ ।ତେବେ ଆକସନ ଏଡ ଓ ଅନ୍ତରଙ୍ଗର ସହଯୋଗ ଓ ପ୍ରୋତ୍ସାହନରେ ନିଜ ମନୋବଳକୁଦୃଢ କରି ନିଜେ ସ୍ୱା,ବଲମ୍ବୀ ହେବା ସହ ଆର୍ଥୀକ ସ୍ଥିତିକୁ ମଧ୍ୟ ସୁଧାରିବାରେ ବେଶ ସକ୍ଷମ ହୋଇଛନ୍ତି ।ଜାଗୃତି ଅନୁଷ୍ଠାନ ପକ୍ଷରୁ […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୨୧ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଶ୍ରାବଣମାସ-ଶୁକ୍ଳପକ୍ଷତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୦୬/୫୮ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମାନକ୍ଷତ୍ର- ଶ୍ରବଣ। ରାତ୍ରି ଘ୦୮/୫୮ ପର୍ଯ୍ୟନ୍ତ ତଦନ୍ତେ ଧାନିଷ୍ଟାଚନ୍ଦ୍ର-ମକରଯୋଗ-ସୌଭାଗ୍ୟକରଣ – ଗରସୌରମାସ-ସିଂହ ୦୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୨/୩୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮/୦୮*✧═════•❁❀*ଯୋଗିନୀ ପଶ୍ଚିମେ ରାତ୍ରି ଘ୦୬/୫୮ ପର୍ଯ୍ୟନ୍ତ ତଦନ୍ତେ ବୟବ୍ୟେ*ସିଂହ ରାଶିର ଘାତ ଚନ୍ଦ୍ରବୃଷ ,ସିଂହ ଓ କନ୍ୟା ରାଶିର ଘାତବାରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। -ଦିବା ଘ୦୭/୦୭ ମଧ୍ୟେ ଓ ଘ୦୪/୩୩ ଗତେ ଘ୦୬/୦୮ ମଧ୍ୟେବାରବେଳ।- ଦିବା […]

ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ କନ୍ଧମାଳ ସାଂସଦ

ଫୁଲବାଣୀ-୨୦/୮(ସୁନୀଲପଟନାୟକ)ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ।ଏହାକୁ ଦୃଷ୍ଟିରେ ରଖି ମାରାଥନ ଗ୍ରସ୍ତ ରେ ଆସି କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ବାଲିଗୁଡ଼ା ଯାଇ ଏନଏସି ପକ୍ଷରୁ ପ୍ରାୟ ୩କୋଟି ଟଙ୍କା ମୂଲ୍ୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ଯଥା ବାଲିଗୁଡ଼ା ମିନି ଷ୍ଟାଡିୟମ ପରିସରରେ ନିର୍ମିତ ଓ ପେନ ଜିମ, ବିଜୁ ପଟନାୟକ ମାର୍କେଟ କମ୍ପ୍ଲେକସ, ଥଣ୍ଡାପାନୀୟ ଜଳ , ଭେଣ୍ଡି ଙ୍ଗଜୋନ, ଡିଜିଟାଲ ସୂଚନା ଫଳକ , ବାଇପାସ ରୋଡ଼ରେ ଅଲୋକୀକରଣ ବ୍ୟବସ୍ଥାରଶୁଭ ଉଦଘାଟନ କରିଥିଲେ […]

କନ୍ଧମାଳ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଉଦଘାଟିତ

ବାଲିଗୁଡା.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗୋଷ୍ଠୀ ଖେଳ ପଡିଆ ଠାରେ କନ୍ଧମାଳ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଉଦଘାଟନ ହୋଇଯାଇଛି । ଏଥିରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିମନବାଡ଼ି ସରପଞ୍ଚ ପ୍ରତିନିଧି ପରମେ ପ୍ରଧାନ, ବିଧାୟକ ପ୍ରତିନିଧି ଦୀପକ ସାହୁ, ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ପ୍ରମୁଖ ଯୋଗ ଦେଇଥିଲେ । […]

ରାଜ୍ୟ ସରକାରଙ୍କ ୨୭% ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ: ଓବିସି ସୁରକ୍ଷା ମଂଚ

ବରଗଡ଼:୨୦/୮(ସତ୍ୟ ନାରାୟଣ ପ୍ରଧାନ)ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ରାଜ୍ୟ ସରକାର ଘୋଷଣା କରିଥିବା ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ପ୍ରସ୍ତାବକୁ ଓଡିଶା ରାଜ୍ୟ ଓବିସି ସୁରକ୍ଷା ମଂଚ ପ୍ରତ୍ୟାଖ୍ୟାନ କରୁଛି ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମ°ଚର ଉପସ୍ଥିତ କର୍ମକର୍ତ୍ତା ମାନେ କହିଥିଲେ। ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଓବିସିଙ୍କ ବିଗତ ବର୍ଷ ରେ ଜନଗଣନା ହୋଇଥିବା ତାଲିକା କୁ ପ୍ରକାଶନ କରିବାକୁ ଦାବି କରିଥିଲେ । ପ୍ରତ୍ୟେକ କ୍ଷେତ୍ରରେ ଯଥା ପଂଚାୟତ, ବିଧାନସଭା, […]

ଢେଙ୍କାନାଳ ଜିଲ୍ଲାର କିକ୍ ବକ୍ସିଙ୍କୁ ଦଳର ଗୋଆ ଯାତ୍ରାରେ ପ୍ରତିନିଧୁତ୍ବ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଶୁଭେଚ୍ଛା

ଢେଙ୍କାନାଳ(ଉଲାପ୍ର)କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ଆସିଲା ପରେ ପ୍ରଥମ ଥର ପାଇଁ ଢେଙ୍କାନାଳ ଜିଲ୍ଲାର କିକ୍ ବକ୍ତିଙ୍ଗ୍ ଦଳରେ ୪ ଜଣ ପୁରୁଷ ଏବଂ ୩ ଜଣ ମହିଳା ଖେଳାଳୀ ନେଇ ଗଠିତ ଦଳ ଆଜି ସକାଳ ୧୦ଟା ସମୟରେ ଦେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଏବଂ ଅନ୍ୟତମ ସମ୍ମାନୀତ ଅତିତ୍ ଶ୍ରୀ ବିଭୂତି ଭୂଷଣ ନାୟକ , ଆଇ.ଏ.ଏସ୍ , ଟ୍ରେନି ଙ୍କ ସହ ସ୍ଥାନୀୟ ସରକିଟ୍ ହାଉସ୍ ପ୍ରାଙ୍ଗଣରେ ଶୁଭେଚ୍ଛା ସହ ବିଦାୟ […]

ରାଜୀବ ଗାନ୍ଧିଙ୍କ ୭୮ତମ ଜୟନ୍ତୀ ପାଳିତ

ଢେଙ୍କାନାଳ(ଉଲାପ୍ର): ଢେଙ୍କାନାଳ ଗାନ୍ଧୀ ମନ୍ଦିର ଠାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ୭୮ ତମ ଜନ୍ମ ଦିବସକୁ ସଦ୍‌ଭାବନା ଦିବସ ରୂପେ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ବର୍ଗତ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶରେ ଯୋଗାଯୋଗ , କଜ୍ୟୁମର୍ ଆକ୍ସ , ବୈଦଶୀକ ନୀତି ଓ ସର୍ବୋପରି ଦେଶରେ ଏକତା , ଅଖଣ୍ଡତା ଓ ଗଣତନ୍ତ୍ରକୁ ସୁଦୃଢ କରିବା , […]