ଶେଷ ଦେବ ମିଶ୍ର ଫୁଲବାଣୀର ନୂତନ ଉପଜ଼ିଲ୍ଲାପାଳ

ଫୁଲବାଣୀ -23/8(ସୁନୀଲ ପଟନାୟକ )ସୋମବାର ଶେଷ ଦେବ ମିଶ୍ର ଫୁଲବାଣୀ ର ଉପ ଜ଼ିଲ୍ଲାପାଳ ଭାବେ ଆଜି ଦାୟୀ ତ୍ବ ଗ୍ରହଣ କରିଛନ୍ତି l ସେ ଏଥିପୂର୍ବରୁ ଗଜପତି ରେ ଉପଜ଼ିଲ୍ଲା ପାଳ ଥିଲେ lଶ୍ରୀ ମିଶ୍ର ଆଜି ଦା ୟୀ ତ୍ବ ଗ୍ରହଣ କରିବା ପରେ ଖଜୁରୀପଡା ତହସିଲଦାର, ଫିରିଙ୍ଗିଆ ଓ ଫୁଲବାଣୀ ତହସିଲଦାର ପ୍ରମୁଖ କାର୍ଯ୍ୟାଳୟ ରେ ପହଂଚି ସ୍ୱାଗତ ସମ୍ବର୍ଧନା ଜଣାଇଥିଲେ lଦା ୟୀ ତ୍ବ ଗ୍ରହଣ ପରେ ସେ ଫୁଲବାଣୀ ଉପଖଣ୍ଡ […]

ବାଲି ଗେଡ଼ା ହାଇସ୍କୁଲପାଇଖାନାରେ ଉଇହୁଙ୍କା ସହ ସାପ, ଛାତ୍ରଛାତ୍ରୀ ଭୟଭୀତ

ଫୁଲ ବାଣୀ-୨୩/୮(ସୁନୀଲପଟନାୟକ)କେନ୍ଦ୍ର ଓ ରାଜ୍ୟସରକାର ଶିକ୍ଷା ପ୍ରତି ଗୁରୁତ୍ଵ ଦେଉଛନ୍ତି । ଉନ୍ନତମାନର ସ୍କୁଲ ଗୃହ ସାଙ୍ଗକୁ ଟଏଲେଟ କରୁଛନ୍ତି । ଛାତ୍ର ଛାତ୍ରୀମାନେ ଯେପରି ସୁଲରେ ନିରାପଦରେ ବସି ପାଠ ପଢିବେ । ସେହିପରି ସୁବିଧା ପାଇଁ ପାଣି ବ୍ୟବସ୍ଥା ସହ ଟଏଲେଟମାନ ମଧ୍ୟନିର୍ମାଣ କରୁଛୁନ୍ତି । ହେଲେ କନ୍ଧମାଳ ଜିଲ୍ଲାକ ନୂଆ ଗାଁ ବ୍ଳକ ବାଲି 6ଗଡ଼ା ପଞ୍ଚାୟତର ସାସି ମାହା ୟୁଜି ହାଇ ସ୍କୁଲକୁ ଦେଖିଲେଜଣାପଡିବ ଛାତ୍ରଛାତ୍ରୀମାନେ କିଭଳି ପରିସ୍ଥିତିରେ ସ୍କୁଲକୁ ଆସୁଛନ୍ତି […]

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ତିରୋଧାନ ଦିବସ, ଚକାପାଦ ଓ ଜଲେଶପଟ୍ଟା ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି,

ଫୁଲବାଣୀ-୨୩/୮(ସୁନୀଲପଟନାୟକ)ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ, Iଠିକ ୧୩ ବର୍ଷ ତଳେ ଆଜିର ଦିନରେ ଜଲେଶପଟା ଆଶ୍ରମ ପରିସରରେ ଦୁର୍ବର୍ତ୍ତମାନେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ।ଫଳରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଆଜି ର ଦିନକୁ ବଳିଦାନ ଦିବସ ଭାବେ ପାଳନ କରା ଯାଉଥିଲା । ସୋମବାର ସ୍ୱାମିଜୀଙ୍କଚକାପାଦ ଆଶ୍ରମ ରେ କାଳେ ବଳିଦାନ ଦିଵସ ପାଳନ ହେବ ସେଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା […]

ଆଠଗଡ ସମବାୟ ଦୁର୍ନୀତି ଘଟଣାରେ ଗୁରୁଡ଼ିଝାଟିଆ ପୋଲିସ ବାନ୍ଧିଲା ୬ ଜଣ କର୍ମଚାରୀ ଙ୍କୁ,ଗୁରୁଡ଼ିଝାଟିଆ ସୋସାଇଟି ର ସମ୍ପାଦକ,ସହ ସମ୍ପାଦକ,ପିଅନ ସହିତ ଆଠଗଡ ସିସିବି ବ୍ୟାଙ୍କର ୩ ଜଣ କର୍ମଚାରୀ ବନ୍ଧା ହୋଇଛନ୍ତି,ଅପରାହ୍ନରେ କୋର୍ଟ ଚାଲାଣ ହେବେ।

ଆଠଗଡ ସମବାୟ ଦୁର୍ନୀତି ଘଟଣାରେ ଗୁରୁଡ଼ିଝାଟିଆ ପୋଲିସ ବାନ୍ଧିଲା ୬ ଜଣ କର୍ମଚାରୀ ଙ୍କୁ,ଗୁରୁଡ଼ିଝାଟିଆ ସୋସାଇଟି ର ସମ୍ପାଦକ,ସହ ସମ୍ପାଦକ,ପିଅନ ସହିତ ଆଠଗଡ ସିସିବି ବ୍ୟାଙ୍କର ୩ ଜଣ କର୍ମଚାରୀ ବନ୍ଧା ହୋଇଛନ୍ତି,ଅପରାହ୍ନରେ କୋର୍ଟ ଚାଲାଣ ହେବେ।

ସମାଜ ସେବୀ ତଥା ପୂର୍ବତନ ବିଧାୟକ ନିକୁଞ୍ଜ ସିଂ ଙ୍କ ଶ୍ରାଦ୍ଧ ଦିବସ

ବରଗଡ଼ ୨୧/୮(ସତ୍ୟ ନାରାୟଣ ପ୍ରଧାନ)ବରପାଲି ଗଙ୍ଗାଧର ମେହେର କ୍ଲବ ପରିସରରେ ସମାଜସେବୀ ତଥା ପୂର୍ବତନ ବିଧାୟକ ନିକୁଞ୍ଜ ସିଂ ଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ମହେନ୍ଦ୍ର କୁମାର ମେହେର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ବିଜେପୁର ବିଧାୟିକା ରୀତା ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ଦେଶର ସମୃଦ୍ଧି ପାଇଁ, ପୃଥିବୀ ର ମଙ୍ଗଳ ପାଇଁ ମଣିଷ ର ସୁନ୍ଦର ଜୀବନ ପାଇଁ ସ୍ବପ୍ନ ଦେଖୁଥିବା ମଣିଷ ର ଦୁଇ […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୨୨ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଶ୍ରାବଣମାସ-ଶୁକ୍ଳପକ୍ଷତିଥି-ପୂର୍ଣ୍ଣିମା ଅପରାହ୍ନ ଘ୦୫/୨୮ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୦୮/୧୬ ପର୍ଯ୍ୟନ୍ତ ତଦନ୍ତେ ଶତଭିଶ।ଚନ୍ଦ୍ର-ମକର ଦିବା ଘ୦୮/୨୯ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭଯୋଗ-ଶୋଭନକରଣ – ବବସୌରମାସ-ସିଂହ ୦୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୨/୫୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୧୮*✧═════•❁❀*ଯୋଗିନୀ ବୟବ୍ୟେ ଅପରାହ୍ନ ଘ୦୫/୨୮ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେ*ସିଂହ ରାଶିର ଘାତଚନ୍ଦ୍ରମେଷ ରାଶିର ଘାତବାରପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୧୦/୧୮ ଗତେ ଘ୦୧/୨୮ ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ […]

କାଲିଗାଡୁ ହିଲଟପ୍ ର ମନୋରମ ଦୃଶ୍ୟକୁ କନ୍ଧମାଳ ଜିଲ୍ଲାପାଳ ପରିଦର୍ଶନ କଲେ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ସ୍ଥିତ ରାଜାଗାଡା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ଦେବାକୁ ଦାବୀ ଜୋର ହେଉଥିବାର ଏକ ବର୍ଷ ନ ପୁରୁଣୁ ଏହି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ପଞ୍ଚାୟତ ସ୍ଥିତ ମୁକୁଲିଙ୍ଗିଆ ନିକଟରେ କାଲିଗାଡୁ ହିଲଟପ୍ ନାମକ ଆଉ ଏକ ପର୍ଯ୍ୟଟନ ସ୍ଥାନର ସନ୍ଧାନ ମିଳିଛି।ଏହି ସ୍ଥାନକୁ ଏବେ ପ୍ରତିଦିନ ଶହଶହ ଦର୍ଶକ ଆସି ଏଠିକାର […]

ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ଡ଼. ଏସ.ମୁରଲିଧର ଙ୍କ ବରଗଡ଼ ଜିଲ୍ଳା ଗସ୍ତ

ବରଗଡ଼ ୨୧/୮ଇ- କୋର୍ଟ ସାର୍ଭିସ ଦ୍ୱାରା ଜନସାଧାରଣ ଅଧିକ ଉପକୃତ ହୋଇପାରିବେ । ଏହାଦ୍ୱାରା ତ୍ୱରିତ ନ୍ୟାୟ ପ୍ରଦାନ ହୋଇପାରିବ । କୋଭିଡ଼ ମହାମାରୀ ସମୟରେ ଇ କୋର୍ଟ ସେବା ଅଧିକ ଉପାଦେୟ ହୋଇପାରିଛି ଏବଂ ଏହି ଦିଗପ୍ରତି ସମସ୍ତ ଆଇନଜୀବୀ ଦୃଷ୍ଟି ଦେଲେ ଆଇନ ସେବା ଓ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସୁସଂଗଠିତ କରାଯାଇ ପାରିବ ବୋଲି ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ଓଡ଼ିଶା ଉଚ୍ଚନ୍ୟାୟାଳୟର ର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଏସ. […]

ବରଗଡ଼ ବଜରଙ୍ଗ ଦଳ ତରଫରୁ ଅମ୍ବାପାଲି ଠାରେ ନ୍ୟାସନାଲ ହାଇୱେ ରେ ରାସ୍ତା ରୋକ

ବରଗଡ଼ ୨୧/୮(ସତ୍ୟ ନାରାୟଣ ପ୍ରଧାନ) ସହରର ରାସ୍ତା ଘାଟରେ ପ୍ରତ୍ୟେହ ଶହଶହ ଗୋରୁ ଗାଇ ବୁଲୁଥିବା ବେଳେ ମ୍ୟୁନିସିପାଲଟି କତ୍ତୃପକ୍ଷ କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଫଳରେବରଗଡ଼ ସହରରେ ପ୍ରତେକ ଦିନ ବୁଲାଗାଇଗୋରୁ ଯୋଗୁ ଅନେକ ଅସୁବିଧା ସୃଷ୍ଟି ହେଉଛି। ସେଭଳି ଆଜି ପ୍ରାତଃକାଳରେ ରେ ଅମ୍ବାପାଲି ମଝି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଏକ ଗାଇ ର ମୃତ୍ଯୁ ଘଟିଛି। ଏ ସଂପର୍କରେ ବଜରଙ୍ଗ ଦଳ କର୍ମକର୍ତାମାନେ ପ୍ରଶାସନ କୁ ସୂଚନା ଦେବା ସତ୍ତ୍ୱେ ପ୍ରଶାସନ […]

ଢେଙ୍କାନାଳ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦର ମହକୁମା ସ୍ଥ ବଜରଙ୍ଗ କ୍ଲବ୍ ପରିସରରେ ଆଜି ଅଗଷ୍ଟ ମାସ ଏକୋଇଶି ତାରିଖ ଅପରାହ୍ନ ଦୁଇଟା ସମୟରେ ଅଭିଭକ୍ତ ଢେଙ୍କାନାଳ ଜିଲ୍ଲା ରାଜ୍ୟ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନ ର ବୈଠକ ଜିଲ୍ଲା ସଂଘ ସଭାପତି କ୍ରୁଷିଦା ବେଗମ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ରାଜ୍ୟ ସଂଗଠନ ଓଡ଼ିଶା ର ସଂଗଠନ ସଂପାଦକ ହରିହର ସାହୁ ଉପସ୍ଥିତ ହୋଇ ଆଲୋଚନା ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା […]