ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ର ବୈଠକ

ବରଗଡ଼୨୭/୮(ସତ୍ୟ ନାରାୟଣ ପ୍ରଧାନ)ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ପକ୍ଷରୁ ଏକ ବୈଠକ ସ୍ଥାନୀୟ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂଘ ର ସଭାପତି ଦୟାନିଧି ପ୍ରଧାନ ଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ କଳାକାର ମାନଙ୍କ ପାଇଁ ୭ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ସେଥି ମଧ୍ୟରୁ କୋଭିଡ ପାଇଁ ବହୁ ଦିନରୁ ବେକାର ହୋଇ ବସିଥିବା ଧନୁଯାତ୍ରା କଳାକାର ମାନଙ୍କୁ କଳା ପରିବେଷଣ ପାଇଁ ଅନୁମତି ଦେବା, ପ୍ରକୃତ କଳାକାର […]

ସଂସ୍କୃତିଙ୍କର ଓଡ଼ିଶୀ ନୃତ୍ୟରେ ଝୁମିଲେ ଆମେରିକୀୟ ଦର୍ଶକ

ସାନ୍‍ଫ୍ରାନ୍‍ସିସ୍‍କୋ, ୨୬।୮ : ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ସଂସ୍କୃତି ବେବର୍ତ୍ତାଙ୍କର ରସ ଓ ଲାସ୍ୟ ଭରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନରେ ଆମେରିକାର କଳାପ୍ରେମୀ ଜନସାଧାରଣ ମନ୍ତ୍ରମୁଗ୍ଧ ହୋଇଥିବା ଜଣାଯାଇଛି । ନିକଟରେ ‘ରଙ୍ଗ ପୂଜା’ ଶୀର୍ଷକ ସଂସ୍କୃତିଙ୍କର ମଞ୍ଚ ପ୍ରବେଶ କାର୍ଯ୍ୟକ୍ରମ କାଲିଫର୍ଣ୍ଣିଆର କବ୍ୱରଲେ ଥେଟରଠାରେ ଅନୁଷ୍ଠିତ ହୋଇଥିଲା । ସାନ୍‍ଫ୍ରାନ୍‍ସିସ୍‍କୋସ୍ଥିତ ଜ୍ୟୋତି କଳାମନ୍ଦିର ତରଫରୁ ଆୟୋଜିତ ଏହି ଏକକ ନୃତ୍ୟ ପରିବେଷଣକୁ ଶତାଧିକ ଓଡ଼ିଆ ଓ ଅଣ ଓଡ଼ିଆ ଭାରତୀୟ ତଥା ବିଦେଶୀ ଦର୍ଶକମାନେ […]

ମାଞ୍ଚେଷ୍ଟରଠାରେ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମାଞ୍ଚେଷ୍ଟର, ୟୁନାଇଟେଡ୍‍ କିଙ୍ଗ୍‍ଡମ୍‍ (ୟୁକେ)ର ଦ୍ୱିତୀୟ ବୃହତ୍ତମ ନଗରୀ ମାଞ୍ଚେଷ୍ଟରଠାରେ ବିଶ୍ୱବ୍ରହ୍ମାଣ୍ଡର ସର୍ବବୃହତ୍ତ ଦେବତାଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି । ସକାଳୁ ପୂଜାର୍ଚ୍ଚନା, ଅଧିବାଶ, କଳସ ଯାତ୍ରା, ଅଭିଷେକ,ମୂର୍ତ୍ତି ସ୍ଥାପନା ଓ ପ୍ରାଣ ପ୍ରତିଷ୍ଠା ଆଦି ଧାର୍ମିକ ନୀତି, ବିଧି ମୁତାବକ ଅତ୍ୟନ୍ତ ଭକ୍ତିପୂତ ପରିବେଶ ମଧ୍ୟରେ ସମାପନ କରାଯାଇଥିଲା । ଏହି ଉପଲକ୍ଷେଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରୁଥିବା ୨୩୧ନମ୍ବର ଉଇଦିଂଟନ୍‍ ରୋଡ୍‍ସ୍ଥିତ ଗୀତ ହିନ୍ଦୁ ମନ୍ଦିରକୁ ରଙ୍ଗବେରଙ୍ଗର କାଗଜ ଓ […]

ସାହାରା ପକ୍ଷରୁ କନ୍ଧମାଳ ଜିଲ୍ଲା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ କର୍ମଶାଳା

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ମାନଙ୍କ ଉପରେ ଶାରୀରିକ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ଙ୍କ ଦାୟିତ୍ୱ ଓ ଖବର ପରିବେଷଣ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ସଭା ଗୃହ ରେ ଆୟୋଜନ ହୋଇଯାଇଛି।ଉକ୍ତ କର୍ମଶାଳା ରେ ନାବାଳକ,ମହିଳା ଓ ଶିଶୁ କନ୍ୟାଙ୍କ ଉପରେ ହେଉ ଥିବା ନିର୍ଯାତନା, ହିଂସା ରୋକିବା ଏବଂ ଖବର ପରିବେଷଣର ବିଭିନ୍ନ ଦିଗ […]

ନାଗରିକ ସୁରକ୍ଷା ମଞ୍ଚର ଅଭିଯୋଗକୁ ମୁହଁତୋଡ ଜବାବ ଦେଲେ ଅଭୟ ବାରିକ,ନାଗରିକ ସୁରକ୍ଷା ମଞ୍ଚ ରଣେନ୍ଦ୍ରଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ,ଚାଷୀଙ୍କ ସୁରକ୍ଷା ପାଇଁ ମୁହଁ ଖୋଳୁନ କାହିଁକି

ଆଠଗଡ(ଉଲାପ୍ର)ଚାଷୀଙ୍କ ଟଙ୍କା ଖାଇଲ ଚାଷୀଙ୍କୁ ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସରେ ପଶି ବିଜେଡି କର୍ମୀମାନେ ମାଡ ମାରିଲ, ଶୁକ୍ରବାର ଦିନ ନାଗରିକ ସୁରକ୍ଷା ମଞ୍ଚ ଚାଷୀଙ୍କ ପାଇଁ ନବାହାରି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସୁରକ୍ଷା ଦେବାପାଇଁ ଆଠଗଡ ରେ ଏକ ସାମ୍ବାଦିକ ସମିଳନୀ କରି ଅଭୟ ବାରିକଙ୍କ ଉପରେ ବର୍ଷିଛନ୍ତି ନାଗରିକ ସୁରକ୍ଷା ମଞ୍ଚର କର୍ମକର୍ତା ମାନେ, ଆଉ ଏହାର ପାଲଟା ଜବାବ ଦେଇଛନ୍ତି ଅପରାହ୍ନରେ ଚାଷୀଙ୍କ ପାଇଁ ଲଢ଼ୁଥିବା ଅଭୟ ବାରିକ,ଏବେ ଆଠଗଡ ଚାଷୀଙ୍କ ପାଇଁ […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୨୭ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-କୃଷ୍ଣପକ୍ଷତିଥି-ପଞ୍ଚମୀ ସଂ ଘ୦୬/୪୬ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀନକ୍ଷତ୍ର- ଅଶ୍ୱିନି ରାତ୍ରି ୦୧/୨୯ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜାଚନ୍ଦ୍ର- ମେଷଯୋଗ-ଗଣ୍ଡକରଣ – କୌଲବସୌରମାସ-ସିଂହ ୧୧ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୫୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୧୮*✧═════•❁❀*ଯୋଗିନୀ ଦକ୍ଷିଣେ ସଂ ଘ୦୬/୪୬ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମ ରେ*ମେଷ ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୦୮/୪୦ ଗତେ ଘ୧୧/୫୦ ମଧ୍ୟେ══•❁❀❁•═══ବିଶୁଦ୍ଧ ଅମୃତ ବେଳ। […]

ଆସନ୍ତାକାଲି ଠାରୁ ଦୁଇ ଦିନିଆ ଆଠଗଡ କଂଗ୍ରେସର ସଙ୍କଳ୍ପ ଶିବିର କପିଳାସ ଠାରେ ଅନୁଷ୍ଠିତ ହେବ

ଆଠଗଡ(ଉଲାପ୍ର)ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ତରଫରୁ ଆସନ୍ତାକାଲି ଠାରୁ ଆଠଗଡ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ କର୍ମୀମାନଙ୍କର ଦୁଇ ଦିନିଆ ସଚେତନତା ଶିବିର ଢେଙ୍କାନାଳ ର କପିଳାସ ଠାରେ ଥିବା ନିରୂପମା ହୋଟେଲ ଠାରେ ଅନୁଷ୍ଠିତ ହେଉଛି,ଏହାର ମୂଳ ଉଦେଶ୍ୟ ହେଉଛି ଗାନ୍ଧୀଙ୍କ ନୀତିବାଣୀ,ମହାତ୍ମା ଗାନ୍ଧୀ କିଏ,ଇନ୍ଦିରା ଗାନ୍ଧୀ କିଏ,ରାଜୀବ ଗାନ୍ଧୀ କିଏ ସେମାନଙ୍କର ଦେଶ ଗଠନ ରେ କଣ ଭୂମିକା ଥିଲା ସେ ସମ୍ପର୍କରେ ଆଲୋଚନା କରାଯିବ,ଗାନ୍ଧୀଙ୍କ ନୀତି ଆଦର୍ଶକୁ ନେଇ କଂଗ୍ରେସ ଦଳ […]

ଫୁଲବାଣୀ ଆଇଟିଡିଏସହାୟତାରେ ମାଛ ଚାଷରୁ ସ୍ଵାବଲମ୍ବୀ ହେଲେ ଶତାଧିକ ମହିଳା

ଫୁଲବାଣୀ-୨୬/୮(ସୁନୀଲପଟନାୟକ) ଆଗରୁ କିଛି କରୁ ନ ଥିଲେ, ଦୁଇଓଳା, ଘରେ ରୋଷେଇ କରିବା ସାଙ୍ଗକୁ ପିଲାଛୁଆ ଆଉ ସ୍ୱାମି କଥା ବୁଝିବାପରେ ଖାଲି ସମୟ ବସି ବସି ବିତି ଯାଉଥିଲା। ହାତରେ ବିପଇସାଟିଏ ନଥିଲା।କେବଳ ଜଣଙ୍କ ରୋଜଗାରରେ ଦୁଖ କଷ୍ଟରେ ଘର ଚଳୁ ଥିଲା। ହେଲେ, ଫୁଲ ବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା (ଆଇଟିଡିଏ) ପ୍ରକଳ୍ପ ପ୍ରଶ।ସକ ବିରେନ୍ଦ୍ର କୁମାର ଦାସଙ୍କ ଆନ୍ତରୀକତା ଓ ନିଷ୍ଠାପର ଉଦ୍ୟମରେ ମହିଳା ଏସ ଏଚ ଜି ମାନ ଗଠନ […]

ପିସି କାରବାର ଯୋଗୁ ରାସ୍ତା ଅବସ୍ଥା ସାଂଘାତିକ

ଫୁଲ ବାଣୀ-26/8( ସୁନୀଲ ପଟ୍ଟନାୟକ)ଯନ୍ତ୍ରୀଙ୍କ ପିସି କାରବାର ଯୋଗୁଁ ରାସ୍ତା ଅବସ୍ଥା ସାଂଘାତିକ । ମରାମତି ହେଲେବି ଅବସ୍ଥା ସୁଧୁରୁନି । ଅଭିଯୋଗ କଲେ ବି ଶୁଣୁଛି ବାକିଏ ?ଏ ଭଳି ଅବସ୍ଥା ସୃଷ୍ଟି ହୋଇଛି. କନ୍ଧମାଳ ଜିଲ୍ଲାର ଟିକା ବାଲି ବ୍ଳକବାହାଡା ସାହିଯିବା ରାସ୍ତାରେ ।ଏହି ରାସ୍ତାଦେଇ ଦିନ ରାତି ଅନେକ ଗାଡି ମଟର ଯିବା ଆସିବା କରୁଛି । ଟିକା ବାଲି ବ୍ଳକର ମୋଟ ୧୧ଟି ପଞ୍ଚାୟତ ମଧ୍ୟରୁ ୮ଟି ପଞ୍ଚାୟତର ହଜାର ହଜାର […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ମାସ ୨୬ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-କୃଷ୍ଣପକ୍ଷତିଥି-ଚତୁର୍ଥୀ ଦିବା ଘ୦୫/୧୨ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀନକ୍ଷତ୍ର- ରେବତୀ ରାତ୍ରି ଘ୧୧/୧୨ ପର୍ଯ୍ୟନ୍ତ ତଦନ୍ତେ ଅଶ୍ୱିନିଚନ୍ଦ୍ର- ମୀନ ରାତ୍ରି ଘ୧୧/୧୨ ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗ-ଶୂଳକରଣ – ବ।ଳବସୌରମାସ-ସିଂହ ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୪୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/୦୮*✧═════•❁❀*ଯୋଗିନୀ ନୈରୁତେ ଦିବା ଘ୦୫/୧୧ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ*ଧନୁ ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତବାରଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୦୨/୫୪ ଗତେ […]