ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୦୩ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-କୃଷ୍ଣପକ୍ଷତିଥି-ଏକାଦଶୀ ଦିବା ଘ୦୭/୨୯ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀନକ୍ଷତ୍ର- ପୁନର୍ବସୁ ଦିବା ଘ୦୫/୦୮ ପର୍ଯ୍ୟନ୍ତ ତଦନ୍ତେ ପୂଷ୍ୟ।ଚନ୍ଦ୍ର- ମିଥୁନ ଦିବା ଘ୧୦/୪୨ ପର୍ଯ୍ୟନ୍ତ ତଦନ୍ତେ କର୍କଟଯୋଗ-ବ୍ୟତିପ।ତକରଣ – ବ।ଳବସୌରମାସ-ସିଂହ ୧୮ ଦିନଅଦ୍ୟ କାଳିୟଦଳନ ଏକାଦଶୀ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୧୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୦୮*✧═════•❁❀*ଯୋଗିନୀ ଅଗ୍ନିକୋଣେଦିବା ଘ୦୭/୨୯ ପର୍ଯ୍ୟନ୍ତ ତଦନ୍ତେ ନୈରୁତେ*କନ୍ୟା ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। ଓ ବାରବେଳ।- ଦିବା ଘ୦୮/୪୦ […]

କନ୍ଧମାଳ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ୩-୦ ଗୋଲରେ ଡଙ୍ଗରପଡ଼ା ଦଳ ବିଜୟୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗୋଷ୍ଠୀ ଖେଳ ପଡ଼ିଆ ଠାରେ ଚଳିତ ମାସ ୧୯ ତାରିଖ ଠାରୁ ଆରମ୍ଭ ହୋଇ ଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ରବିବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ଜିଲ୍ଲାର ୧୬ ଟି ଫୁଟବଲ ଦଳ ଅଂଶ ଗ୍ରହଣ କରିଥିଲେ । ଆଜିର ଏହି ଫାଇନାଲ ଖେଳରେ ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ସିନ୍ଦ୍ରିଗାଁ ଦଳ ସହିତ ଫିରିଂଙ୍ଗିଆ ବ୍ଳକ […]

ବାଇକ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ବାଇକ ସହ ଜଣେ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଏକ ବାଇକ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ପରିମାଣ ୨୫ କିଲୋ ୫ ଶହ ଗ୍ରାମ ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ଗିରଫ ଯୁବକ ଜଣକ ହେଲେ ଗଞ୍ଜାମ […]

ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ କାର୍ଯ୍ୟାଳୟ ଉଦଘାଟିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଠାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ପାଣ୍ଠିରୁ ନିର୍ମିତ ହୋଇଥିବା ମହିଳା ମହାସଂଘର କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଏଥିରେ ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ କାର୍ଯ୍ୟାଳୟ ଉଦଘାଟିତ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ୧୨୦ ଏସଏଚଜି ମହିଳା ସଂଘର ସଭ୍ୟା ଓ କର୍ମକର୍ତ୍ତା ଯୋଗଦେଇ ମୁଖ୍ୟମନ୍ତ୍ରୀକୁ ଧନ୍ଯବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟାଳୟ ନିର୍ମାଣ ହେବା ଫଳରେ ଗ୍ରାମ […]

ଡକ୍ଟର ଚନ୍ଦନ ମିତ୍ରଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ଢେଙ୍କାନାଳ (ଉଲାପ୍ର)ପାୟୋନିଅର ଇଂରାଜୀ ଖବରକାଗଜର ସଂପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଚନ୍ଦନ ମିତ୍ରଙ୍କ ଆଜି ୬୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଏଥିରେ ଗଭୀର ଭାବରେ ମର୍ମାହତ ହୋଇ ଡକ୍ଟର ମିତ୍ରଙ୍କ ଦେହାନ୍ତ ଆମ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଓଡିଶା ପ୍ରଜା ସଂଘର୍ଷ ସମିତି ରାଜ୍ୟ ସଭାପତି ଜନନେତା ଇଂ . ଦେବାଶିଷ ହୋତା ପ୍ରକାଶ କରିଛନ୍ତି । ଇଂ . ହୋତା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ […]

ବୃଦ୍ଧଙ୍କୁ ଉଦ୍ଧାର ଓ ଥଇଥାନ କଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ

:ଢେଙ୍କାନାଳ ସିଭିଲ କୋର୍ଟ ପରିସରରେ ଏକ ବୃଦ୍ଧବ୍ୟକ୍ତି ଇତସ୍ତୁତ ହୋଇ ବୁଲୁଥିଲେ । ତାଙ୍କୁ ପଚାରିବାରୁ ସେ କହିଥିଲେ ତାଙ୍କୁ ତାଙ୍କ ସ୍ତ୍ରୀ ଏବଂ ପୁଅ ବାଡେଇ ଘରୁ ବାହାର କରିଦେଇଛନ୍ତି । ଏହି ଅଭିଯୋଗ ଶୁଣି ସଙ୍ଗେ ସଙ୍ଗେ ଶ୍ରୀ ସୁକାନ୍ତ କିଶୋର ଜେନା , ସଚିବ , ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଢେଙ୍କାନାଳ , ଜିଲ୍ଲାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ , ଶ୍ରୀ ଶରତ କୁମାର ଦେହୁରୀଙ୍କ […]

ଢେଙ୍କାନାଳ ଜିଲ୍ଲାର କ୍ଲିକ୍ ବଙ୍ଗିର ସଫଳତା ନିମନ୍ତେ ଜିଲ୍ଲାପାଳଙ୍କ ଶୁଭେଚ୍ଛା

ଢେଙ୍କାନାଳ(ଉଲାପ୍ର)ଗୋଆ ଠାରେ ଆୟୋଜିତ ସ୍ବାକ୍ ଇଣ୍ଡିଆ ବରିଷ୍ଠ କିକ୍ ବକ୍ସି ଚମ୍ପିୟାନସିପ୍‌ରେ ଢେଙ୍କାନାଳ ଜିଲ୍ଲାର ୩ ଜଣ ବାଳିକା । ୪ ଜଣ ବାଳକ ଆମେଚର କିକ୍ ବକ୍ଲି ସଂଘ ଓଡିଶା ଦଳରେ ଅଂଶ ଗ୍ରହଣ କରି ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଏହି ପ୍ରତିଯୋଗିତାର ଢେଙ୍କାନାଳ ଜିଲ୍ଲାର ବିଜେତା ବାଳିକା ପ୍ରତିଯୋଗୀ କୀର୍ତିରାଣୀ ସାହୁ – ୬୫ କି.ଗ୍ରା ( କିଲାଇଟ୍ ପଏଟ ପାଇଟ , ମ୍ୟୁଜିକାଲ ଇଭେଟ ହାର୍ଡ ଷ୍ଟାଇଲ୍ ଔପନ […]

କନ୍ଧମାଳ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସ୍ଥାନୀୟ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ପ୍ରମୁଖ ମହାବିଦ୍ୟାଳୟ ର ଅଧ୍ୟକ୍ଷ କାଉନସେଲର ସ୍ଵେଚ୍ଛାସେବୀ ଯୋଗ ଦେଇ ନିଜର ମତ ବ୍ୟକ୍ତ କରିଛନ୍ତି। ଅଧ୍ୟକ୍ଷ ପଞ୍ଚାନନ ବେହେରା ସଭାପତି ଜିଲ୍ଲା ସମ୍ପାଦକ ସୁକାନ୍ତ କୁମାର ବେହେରା ଜିଲ୍ଲା ସଂଯୋଜକ ଡ ବିଭୂତି ଭୂଷଣ ଆଚାର୍ଯ୍ୟ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ପୂର୍ବ ତନ ଜିଲ୍ଲା […]

୨୦୧୪ ନିର୍ବାଚନ ପରଠାରୁ ନିଖୋଜ ମମତାଙ୍କ ପତ୍ତା ମିଳୁନି

ଫୁଲବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲା ଚକ। ପାଦ ବ୍ଳକରେ କାର୍ଯ୍ୟରତ ଜିଆର ଏସ ମମତା ନା ଏକ ନିର୍ବାଚନ ଡ୍ୟୁଟି ରେ ଯାଇ ଗତ ୨୦୧୪ରୁ ନିଖୋଜ ହୋଇଯାଇଛି ଯେ ଏ ଯାଏ ତାଙ୍କର ପତ୍ତା ମିଳିନି । ଏନେଇ ଥାନାରେମାମଲା ରୁଜୁ ହେବାପରେ ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତଭାର ହାତକୁ ନେଇଥିଲା ତେବେ ଏଯାଏ ମମତାଙ୍କ କୌଣସି ପତ୍ତା ମିଳିନି ଏଯାଏ । ଫଳରେ ବୁଧବାର ଏନେଇ ପାଣ ସମାଜ କଲ୍ୟାଣ କମିଟି ଫୁଲ […]

ଜିଲ୍ଲା ପ୍ରେସ କ୍ଲବ ନିର୍ବାଚନ, ସୁନୀଲ ସଭାପତି, ପ୍ରଶାନ୍ତ ସଂପାଦକ ନିର୍ବାଚିତ

ଫୁଲବାଣୀ- ବୁଧବାର କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲ ବାଣୀ ପ୍ରେସକ୍କବ ର ଆସନ୍ତ ।୨ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଭାପତି ଭାବେ ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଅଶୋକ ପରୀଡ଼ା, ଉପସଭାପତି ଭାବେ ସୁନୀଲ ବିଶ୍ଵାଳ ଓ ସତ୍ୟନାରାୟଣ ବେହେରା , ସାଧାରଣ ସଂପାଦକ ଭାବେ ପ୍ରଶାନ୍ତ ବେହେରା , ସହ ସଂପାଦକ ଭାବେ ରମେଶ ପ୍ରଧାନ ପ୍ରମୁଖ ମନୋନୀତ ହୋଇଥିଲୋ କାର୍ଯ୍ୟକାରୀ ସଦସ୍ୟଭାବେ […]