ଫୁଲବାଣୀ ରେ ମେଡିକାଲ୍ କଲେଜ୍ ର ଭୂମି ପୂଜା

ଫୁଲବାଣୀ ( ସୁନୀଲ ପଟନାୟକ )ରାଜ୍ୟ ସରକାର ଫୁଲବାଣୀ ର ତିଲକ ପଡ଼l ଠାରେ ଏକ ସରକାରୀ ମେଡିକାଲ କଲେଜ କରିବାକୁ ଘୋଷଣା କରିଥିଲେ l 600 କୋଟି ଟ ଙ୍କl ର ନିର୍ମିତ ହେବାକୁ ଥିବା ଏହି ମେଡିକାଲ୍ କଲେଜ୍ 3 ବର୍ଷ ରେ କାର୍ଯ୍ୟକ୍ଷାମ କରିବା ପାଇଁ ସମୟ ସୀମା ରଖାଯାଇଛି l ଏହି ମେଡିକାଲ୍ କଲେଜ୍ ଘୋଷଣା କରିବା କ୍ଷଣି ସାପୂଜି ପାଲୁନଜୀ କମ୍ପାନୀ ଙ୍କୁ ଏହି କଲେଜ କରିବା ପାଇଁ ଦିଆଯାଇଛି […]

ସିମନବାଡ଼ିର ଜନଜାତି ହାଟପଦା ନିର୍ମାଣ କାହା ସ୍ୱାର୍ଥ ରେ ? ସାଜିଛି ଅଳିଆ ଗଦା: ସ୍ୱଚ୍ଛ ଭାରତ ଅଭିଯାନକୁ ଫୁ

ବାଲିଗୁଡା,.(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାର ପଞ୍ଚାୟତ ସ୍ତରରେ ରାଜସ୍ୱ ବୃଦ୍ଧି କରିବା ନିମନ୍ତେ ହାଟପଦା,ମାର୍କେଟ କମ୍ପ୍ଲେକ୍ସ,ପୋଖରୀ ନିର୍ମାଣ ଭଳି ଅନେକ ଯୋଜନା କରି ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି । ହେଲେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ତାହା ଏବେ ପଥଭ୍ରଷ୍ଟ ହେବାକୁ ଲାଗିଲାଣି । ଯାହାକି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ବଜାରରେ ୨୦୧୭ ମସିହାରେ ୨୦ ଲକ୍ଷ ଵ୍ୟୟ ଅଟକଳରେ ଜନଜାତି […]

ନାବାଳିକା ଝିଅ ମାନଙ୍କୁ ଚାଲାଣ ବେଳେ ଗ୍ରାମବାସୀ ଙ୍କ ଦ୍ୱାରା ଧରାପଡ଼ିଲେ : ଦୁଇ ଚାଲାଣ କାରୀ ଅଟକ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ହଦ ଗାଁ ର ୬ଜଣ ନାବାଳିକାକୁ ଚାଲାଣ ବେଳେ କୁର୍ତ୍ତମଗଡ଼ ଗ୍ରାମବାସୀ ଙ୍କ ଦ୍ୱାରା ଧରାପଡ଼ି ଅଟକ ଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ୫ହଜାର ଟଙ୍କା ପ୍ରଲୋଭନ ଅର୍ଥ ଦେଖାଇ ଗଞ୍ଜାମ ଜିଲ୍ଲା ତାରାସିଂ ଗ୍ରାମର ଲତା ବେହେରା ନାମକ ଜଣେ ମହିଳା ଓ ପୁରୁଷୋତ୍ତମପୁର ଥାନା ପାଟଣାପଲ୍ଲୀ ଗ୍ରାମର ଜଣେ ପୁରୁଷ ମନୋଜ ସେଠୀ ରବିବାର ସକାଳେ କୋଟଗଡ ଥାନା […]

ପୋଲସରା ରେ ମାଣ୍ଡିଆ ଖାଦ୍ୟ ମେଳା

ପୋଲସରା(ଉଲାପ୍ର)ପୋଲସରା ବ୍ଲକ ପଞ୍ଚାୟତ ସମିତି ବୈଠକ ଗୃହରେ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ମାଣ୍ଡିଆ ଜାତୀୟ ଖାଦ୍ୟକୁ ପ୍ରୋତ୍ସାହିତ କରାଯାଇଛି । ଷଷ୍ଠ ଓ ସପ୍ତମ ଦିବସ ଅବସରରେ ଇଣ୍ଡିଆ ସ୍ଵେଚ୍ଛାସେବୀ ସଂସ୍ଥା ଓ ସମ୍ୱନିତ୍ଵ ଶିଶୁ ବିକାଶ ବିଭାଗର ମିଳିତ ଉଦ୍ୟମରେ ସମ୍ମିଳନୀ କକ୍ଷରେ ପୃଷ୍ଟିକର ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ପୋଲସରା ବିଡିଓ ସୁରଞ୍ଜନ ସାହୁ ମୁଖ୍ୟ ଅତିଥି ଓ ଇଣ୍ଡିଆ ସ୍ଵେଚ୍ଛାସେବୀ ସଂସ୍ଥାର ନିର୍ଦ୍ଦେଶକ ଡକ୍ଟର କୁମୁଦଚନ୍ଦ୍ର […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୦୬ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-କୃଷ୍ଣପକ୍ଷତିଥି-ଚତୁର୍ଦ୍ଦଶୀ ଦିବା ଘ୦୭/୪୩ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟାନକ୍ଷତ୍ର- ମଘା ସଂ ଘ୦୬/୫୨ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଫାଚନ୍ଦ୍ର- ସିଂହଯୋଗ-ଶିବକରଣ – ଶକୁନିସୌରମାସ-ସିଂହ ୨୧ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୨୮*✧═════•❁❀*ଯୋଗିନୀ ପଶ୍ଚିମେ ଦିବା ଘ୦୭/୪୩ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେ*କର୍କଟ ଓ ମକର ରାଶିର ଘାତଚନ୍ଦ୍ରମିଥୁନ ରାଶିର ଘାତବାରଅମାବାସ୍ୟାର ସମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ✧═════•❁❀❁•═══କାଳବେଳ। -ଦିବା ଘ୦୭/୦୮ ଗତେ ଘ୦୮/୪୦ ମଧ୍ୟେବାରବେଳ।- ଦିବା ଘ୦୨/୫୦ ଗତେ ଘ୦୪/୨୪ ମଧ୍ୟେ══•❁❀❁•═══ବିଶୁଦ୍ଧ […]

ବିକାଶ କଣ ଜାଣିନାହଁ।ନ୍ତି ବା ଦେପଙ୍ଗା ଗ୍ରାମବାସୀ ସରକାରୀ ବାବୁଙ୍କ ପାଦ ପଡିନି ଏଯାଏଁ ଗାଁ କୁ ବାଇକ ନେବା ପାଇଁ ନିଜେ ରାସ୍ତା କରୁଛନ୍ତି ଧନେଶ୍ୱର

ଫୁଲବାଣୀ-୫/୯(ସୁନୀଲପଟନାୟକ )ବିକାଶ କଣ ଜାଣନ୍ତିନିଲୋକେ । ସରକାରୀ ବାବୁଙ୍କ ପାଦ ପଡିନି କେବେ ଗାଁରେ।ଗାଁକୁ ରାସ୍ତାଟିଏ ନାହିଁ। ପାନୀୟ ଜଳ ବିଦ୍ୟୁତ ବ୍ୟବସ୍ଥା ନ କହିବା ଭଲ । ସେହିପରି ଅଙ୍ଗନବାଡି କେନ୍ଦ୍ରଟିଏ ମଧ୍ୟ ନାହିଁ ଗ୍ରାମରେ।ସରପଞ୍ଚ ଠୁ ଆରମ୍ଭ କରି ବିଡ଼ିଓ, ବିଧାୟକଙ୍କୁ ମଧ୍ୟ ଭେଟି ଜଣ।ଇଛନ୍ତି । ହେଲେ କେହି ଶୁଣୁନାହାନ୍ତି ତାଙ୍କ କଥା।ଏଭଳି ଅର୍ଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ କେରୁ ବାଡି ପଞ୍ଚାୟତର ବା ଦେପଙ୍ଗା ଗ୍ରାମରୁ ।ବ୍ଲକ ସଦରମହକୁମାଠାରୁ […]

ଗୁରୁଦିବସ ଅବସରରେ ବଡ଼ମ୍ବାଗଡର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନାର ଅୟମାରମ୍ଭ

ପବିତ୍ର ଗୁରୁଦିବସ ଅବସରରେ ବଡ଼ମ୍ବାଗଡର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କାର୍ଯ୍ୟ ତୁଲାଉଥିବା ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ବଡ଼ମ୍ବାଗଡସ୍ଥ ଆଡିଆ ମହାଦେବ (ନୀଳକଣ୍ଠେଶ୍ଵର ମନ୍ଦିର) ମନ୍ଦିର ପ୍ରାଙ୍ଗଣରେ ସମ୍ବର୍ଦ୍ଧିତ କରାଯାଇଛି ।ବଡମ୍ବା ଶିବଶକ୍ତି କମିଟିର ଆବାହକ ଶିବନାରାୟଣ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବିନୟକ୍ରିଷ୍ଣ ମହାନ୍ତି, ମୁଖ୍ୟବକ୍ତା ରୂପେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାନ୍ତି, ସମ୍ମାନିତ ଅତିଥି ଭାବେ ମାଣିଆବନ୍ଧ ମହା ବିଦ୍ୟାଳୟର ଇଂରାଜୀ ବିଭାଗର […]

ବଡମ୍ବା ତାଳ ମୁଣ୍ଡଳି ଗ୍ରାମରେ ଦିବ୍ୟାଙ୍ଗ ରେସନ ପାଇବାରୁ ବଞ୍ଚିତ

ଆଠଗଡ(ଉଲାପ୍ର)ଗରିବଙ୍କ ପାଇଁ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ମାଳ ମାଳ ଯୋଜନା। ଆଉ ଏହି ଯୋଜନା ଗୁଡିକ ସଠିକ ଭାବେ ପହଂଚି ପାରୁନି ତଳ ସ୍ତରରେ।ଯାହା ଫଳରେ ଯୋଜନା ରୁ ବଞ୍ଚିତ ହୋଇ ଏ ଅଫିସ ରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ସାଧାରଣ ଜନତା। ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ର ତାଳମୁଣ୍ଡଳୀ ପଞ୍ଚାୟତ ର ତାଳ ମୁଣ୍ଡଳି ଗ୍ରାମରୁ।ତାଳମୁଣ୍ଡଳୀ ଗ୍ରାମର ବିଜୟ କୁମାର ଜେନା […]

ଗଡଜାତ ପରିକ୍ରମା ତରଫରୁ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ, ଗୁରୁଦିବସ ରେ ସମ୍ବର୍ଦ୍ଧିତ ହେଲେ ପାଞ୍ଚଜଣ ଗୁରୁ

ଆଠଗଡ(ଉଲାପ୍ର)ଆଠଗଡ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠ ଠାରେ ପବିତ୍ର ଗୁରୁ ଦିବସ ଅବସରରେ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି, ପ୍ରାରମ୍ଭରେ ଦିବଙ୍ଗତ ଗୁରୁଙ୍କ ପାଇଁ ଅନୁଷ୍ଠାନ ତରଫରୁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା,ଗଡଜାତ ପରିକ୍ରମାର ସଭାପତି ଆଇନଜୀବି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ପାଞ୍ଚଜଣ ଆଠଗଡ ଅଞ୍ଚଳର ଗୁରୁମାନଙ୍କୁ ମାନପତ୍ର ଓ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ଗୁରୁମାନେ ହେଲେ […]