ଗନ୍ଦିଆରେ ଗୁରୁ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଗୁରୁ ଦିବସ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ସେପ୍ଟେମ୍ବର ମାସ ପାଞ୍ଚ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ଶ୍ରୀ ସାହୁ ଭାରତର ପୂର୍ବତନ ରାଷ୍ଟ୍ରପତି ସାର୍ବପଲ୍ଲୀ ଡଃ ରାଧାକ୍ରିଷ୍ଣନଙ୍କ ତୈଳ ଚିତ୍ର ରେ ପୁଷ୍ପ […]

୧୫ ବ୍ଲାକ ବେଲ୍ଟ ଟାଇ କୋଣ୍ଡ ଖେଳାଳି ସମ୍ବର୍ଦ୍ଧିତ

ଫୁଲବାଣୀ ,ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ଟାଇ କୋଣ୍ଡ ଏସଓ ସିଏସନ ଓ ଓଡିଶା ଟାଇକୋଣ୍ଡଟ୍ରେନିଂ ସେଣ୍ଟର ର ମିଳିତ ଅନୁକୂଲ୍ୟ ରେକରୋନେସନ ଆଥେ ଲେ ଟିକ ଇଣ୍ଡୋର ହଲରେ ଆୟୋଜିତ ସମ୍ବର୍ଧନା ଉତ୍ସବ ରେ ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ୧୫ ଜଣ କୃତିତ୍ୱ ହାସଲ କରି ବ୍ଲାକ ବେଲ୍ଟ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ଜସ୍ମିତ କୁମାର ବେହେରା, ଅପୂର୍ବ ଆର୍ଯ୍ୟ […]

ଫୁଲବାଣୀ ରେ ମେଡିକାଲ୍ କଲେଜ୍ ର ଭୂମି ପୂଜା

ଫୁଲବାଣୀ ( ସୁନୀଲ ପଟନାୟକ )ରାଜ୍ୟ ସରକାର ଫୁଲବାଣୀ ର ତିଲକ ପଡ଼l ଠାରେ ଏକ ସରକାରୀ ମେଡିକାଲ କଲେଜ କରିବାକୁ ଘୋଷଣା କରିଥିଲେ l 600 କୋଟି ଟ ଙ୍କl ର ନିର୍ମିତ ହେବାକୁ ଥିବା ଏହି ମେଡିକାଲ୍ କଲେଜ୍ 3 ବର୍ଷ ରେ କାର୍ଯ୍ୟକ୍ଷାମ କରିବା ପାଇଁ ସମୟ ସୀମା ରଖାଯାଇଛି l ଏହି ମେଡିକାଲ୍ କଲେଜ୍ ଘୋଷଣା କରିବା କ୍ଷଣି ସାପୂଜି ପାଲୁନଜୀ କମ୍ପାନୀ ଙ୍କୁ ଏହି କଲେଜ କରିବା ପାଇଁ ଦିଆଯାଇଛି […]

ସିମନବାଡ଼ିର ଜନଜାତି ହାଟପଦା ନିର୍ମାଣ କାହା ସ୍ୱାର୍ଥ ରେ ? ସାଜିଛି ଅଳିଆ ଗଦା: ସ୍ୱଚ୍ଛ ଭାରତ ଅଭିଯାନକୁ ଫୁ

ବାଲିଗୁଡା,.(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାର ପଞ୍ଚାୟତ ସ୍ତରରେ ରାଜସ୍ୱ ବୃଦ୍ଧି କରିବା ନିମନ୍ତେ ହାଟପଦା,ମାର୍କେଟ କମ୍ପ୍ଲେକ୍ସ,ପୋଖରୀ ନିର୍ମାଣ ଭଳି ଅନେକ ଯୋଜନା କରି ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି । ହେଲେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ତାହା ଏବେ ପଥଭ୍ରଷ୍ଟ ହେବାକୁ ଲାଗିଲାଣି । ଯାହାକି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ବଜାରରେ ୨୦୧୭ ମସିହାରେ ୨୦ ଲକ୍ଷ ଵ୍ୟୟ ଅଟକଳରେ ଜନଜାତି […]

ନାବାଳିକା ଝିଅ ମାନଙ୍କୁ ଚାଲାଣ ବେଳେ ଗ୍ରାମବାସୀ ଙ୍କ ଦ୍ୱାରା ଧରାପଡ଼ିଲେ : ଦୁଇ ଚାଲାଣ କାରୀ ଅଟକ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ହଦ ଗାଁ ର ୬ଜଣ ନାବାଳିକାକୁ ଚାଲାଣ ବେଳେ କୁର୍ତ୍ତମଗଡ଼ ଗ୍ରାମବାସୀ ଙ୍କ ଦ୍ୱାରା ଧରାପଡ଼ି ଅଟକ ଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ୫ହଜାର ଟଙ୍କା ପ୍ରଲୋଭନ ଅର୍ଥ ଦେଖାଇ ଗଞ୍ଜାମ ଜିଲ୍ଲା ତାରାସିଂ ଗ୍ରାମର ଲତା ବେହେରା ନାମକ ଜଣେ ମହିଳା ଓ ପୁରୁଷୋତ୍ତମପୁର ଥାନା ପାଟଣାପଲ୍ଲୀ ଗ୍ରାମର ଜଣେ ପୁରୁଷ ମନୋଜ ସେଠୀ ରବିବାର ସକାଳେ କୋଟଗଡ ଥାନା […]

ପୋଲସରା ରେ ମାଣ୍ଡିଆ ଖାଦ୍ୟ ମେଳା

ପୋଲସରା(ଉଲାପ୍ର)ପୋଲସରା ବ୍ଲକ ପଞ୍ଚାୟତ ସମିତି ବୈଠକ ଗୃହରେ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ମାଣ୍ଡିଆ ଜାତୀୟ ଖାଦ୍ୟକୁ ପ୍ରୋତ୍ସାହିତ କରାଯାଇଛି । ଷଷ୍ଠ ଓ ସପ୍ତମ ଦିବସ ଅବସରରେ ଇଣ୍ଡିଆ ସ୍ଵେଚ୍ଛାସେବୀ ସଂସ୍ଥା ଓ ସମ୍ୱନିତ୍ଵ ଶିଶୁ ବିକାଶ ବିଭାଗର ମିଳିତ ଉଦ୍ୟମରେ ସମ୍ମିଳନୀ କକ୍ଷରେ ପୃଷ୍ଟିକର ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ପୋଲସରା ବିଡିଓ ସୁରଞ୍ଜନ ସାହୁ ମୁଖ୍ୟ ଅତିଥି ଓ ଇଣ୍ଡିଆ ସ୍ଵେଚ୍ଛାସେବୀ ସଂସ୍ଥାର ନିର୍ଦ୍ଦେଶକ ଡକ୍ଟର କୁମୁଦଚନ୍ଦ୍ର […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୦୬ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-କୃଷ୍ଣପକ୍ଷତିଥି-ଚତୁର୍ଦ୍ଦଶୀ ଦିବା ଘ୦୭/୪୩ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟାନକ୍ଷତ୍ର- ମଘା ସଂ ଘ୦୬/୫୨ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଫାଚନ୍ଦ୍ର- ସିଂହଯୋଗ-ଶିବକରଣ – ଶକୁନିସୌରମାସ-ସିଂହ ୨୧ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୨୮*✧═════•❁❀*ଯୋଗିନୀ ପଶ୍ଚିମେ ଦିବା ଘ୦୭/୪୩ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେ*କର୍କଟ ଓ ମକର ରାଶିର ଘାତଚନ୍ଦ୍ରମିଥୁନ ରାଶିର ଘାତବାରଅମାବାସ୍ୟାର ସମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ✧═════•❁❀❁•═══କାଳବେଳ। -ଦିବା ଘ୦୭/୦୮ ଗତେ ଘ୦୮/୪୦ ମଧ୍ୟେବାରବେଳ।- ଦିବା ଘ୦୨/୫୦ ଗତେ ଘ୦୪/୨୪ ମଧ୍ୟେ══•❁❀❁•═══ବିଶୁଦ୍ଧ […]

ବିକାଶ କଣ ଜାଣିନାହଁ।ନ୍ତି ବା ଦେପଙ୍ଗା ଗ୍ରାମବାସୀ ସରକାରୀ ବାବୁଙ୍କ ପାଦ ପଡିନି ଏଯାଏଁ ଗାଁ କୁ ବାଇକ ନେବା ପାଇଁ ନିଜେ ରାସ୍ତା କରୁଛନ୍ତି ଧନେଶ୍ୱର

ଫୁଲବାଣୀ-୫/୯(ସୁନୀଲପଟନାୟକ )ବିକାଶ କଣ ଜାଣନ୍ତିନିଲୋକେ । ସରକାରୀ ବାବୁଙ୍କ ପାଦ ପଡିନି କେବେ ଗାଁରେ।ଗାଁକୁ ରାସ୍ତାଟିଏ ନାହିଁ। ପାନୀୟ ଜଳ ବିଦ୍ୟୁତ ବ୍ୟବସ୍ଥା ନ କହିବା ଭଲ । ସେହିପରି ଅଙ୍ଗନବାଡି କେନ୍ଦ୍ରଟିଏ ମଧ୍ୟ ନାହିଁ ଗ୍ରାମରେ।ସରପଞ୍ଚ ଠୁ ଆରମ୍ଭ କରି ବିଡ଼ିଓ, ବିଧାୟକଙ୍କୁ ମଧ୍ୟ ଭେଟି ଜଣ।ଇଛନ୍ତି । ହେଲେ କେହି ଶୁଣୁନାହାନ୍ତି ତାଙ୍କ କଥା।ଏଭଳି ଅର୍ଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ କେରୁ ବାଡି ପଞ୍ଚାୟତର ବା ଦେପଙ୍ଗା ଗ୍ରାମରୁ ।ବ୍ଲକ ସଦରମହକୁମାଠାରୁ […]

ଗୁରୁଦିବସ ଅବସରରେ ବଡ଼ମ୍ବାଗଡର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନାର ଅୟମାରମ୍ଭ

ପବିତ୍ର ଗୁରୁଦିବସ ଅବସରରେ ବଡ଼ମ୍ବାଗଡର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କାର୍ଯ୍ୟ ତୁଲାଉଥିବା ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ବଡ଼ମ୍ବାଗଡସ୍ଥ ଆଡିଆ ମହାଦେବ (ନୀଳକଣ୍ଠେଶ୍ଵର ମନ୍ଦିର) ମନ୍ଦିର ପ୍ରାଙ୍ଗଣରେ ସମ୍ବର୍ଦ୍ଧିତ କରାଯାଇଛି ।ବଡମ୍ବା ଶିବଶକ୍ତି କମିଟିର ଆବାହକ ଶିବନାରାୟଣ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବିନୟକ୍ରିଷ୍ଣ ମହାନ୍ତି, ମୁଖ୍ୟବକ୍ତା ରୂପେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାନ୍ତି, ସମ୍ମାନିତ ଅତିଥି ଭାବେ ମାଣିଆବନ୍ଧ ମହା ବିଦ୍ୟାଳୟର ଇଂରାଜୀ ବିଭାଗର […]