ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲାସଦର ମହକୁମା ଫୁଲବାଣୀ ସ୍ଥିତ ଦାତପାଜୁ ଠାରେ ହେବାକୁ ଥିବା ନୂତନ ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି l ଏହାକୁ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ. ଏସ. ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ଗାନ୍ଧୀ ସ୍ମୃତି ଭବନ ଠାରେ ଶୁଭ ଉଦଘାଟନ କରିଥିଲେ l ଏହି ଶୁଭ ଉଦଘାଟନ ସମୟରେ ମଞ୍ଚାସୀନ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବରଜଷ୍ଟିସ୍ ଏବଂ ବିଲଡିଂ କମିଟି ଅଧ୍ୟକ୍ଷ ଡଃ. […]
ଫୁଲବାଣୀ(ସୁନୀଲ ପଟନାୟକ )ବିଶେଷ କରି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ର ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଫୁଲବାଣୀ ବସ ଷ୍ଟାଣ୍ଡ ରୋଡ଼ ରେ ଥିବା ଆୟନ ଇନଷ୍ଟିଟ୍ୟୁଟ ଅଫ ମେନେଜ ମେଣ୍ଟ ଏଣ୍ଡ ଟେକ୍ନୋଲୋଜି lସୂଚନା ଯୋଗ୍ୟ ଯେ, 2023/24 ଶିକ୍ଷା ବର୍ଷ ପାଇଁ କମ୍ପୁଟର ସାଇନ୍ସ ରେ ସ୍ନାତକ,ଓ ସ୍ନାତକତୋର, ଏମ ଏସ ଡବ୍ଲୁ, ଏମବିଏ ଫାଇନାନ୍ସ, ଏମ ଏ, ପି ଏମ ଆଇ ଆର, ଏପରି […]
ଫୁଲବାଣୀ (ସୁନୀଲ ପଟନାୟକ )ଶୁକ୍ରବାର ଫିରିଙ୍ଗିଆ ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ବଳିଷ୍ଠ ନେତ୍ତୃତ୍ଵରେ ପୋଲିସ ଟିମ ସଦଳ ବଳେ କାସିନପଦର ପଂଚାୟତ ଅନ୍ତର୍ଗତ କୁଟୁନି ପଦର ଜଙ୍ଗଲ ରେ ଏକ କୁଡ଼ିଆ ଘର ଉପରେ ରେ ଅତର୍କିତ ଚଢ଼lଉ କରି ୩ କୁଇଣ୍ଟାଲ ୫ ୨ କେଜି ୮ ଶ ହ ଗ୍ରାମ ଗଂଜେଇ […]
ଫୁଲବାଣୀ (ସୁନୀଲ ପଟନାୟକ )ରକ୍ତଦାନ ମହାପୂଣ୍ୟ ।ରକ୍ତ ଅଭାବରୁ ଦେଶରେ ଲକ୍ଷ ଲକ୍ଷ ଲୋକେ ମରୁଛନ୍ତି ।ରକ୍ତ ସଙ୍କଟ କୁ ଦୃଷ୍ଟି ରେ ରଖି ସରକାର ମଧ୍ୟ ଜନସାଧାରଣ ଙ୍କୁ ଜାଗ୍ରତ କରିବା ସହିତ ପ୍ରତି ସ୍ଥାନରେ କ୍ୟାମ୍ପ ସବୁ କରି ରକ୍ତ ସଂଗ୍ରହ କରାଯାଉଛି ।ଜନସାଧାରଣ ଙ୍କୁ ମଧ୍ୟ ସଚେତନ କରି ରକ୍ତଦାନ କରିବାକୁ ପ୍ରେରଣା ଦିଆଯାଉଛି ।ଅନେକ ସଂଘଠନ ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛି ।ଆଉ ସମସ୍ତ ଙ୍କ କେଵଳ ଗୋଟିଏ ହିଁ […]
ଫୁଲବାଣୀ(ସୁନୀଲ ପଟନାୟକ )ଟିମ୍ ହ୍ୟୁମାନିଟି କନ୍ଧମାଳ ଦ୍ବାରା ପୁଣି ଏକ ମହାନ ଧର୍ମ କାର୍ଯ୍ୟ କରାଯାଇଛି lଗଜପତି ର ୫୭ ବର୍ଷୀୟ ବୃଦ୍ଧ ଫେନିସ ନାୟକ ସେ କିଛି ବର୍ଷ ହେବ ଟିକାବାଲି ବ୍ଲକ ର ଡୁଟୁକା ଗ୍ରାମରେ ରହି ଆସୁଥିଲେ,ହେଲେ ତାଙ୍କର ଦେହ ଅସୁସ୍ଥ ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କରଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହେଇଥିବା ବେଳେ ତାଙ୍କ ମର ଶରୀରକୁ ଦାହକରିବା ନିମନ୍ତେ ପରିବାର ବର୍ଗ ଅସମର୍ଥ ଥିଲେ। […]
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): “ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ” ସରକାର ଏହି ସ୍ଲୋଗାନ ଦେଇ ସମସ୍ତେ ଯେଭଳି ପାଠ ମୁହାଁ ହେବେ ସେଥି ପ୍ରତି ଯତ୍ନବାନ ହୋଇ ପଢିବା ନିମନ୍ତେ ଉତ୍ତମ ଶିକ୍ଷା ବ୍ୟବସ୍ଥା ସହିତ ଭିଭିଭୂମି ସଜାଡୁଛନ୍ତି । କିନ୍ତୁ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ପାଲୁଙ୍କିଆ ପ୍ରାଥମିକ ବିଦ୍ୟାଳୟ ଅବସ୍ଥା କହିଲେ ନସରେ । ଏହି ବିଦ୍ୟାଳୟ ଟି ୧୯ ୬୦ ମସିହାରେ ସ୍ଥାପିତ ହୋଇଥିବା ବେଳେ ଏଠାରେ […]
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ଗ୍ରାମପଞ୍ଚାୟତ ମୁଣ୍ଡାପାଡ଼ା ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି ମାଳ ମାଳ ବିଅର ବୋତଲ l କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଦାନ ପାଇଁ ପ୍ରଥମ ପାହାଚ କୁହାଯାଉଥିବା ଅଙ୍ଗନୱାଡ଼ି କେନ୍ଦ୍ର ଆଜି ମଦୁଆଙ୍କ ଆଡ୍ଡା ସ୍ଥଳୀ ପାଲଟିଛି l ସରକାର ଶିକ୍ଷା ଦାନ ପାଇଁ ଅନେକ ପ୍ରକାର ଯୋଜନା କରିଥିବା ବେଳେ ଏଇ ସ୍ଥାନରେ ପିଲା ମାନଙ୍କର ଭବିଷ୍ୟତ ଅସୁରକ୍ଷିତ ଦେଖା ଯାଉଛି । […]
ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଭାରସାମ୍ଯ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଚାଳକକୁ କନ୍ଧମାଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଘଟଣା ପ୍ରକାରେ ଗୁରୁବାର ଅପରାହ୍ନ ରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ବ୍ୟକ୍ତିଗତ କାର୍ଯ୍ୟ ସାରି ନିଜ ଗାଁ କଳାହାଣ୍ଡି ଜିଲ୍ଲାର ଲୁବେନଗଡ଼ ପଞ୍ଚାୟତର କାଲିସରୁ ଗ୍ରାମକୁ ମୋଟରସାଇକେଲ ଯୋଗେ ଦୁଇଜଣ ଯୁବକ ଯିବା ସମୟରେ ବାଲିଗୁଡ଼ା ଥାନା ମୁସୁକୁଲି ଘାଟିରେ ଭାରସାମ୍ୟ ହରାଇ ରାସ୍ତା […]
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଗହିଙ୍ଗିଆ ଖେଳ ପଡିଆ ଠାରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଥଲା। ଗୁରୁବାର ଫାଇନାଲ ମ୍ୟାଚରେ ନୂଆଗାଁ (ଏ) ନୂଆଗାଁ (ଲିଜେଣ୍ଡ)କୁ ଛଅ ରନ୍ ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା। ପ୍ରଥମେ ଟସ୍ ଜିତି ନୂଆଗାଁ (ଏ) ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯୭ ରନ୍ ସଂଗ୍ରହ କରିଥିଲା। ୯୮ ରନ୍ ର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଲିଜେଣ୍ଡ ଦଳ ୯୧ […]