ବାଲି ନ ନେବା ପାଇଁ ତହସିଲ ଦାରଙ୍କୁ ଦାବିପତ୍ର ପ୍ରଦାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର କଟିମାହା ପଞ୍ଚାୟତ ର ପ୍ରଧାନପଡା ଗ୍ରାମବାସୀ ତଥା ପ୍ରଧାନପଡା ଯୁବକ ସଂଘ ଓ ଏସଏଚଜି ଗ୍ରୁପ ତରଫରୁ ଟିକାବାଲି ତହସିଲ କାର୍ଯ୍ୟାଳୟ ରେ ପହଂଚି ତହସିଲଦାର ଙ୍କୁ ପ୍ରଧାନପଡ଼ା ରୁ ବାଲି ନ ନେବା ନିମନ୍ତେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ l ପ୍ରଧାନପଡ଼ା ଗାଁ ମଝିରେ ପ୍ରତି ଦିନ ୩୦ରୁ ଉର୍ଦ୍ଧ ଟ୍ରାକ୍ଟର ବାଲି ବୋଝେଇ ନେବା ଆଣିବା କରିବା […]

ଚଳିତ ଶିକ୍ଷାବର୍ଷରୁ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକେନ୍ଦ୍ର ଖୋଲିଲା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକେନ୍ଦ୍ର ଖୋଲିଛି।ଏଥିରେ ସଂଯୋଜକ ଭାବେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ.ବିଭୂତିଭୂଷଣ ଆଚାର୍ଯ୍ୟ, ସହ ସଂଯୋଜକ ଭାବେ ବାଣିଜ୍ୟ ବିଭାଗ ଅଧ୍ୟାପକ ଦଣ୍ଡପାଣି ଭୂୟାଁ, ପାଠ୍ୟକେନ୍ଦ୍ରର ସହକାରୀ ଭାବେ ସୁବାସ ଚନ୍ଦ୍ର ଡାକୁଆ ନିଯୁକ୍ତି ପାଇଛନ୍ତି।ଏଠାରେ ଓଡ଼ିଆ ଇତିହାସ ରାଜନୀତି ବିଜ୍ଞାନ ବାଣିଜ୍ୟ ଅଧିସ୍ନାତକ ଶ୍ରେଣୀ ଖୋଲିବା ସହ ଓଡ଼ିଆ ଇତିହାସ, ରାଜନୀତି ବିଜ୍ଞାନ, ବାଣିଜ୍ୟ, ଇଂରାଜୀ ସ୍ନାତକ […]

ଉଦ୍‌ଘାଟନ ଅପେକ୍ଷାରେ ୧୧ ସ୍କାର୍ଟ ସ୍କୁଲ

ଫୁଲବାଣୀ-୧୬/୯(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲାରେ ସ୍କାର୍ଟ ସ୍କୁଲ କାମ ଯୋରସୋରରେ ଚାଲିଛି। ଅଧିକାଂଶ ସ୍କୁଲ କାର୍ଯ୍ୟ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚି ଗଲାଣି। କେବଳ ଉଦ୍‌ଘାଟନକୁ ଅପେକ୍ଷା ।କନ୍ଧମାଳ ଜିଲ୍ଲାରେ ରାଜ୍ୟସରକାର ୧୧ଟି ସରକାରୀ ଉଚ୍ଚବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଭାବେ ଘୋଷଣା କରିଛନ୍ତି।ଏହାପରେ ଏହି ସ୍କୁଲଗୁଡ଼ିକର ରୁପାନ୍ତରଣକାର୍ଯ୍ୟ ପ୍ରଶାସନ ପକ୍ଷରୁ ଜୋରସୋରରେ ଆରମ୍ଭ ହୋଇଥିଲା କ୍ଲାସରୁ ମ ଗୁଡିକ ସ୍ମାର୍ଟ ହୋଇଥିବା ସହ କ୍ଲାସ ରୁ ମରେ ଏଲଇଡିଟିଭି, ଅତ୍ୟାଧୁନିକ ଚେୟାର ଟେବୁଲ, ଫ୍ୟାନ, ଲାଇଟ, ସିଲଙ୍ଗ, ଆଦି ନାମୀଦାମୀ ଉପକରଣ […]

ବସ୍ତି ବସିନ୍ଧା ଙ୍କ ଦୁଃଖ ପ୍ରଶାସନ ଶୁଣିବକି !

ବରଗଡ଼: ବରଗଡ଼ ସହରର ନବକଳେବର ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏଠାରେ ରହୁ ଥିବା ଗରିବ ବସ୍ତିବସିନ୍ଧାଙ୍କ ଦୁଃଖ କହିବାକୁ ନାହିଁ । ପଂଚାୟତ କଲେଜ ପାଖ ୱାର୍ଡ ନଂ ୧୩, କନ୍ଧପଡା ଠାରେ ରହୁଥିବା ପ୍ରାୟ ୫୦ ପରିବାର ଙ୍କୁ ଏବେ ଉଚ୍ଛେଦ ଭୟ ଘାରିଛି । ଏମାନେ ଉକ୍ତ ସ୍ଥାନରେ ୧୯୭୨ ମସିହାରୁ ରହି ସରକାରଙ୍କ ସମସ୍ତ ମଙ୍ଗଳକାରୀ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଆସିଛନ୍ତି କିନ୍ତୁ ଜଣେ ବ୍ୟକ୍ତି ଏହି ସ୍ଥାନକୁ ମୋର […]

ଭାରସାମ୍ୟ ହରାଇ ଓଲଟିଲା କାର

ଫୁଲ ବାଣୀ-୧୫/୯(ସୁନୀଲପଟନାୟକ)ମଙ୍ଗଳବାର ବିଳମ୍ୱିତ ରାତିରେ ଏକ କାର ଭାରସାମ୍ୟ ହରାଇ ରାସ୍ତାକଡ଼ ଖାଲରେ ଓଲଟି ପଡିଥିବା ଜଣା ପଡିଛି । ଦୁର୍ଘଟଣା ଗସ୍ତ କାର ନମ୍ବର ଓଡ଼ି ଠ୨. ଏଡବ୍ଲ୍କ୍୭୩୬୯ ବୋଲି ଜଣାପଡିଛି ।ଦୁର୍ଘଟଣା ଘଟିଛି ଫୁଲବାଣୀସଦର ଥାନା ଅନ୍ତର୍ଗତ ଗୁମା ଗଡ଼ ଅଞ୍ଚଳରେ ।ଦୃତଗାଡି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଡ୍ରାଇଭର ଆହତ ହୋଇଥିବା କୁହାଯାଉଛି। ଖବର ପାଇସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କାମ ସରିବାର ୯ ମାସ ବିତିଲା ଣି ମନରେଗା ଶ୍ରମିକଙ୍କ ପ୍ରାପ୍ୟମିଳୁନି

ଫୁଲ ବାଣୀ-ସୁନୀଲପଟନାୟକ)କେନ୍ଦ୍ରସରକାର ମନରେଗା ଯୋଜନାରେ ଜବକାର୍ଡଧାରୀମାନଙ୍କୁ ବର୍ଷକୁ ଶହେ ଦିନର କାମ ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେବା ସହ ସେମାନଙ୍କ ପ୍ରାପ୍ୟ ସିଧା ସଳଖ ବ୍ୟାଙ୍କ ଖାତାମାଧ୍ୟମରେ ପଇଠ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ଏହି କାର୍ଯ୍ୟରେ ଯେପରି ଦୁର୍ନିତିନ ହୁଏ ସେଥିପ୍ରତି ସତର୍କ ଦୃଷ୍ଟି ରଖିବା ଲାଗି ମଧ୍ୟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ଏ ସବୁ ସତ୍ତ୍ଵେ ମଧ୍ୟ ସରକାରୀ ନିତି ନିୟମକୁ ଫୁ କରି ଦାୟୀତ୍ଵରେ ଥିବା କର୍ମଚାରୀମାନେ […]

ବର୍ଷ।ରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟି ସହାୟତା କଲେ ବିଡିଓ

ଫୁଲ ବାଣୀ-୧୫/୯(ସ୍ଥନୀଲପଟ୍ଟନାୟକ)ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲଗାଣ ଝଡି ବର୍ଷା ଓ ପବନ ଲାଗି ରହିବା ଫଳରେ ଜିଲ୍ଲାର ବିଭିନ୍ନ ନଦୀ ନାଳରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେବା ସହ ବିଭିନ୍ନ ଅଞ୍ଚଳରେ ଘର ଦ୍ଵାର ମଧ୍ଯ ଭୁଷୁଡି ଯାଇଥିଲା ସେହିପରି ତୁମୁଡିବନ୍ଧ ବ୍ଲକ ରେ ମଧ୍ୟ ଲଗାଣ ବର୍ଷାରେ କ୍ଷୟ କ୍ଷତି ହୋଇଛି ।ଏହି ବ୍ଳକ ଅନ୍ତର୍ଗତ ବେନାରବାହାଲ ର ଜଣେ ଗରୀବ ଦିନ ମଜୁରିଆ ଅକ୍ଷୟ ଦଣ୍ଡସେନାଙ୍କ ଝୁମ୍ପୁଡି ଘରଟି ଲଗାଣ […]

ଆଜିର ରାଶିଫଳ

ଅଦ୍ୟ ସେପ୍ଟେମ୍ବର ମାସ ୧୫ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୮ସମ୍ବତ୍ସର-ରାକ୍ଷସଭାଦ୍ରମାସ-ଶୁକ୍ଳପକ୍ଷତିଥି-ନବମୀ ଦିବା ଘ୧୧/୨୦ ପର୍ଯ୍ୟନ୍ତ ତଦନ୍ତେ ଦଶମୀନକ୍ଷତ୍ର- ମୂଳା ଦିବା ଘ୦୬/୩୫ ପର୍ଯ୍ୟନ୍ତ ତଦନ୍ତେ ପର୍ବାଶାଢ଼।ଚନ୍ଦ୍ର-ଧନୁଯୋଗ-ସୌଭାଗ୍ୟକରଣ – କୌଳବସୌରମାସ-ସିଂହ ୩୦ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୩୬ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୧୮*✧═════•❁❀*ଯୋଗିନୀ ପୂର୍ବେ ଦିବା ଘ୧୧/୨୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ*ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ରକର୍କଟ ରାଶିର ଘାତବାରନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ। – ଦିବା ଘ୦୮/୩୯ ଗତେ ଘ୧୦/୧୨ ମଧ୍ୟେବାରବେଳ।- ଦିବା ଘ୧୧/୩୯ ଗତେ ଘ୦୧/୧୨ ମଧ୍ୟେ══•❁❀❁•═══ବିଶୁଦ୍ଧ […]

ଲରମ୍ଭା ମହାବିଦ୍ୟାଳୟ ୨୦୦୧-୨୦୦୩ ବ୍ୟାଚର ବାର୍ଷିକ ବନ୍ଧୁମିଳନ

ବରଗଡ଼-୧୩/୯ ଲରମ୍ଭା ମହାବିଦ୍ୟାଳୟ ୨୦୦୧-୨୦୦୩ ବ୍ୟାଚର ଛାତ୍ରମାନଙ୍କ ନୁଆଁଖାଇ ଉପଲକ୍ଷେ ବାର୍ଷିକ ବନ୍ଧୁମିଳନ ଲରମ୍ଭା ମହାବିଦ୍ୟାଳୟସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହା ୨୦୧୮ ମସିହାରୁ ବିଭିନ୍ନ ସ୍ଥାନରେ କରାଯାଇଆସୁଅଛି । ଉକ୍ତ ବନ୍ଧୁମିଳନରେ ରାକେଶ କୁମାର ଦୀପଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଦିବଂଗତ ବନ୍ଧୁ ମାନସ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହା ପରେ ଓଡ଼ିଶା ସରକାରଙ୍କ ମୋ କଲେଜ ଅଭିଯାନ ପାଇଁ ସହଯୋଗ ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରିଶେଷରେ […]

ଅର୍ଥାଭାବ ଯୋଗୁ ନୂଆଁଖାଇ ପାଳିବାରୁ ବଂଚିତ ହେଲେ ଗୋୖରୀ ସୁନା

ବରଗଡ଼: ନିମିଶକେ ବଦଳି ଯାଏ ଜୀବନ ର ଦିଗ, ହସ ଖୁସିରେ କଟୁଥିବା ଦିନ ହଠାତ ଦୁଃଖ ଭରା ହୋଇଯାଏ ଏପରି ଏକ ଘଟଣା ଘଟିଛି ଗୌରୀ ସୁନା ଙ୍କ ସହ । ଗତ ୨୬.୦୭.୨୦୨୧ ଶନିବାର ଦିନ ର ଘଟଣା ବରଗଡ଼ ସଦର ତୋରା ପଞ୍ଚାୟତ ଅନ୍ତର୍ଗତ ନୂଆଖୁଲି ର ବସିନ୍ଧା ଗୋୖରୀ ସୁନା, ବୟସ ୫୦ ବର୍ଷ । ପୌର ପରିଷଦ ର ଜଣେ ସୁଇପର ଠିକା ଶ୍ରମିକ ଭାବେ କାମ କରନ୍ତି । […]