ମା ସିଦ୍ଧି ବାସେଳି ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ପୂର୍ବପ୍ରସ୍ତୁତି ବୈଠକ

ଢେଙ୍କାନାଳ ସହର ସ୍ଥିତ ଭାଗିରଥି ସାଗରର ପୂର୍ବପର୍ଶ୍ୱରେ ମା ସିଦ୍ଧ ବାସେଳି ପୂଜାପାଇଅସୁଥିବା ପୀଠରେ ମା ଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପ୍ରସ୍ତୁତି ବୈଠକ ଢେଙ୍କାନାଳର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଯୋଗଦେଇଥିଲେ । ଉକ୍ତ ସଭାରେ ମନ୍ଦିର ସମିତିର ଉପସଭାପତି ଶ୍ରୀଯୁକ୍ତ ନାରାୟଣ ବେହେରା ସଭାପରିଚାଳନ କରିଥିଲେ । ଏହି ସଭାରେ ଢେଙ୍କାନାଳର 8ଟି ବ୍ଲକ, 4ଟି NAC ରୁ 2ଜଣ ଲେଖାଏଁ ସଂଯୋଜକ […]

ସମାଜର ପୂର୍ବତନ କାର୍ଯ୍ୟକାରି ସଂପାଦିକା ତଥା ପ୍ରଖ୍ୟାତ ସାହିତ୍ୟିକା, ସମାଜସେବୀକା ମନୋରମାଙ୍କ ବିୟୋଗରେ ଶୋକ

ଫୁଲବାଣୀ-୧୯/୯(ସୁନୀଲପଟନାୟକ)ସମାଜ ର ପୂର୍ବତନ କାର୍ଯ୍ୟକାରୀ ସଂପାଦିକା ପ୍ରଫେସର ଡକ୍ଟର ମନୋରମା ମହାପାତ୍ର ଙ୍କ ପରଲୋକରେ ରବିବାର ଆଜିଫୁଲବାଣୀ ପ୍ରେସ କ୍ଲବରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା .। ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଶୋକ ସଭାରେ ପ୍ରଥମେ ସ୍ଵର୍ଗତ ପ୍ରଫେସର ଡକ୍ଟରମନୋରମା ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା ।ପ୍ର ଫେସର ଡକ୍ଟର ମନୋରମା ମହାପାତ୍ର ଏକାଧାରରେ ସାମ୍ବାଦିକା । ସଂପାଦିକା,ସାହିତିକା ସମାଜସେବିକା ଥିଲେ । […]

ସୂଚନା କର୍ମୀଙ୍କୁ ନିୟନ୍ତ୍ରଣ କରିବାକୁ ମିଥ୍ୟାକେସରେ ଫସାଇବାର ପ୍ରତିବାଦ

ଫୁଲବାଣୀ -19/9(ସୁନୀଲ ପଟନାୟକ )ସୂଚନା ଅଧିକାର କର୍ମୀ ମାନେ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଓ ଶୋଷକ ରାଜନେତାଙ୍କ ପର୍ଦାଫାର୍ସ କରୁଥିବା ରୁ ସରକାର ପ୍ରତିଶୋଧ ପରାୟଣ ହୋଇ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଓ ସାଥି ମାନଙ୍କ ନାମରେ ମିଥ୍ୟା କେସ କରାଇ ଫସାଇବାକୁ ଚେଷ୍ଟା ଜାରି ରହିଛି।କେବେ ଦେଖା ନଥିବା କିମ୍ବା ଚିହ୍ନି ନ ଥିବା ଏକ ମହିଳାଙ୍କୁ ମୋହରା କରି ସୁଚନାକର୍ମୀଙ୍କୁ ବଦନାମ କରିବାକୁ କେତେକ ଦୂର୍ନୀତିଖୋର ଲୋକ ଅପଚେଷ୍ଟା ଚଳାଇଛନ୍ତି।ପୋଲିସ ତଦନ୍ତ କରି […]

ପ୍ରଶାସନ କି ନେତା ଶୁଣିଲେନି ଶେଷରେ ମୋବାଇଲ ନେଟୱlର୍କ ପାଇଁ ନିଜସ୍ଵ ଖର୍ଚ୍ଚ ରେ ତାର ବିଛେଇଲେ ଗ୍ରାମବାସୀ

ଫୁଲବାଣୀ -19/9(ସୁନୀଲ ପଟନାୟକ )ଗୋଛପଡ଼ା ରେ ବିଏସଏନେଲ ମୋବାଇଲ ଟାୱାର ଥିଲେ ମଧ୍ୟ ଦୀର୍ଘଦିନ ଧରି ଅଚଳାବସ୍ଥା ଯୋଗୁଁ ମିଳିତ ନାଗରିକ ମଞ୍ଚ କମିଟି ପକ୍ଷରୁ ନିଜସ୍ଵ ଖର୍ଚ୍ଚ ରେ ମୋବାଇଲ ନେଟୱର୍କ ବ୍ୟବସ୍ଥା ପାଇଁ କଟ୍ରୀଙ୍ଗି ଆ ଠାରୁ ଗୋଛାପଡ଼ା ଚଉଦ କିଲୋମିଟର ପର୍ଯ୍ୟନ୍ତ ଦୁଇଟି ଜେସିବି ମେସିନ୍ ସାହାଯ୍ୟ ରେ ଖୋଳି ତାର ବିଛାଇଛନ୍ତି।ଦୀର୍ଘଦିନ ଧରି ଗୋଛାପଡ଼ା ରେ ବିଏସଏନେଲ ନେଟୱର୍କ ଅଚଳାବସ୍ଥା ଯୋଗୁଁ ରହୁଥିବା ସ୍ଥାନୀୟ ବାସିନ୍ଦା ବିଭିନ୍ନ ସମସ୍ୟା ର ସମ୍ମୁଖୀନ […]

ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ସ୍ଵାମୀ ଫେରାର

ଫୁଲବାଣୀ-(ସୁନୀଲପଟ୍ଟନୀୟ କ)ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ସ୍ଵାମୀ ଫେରାର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀକୁ ସ୍ଥାନୀୟ ଲୋକେ ଫୁଲ ବାଣୀସଦର ମହକୁମା ଡାକ୍ତରଖାନାରେ ଭର୍ତି କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଫୁଲ ବାଣୀ ଟାଉନଥାନା ଅଧିନ ଜିରିଙ୍ଗ ପଡ଼ା ଅଞ୍ଚଳରେ ।ଜିରିଙ୍ଗପଡ଼ାନୃସିଂହ ମନ୍ଦିର ସାହିର ରମେଶନା ଏକ ଗତବିକମ୍ବିତ ରାତିରେ ସ୍ୱାମୀ ରମେଶ ମଦ୍ୟପାନ କରି ସ୍ତ୍ରୀ ଭାଗ୍ୟବତୀର ହାତ ଗୋଡ ବାନ୍ଧି ମୁଣ୍ଡକୁ ଛେଚି ଦେବା ଫଳରେ ସେ ଗୁରୁତର ଆହତ […]

ପରିବାର ସାଥ ହେଲେ ନି ଶବ କାନ୍ଧେଇମାନବିକତାର ପରିଚୟ ଦେଲେ ସବ ଇନସପେକ୍ଟର

ଫୁଲବାଣୀ୧୮/୯(ସୁନୀଲପଟନାୟକ)ଅଭିଯୋଗ ପାଇଏକ ହତ୍ୟା ଘଟଣାର ତଦନ୍ତ କରିବାକୁ ଘଟଣାସ୍ଥଳକୁ ଯାଇଥିଲା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲ ସ। ତଦନ୍ତ କରୁ କରୁ ହତ୍ୟା କରି ଗ୍ରାମ ନିକଟ ଜଙ୍ଗଲରେ ଶବକୁ ପୋତି ଦେଇଥିଲା ଅଭିଯୁକ୍ତ ବାପା ।ଶବକୁ ଖୋଳି ବାହାର କରାଗଲା। ଶବଟି ପଚି ଯାଇଥିଲା। ଏଣୁ ଶବକୁ ପରିବାର ଲୋକେ କାନ୍ଧ ଦେଇ ନ ଥିଲେ । ପାହାଡ଼ ଉପରେ ଶବ ଥିବାରୁ ଗାଡି ମଧ୍ୟ ଯାଇ ପାରିନଥିଲା। ଫଳରେ ଶବକୁ ଶେଷରେ ତଦନ୍ତ କାରି […]

କଟକ ରେ ପ୍ରଧାନମନ୍ତ୍ରୀ ଙ୍କ ୭୧ ତମ ଜନ୍ମଦିନ ପାଳିତ

ନୂତନ ଭାରତର ବିଶ୍ଵକର୍ମା,ବିଶ୍ବର ଅଦ୍ୱିତୀୟ ଲୋକପ୍ରିୟ ନେତା ,ବର୍ତ୍ତମାନ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦିଜୀଙ୍କ ୭୧ ତମ ଜନ୍ମ ଦିବସରେ ଆଜି ଭାଜପା କଟକନଗର ତରଫରୁ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ବିଭିନ୍ନ ଉତ୍ସବ ଓ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସ୍ଵଛଭାରତ ପ୍ରମୁଖ ଶ୍ରୀ ମହେଶ ମହାନ୍ତିଙ୍କ ଉପସ୍ଥିତିରେ ସ୍ଥାନୀୟ ସମାଜ କାର୍ଯ୍ୟାଳୟରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେବାପରେ କଟକନଗର ସ୍ଵଛଭାରତ […]

ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ କୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ଭାବେ ପାଳନ କଲା ଯୁବକଂଗ୍ରେସ

ଫୁଲବାଣୀ -(ସୁନୀଲ ପଟନାୟକ )ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ କୁ ରାଷ୍ଟ୍ରୀୟ ବେ ରୋଜଗାର ଦିଵସ ଭାବେ ପାଳନ କଲା କଂଗ୍ରେସ lପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ପୂର୍ବରୁ ବର୍ଷକୁ ୨କୋଟି ନିଯୁକ୍ତି ଦେବି କହି ନିର୍ବାଚନ ଜିଣିଲେ ଓ ପ୍ରଧାନମନ୍ତ୍ରୀ ହେଲାପରେ ଫୁଟପାଥ ରେ ଚାହା କି ପକୁଡି ବିକିଲେ ବି ଏକ ରୋଜଗାର ବୋଲି କହିଲେ l ବର୍ଷକୁ 2କୋଟି ନିଯୁକ୍ତି ଦେବା ପରିବର୍ତ୍ତେ 12କୋଟି ପିଲା ତାଙ୍କ ଭୁଲ […]

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ୭୧ ତମ ଜନ୍ମ ଦିନପାଳିତ

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ ଅବସରରେ ଫୁଲବାଣୀ ନଗର ବିଜେପି ପକ୍ଷରୁ ଗୋପବନ୍ଧୁ,ଜାତୀୟ ପିତା ମହାତ୍ମା ଗାନ୍ଧିଜୀ ଓ ଡାକ୍ତର ଆମ୍ବେଦକର ପ୍ରତି ମୃତି କୁ ସଫା କରି ଗାଧୋଇଦେବା ସହ ଓ ପୁଷ୍ପ ମାଲ୍ୟ ଅର୍ପଣ କରି ଧୂପ ଦେଇ ପୂଜା କରିଥିଲେ। ଏହି ଦିନଟିକୁ ସେବା ଦିବସ ଭବେସା ରା ଦେଶରେ ପାଳିତ ହେଉଥିବାବେଳେ ଜିଲା ସ୍ତରରେ ମଧ୍ୟଏହି ସେବା ଦିବସ ପାଳିତ ହେଉଛି। ଏହା ତିନି […]

ସୁନିଆ ପର୍ବରେ ମା ଲକ୍ଷ୍ମୀଙ୍କର ମାଟି ଅନୁକୂଳ

ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀଙ୍କ ମୂର୍ତି ତିଆରି ପାଇଁ ଆଜି ସୁନିଆ ଥିବାରୁ ନିକଟସ୍ଥ କମଗରା ଘାଟରୁ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ କରାଯାଇଥିଲା । ଢେଙ୍କାନାଳର ଲକ୍ଷ୍ମୀ ବଜାର, ମହାବୀର ବଜାର, କୈବଲ୍ୟ ବଜାର, ରାଧାକୃଷ୍ଣ ବଜାର ସମେତ ଅନ୍ୟ ବଜାର କମିଟିମେମ୍ବର ସଦସ୍ୟ ମାନଙ୍କର ଉପସ୍ଥିତିରେ କୋଭିଡ଼ ନିୟମକୁ ମାନି ପୁଜାର୍ଚନା କରାଯାଇଥିଲା । ଏହାପରେ ମାଟି ଅନୁକୂଳ କରାଯାଇଥିଲା । ମା ଙ୍କର ଭବ୍ୟ ମୂର୍ତ୍ତି ତିଆରି କରିବା ସମୟରେ ଏହି ମାଟିକୁ ବ୍ୟବହାର […]