କଳିଙ୍ଗା ଘାଟି ପୁଣି ଅସୁରକ୍ଷିତ. ଜ଼ିରୋ ପଏଣ୍ଟ ରେ କାରଲୂଟ

ଫୁଲବାଣୀ (ସୁନୀଲ ପଟନାୟକ )ଆଗକୁ ଦଶହରା ପୂଜା ଆସୁଛି l ଫଳରେ ଲୁଟେରା ମାନେ ବେଶ ସକ୍ରିୟ ହେଲେଣି l କିଛି ଦିନର ନୀରବତା ପରେ ପୁଣି ଲୂଟ ଆରମ୍ଭ lଶୁକ୍ରବାର ବିଳମ୍ବିତ ରାତି ରେ ଫୁଲବାଣୀ ଶଗଡ଼ିଆ ସାହି ର କୁମୁଦ ନାୟକ ନାମକ ଜଣେ ଵ୍ୟକ୍ତିଟ ୟୋ ଟା କାର ରେ ବ୍ରହ୍ମପୁର ଆଡକୁ ଯାଉଥିବା ବେଳେ କଳିଙ୍ଗା ଘାଟିରେ କିଛି ଦୁର୍ବୁତ୍ତ ବନ୍ଧୁକ ମୁଣ୍ଡରେ ଲଗାଇ କାର Or 02bv9062ଟିକୁ ଲୁଟି ନେବାସହ […]

କଟକରେ ବିଜେପି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ

ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ତଥା ସେବା ସମର୍ପଣ ଅଭିଯାନ ପକ୍ଷ ଅବସରରେ ଭାଜପା କଟକନଗର ତରଫରୁ ବିଭିନ୍ନ ସ୍ଥାନରେ ସେବାଭିମୁଖୀ କାର୍ଯ୍ୟକ୍ରମ ହୋଇଥିଲା।ଶିଳ୍ପୀ କୁମ୍ଭାର କାଠଗଡା ସାହିରେ ମୃଣ୍ମୟୀ ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱରଞ୍ଜନ ମିଶ୍ର ଓ ମଣ୍ଡଳ ସଭାପତି ଶ୍ରୀ ଦେବାନନ୍ଦ ସିଂ ଉପସ୍ଥିତ ରହି କଳାକାରଙ୍କୁ ସମ୍ମାନିତ କରିଥିଲେ।ବାରବାଟୀ ମଣ୍ଡଳ,୧୫ ନମ୍ବର ୱାର୍ଡରେ ଜିଲ୍ଲା ସମ୍ପାଦକ ଶ୍ରୀ ଜୟକୃଷ୍ଣ ସ୍ବାଇଁ […]

ବିଜେପି ଯୁବମୋର୍ଚ୍ଚା ତରଫରୁ ସ୍ୱଛ ଭାରତ କାର୍ଯ୍ୟକ୍ରମ

ଫୁଲବାଣୀ -2/10(ସୁନୀଲ ପଟନାୟକ ):କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି ରାଇକିଶୋର ପ୍ରଧାନ ଙ୍କ ତତ୍ୱାବଧାନରେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଷରରେ ସ୍ୱଛ ଭାରତ କାର୍ଯ୍ୟକ୍ରମ କରାଯାଇଛି।ସେହିଭଳି ଯୁବମୋର୍ଚ୍ଚା ତରଫରୁ ବ୍ଲକ କାର୍ଯ୍ୟାଳୟ ଠାରେ ସ୍ଥାପିତ ଥିବା ଜାତିର ଜନକ ମହାତ୍ମାଗାନ୍ଧିଙ୍କ ପ୍ରତିମୁର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଆଜିର ଏହି ସ୍ୱଛ ଭାରତ କାର୍ଯ୍ୟକ୍ରମ ଯୁବମୋର୍ଚ୍ଚା ସଭାପତି ରାଇକିଶୋର ପ୍ରଧାନ ଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ଖଜୁରୀପଡା ମଣ୍ଡଳ ବିଜେପି ସଭାପତି ଦଶରଥ ସାହୁ ଗୋଲକ […]

ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କୁଷ୍ଠାଶ୍ରମରେ ଗଛ ଲଗାଇଲେ ଶିକ୍ଷୟତ୍ରୀ

ବରଗଡ଼ ୨/୧୦ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ହାଇସ୍କୁଲ ର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁସୂୟା ଦେବତା ପରିବେଶ ସୁରକ୍ଷା ପାଇଁ ଅତାବିରା ଏନ୍ ଏ ସି ଅନ୍ତର୍ଗତ କୁଷ୍ଠାଶ୍ରମରେ ବୃକ୍ଷରୋପଣ କରିଛନ୍ତି। ସେ ଆଜି ସ୍ଵାଧୀନତା ସଂଗ୍ରାମୀ ତଥା ସମାଜ ସେବୀ ଙ୍କ ସ୍ମୃତି ରେ ବୃକ୍ଷ ରୋପଣ କରି ତାକୁ ବଡ କରିବା ଓ ବଞ୍ଚାଇବା […]

ଲୋକ କଳା ଗ୍ରାମ କୁମ୍ଭାରୀର ୩ୟ ବାର୍ଷିକ ଉତ୍ସବ

ବରଗଡ଼ ୨/୧୦(ସତ୍ୟ ନାରାୟଣ ପ୍ରଧାନ) ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଲୋକ କଳା ଗ୍ରାମ କୁମ୍ଭାରୀର ତୃତୀୟ ବାର୍ଷିକ ଉତ୍ସବ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଲୋକ କଳା ସଂଘ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇ ଉତ୍ସବ କୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ […]

ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ମାମଲା; ତଦନ୍ତ ପାଇଁ ପହଁଞ୍ଚିଲେ ଏଚ୍‌ଆର୍‌ପିସି ସଦସ୍ୟ

ବରଗଡ଼୧୦/୯ବରଗଡ଼ ନିକଟସ୍ଥ ତୋରା ଗ୍ରାମ ପଞ୍ଚାୟତ ତଳିପଡାର ଜନୈକ ଯୁବକ ଗୋବିନ୍ଦ କୁମ୍ଭାର ଟାଉନ ଥାନା ପୋଲିସ ହେପାଜତରେ ଥିବାବେଳେ ଗତ ସେପ୍ଟେମ୍ବର ୨୫ ତାରିଖ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ବରଗଡ଼ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିବା ପରେ ପୋଲିସ ଲାଠି ଚାଳନା ମଧ୍ୟ କରିଥିଲା। ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ପାଇଁ ବରଗଡ ଏସ୍‌ପି ରାହୁଲ ଜୈନ ମାନବାଧିକାର ସୁରକ୍ଷା […]

କଇଂଝର -ଗୁଟିଙ୍ଗିଆ ରାସ୍ତା ଦବିଲା, ମରାମତି କେବେ ?

,ଫୁଲବାଣୀ- ୨/୧୦(ସୁନୀଲପଟନାୟକ)ସରକାରଗମନାଗମନର ସୁବ୍ୟବସ୍ଥା ପାଇଁ ଗ୍ରାମାଞ୍ଚଳରେ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରୁଛନ୍ତି। ଏଥିପାଇଁ କୋଟିକୋଟି ଟଙ୍କା ବ୍ୟୟ ମଧ୍ୟ କରୁଛନ୍ତି ସରକାର।ହେଲେ ନିମ୍ନମାନର କାମସାଙ୍ଗକୁ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ରାସ୍ତାଗୁଡିକକମଦିନରେ ଖରାପ ହୋଇଯାଉଥିବା ଦେଖାଯାଉଛି । କେଉଁଠି ରାସ୍ତା ଦବିଲାଣି ତ ଆଉ କେଉଁଠି ପିଚୁ ଉଠି ଖାଲଖମାରେ ଭର୍ତ୍ତୀ । ଅରଯୋଗ କଲେ ବାବୁ ମାନେ ଶୁଣୁ ନ ଥିବା ଅଭିଯୋଗ ହେଉଛି । ଫଳରେ ଏହି ରାସ୍ତାରେ ପ୍ରତିଦିନ କେଉଁଠି ନା କେଉଁଠି […]

ଗାନ୍ଧୀ ଜୟନ୍ତୀ ଅବସରରେ ଆଜାଦୀର ଅମୃତ ମହୋତ୍ସବ – ୨୦୨୧ ପାଳିତ

ଢେଙ୍କାନାଳ(୦୨.୧୦.୨୦୨୧)ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ପୌରପାଳିକା ପକ୍ଷରୁ ଆଜାଦୀର ଅମୃତ ମହୋତ୍ସବ – ୨୦୨୧ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ , ଗାନ୍ଧିଜୀ ସତ୍ୟ , ଅହିଂସା , ନିଜର ଅଦମ୍ୟ ସାହସ ଓ ନିଷ୍ଠା ବଳରେ ଦେଶବାସୀଙ୍କୁ ଏକଜୁଟ କରି ସ୍ୱାଧୀନତା ଆଣିପାରିଥିଲେ ବୋଲି ପ୍ରକାଶ କରିଛନ୍ତି । ସରସ […]

ଢେଙ୍କାନାଳ ରେ ଅବକାରୀ ବିଭାଗ ଦ୍ଵାରା ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସହରରେ ଧଳା ଜହାର ବେପାରୀଙ୍କ କାର୍ଯ୍ୟକଳାପ ଦିନକୁଦିନ ବଢୁଥିବା ସମୟରେ ଏହାକୁ ବନ୍ଦ କରିବା ପାଇଁ ଢେଙ୍କାନାଳ ପୋଲିସ ଏବେ ଆକ୍ସନ ମୁଡ ରେ । ଆଜି ଏପରି କିଛି ଧଳା ଜହାର ବେପାରୀଙ୍କୁ ଧରିବାରେ ପୋଲିସ କୁ ମିଳିଛି ଏକ ବଡ ସଫଳତା ।ଆଜି ଢେଙ୍କାନାଳ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି 2 ଜଣ ଧଳା ଯହର ବେପାରୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ […]