ବାଂଲାଦେଶରେ ହିଂସା ମଧ୍ୟରେ ୫ ବାଂଲାଦେଶୀଙ୍କୁ ମିଳିଲା ଇଣ୍ଡିଆନ ସିଟିଜେନଶିପ
ନୂଆଦିଲ୍ଲୀ,୧୨।୮: ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କର୍ନାଟକର ପାଞ୍ଚ ଜଣ ବାଂଲାଦେଶୀ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଅନୁଯାୟୀ ଭାରତୀୟ ନାଗରିକତ୍ୱ ପାଇଛନ୍ତି। ଏହି ଲୋକମାନେ ଏଠାରେ ରାଇଚୁର ଜିଲାର ସିନ୍ଧାନୁର ତାଲୁକର ରିଲିଫ କ୍ୟାମ୍ପରେ ରହୁଛନ୍ତି। ଏହି ଶିବିରରେ ୨୫ହଜାର ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରୁ ୨୦ହଜାର ବାଂଲାଦେଶୀ ଶରଣାର୍ଥୀ ଏବଂ ପାଞ୍ଚ ହଜାର ମ୍ୟାନମାରରୁ ଆସିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଅନୁଯାୟୀ ୧୪୬ଜଣ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ […]