ପୋଖରୀରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ

.ଫୁଲବାଣୀ -18/10(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଂଚାୟତ ମାସରୀପଡା ଗାଁ ନିକଟରେ ଥିବା ଫୋଖରୀରେ ବୁଡ଼ିଯାଇ ଜଣେ 60 ବର୍ଷୀୟ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛିl ମୃତକ ଜଣକ ପୁଟକିପଡ଼ା ଗାଁ ର ରିପା ଡିଗଲ ବୋଲି ଜଣାପଡିଛି. lରବିବାର ସନ୍ଧ୍ୟା ସମୟରେ ବୃଦ୍ଧ ଜଣକ ଗାଁ ପୋଖରୀ କୁ ଶୌଚ ହେବାପାଇଁ ଯାଇ ଥିବା ବେଳେ କୌଣସି କାରଣରୁ ଗୋଡ଼ ଖସି ପୋଖରୀ ରେ ବୁଡି ଯାଇଥିଲେ.l ଖବର ପାଇ ଘଟଣା […]

ମନୀଷ ହତ୍ୟା କାଣ୍ଡ ଫୁଲବାଣୀ ର ଦୁଇ ଗିରଫ, ଜଣକୁ ଛାଡିଲା ପୋଲିସ

ଫୁଲବାଣୀ 18/10(ସୁନୀଲ ପଟନାୟକ )ଭୁବେନଶ୍ୱର ସ୍ଥିତ ହାଇପ୍ରୋଫାଇଲ ହତ୍ୟା ମାମଲା କୁହାଯାଉଥିବା ବରିଷ୍ଠ ସାମ୍ବାଦିକ ନବୀନ ଦାସ ଙ୍କ ପୁଅ ତଥା ଦୈନିକ ନିର୍ଭୟ ଖବର କାଗଜ ର ପରିଚାଳନା ସମ୍ପାଦକ ମନୀଷ ଅନୁରାଗ ହତ୍ୟା କାଣ୍ଡ ମାମଲା ରେ କମିସନରେ ଟ ପୋଲିସ ଫୁଲବାଣୀ ରୁ ୩ ଜଣକୁ ସନ୍ଦିଗ୍ଧ ଅପରାଧୀ ଭାବେ ନେଇ ଅଟକ ରଖି ତିନି /ଚାରି ଦିନପଚରା ଉଚୁରା କରିବା ପରେ ଦୁଇ ଜଣ ହତ୍ୟା ଘଟଣା ରେ ସମ୍ପୃକ୍ତ ଥିବା […]

ଆମ୍ବୁଲାନ୍ସ କାଦୁଅରେ ଫସିଗଲା, ଛଟପଟ ହୋଇ ରୋଗୀର ପ୍ରାଣ ଗଲା

ଫୁଲବାଣୀ(ସୁନୀଲ ପଟନାୟକ )ଫୋନ କଲ ପାଇ ଆମ୍ବୁଲାନ୍ସ ଆସିଲା ସତ ହେଲେ ଗାଁ କୁ ଯାଇପାରିଲାନି l କାଦୁଅ ରେ ଫସିଗଲା lଫଳରେ ଛଟ ପଟ ହୋଇ ରୋଗୀ ର ପ୍ରାଣ ଗଲା lଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ସୁଦୁଲି ଖମାର ଗ୍ରାମରେ lଏହି ଗ୍ରାମରେ ମହେନ୍ଦ୍ରାବଗର୍ତ୍ତୀ ନାମକ ଜଣେ ଵ୍ୟକ୍ତି ଏକାକୀ ରହୁଥିଲେ l ତେବେ ଗତକାଲି ରବିବାର ତାଙ୍କ ଅବସ୍ଥା ହଟାତ ଗୁରୁତର ହୋଇଗଲା lଗ୍ରାମବାସୀ108 ଆମ୍ବୁଲାନ୍ସ […]

ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ

ନରସିଂହପୁର,ଭାରତ ସରକାର ଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ କଟକ ଜିଲ୍ଲା ଜଳ ଜୀବନ ମିଶନ ଜରିଆରେ ନରସିଂହପୁର ବ୍ଲକ ପିଠଖାଇ ଗ୍ରାମରେ ପ୍ରଥମ ଥର ପାଇଁ ୱାର୍ଡମେମ୍ବର ହାଡିବନ୍ଧୁ ନାୟକଙ୍କ ସଭାପତିତ୍ବରେ ଏକ ପନ୍ଦର ଜଣିଆ କମିଟି ଗଠନ ର ଶୁଭାରମ୍ଭ ହୋଇଅଛି। ଗ୍ରାମର ପ୍ରତ୍ୟେକ ପରିବାରକୁ ପାନୀୟଜଳ ର ସୁବ୍ୟବସ୍ଥା କରାଯିବା ନିମନ୍ତେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ସାମାଜିକ କର୍ମୀ ତଥା […]

ନରସିଂହପୁର ଲେଖକ ସାମ୍ମୁଖ୍ୟ ର ଶାରଦୀୟ ସାହିତ୍ୟ ଆସର

ନରସିଂହପୁର ଲେଖକ ସାମ୍ମୁଖ୍ୟର ଶାରଦୀୟ ସାହିତ୍ୟ ଆସର ପବିତ୍ର ଦଶହରା ଅବସରରେ ଅନୁଷ୍ଠତି ହୋଇଯାଇଛି। ନରସିଂହପୁର ଲେଖକ ସାମ୍ମୁଖ୍ୟ ର ସଭାପତି ଙ୍କ ପୌରୋହିତ୍ୟ ରେ ସମ୍ପାଦକ ତଥା ଆଇନୀଜୀବୀ ଦେବଦତ୍ତ ମଳୟ କୁମାର ବରାଳ ଙ୍କ ସଂଯୋଜନାରେ ପ୍ରଫେଶର କୁଳମଣୀ ବାରିକ ଉଦ୍ଘାଟକ, ବରିଷ୍ଟ ସାମ୍ବାଦିକ ସୁରେଶ କୁମାର କର ମୁଖ୍ୟ ଅତିଥି, ଶିଳ୍ପ ଉଦ୍ୟୋଗୀ ଅମୀର କୁମାର ମାହୁନ୍ତ, ଦେବରାଜ ସ୍ୱାଇଁ, ବରିଷ୍ଟ ସାମ୍ବାଦିକ ସାନ୍ତନୁ କୁମାର ଗାଣ ସମ୍ମାନିତ ଅତିଥି ଭାବେ ଯୋଗ […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ମାସ ୧୭ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସଆଶ୍ଵିନ୍ୟ – ଶୁକ୍ଳପକ୍ଷତିଥି- ଦ୍ଵାଦଶୀ ସଂ ଘ ୦୫/୪୫ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀନକ୍ଷତ୍ର- ଶତଭିଶା ଦିବା ଘ ୧୦/୦୭ ପର୍ଯ୍ୟନ୍ତ ତଦନ୍ତେ ପୂର୍ବ ଭାଦ୍ରଚନ୍ଦ୍ର- କୁମ୍ଭଯୋଗ- ବୃଦ୍ଧିକରଣ – ବାଳବସୌରମାସ- ତୁଳା ୦୧ ଦିନଅଦ୍ୟ ଗର୍ଭଣା ସଂକ୍ରାନ୍ତି✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୪୬/୨୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୯/୨୧*✧═════•❁❀*ଯୋଗିନୀ ନୈରୁତେ ସ ଘ ୦୫/୪୫ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ*ମେଷ ରାଶିର ଘାତବାରମିଥୁନ ଓ ମୀନ ରାଶିର ଘାତଚନ୍ଦ୍ରଦ୍ୱାଦଶୀ ର ଏକୋଦିଷ୍ଟ୍ ଓ ପାର୍ବଣ […]

ଯୁବକ କୁ ରାସ୍ତା କଡରେ ତଣ୍ଟି କାଟି ଫିଙ୍ଗି ଦେଲେ, ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଉଦ୍ଧାର

ଫୁଲବାଣୀ 16/10(ସୁନୀଲ ପଟନାୟକ )ଫୁଲବାଣୀ –ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଟେଲାପାଲି ଶ୍ରାସାନଣ୍ଡା ଗାଁ ନିକଟ ରାସ୍ତା କଡ଼ରୁ ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ଆହତ ଅବସ୍ଥାରେ ଜଣେ ଯୁବକକୁ ଉଦ୍ଧାରକରି ଗାଁ ଲୋକେ . ଫିରିଙ୍ଗିଆ ମେଡିକାଲ ରେ ଭର୍ତି କରିଛନ୍ତି lଶନିବାର ଭୋର ସକାଳୁ ଫୁଲବାଣୀ ମୁଖ୍ୟ ରାସ୍ତା ର ଟେଲାପାଲି ଶ୍ରାସାନଣ୍ଡା ଗାଁ ନିକଟ ରାସ୍ତା କଡରେ ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଗାଁ ଲୋକ ଦେଖିବାକୁ ପାଇଥିଲେ. ଗାଁ […]

ଆଜିର ରାଶିଫଳ

1ଅଦ୍ୟ ଅକ୍ଟୋବର ମାସ ୧୬ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସଆଶ୍ଵିନ୍ୟ – ଶୁକ୍ଳପକ୍ଷତିଥି- ଏକାଦଶୀ ସନ୍ଧ୍ୟା ଘ ୦୫/୪୨ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀନକ୍ଷତ୍ର- ଧନିଷ୍ଟ। ଦିବା ଘ ୧୦/୦୭ପର୍ଯ୍ୟନ୍ତ ତଦନ୍ତେ ଶତଭିଶାଚନ୍ଦ୍ର- କୁମ୍ଭଯୋଗ- ଗଣ୍ଡକରଣ – ବାଣିଜ୍ୟସୌରମାସ- କନ୍ୟା ୩୦ ଦିନଅଦ୍ୟ ପାପଙ୍କୁଶା ଏକାଦଶୀ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୪୫/୫୫ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୦/୨୧*✧═════•❁❀*ଯୋଗିନୀ ଅଗ୍ନିକୋଣେ ସନ୍ଧ୍ୟା ଘ ୦୫/୪୨ ପର୍ଯ୍ୟନ୍ତ ତଦନ୍ତେ ନୈରୁତେ*ବୃଷ ,ସିଂହ ଓ କନ୍ୟା ରାଶିର ଘାତବାରମିଥୁନ ଓ ମୀନ ରାଶିର ଘାତଚନ୍ଦ୍ରଏକାଦଶୀ ର ଏକୋଦିଷ୍ଟ୍ ଓ […]

ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ରେ ଦଶହରା ପୂଜା ପାଳିତ

ଫୁଲବାଣୀ (ସୁନୀଲ ପଟନାୟକ )ଆଜି ପବିତ୍ର ଦଶହରା ପୂଜା ଫୁଲବାଣୀ ସହର ସମେତ ସମଗ୍ର କନ୍ଧମାଳ ଜ଼ିଲ୍ଲା ରେ ଶାନ୍ତି ଶୃଙ୍ଖଳା ରସହ କୋଭିଡ ଗାଇଡ଼ ଲାଇନ ମାନି ଅନୁଷ୍ଠିତ ହୋଇଛି lଫୁଲବାଣୀ ର ବିଦ୍ୟୁତବିଭାଗ, ମା ଦି କୁଣ୍ଡା ଛକ, ବସ ଷ୍ଟାଣ୍ଡ, ଆଦି ବିଭିନ୍ନ ସ୍ଥାନ ରେ ନିରାଡ଼ମ୍ବର ଭାବେ ରୀତି ନୀତି ପ୍ରକାରେ ପୂଜା ଅର୍ଚନା ହୋଇଥିବା ଦେଖିବାକୁମିଳିଥିଲା lପରଦା ଆଢ଼ୁ ଆଳ ରେ ଦେବୀ ଦୁର୍ଗା ପୂଜା ପାଇଥିଲେ l କେବଳ […]