ଅଙ୍ଗଦ ର ହାତ ଆକ୍ରମଣ ନୁହେଁ ଦୁର୍ଘଟଣାରେ କଟିଛି: ମୁମ୍ୱାଇ ଯାଇ ତଦନ୍ତ କରି ଫେରିଲା କନ୍ଧମାଳ ପୋଲିସ
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡହଲପଡ଼ି ଗ୍ରାମର ଆଦିବାସି ଯୁବକ ଅଙ୍ଗଦ ମଲ୍ଲିକ ମୁମ୍ୱାଇ କାମ କରିବାକୁ ଯାଇଥିବା ବେଳେ ଦୁଇ ହାତ ହରାଇ ଘରକୁ ଫେରିବା ଘଟଣା ଦିନକୁ ଦିନ ଜଟିଳ ହେବା ରେ ଲାଗିଛି। ଏପ୍ରିଲ ୨୭ତାରିଖ ରେ ଅଙ୍ଗଦ ମଲ୍ଲିକ ଓ ସାଥୀ ରବି ସାହାଣୀ ମିଶି ମୁମ୍ୱାଇ କାମ କରିବା ପାଇଁ ଯାଇଥିଲେ । ସେଠାରେ ଅଜଣା ଦୁର୍ବୃତ୍ତ ଙ୍କ ଆକ୍ରମଣ ରେ ଅଙ୍ଗଦ ହାତ […]