ଫେରିଲା ମୌସୁମୀ ଆସିଲା ଶୀତ ,ଘନକୁହୁଡିର ଚାଦର ତଳେ କନ୍ଧମାଳ

ଫୁଲବାଣୀ- ୨୬/୧୦(ସୁନୀଲ ପଟନାୟକ)ଫେରିଲା ମୌସୁମୀ ଆଉ ଆସିଲା ଶୀତ ।ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଏବେ ଶୀତ ଛୁଇଁଛି । ଘନ କୁହୁଡିର ସଫେଦଚାଦର ତଳେ କନ୍ଧମାଳ । ଶୀତର ପହିଲି ସ୍ଵର୍ଶ୍ଵରେ ମତୁଆଲା ହୋଇ ଉଠିଛନ୍ତି କନ୍ଧମାଳ ବାସୀ ।ମଙ୍ଗଳବାର ସକାଳୁ ସକାଳୁ ଘନ କୁହୁଡି ଦେଖିବାକୁ ମିଳିଥିଲା ତାସାଙ୍ଗଙ୍କୁ ହାଲକା ଶୀତ ଅନୁଭୁତ ହେଉଥିଲା। ମଙ୍ଗଳବାର ଫୁଲ ବାଣୀରେ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ଥିବାବେଳେ ଓଡ଼ିଶାର କାଶ୍ମିର ଦାରିଙ୍ଗବାଡିରେ ତା ପମାତ୍ରା ୧୩ଡିଗ୍ରୀ […]

ଶୀତଳ ଭଣ୍ଡାର ଉପରେ କାୟା ମେଲାଇଛି ବର ଓ ଓସ୍ତଗଛ

ଆମ ଆଠଗଡ ଶୀତଳ ଭଣ୍ଡାର,ଗତ ୩୧ ବର୍ଷ ଧରି କାୟା ବିସ୍ତାର କରି ଚାଲିଛି।ରାଜନୀତିରେ ଯେମିତି ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାୟା ବିସ୍ତାର କରି ଚାଲିଛନ୍ତି ସେହିପରି ଆଠଗଡ ଶୀତଳ ଭଣ୍ଡାର ଉପରେ ଥିବା ବର ଓ ଓସ୍ତ ଗଛ ମଧ୍ୟ ସେହିପରି କାୟା ବିସ୍ତାର କରି ଚାଲିଛନ୍ତି।ଏହି ବରଗଛ ଓ ଓସ୍ତଗଛ ଉପରେ ପୁରା ନଜର ରଖିଛନ୍ତି ଆଠଗଡ ବିଧାୟକ।ଏହି ଦୁଇଗଛ ଯେତେ ବଢ଼ୁଥିବ ସେହି ପରିମାଣରେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ […]

ଆଡ୍‌ଭେଞ୍ଚର୍ ଭରା ବିଗ୍‌ବଜେଟ୍‌ରେ ଓଡ଼ିଆ ଚଳଚ୍ଚିତ୍ର

ଆକ୍ସନ୍ ଓ ଆଡ୍‌ଭେଞ୍ଚର୍ ଭରା ବିଗ୍‌ବଜେଟ୍‌ରେ ଓଡ଼ିଆ ଚଳଚ୍ଚିତ୍ର ‘ବାଳୀ’। ସୂର୍ଯ୍ୟ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରର ଏହା ଦ୍ଵିତୀୟ ଓଡ଼ିଆ ଚଳଚ୍ଚିତ୍ର ହୋଇଥିବାରୁ ଏବଂ ପ୍ରଯୋଜକ ସୂର୍ଯ୍ୟକାନ୍ତ ସାମଲ ଓରଫ୍ ହାପି ନାୟକ ବନିଥିବାରୁ ଚଳଚ୍ଚିତ୍ରକୁ ନେଇ ତାଙ୍କର ଉତ୍ସାହ ଟିକେ ଅଧିକ ରହିଛି । ସେଥିପାଇଁ ଭଲ ତିଥି, ବାର ଦେଖି ରିଲିଜ୍ ତାରିଖ ଖୋଜୁଛନ୍ତି। ଏହି ଚଳଚ୍ଚିତ୍ରରେ ହାପି ମୁଖ୍ୟ ନାୟକ ଭୂମିକାରେ ରହିଛନ୍ତି। ପୂର୍ବରୁ ସେ ଚଳଚ୍ଚିତ୍ର ‘ଗୁଡୁ ଆଣ୍ଡ୍ ଗୁଡି’ରେ ନଜର ଆସିଥିଲେ […]

ବିଜୁ ଜନତା ଦଳ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରତେକ ରାଜନୀତି ଦଳ ସେତିକି ତତ୍ପର ହେଉଛନ୍ତି। ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଟକରମାଲା ଠାରେ ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନଙ୍କ ନେତୃତ୍ୱରେ ବିଜେଡ଼ିର ପଂଚାୟତ ସ୍ତରୀୟ ନେତୃତ୍ୱ ସମ୍ମିଳନୀ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଯାଇଛି । ତୃଣମୂଳ ସ୍ତରରେ ସୁଦୃଢ କରିବା ସହ ଆଗକୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରହିଥିବାରୁ କିଭଳି ନିଜର ସମର୍ଥିତ ପ୍ରାଥୀର ବିଜୟ ସୁନିଶ୍ଚିତ କରାଇବେ ସେନେଇ ଆଲୋଚନା […]

କନ୍ଧମାଳ ରେ ଫେଲ୍ ମାରିଛି ସରକାରଙ୍କ ଯୋଜନା,କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା

ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ନୂଆପଦର ପଞ୍ଚାୟତ ଅନ୍ତର୍ଗତ ସୁଲେପଡା,ରୁଗୁଡିସାଇ, ଗାଁ ଲୋକେ ପାନୀୟ ଜଳ ରୁ ବଂଚିତ ହୋଇଛନ୍ତି l ବସୁ ଧା ଯୋଜନା ଫେଲ ମାରିଛି ଏଠାରେ lଗ୍ରାମ ବାସି ଙ୍କୁ ସ୍ୱଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ବସୁଧା ଯୋଜନାରେପାନୀୟ ଜଳ ପ୍ରକଳ୍ପ ପାଇଁ ଅନୁଦାନ ମଧ୍ୟ ଦେଇଛନ୍ତି ହେଲେ ଏ ସବୁ ଯୋଜନା ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଫେଲ […]

ଗାଁକୁଆମ୍ବୁଲାନ୍ସ ଯାଇପାରିଲାନି. ମାନବିକତା ଦେଖାଇଲେ କର୍ମଚାରୀ

ଫୁଲବାଣୀ-(ସୁନୀଲ ପଟ୍ଟନାୟକ) ରାସ୍ତା ନାହିଁ ଫଳରେଗାଁକୁ ଆମ୍ବୁଲାନ୍ସ ଯାଇପାରିଲାନି, I ପ୍ରାୟ ପାଞ୍ଚ କଲେ।ମିଟର ଦୁରରେଆମୁଲାନ୍ସ ଟି ଅଟକି ଗଲା । ଫଳରେ ଆମ୍ବୁଲାନ୍ସ କର୍ମଚାରୀମାନେ ମାନବିକତା ଦେଖାଇ ଷ୍ଟେଚ଼ରରେ ୫ କି.ମି ବାଟ ବୋହି କରି ଆଣିଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ସଦର ବ୍ଳକ ମିଣିଆ ପଞ୍ଚାୟତର ବୋଗ ମୁଣ୍ଡା ଗ୍ରାମରେ।ଗ୍ରାମର ଲକ୍ଷ୍ମଣ କହଁର ନାମକ ଜଣେ ବ୍ୟକ୍ତି ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ତେବେ ରିବି ବାର […]

ଶିଶୁର ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଫୁଲବାଣୀ-(ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ପର୍ତ୍ତମାହାଗ୍ରାମପଞ୍ଚାୟତ କହମ ପଡି ଗ୍ରାମର ସଲମନ ପ୍ରଧାନଙ୍କ ୯ ବର୍ଷର ପୁଅ କିଲିଆନଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।ସ୍କୁଲ ଯିବା ବୟସରେ ସେ ସ୍କୁଲ ନ ଯାଇ ଘରେ ବସି ରହୁଛି। ସାଙ୍ଗମାନେ ଖେଳକୁଦ କରୁଥିବାବେଳେ ମନ ମାରି ଘରେ ବସିରହିଛି କିଲିଆନ ।ବାପା ଓ ମାପୁଅର ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନା ବୁଲି ଲକ୍ଷ୍ୟାଧିକ ଟଙ୍କା ମଧ୍ୟ ଖର୍ଚ କରିସାରିଲେଣି।ପାଖରେ ଆଉ ପଇସାଟିଏ ବି ନାହିଁ। ଏଣେ […]

ତିଲୋରୀ ପଞ୍ଚାୟତବାସୀଙ୍କ ଦୁଃଖ ଦୁର ହେବ କେବେ ? ନଦୀପାର ପାଇଁ କାଠଗଣ୍ଡି ଭରସା

ଫୁଲବାଣୀ-୨୩/୧୦ସରକାର ଗ୍ରାମାଞ୍ଚଳର ଲୋକମାନଙ୍କଗମନାଗମନ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଥିବା କଥା କହୁଥିଲେ ମଧ୍ୟ ପ୍ରକୃତ ପକ୍ଷେ ଗ୍ରାମାଞ୍ଚଳର ଲୋକେ କିଭଳି ଜୀବନ ଜିଉଁଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ତିଲୋରୀ ପଞ୍ଚାୟତ ର ସୁନା ପାଙ୍ଗା ଗ୍ରାମକୁ ଗଲେ ଜାଣିହେବ ।ତିଲୋରି ପଞ୍ଚାୟତ୧୧ନମ୍ବର ୱ।ର୍ଡରେ ଅବସ୍ଥିତ ସୁନା ପାଙ୍ଗା ଗ୍ରାମ। ହେଲେ ଖରା ଦିନ ଯେମିତି ସେମିତି ଚଳିଯାଉଥିବାବେଳେ ବର୍ଷାଦିନ ଆସିଲେ କଥା ସରିଲା ।ବର୍ଷାଦିନରେ ଖଡ଼ଗ ନଦୀରେ କମପାଣିରେଦୁଇଟି ସ୍ଥାନରେ ୨ଟି ଲେଖାଁଏକାଠଗଣ୍ଡି ପକାଇ […]

ଚିକିତ୍ସାଧୀନ ଅବସ୍ଥା ରେ ଦନ୍ତାହାତୀ ମୃତ

ଢେଙ୍କାନାଳ ଜିଲ୍ଲା ରେ ଆଜି ସକାଳେ ଷଡଙ୍ଗୀ ଅଞ୍ଚଳର ଲାହଡା ‘ବିଆରଏଫ୍ ଭିତରେ ଥିବା ଷଡଙ୍ଗୀ ରେ ଚିକିତ୍ସିତ ହେଉଥିବା ୭ ବର୍ଷୀୟ ଦନ୍ତାହାତୀ ମୃତ୍ୟୁ ଘଟିଛି। ଦୁର୍ବଳ ହାତୀଟିକୁ ଟ୍ରାକ କରା ଯାଇ ଗତ ୨ଦିନ ଧରି ସେ ଚିକିତ୍ସିତ ହେଉଥିଲେ। ସାତକୋସିଆ ଏବଂ କପିଲାଶ ପ୍ରାଣୀ ଚିକିତ୍ସା ଅଧିକାରୀ ଚିକିତ୍ସା କରିଥିଲେ। ପ୍ରାଥମିକ ତଥ୍ୟରୁ ଏହା ଦୁର୍ବଳ ହୋଇଥିବାରୁ ସେପ୍ଟିସେମିଆ କାରଣରୁ ମୃତ୍ୟୁ ଘଟିଛି ସୁଚନା । ଏହାର ବ୍ୟବଚ୍ଛେଦ ପରେ ନମୁନାଗୁଡିକ ବନ୍ୟପ୍ରାଣୀ […]

ଓଡ଼ିଶା ସାମ୍ବାଦିକ ସଂଘ ସାଧାରଣ ପରିଷଦ ବୈଠକ

ଫୁଲ ବାଣୀ-୨୩/୧୦(ସୁନୀଲପଟନାୟକ)ଓଡ଼ିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ଏକ ସାଧାରଣ ପରିଷଦ ବୈଠକ ଶୁକ୍ରବାର ସ୍ଥାନୀୟ ପ୍ରେସକ୍ଲ୍କ୍ବ୍ବ ବଠାରେ ସଂଘ ସଭାପତି ରାଧାମୋହନ ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା ଏଥିରେ ଫୁଲବାଣୀ ବିଧାୟକ ଅଙ୍ଗ ଦ କ ହଁ ର ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନେ ସର୍ବଦା ସତ୍ୟ ଘଟଣା ଉପରେ ଆଧାରିତ ଖବର ପରିବେଷଣ କଲେ ସମସ୍ତଙ୍କ ଆଦୃତ ହେବ ବୋଲି କହିଥିଲେ ।ସେହିପରି ଏହି ବୈଠକରେରାଜ୍ୟ ସମ୍ପାଦକ ଶଶୀ ଭୂଷଣ ପ୍ରହରାଜ ବରିଷ୍ଠ […]