୧୧ ତମ ଜ଼ିଲ୍ଲା ପରିଷଦ ବୈଠକ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ

ଫୁଲବାଣୀ -(ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜ଼ିଲ୍ଲା ୧୧ ତମ ଜ଼ିଲ୍ଲା ପରିଷଦ ବୈଠକଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲାଜ଼ିଲ୍ଲା ପରିଷଦ ଅଧକ୍ଷା ଆକାଂକ୍ଷା ପ୍ରଧାନ, ସଭାପତିତ୍ୱ କରିଥିଲେ l ଅନ୍ୟମାନଙ୍କ ମଧ୍ୟ ରେଜ଼ିଲ୍ଲାପାଳ ଡା. ଵୃନ୍ଦା ଡି. ଫୁଲବାଣୀ ବି ଧାୟକ ଅଙ୍ଗଦ କହଁର, ବାଲି ଗୁଡା ବିଧାୟକ ଚକ୍ରମଣି କହଁର, ପ୍ରକଳ୍ପ ନିର୍ଦେଶକ ଡି ଆର ଡି ଏ, ବିଶ୍ୱ ରଞ୍ଜନ ନାୟକ, ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷା ସାରଥୀ ମଳିକ, ପ୍ରମୁଖ […]

ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିକଲା ବିଜେପି

ଫୁଲବାଣୀ-(ସୁନୀଲପଟନାୟକ)ବହୁ ଚର୍ଚିତ ମମିତା ମେହର ହତ୍ୟାକାଣ୍ଡ ମାମଲାର ପୋଲିସ ଜାଣି ଶୁଣି ଅଭିଯୁକ୍ତମାନଙ୍କୁ ଗିରଫ ନକରିଘଣ୍ଟ ଘୋଡାଉଥିବା ଓ ତଦନ୍ତ ନାମରେ ଦିନ ଗଡ଼ାଇବା ନେଇ କନ୍ଧମାଳ ବିଜେପି ଅଭିଯୋଗ କରି ଏହି ମାମଲା ସିବିଆଇ ଦ୍ୱାରା ତଦନ୍ତ କରିବାକୁ ଦାବୀ କରିଛି । ସିବିଆଇ ଦ୍ୱାରା ତଦନ୍ତ ହେଲେ ପ୍ରକୃତ ଦୋଷୀ ବନ୍ଧାହେବେ ଆଉ ମମିତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି .. ଜିଲ୍ଲା ସଭାପତି ଜଗନାଥ ସାହୁ,ବରୀଷ୍ଠବିଜେପି ନେତା କମଳାକାନ୍ତ ପାଣ୍ଡେ, ଭଗବାନ […]

ପଟ୍ଟା ଜମିରେ ଜବରଦସ୍ତ ବନ୍ଧ ହୁଡ଼ା ନିର୍ମାଣ ଅଭିଯୋଗ ,କ୍ଷତି ପୂରଣ ଦାବି

ଫୁଲବାଣୀ -(ସୁନୀଲ ପଟନାୟକ )ଫୁଲବାଣୀ ବ୍ଲକ ଅନ୍ତର୍ଗତ ରାମାଡି ଗ୍ରାମରେ ଲୋକଙ୍କର ପଟl ଜମିରେ ପ୍ରଶାସନ କୁଆଡେ ଜୋର ଜବରଦସ୍ତ ବନ୍ଧ ହୁଡ଼ା ନିର୍ମାଣ କରି ଥିବା ଅଭିଯୋଗ ହୋଇଛି. l ରାମା ଡ଼ି ଗ୍ରାମର ଅଭିମନ୍ୟୁ ନାଗ ସମେତ ଚାରି ଜଣକର ପଟା ଜମି ଉପରେ ବନ୍ଧ ହୁଡ଼ା ଚାଲି ଯାଇଛି. ଫଳରେ ଧାନ ବିଲ ଗୁଡିକ କ୍ଷତି ଗ୍ରସ୍ତ ହେଇଛି.l ରାମଡି ଗ୍ରାମରେ ମହାତ୍ମାଗାନ୍ଧୀଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୁରୁଣା ବନ୍ଧ ରୁ ପଙ୍କ […]

ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ଠାରେ ମୋ ସରକାର କକ୍ଷ ଉଦଘାଟିତ

ଢେଙ୍କାନାଳ(ଉଲାପ୍ର)ଶାସନ ବ୍ୟବସ୍ଥାକୁ ଜନକୈନ୍ଦ୍ରିକ କରିବା , ସରକାରୀ କାର୍ଯ୍ୟ।ଳୟକୁ ଆସୁଥିବା ଲୋକଙ୍କୁ ମର୍ଯ୍ୟାଦାର ସହ ସେବା ଯୋଗାଇଦେବା , ଉତ୍ତମ ବ୍ୟବହାର ଓ ବୃତ୍ତିଗତ ଆଚରଣକୁ ପ୍ରୋତ୍ସାହିତ କରି ଜନସାଧାରଣଙ୍କୁ ସ୍ବଚ୍ଛ ଶାସନ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟ।ଳୟଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମୋ ସରକାର କକ୍ଷକୁ ଉଦଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣିତ ବିଭିନ୍ନ ଯୋଜନାର ସଫଳ ରୂପାୟନ […]

ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି ରେ ଥାନ ଘେରାଓ

ବରଗଡ଼ ( ଉଲାପ୍ର)ମହାଲିଙ୍ଗ ସନସାଇନ ସ୍କୁଲ ର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ତଦନ୍ତ ସିବିଆଇ ହାତରେ କରାଯିବା ଏବଂ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ରେ ଆଜି ବରଗଡ଼ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବରଗଡ଼ ଟାଉନ ଥାନା ଘେରାଉ କରାଯାଇଥିଲା। ମହିଳା ମୋର୍ଚ୍ଚା ର କର୍ମୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପରେ ବରଗଡ଼ ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। […]

ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ମାରାଥନ୍ ଉଦଘାଟନ

ବରଗଡ଼ (ଉଲାପ୍ର)ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଆଜି ଭଟଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନବ ନିର୍ମାଣ ପ୍ରକଳ୍ପ ଗୁଡ଼ିକୁ ର ମାରାଥନ ଉଦଘାଟନ କରିଥିଲେ। ଏହି ଅବସରରେ ଆଜି ଭଟଲି ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମ ରେ ଉଠା ଜଳସେଚନ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କରିଥିଲେ। ୫୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜୀରା ନଦୀ ରୁ ପାଣି ଉଠା ଯାଇ ଖରମୁଣ୍ଡା ଓ […]

ଅନିଶ୍ଚିତତା ଭିତରେ ଧବଳେଶ୍ବର ଙ୍କ ପ୍ରସିଦ୍ଧ ବଡଓଷା ଓ ପଞ୍ଚୁକ ବ୍ରତ,୧୭ ରେ ବଡଓଷା,୧୮ ରେ ଗଜଭୋଗ ବିତରଣ

ଆଠଗଡ(ଉଲାପ୍ର)ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଆଠଗଡର ଆରାଧ୍ୟଦେବ ବାବା ଧବଳେଶ୍ବରଙ୍କ ପୀଠରେ ଆସନ୍ତା ପଞ୍ଚକ ଓ ବଡ୍ଓଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧବଳେଶ୍ବର ପୀଠରେ ଅନୁଷ୍ଠିତ ହୋଇଯାଇଛି।ଧର୍ମର ମାସ କାର୍ତ୍ତିକ ରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ବଡଓଷା ଯାତ୍ରା ପାଳନ କରାଯାଇଥାଏ।ଏହି ବଡଓଷାରେ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।କୋଭିଡ କଟକଣା ପାଇଁ ଗତ ବର୍ଷ ବଡ୍ଓଷା ପ୍ରଶାସନ ପକ୍ଷରୁ ଯାତ୍ରାକୁ ବନ୍ଦ କରାଯାଇଥିବା ବେଳେ ଚଳିତବର୍ଷ […]

କବିବର ଡ଼ଃ ରାଧାନାଥ ରାୟଙ୍କ ନିଭୃତ ନୀଳୟ ଆଜି ଜରାଜୀର୍ଣ୍ଣ

ଆଠଗଡ(ଉଲାପ୍ର)ଆଠଗଡ ର ଆରାଧ୍ୟଦେବ ପ୍ରଭୁ ଧବଳେଶ୍ବର ପୀଠରେ ଥିବା କବିବର ରାଧାନାଥ ରାୟଙ୍କ ନିଭୃତ ନୀଳୟ ରେ କିଛି ସମୟ ,ଡ଼ଃ ରାୟ ଏହିଠାରେ ତାଙ୍କର ଶେଷ ଜୀବନ ପର୍ଯ୍ୟନ୍ତ ନିଭୃତ ନୀଳୟରେ ରହି ସାହିତ୍ୟ ସାଧନା କରିଥିଲେ।ଆଠଗଡ ର ତତ୍କାଳୀନ ରାଜା ସ୍ବର୍ଗତ ରାଧାନାଥ ବେବର୍ତ୍ତା ପଟ୍ଟନାୟକ କବିବରଙ୍କୁ ଏହି ପୀଠରେ ଏକ ଗୃହ ନିର୍ମାଣ କରିଦେଇଥିଲେ,ଆଉ ଶେଷ ଜୀବନ ପର୍ଯ୍ୟନ୍ତ ଡ଼ଃ ରାୟ ସାହିତ୍ୟ ସାଧନା କରିଥିଲେ।ଆଜି ଜରାଜୀର୍ଣ୍ଣ ଅବସ୍ଥାରେ କବିବରଙ୍କ ଏହି ସାଧନା […]

ହସଖୁସି ପରିବାର ତରଫରୁ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର(ଉଲାପ୍ର)ହସଖୁସି ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ କୋଲଣଗିରି ଗ୍ରାମର ବାଘପାହାଡ ଠାରେ ପବିତ୍ର ଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣିମାର ଶୁଭ ଅବସରରେ ହର୍ଷିକା ସେବାଶ୍ରମର ଶୁଭ ଉଦଘାଟନ ଏବଂ ନୂତନ ଗୃହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ମାଗଣା ସ୍ବାସ୍ଥ୍ଯସେବା ଶିବିର ଏବଂ ଔଷଧ ବଣ୍ଟନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଡାଇବେଟିସ ଏବଂ ମେଡିସିନ ବିଶେଷଜ୍ଞ ଡାକ୍ତର ପ୍ରଦ୍ଯୁତ କୁମାର ତ୍ରିପାଠୀ […]

ଭୃଙ୍ଗିଯୋଡି ରେ ବିଜୁଜନତା ଦଳର ବୈଠକ

ଫୁଲବାଣୀ (ସୁନୀଲ ପଟନାୟକ )ଆଗକୁ ପଂଚାୟତ ନିର୍ବାଚନl ନିର୍ବାଚନ ବୈତରଣୀ ପାର ହେବା ପାଇଁ ସବୁ ଦଳ ଅଂଟାଭିଡ଼ିଲେଣି l ଶାସକ ବି ଜେ ଡି ବା ଏଥିରୁ କିପରି ବାଦ ପଡିବ l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭୃଙ୍ଗିଯୋଡି ଗ୍ରାମ ପଞ୍ଚାୟତ ଗୋଷ୍ଠୀ କେନ୍ଦ୍ର ଠାରେ ମଙ୍ଗଳ ବାର ବିଜୁଜନତା ଦଳର ସାର୍ବଜନୀନ ବୈଠକ ଅନୁଷ୍ଠିତ ହୋଇଥିଲା କନ୍ଧମାଳ ଜ଼ିଲ୍ଲା ର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 657 କୋଟି 57 […]