ମୃତ୍ୟୁ ପରେ ନିଜର ଚକ୍ଷୁଦାନ କରିଥିବା ସ୍ବର୍ଗତା ଶୈଳବାଳା ଧର ଙ୍କ ସ୍ମୃତି ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର

ବରଗଡ଼((ଉଲାପ୍ର)ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ କରିଥିବା ସ୍ବର୍ଗତା ଶୈଳବାଳା ଧର ଙ୍କ ସ୍ମୃତି ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ତାଙ୍କ ଗ୍ରାମ ଭାଙ୍ଗକୁଦ,ଭେଡେନ,ବରଗଡ଼ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସ୍ବର୍ଗତା ଧର ଙ୍କ ସ୍ଵାମୀ ଭୁବନେଶ୍ବର ଧର ଫିତା କାଟି ଉଦ୍ଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିବା ସହ ସ୍ୱର୍ଗତା ଧର ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ […]

ଅବ୍ୟବସ୍ଥା ଘେରରେ ନୂଆପାଟଣା ଚୈତନ୍ୟ ସାହୁ ମହାବିଦ୍ୟାଳୟ: ଶୌଚାଳୟ ନାହିଁ କି କମନ୍‌ରୁମ୍‌ ନାହିଁ

ତିଗିରିଆ(ଉଲାପ୍ର)ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି। ଏହା ସତ୍ତ୍ବେ ଅନେକ ଶିକ୍ଷାନୁଷ୍ଠାନ ଅବହେଳିତ ଅବସ୍ଥାରେ ଥିବା ଓ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି। ଏହିପରି ଏକ ଉଦାହରଣ ହେଉଛି କଟକ ଜିଲ୍ଲା ତିଗିରିଆ ବ୍ଲକ ନୂଆପାଟଣା ପଞ୍ଚାୟତସ୍ଥିତ ଚୈତନ୍ୟ ସାହୁ ସ୍ନାତକ ମହାବିଦ୍ୟାଳୟ। ୧୯୯୨ ମସିହାରେ ସ୍ଥାପିତ ହୋଇଥିବା ଚୈତନ୍ୟ ସାହୁ ସ୍ନାତକ ମହାବିଦ୍ୟାଳୟଟି ବର୍ତ୍ତମାନ […]

ଫୁଲବାଣୀ ପୂର୍ତ୍ତ ବିଭାଗ ର ୩ ଯନ୍ତ୍ରୀ ଙ୍କ ବଦଳି

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ପୂର୍ତବିଭାଗ ର ୩ ଜଣ ଯନ୍ତ୍ରୀ ଙ୍କ ବଦଳି ହୋଇଛି l ସେମାନେ ହେଲେ କନିଷ୍ଠ ଯନ୍ତ୍ରୀ ଇଂ. ଉମା କାନ୍ତ ପୃଷ୍ଟି, ସହକାରୀ ଯନ୍ତ୍ରୀ ଇଂ ସରୋଜ ପାଢ଼ୀ ଓ କଳିଙ୍ଗା ସହକାରୀ ଯନ୍ତ୍ରୀ ଇଂ. ଅରୁଣ କୁ ମାର ସାହୁ lଏମାନଙ୍କ ନାମରେ ପୂର୍ବରୁ ବହୁ ଦୁର୍ନିତୀ ଓ ଅନିୟମିତତା ଅଭିଯୋଗ ହୋଇ ଆସୁଥିଲା lସହକାରୀ ଯନ୍ତ୍ରୀ ଅରୁଣ ସାହୁ ଙ୍କ ନାମରେ ଜି. ଉଦୟଗିରି ବିଧାୟକ ସରକାର […]

ଫୁଟବଲ ମ୍ୟାଚର ଫଳାଫଳକୁ ନେଇ ଉଭୟ ଗୋଷ୍ଠୀ ଭିତରେ ବାଦ ବିବାଦ ଓ ମାର୍‌ପିଟ୍; ପଥର ସାହାଯ୍ୟରେ ଆକ୍ରମଣ

କନ୍ଧମାଳ,.(ସଞ୍ଜୟ କୁମାର ପାଣିଗ୍ରାହୀ):ଫୁଟବଲ ମ୍ୟାଚରେ ହାରଜିତକୁ ନେଇ ଗଣ୍ଡଗୋଳ। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ବାଲନ୍ଦାପଡାଠାରେ । ଏଠାରେ ଏକ ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆୟୋଜିତ ହୋଇଥିଲା। ଦାମାରାଜୁ ଓ ଡାଙ୍ଗାଣାମା ଗ୍ରାମ ମଧ୍ୟରେ ହୋଇଥିବା ଏହି ମ୍ୟାଚରେ ଡାଙ୍ଗାଣାମା ଦଳ ବିଜୟୀ ହୋଇଥିଲା। ତେବେ ମ୍ୟାଚର ଫଳାଫଳକୁ ନେଇ ଉଭୟ ଗୋଷ୍ଠୀ ଭିତରେ ବାଦ ବିବାଦ ହୋଇଥିଲା। ଯୁକ୍ତିତର୍କ […]

ଭୁଲ ଇଞ୍ଜେକ୍ସନ ଡାକ୍ତର ଦେବାରୁ ରୋଗୀର ମୃତ୍ୟୁକୁ ନେଇ ଉତ୍ତେଜନା ଜାରୀ: ୫୯ ଜାତୀୟ ରାଜପଥ ରାସ୍ତାରୋକ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା । ଭୁଲ ଇଞ୍ଜେକସନ ଦେବା ଯୋଗୁଁ ଗୁରୁବାର ରାତି ରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟଙ୍କ ଅଭିଯୋଗ କରିଛନ୍ତି। ବାଲିଗୁଡା ବ୍ଲକ ସଲାଗୁଡା ପଞ୍ଚାୟତର ତେଲେପଙ୍ଗା ଗ୍ରାମର ରବିଚନ୍ଦ୍ର ଦିଗାଲ ର ଗୋଡ଼ ବ୍ୟଥା ହେବା ସହ ଜ୍ବର ହେଉଥିଲା । ସମ୍ପର୍କୀୟ ଲୋକେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ l ରବିଚନ୍ଦ୍ରଙ୍କୁ ଡ଼ାକ୍ତର ଚିକିତ୍ସା କରି ଇଞ୍ଜେକସନ ଦେବା କିଛି ସମୟ ପରେ […]

ସ୍ବର୍ଣ୍ଣିମ ବିଜୟ ବର୍ଷ ସମାରୋହରେ ସ୍ବତନ୍ତ୍ର ମଶାଲ ଶୋଭାଯାତ୍ରା

ଢେଙ୍କାନାଳ(ଉଲାପ୍ର) ୧୯୬୧ ମସିହା ଭାରତ – ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ସୃଷ୍ଟିମ ବିଜୟ ବର୍ଷ ପାଳନ କରାଯାଉଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ପ୍ରତିରକ୍ଷା ବିଭାଗ ଓଡିଶା ଶାଖାର ୧୨୦ ବାଟାଲିୟନ ପକ୍ଷରୁ ବାଟାଲିୟନର କର୍ନେଲ ଶ୍ରୀଯୁକ୍ତ ଋଷି ୱାହିକ ନେତୃତ୍ୱରେ ୩୦ଜଣ ଅଧିକାରୀମାନେ ସ୍ବତନ୍ତ୍ର ବିଜୟ ମଶାଲ ଶୋଭା ଯାତ୍ରାରେ ଆସି ୧୯୭୧ମସିହାର ଯୁଦ୍ଧରେ ଢେଙ୍କାନାଳ ଲୋକସଭା ସଦସ୍ୟଥାଇ ଯୁଦ୍ଧରେ ଭାଗନେଇଥିବା ପ୍ରଥମ ଯୋଦ୍ଧା ଏବଂ ରାଷ୍ଟ୍ରପତି ପଦକ […]

ହିନ୍ଦୋଳ ଠାରେ ମହାମାରୀ ସଚେତନତା ଅଭିଯାନ ଅନୁଷ୍ଠିତ

ହିନ୍ଦୋଳ(ଉଲାପ୍ର)ଯୁବଶକ୍ତି” ସମର୍ପିତ ଓଡ଼ିଶା ପକ୍ଷରୁ ନୂଆଗାଁ ଠାରେ ଯୁବଶକ୍ତି ର ଅଧକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ କରୋନା ମହାମାରୀ ତୃତୀୟ ଲହର କୁ ଦୃଷ୍ଟିରେ ରଖି ସମସ୍ତ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା, ତୃତୀୟ ଲହରୀ କୁ ଆମେ ହାଲୁକା ଭାବେ ନେବା ଉଚିତ୍ ନୁହେଁ ସବୁବେଳେ ଆମେ ସଚେତନ ରେ ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରାଇବା ନିହାତି ଆବଶ୍ୟକ, ରାଜ୍ୟ […]

ଢେଙ୍କାନାଳ ରେ ଅଟୋ ଏକ୍ସ ପୋ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଦ୍ବାରା ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଏକ ଅଟୋ ଏକ୍ସପୋ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜୋନାଲ୍ ଅଫିସ, ଭୁବନେଶ୍ବରର ଡେପୁଟୀ ଜେନେରାଲ ମ୍ୟାନେଜର କୁନ୍ଦନ ଜ୍ଯୋତି ଉଦଘାଟନ କରିଥିଲେ। ଆଞ୍ଚଳିକ କାର୍ଯ୍ଯାଳୟ, ଅନୁଗୁଳର ଆଞ୍ଚଳିକ ପ୍ରବନ୍ଧକ ପ୍ରମୋଦ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅଟୋ ଏକ୍ସପୋରେ ସାତଟି କାର୍ କମ୍ପାନୀର ଡିଲରମାନେ ଭାଗ ନେଇଛନ୍ତି ଓ ଏହା ଦୁଇଦିନ ବ୍ଯାପୀ ଚାଲୁ ରହିବ। ଏହି ଅବସରରେ ମୁଖ୍ଯ ଅତିଥି ଡିଜିଏମ […]

ଲାଞ୍ଚୁଆ ସେକ୍ସନ ଅଫିସର ଭିଜିଲାନ୍ସ ହାତରେ ଧରାପଡ଼ିଲେ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଆଇ ଟି ଡି ଏ ସେକ୍ସନ ଅଫିସର ବସନ୍ତ କୁମାର ପାଣି ଜଣେ ଠିକାଦାର ଙ୍କ ସି କୁ ରି ଟି ଟଙ୍କା ବିଲ ପାସ କରିଦେବା ଲାଗି ଛ ହଜ଼ାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି lପୂର୍ବରୁ ବିଲ ପାସ ପାଇଁ ଦୁଇ ହଜ଼ାରଟଙ୍କା ନେଇଥିବାବେଳେ ବୁଧବାର ବାକି ଛ ହଜ଼ାର ଟଙ୍କା ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି […]

ଦୁର୍ଗମ ଅଞ୍ଚଳରେ ଆଇନ ସଚେତନତା ଶିବୀର

ଫୁଲବାଣୀ-(ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଦୁର୍ଗମ ତଥା ମାଓ ଇଲାକା ଭାବରେ ପରିଚିତ ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ଡ଼ଙ୍ଗା ବିଲାବାଡି ପଞ୍ଚାୟତରେ ଏକ ଆଇନ ସଚେତନଶିବିର ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପତଞଳୀ ସାହୁ ଯୋଗ ଦେଇ ଗରୀବ ଲୋକେ କିପରି ମାଗଣାରେଆଇନର ସହାୟତା ପାଇପାରିବେ ସେନେଇ ଲୋକଙ୍କୁ ବୁଝ।ଇଥିଲେ । ବିଭିନ୍ନ ସମୟରେ ଲୋକେ ଉଚିତ ଆଇନ ସେବା ନ ପାଇ ହଇରାଣ ହେଉଥି6ଲ।ସେମାନଙ୍କୁ ମହିଳା […]