ବାଲିଗୁଡ଼ା ପୋଲିସର ଚଢ଼ାଉ,୩କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଂଜେଇ ଜବତ, ୫ ଅଭିଯୁକ୍ତ ଫେରାର
ଫୁଲବାଣୀ ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ ଙ୍କ ବଳିଷ୍ଠ ନେତ୍ତୃତ୍ଵ ଓ ଆନ୍ତରୀକ ଉଦ୍ୟମ ରେ ପୋଲିସ ଟିମ ସଦଳ ବଳେ ସିନ୍ଧ୍ରିଗା ପଞ୍ଚାୟତ ଅନ୍ତର୍ଗତ ତେମାଙ୍ଗି ଜଙ୍ଗଲ ରେ ଚଢ଼lଉ କରି ୩ କୁଇଣ୍ଟାଲ ଦୁଇ କେଜି ଗଂଜେଇ ଜବତ କରିଛି l ତେବେ ଏଥିରେ ସଂପୃକ୍ତ ୫ଜଣ ଅଭିଯୁକ୍ତ […]