ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ଲହରୀ,ଫୁଲବାଣୀରେ ପାରଦ ୧୧.୫ ଡିଗ୍ରୀ ଓ ଦାରିଙ୍ଗବାଡିରେ ୧୦ ଡିଗ୍ରୀ ସେଲସିୟସ

ଫୁଲବାଣୀ-(ସୁନୀଲ ପଟ୍ଟନାୟକ) ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଏବେ ଶୀତରେ ଥରୁଛି ।ପାରଦ ଦିନକୁ ଦିନ ଖସିବାରେ ଲାଗିଛି ।। ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଆଜି ଫୁଲବାଣୀରେ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସକୁ ଖସିଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ଆଜି ତାପମାତ୍ରା ୧୦ ଡିଗ୍ରୀ ସେଲ ସିୟସ ରେକର୍ଡ଼ କରାଯାଇଛି ଘନ କୁହୁଡିର ଚାଦର ତଳେ ସାରା […]

ବିରଳ କୃତିତ୍ଵ ଚକଖଡିରେ କୁନି ରଥ କରି ଏସିଆ ଗ୍ରୀ ନିଜ ବୁକ୍ ଅଫ ରେକର୍ଡ଼ ଓ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ପ୍ରତ୍ୟୁଷ

ଫୁଲବାଣୀ- (ସୁନୀଲ ପଟନାୟକ)ଆପଣ ବଡ଼ବଡରଥ ଦେଖିଥିବେ ହେଲେ କୁନି ରଥ ବୋଧହୁଏ ଦେଖିନଥିବେ ।ଫୁଲବାଣୀ ସହ ର ର ଜଣେ ଯୁବକ ଅତି ସୁନ୍ଦର ଭାବେ କୁ ନି ରଥ ନିର୍ମାଣ କରି ଏସିଆ ଗ୍ରୀ ନିଜ ବୁକ୍ ଅଫ ରେ କର୍ଡ଼ ଓ ଇଣ୍ଡିଆ ବୁକ ଅଫ ରେ କର୍ଡ଼ରେ ସଫଳତାର ସହ ସ୍ଥାନ ପାଇଛନ୍ତି ।ସେ ଚକଖଡିରେ ଛୁଞ୍ଚି ସାହାଯ୍ୟରେ ଖୋଦେଇ କରିଛନ୍ତି । ଏହି ରଥ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ […]

କଳା ସଂସ୍କୃତି ସଂଘର ଆଲୋଚନା ଚକ୍ର

–ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ଖଜୁରୀ ପଡା ବ୍ଲକ ଅନ୍ତର୍ଗତ ବାରପୁଲିଆ ଠାରେ ବ୍ଲକ କଳା ସଂସ୍କୃତି ସଂଘ ର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଉପସଭାପତି ସରୋଜ କୁମାର ସାହୁ ଙ୍କ ନେତୃତ୍ୱ ରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ସମ୍ମାନିତ ଅତିଥିଭାବେ ପାରମ୍ପରିକ ଲୋକକଳା ସଂଘର ସଭାପତି ଅକ୍ଷୟ କର୍ଣ୍ଣ ଫୁଲବାଣୀ ବ୍ଲକ ଉପସଭାପତି ରମେଶ ଚନ୍ଦ୍ର ସାହୁ ଅବସରପ୍ରାପ୍ତ ଶିକ୍ଷକ […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ମାସ ୦୮ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସକାର୍ତ୍ତିକ- ଶୁକ୍ଳପକ୍ଷତିଥି- ଚତୁର୍ଥୀ ରାତ୍ରି ଦିବା ଘ ୦୧/୨୨ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀନକ୍ଷତ୍ର- ମୂଳା ରାତ୍ରି ଘ୦୭/୩୧ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାସାଢାଚନ୍ଦ୍ର- ଧନୁଯୋଗ- ସୁକର୍ମାକରଣ – ଵିଷ୍ଟିସୌରମାସ- ତୁଳା ୨୩ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୫୫/୫୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୦୧*✧═════•❁❀*ଯୋଗିନୀ ନୈରୁତେ ଦିବା ଘ ୦୧/୨୨ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ*ମିଥୁନ ରାଶିର ଘାତବାରତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ରଚତୁର୍ଥୀ ଓ ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ -ଦିବା ଘ […]

ବଡମ୍ବା ରେ ଦୁଇ ଜଣ ଶିକାରୀ ହାତି ଶିକାର କରିବାକୁ ଯାଇ ଗୋପପୁର ବନବିଭାଗ ହାତରେ ଧରା ପଡିଲେ

ବଡମ୍ବା(ଉଲାପ୍ର)ବଡମ୍ବା ବନବିଭାଗ ଅଧିନରେ ଥିବା ଜାନିପଦର ଓ ଖାରୋଡ ବନାଚଂଳ ରେ ହାତି ଶିକାର କରିବାକୁ ଯାଇ ରାଜୀବ କୁମାର ଓ ରାଜୁ ଦେହୁରୀ ବନ ବିଭାଗ ହାତରେ ଧରା ପଡିଛନ୍ତି। ତାଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଓ ଶିଶା ଜବତ କରିଛି ବଡମ୍ବା ଗୋପପୁର ବନବିଭାଗର କର୍ମଚାରୀ ମାନେ, ସେମାନେ ଗତକିଛି ବର୍ଷ ହେଲା ଜଙ୍ଗଲରେ ଶିକାର କରୁଥିଲେ ମଧ୍ୟ ବନବିଭାଗ ସେମାନଙ୍କର ଟେର ପାଉନଥିଲା,କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଦୁଇଜଣଙ୍କୁ ଗିରଫ […]

ଅଦା ଚାଷ କରି ସ୍ଵାବଲମ୍ବୀ ହେଲେ ଡଙ୍ଗର କହଁର

ଫୁଲବାଣୀ(ସୁନୀଲ ପଟନାୟକ )ହାଟରୁମାତ୍ର ୧୦ଟଙ୍କାର ଅଦା କିଣିଥିଲେ। ଆଉ ସେଥିରୁ କିଛି ଅବା ସେ ନିଜ ବାରିରେ ଲଗାଇଥିଲେ । ସେଥିରୁ ବଢିଏବେ ଏକର ରୁ ଉର୍ଦ୍ଧ୍ଵ ଅଞ୍ଚଳରେ ଅଦା ଗଛ ବ୍ୟାପୀ ଗଲା । ଆଉ ଏବେ ୪ରୁ ୫କୁଇଣ୍ଟାଲ ଅଦା ଅମଳ କରି ସ୍ଵାବଲମ୍ବୀ ହୋଇ ପାରିଛନ୍ତି ଫିରିଙ୍ଗିଆର ଡଙ୍ଗର କହଁର, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରଡ଼ଙ୍ଗର କହଁର।ଆଗରୁମୁଲ ଲାଗି ଚଳୁଥିଲେ । ହେଲେ ଏବେ ଅଦା ଚାଷ ତାଙ୍କ ଭାଗ୍ୟ ଓ ଭବିଷ୍ୟତକୁ […]

ମନରୋଗା ପ୍ରାପ୍ୟ ମିଳୁନି, ବିଡିଓଙ୍କ ଦୃଢ ପ୍ରତିଶୃତି ପରେ ଆମରଣ ଅନଶନ ରୁ ଓହରିଲେ ହୀତାଧିକାରୀ

ଫୁଲବାଣୀ-୭/୧୧(ସୁନୀଲ ପଟନାୟକ)କାମ କରି ପ୍ରାପ୍ୟ ପାଇଲେନି । ପ୍ରାପ୍ୟ ପାଇଁ ପଞ୍ଚାୟତ ରୁ ବ୍ଳକ ଓ ଜିଲାପାଳ ଯାଏ ଧାଇଁ ଧାଇଁ ଶେଷରେ ହତାଶ ହୋଇଯିବାପରେ ଅନ୍ୟ ଉପାୟ ନ ପାଇ ଶେଷରେ ନିଜର ହକ ପ୍ରାପ୍ୟ ପାଇବାପାଇଁ ବ୍ଳକ ସମ୍ମୁଖରେ ଆମରଣ ଅନଶନରେ ବସିଲେ ହିତାଧି କାରି. । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଦାରିଙ୍ଗବାଡି ବ୍ଳକ ସିମନ ବା ଡିପଞ୍ଚାୟତରେ ।ଖବର ପାଇବାପରେ ଦାରିଙ୍ଗବାଡିବିଡିଓଗଦାଧର ପାତ୍ର ଅନଶନକାରୀଙ୍କ ପାଖରେ ପହଞ୍ଚି ନିର୍ଭର ପ୍ରତିଶୃତି ଦେବା […]

୧୭ ଜୁଆଡ଼ି ଗିରଫ,ନଗଦ ୬୨ହଜାର ସହ ୯ମୋବାଇଲ ଜବତ

ଫୁଲବାଣୀ(ସୁନୀଲ ପଟନାୟକ)ଦାରିଙ୍ଗବାଡି ପୋଲିସ କୌଣସି ସୁତ୍ରରୁ ଖବର ପାଇ ବସଷ୍ଟାଣ୍ଡ ନିକଟରେ ଏକ ଘରେ ଚାଲିଥିବା ଜୁଆ ଆଡ଼ଡ଼ା ଉପରେ ଚଢ଼ାଉ କରି ନଗଦ୬୨ହଜାର ୮୬୦ଟଙ୍କା ଜବତ କରିବା ସହ ୧୭ ଜଣଙ୍କୁ ଗିରଫ କରିଥିଲା ସେମାନଙ୍କ ନିକଟରୁ ୯ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ। ଗଞ୍ଜାମ ଜିଲ୍ଲାସୋରଡ଼ା ଅଞ୍ଚଳର ଗୌରୀଶଙ୍କର ପାଢୀ ନାମକ ଜଣେ ବ୍ୟକ୍ତି ବସଷ୍ଟାଣ୍ଡ ନିକଟରେ ଏକ ଘର ଭଡ଼ା ନେଇ ଏହିଜୁଆଆଡ଼ଡ଼ା ଚଳାଉଥିଲେ ବୋଲିଥାନା ଅଧିକାରୀ କୌଶିକ ମାଝି […]

ମମିତା ମେହେର କୁ ନ୍ୟାୟ ଦାବିରେ ରାଜସ୍ୱ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ପ୍ରତିବାଦ

ଢେଙ୍କାନାଳ(ଉଲାପ୍ର)ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ଢେଙ୍କାନାଳ ଗ୍ରସ୍ତକୁ ସୂଚନା ଅଧିକାର କର୍ମୀଙ୍କ ଦ୍ୱାରା କଳା ପତାକା ଦେଖାଇ ପ୍ରତିବାଦ କରାଯାଇଥିଲା । ଓଡିଶା ରାଜସ୍ୱ ମନ୍ତ୍ରୀ ଆଜି ଢେଙ୍କାନାଳ ଗ୍ରସ୍ଥ କରିଥିବା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଅଧିକାର କର୍ମୀ ଶ୍ୟାମସୁନ୍ଦର ସାହୁ, ଉତ୍ତମ ମହାନ୍ତି, ପ୍ରିୟବ୍ରତ ଗଡନାୟକ ଓ ବିକାଶ ନାୟକଙ୍କ ଦ୍ୱାରା କଳା ପତାକା ଦେଖାଇ ପ୍ରତିବାଦ କରିବା ସହ ମମିତା ହତ୍ୟାକାଣ୍ଡ ରେ ଜଡ଼ିତ ମନ୍ତ୍ରୀଙ୍କୁ ଗିରଫ କରିବାକୁ ନାରା […]

ପଞ୍ଚାୟତକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଆସୁଛି ହେଲେ କର୍ମଚାରି ଅଭାବ ଯୋର୍ଗୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ

ଫୁଲବାଣୀ-( ସୁନୀଲ ପଟନାୟକ) ସରକାର ଗ୍ରାମ ।ଞ୍ଚଳର ଉନ୍ନତି ପାଇଁ ଯଥେଷ୍ଟ ଗୁରୁତ୍ଵ ଦେଉଛନ୍ତି। କେନ୍ଦ୍ରୀୟପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଓ ରାଜ୍ୟ ପଞ୍ଚମ ଅର୍ଥ କମିଶନରେ ପ୍ରର୍ଯ୍ୟ।ପ୍ତ ଅର୍ଥ ଅନୁଦାନ ମଧ୍ୟ ପ୍ରତିବର୍ଷ ଯୋଗାଇଦେଉଛନ୍ତି. Iହେଲେ ପଞ୍ଚାୟତରେ ୪୦ରୁ ଉର୍ଦ୍ଧ ଜିଆ ର ଏସପଦବୀ ଓ ୩୦ରୁ ଉର୍ଦ୍ଧ ପିଇ ଓ ପଦବୀ ଖାଲି ପଡିଛି, ସେହିପରି ୧୨ଟି ବ୍ଳକରେ ୧୨ଟିଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପଦବୀ ମଧ୍ୟରୁ ଛଟି ବ୍ଳକରେ ଖାଲି ପଡିଛି। ସେଗୁଡିକ […]