ଗରୀବ ଉପରେ ମହଙ୍ଗା ମାଡ ଉଭୟ ବିଜେଡି ଓ ବିଜେପିକୁ ମହଙ୍ଗା ପଡିବ

ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)ଆମ୍ ଆଦମୀ ପାର୍ଟି ବରଗଡ଼ ତରଫରୁ ରାଜ୍ୟପାଳଙ୍କୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦର ଦାମ ଓ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ସ୍ମାରକ ପତ୍ର ପ୍ରଦାନ କରାଗଲା l ପେଟ୍ରୋଲ, ଡିଜେଲ, ଗ୍ୟାସ, ବିଦ୍ୟୁତ, ପନିପାରିବା, ଖାଇବା ତେଲ ର ଦାମ ଅହେତୁକ ଭାବେ ବୃଦ୍ଧି ହୋଇ ଥିବାରୁ ଗରିବ, ମଧ୍ଯବିତ୍ତ ସମସ୍ତଙ୍କୁ ଆର୍ଥିକ ବୋଝ ହୋଇଛି ବୋଲି ଜିଲ୍ଳା ଆବାହକ ଭବାନୀ ସାହୁ କହିଛନ୍ତି । ମଙ୍ଗଳବାର ବରଗଡ଼ ଗାନ୍ଧୀ […]

ରତ୍ନପ୍ରସାଦ ସ୍ମାରକୀ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ : ଭଞ୍ଜନଗର ଦଳ ଚମ୍ପିୟାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶାର ସୁନାମ ଧନ୍ୟ କ୍ରୀଡାବିତ ରତ୍ନପ୍ରସାଦ ସିଂଦେଓ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ବାଲିଗୁଡା କବାଡି ସଂଘ ପକ୍ଷରୁ ବାଲିଗୁଡା ମିନିଷ୍ଟାଡିୟମ ରେ ଚଳିତ ୫ ତାରିଖରୁ ଚାଲିଥିବା ରତ୍ନପ୍ରସାଦ ସିଂଦେଓ ସ୍ମାରକୀ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଉପଜ଼ିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ବାଲିଗୁଡା ବିଡ଼ିଓ ଡ଼.ଜୟଦେବ ଷଡ଼ଙ୍ଗୀ, ଉପଖଣ୍ଡ କ୍ରୀଡା ସଂଘ […]

ବାଲିଗୁଡା : ତାଲୁକା ଆଇନ ସେବା ପକ୍ଷରୁ ଶ୍ରମିକ କାର୍ଡ ରେଜିଷ୍ଟ୍ରେସନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ତାଲୁକା ଆଇନ ସେବା କମିଟି ପକ୍ଷରୁ ଦାରିଙ୍ଗବାଡ଼ି କୋର୍ଟ ପରିସର ମଧ୍ୟରେ କୋଠାବାଡ଼ି ଓ ନିର୍ମାଣ ବିଭାଗର ଶ୍ରମିକ କାର୍ଡ ନିମନ୍ତେ ରେଜିଷ୍ଟ୍ରେସନ ହୋଇଯାଇଛି । ପ୍ରଥମ ଶ୍ରେଣୀ ବିଚାର ବିଭାଗର ବିଚାରପତି ତଥା ତାଲୁକା ଆଇନ ସେବା କମିଟିର ଅଧକ୍ଷ ଗଗନ ସାହୁଙ୍କ ତତ୍ୱାବଧାନ କ୍ରମେ ଜିଲ୍ଲା ଶ୍ରମ କାର୍ଯ୍ୟଳୟର ଶ୍ରମ ନିରୀକ୍ଷକ ସୁଧୀର ସାହୁ, ଡ଼ିଇଓ ସୌମ୍ୟରଞ୍ଜନ ଦାଶଙ୍କ ସହଯୋଗ […]

ବାଲିଗୁଡାରେ ଗଡ଼ିଲା ଭୋଟର ସଚେତନତା ରଥ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଗଡିଲା ଭୋଟର ସଚେତନତା ରଥ । ସବୁଜ ପତକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର । ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବା ସହ ବାଲିଗୁଡ଼ା ଓ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଏହି ସଚେତନତା ରଥ ବୁଲି ଭୋଟରମାନଙ୍କୁ ଭୋଟର ତାଲିକାରେ କିଭଳି ନାମ ପଞ୍ଜିକରଣ ଓ ସଂଶୋଧନ କରାଯାଇପାରିବ ସେ ସମ୍ବନ୍ଧରେ ସଚେତନ କରାଇବ । ଆଗାମୀ […]

ଫୁଲବାଣୀ ମୁନିସପାଲଟି ସମେତ ଜିଉଦୟଗିରି ଓବାଲିଗୁଡ଼ା ଏନ ଏସି ସଂରକ୍ଷଣ ତାଲିକା

ଫୁଲବାଣୀ-(ସୁନୀଲପଟନାୟକ)ଆଗକୁ ମାସ କେଇଟା ଗଲେ ପୌର ନିର୍ବାଚନ I ଫଳରେ ଏହାକୁ ଦୃଷ୍ଟିରେ ରଖି ଫୁଲବାଣୀ ପୌରପାଳିକା ସମେତ ଜିଉଦୟଗିରି ଓ ବାଲିଗୁଡ଼ା ଏନଏସିର ୱ ୲ର୍ଡଆରୀ ସଂରକ୍ଷଣ ତାଲିକା ପ୍ରକାଶ କରାଯାଇଛି ।୧୩ ୱ।ର୍ଡ ବିଶିଷ୍ଟ ଫୁଲ ବାଣୀ ପୌରପରିଷଦର ୧ନଂ.୮ନଂ,୧୦ ନଂ ଓ ୧୨ ନଂ ଆସନ ଅଣସଂରକ୍ଷିତ ଥିବାବେଳେ ୪,୯ ଓ ୧୧ଆସନ ଅନୁସୁଚିତ ଜାତି ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ୫,୬,୧୩ ନମ୍ବର ୱ।ର୍ଡ ସାଧାରଣ ବର୍ଗ ମହିଳା […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ମାସ ୧୦ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସକାର୍ତ୍ତିକ- ଶୁକ୍ଳପକ୍ଷତିଥି- ଷଷ୍ଠୀ ଦିବା ଘ ୦୮/୩୨ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀନକ୍ଷତ୍ର- ଉତ୍ତରାଷାଢା ଦିବା ଘ୦୪/୨୮ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣ।ଚନ୍ଦ୍ର- ମକରଯୋଗ-ଶୂଳକରଣ – ତୈତିଳସୌରମାସ- ତୁଳା ୨୫ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୫୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୦୧*✧═════•❁❀*ଯୋଗିନୀ ପଶ୍ଚିମେ ଦିବା ଘ ୦୮/୩୨ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେ*କର୍କଟ ରାଶିର ଘାତବାରସିଂହ ରାଶିର ଘାତଚନ୍ଦ୍ରସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ -ଦିବା ଘ ୦୮/୪୪ ଗତେ ଘ୧୦/୦୮ ମଧ୍ୟେବାରବେଳ।- ଦିବା ଘ […]

ବରଗଡ଼ ଜିଲ୍ଲା ବୁଣାକାର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ବୁଣାକାର ସଂଘ ପକ୍ଷରୁ ରାଜ୍ୟରେ ସୂତା ଓ ରଙ୍ଗର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୫ଦଫା ଦାବି ରେ ସଂଘ ସଭ୍ୟ ସଭ୍ୟା ମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୫ ଦଫା ଦାବି ମଧ୍ୟରେ ରାଜ୍ୟରେ ସୂତା ଓ ରଙ୍ଗର ଅହେତୁକ […]

ସ୍କାଉଟ ଓ ଗାଇଡ ପ୍ରତିଷ୍ଠା ଦିବସ ପାଳିତ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ ର ପ୍ରତିଷ୍ଠା ଦିବସ ନଭେମ୍ବର ୭ତାରିଖରେ ପାଳିତ ହୋଇଥାଏ ।ଚଳିତ ବର୍ଷ ବରଗଡ଼ ଜିଲ୍ଲା ରେ ଏହି ଦିବସ ର ମହତ ଉଦ୍ଦେଶ୍ୟକୁ ବ୍ୟାପକ କରିବା ପାଇଁ ଏହାକୁ ଦୁଇ ଦିନ ଧରି ପାଳନ କରାଯାଇଥିଲା। ଜାତୀୟ ବରିଷ୍ଠ ଉପ ସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ ଶ୍ରୀ କlଳିପ୍ରସାଦ ମିଶ୍ର ଙ୍କ ନିର୍ଦ୍ଦେଶରେ ଭାରପ୍ରlପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ସ୍କାଉଟ […]

ଅଧକ୍ଷ ଙ୍କ ବାସ ଭବନ ରୁ ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଚୋରି, ଥାନା 💝`💝`୰“~~ ରେ ଏତଲା

ଫୁଲବାଣୀ(ସୁନୀଲ ପଟନାୟକ )ପୋଲିସ କେଶ କରୁଛି, ତଦନ୍ତ କରୁଛି ସନ୍ଧନୀ କୁକୁର ଧରି, କିନ୍ତୁ ଫଳସୂନ!ଅଧିକାଂଶ କ୍ଷେତ୍ରରେ ଘରର ଚାକରାଣୀ ମାନେ ହିଁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡିତ ଥିବାର ଅନୁମାନ କରାଯାଉଥିଲେ ମଧ୍ୟ ପ୍ରମାଣ ଅଭାବରୁ ଆଇନ ର ପରିସର ଭିତରକୁ ଆସନ୍ତି ନାହିଁ!ଲକ ଡାଉନ ସମୟରେ ହିଁ ଲୋକେ କାମ ଧନ୍ଦା ନ ପାଇ ଚୋରି କାମ ଆପଣେଇ ନେଉ ଛନ୍ତି!ସେହିପରି ଗତକାଲି ରାତିରେ ପିଅ ନ ପଡା ସାହିର ସାଇବିହାର କଲୋନୀ […]

ମମିତା ହତ୍ୟାକାଣ୍ଡ, ମନ୍ତ୍ରୀ ଙ୍କ ଗିରଫ ଦାବୀ କରି ବିଜେପି ପକ୍ଷରୁ ବିକ୍ଷୋଭ

ଫୁଲବାଣୀ(ସୁନୀଲପଟନାୟକମମିତା ମେହେର ହତ୍ୟାକାଣ୍ଡ ଏବଂ ମହାଲିଙ୍ଗ କଲେଜରେ ଯୌନ କେଳେଙ୍କାରୀ ପରିପ୍ରେକ୍ଷୀରେ ମନ୍ତ୍ରୀ ଙ୍କ ସମ୍ପୃକ୍ତିର ଉପଯୁକ୍ତ ତଦନ୍ତ ଓ ବହିସ୍କାର ଦାବୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସୋମବାର ଫୁଲବାଣୀ ସମେତ ସମଗ୍ର ଜ଼ିଲ୍ଲାର ସମସ୍ତ ବ୍ଲକ ସଦରମହକୁମା ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଅସମ୍ଭବ ନିରବତା ସମଗ୍ର ଓଡ଼ିଶା ବାସୀଙ୍କୁ ସ୍ତବ୍ଧ କରିଛି ।ପୁଣି ଏହି ସମୟରେ ନିଜର କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମର ଦାୟିତ୍ଵ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟ […]