ନବ ନିଯୁକ୍ତ ଜିଆରଏସ ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)ଜିଲ୍ଲା ପଞ୍ଚାୟତ ରାଜ ବିଭାଗ ଦ୍ଵାରା ନିଯୁକ୍ତ ପାଇଥିବା ଜିଆରଏସ ଙ୍କ ଦୁଇ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ନବ ନିଯୁକ୍ତ ଜିଆରଏସ ମାନଙ୍କୁ ଗରିବଙ୍କ ଏବଂ ଖଟିଖିଆ ଙ୍କ ପାଇଁ ପଞ୍ଚାୟତ ସ୍ତରରେ ଲାଗୁ ହୋଇଥିବା ଯୋଜନା ଗୁଡ଼ିକର ଠିକ୍ ତଦାରଖ କରି ସମାଜର ଉନ୍ନତି କରିବାକୁ […]

ଆଇନଗତ ସଚେତନତା ମାଧ୍ୟମରେ ମହିଳା ସଶକ୍ତିକରଣ

ଢେଙ୍କାନାଳ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ସହଯୋଗରେ ସ୍ଥାନୀୟ ଜିଲ୍ଲା ପରିଷଦ ଗୃହ ଠାରେ ଦୁଇ ଦିନ ଧରି ଆଇନଗତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ଉପସ୍ଥିତ ରହି ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଏବଂ ମହିଳା ମାନେ କିପରି […]

ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଢେଙ୍କାନାଳ(ଉଲାପ୍ର)ଯୁବ ମହିଳା ଛାତ୍ର ସଙ୍ଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ନିମନ୍ତେ ଆଜି ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଓଡ଼ାପଡ଼ା ବ୍ଲକ ସ୍ଥିତ ଦଶଦେବୀ ପଡିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିବା ‘ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ’ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମର ମଞ୍ଚାସିନ ଅତିଥି ଢେଙ୍କାନାଳ ସାଂସଦ ମହେଶ ସାହୁ,ମାନ୍ୟବର ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ,ମାନ୍ୟବର ଢେଙ୍କାନାଳ ବିଧାୟକ ସୁଧୀର ସାମଲ,ମାନ୍ୟବର ହିନ୍ଦୋଳ ବିଧାୟିକା […]

ସୋହେଲା ପୋଲିସ ଦ୍ବାରା ୩ ଲକ୍ଷ ଟଙ୍କାର କଫ ସିରଫ ଜବତ୍

ବରଗଡ଼(ଉଲାପ୍ର)ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ନିଶା କାରବାର ବଢିବାକୁ ଲାଗିଥିବା ବେଳେ ନିଶା ଦ୍ରବ୍ୟ ଚୋରା ଚାଲାଣ ମଧ୍ୟ ବଢିବାରେ ଲାଗିଛି । ଜିଲ୍ଲା ପୋଲିସ ମଧ ସଚେତନ ରହିଛି। ଗତକାଲି ବରଗଡ଼ ପଦ୍ମପୁର ରାସ୍ତା ରେ ଓଆର୍‌-୧୭-ଜି-୨୮୮୨ ନମ୍ବର ଏକ ଗାଡିରେ ବେଆଇନ ଭାବରେ ନିଶା ଦ୍ରବ୍ୟ ଚୋରା ଚାଲାଣ ହେଉଥିବାର ସୂଚନା ପାଇ ବରଗଡ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଏବଂ ସୋହେଲା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ […]

ଭାଜପା ଓଡ଼ିଶା ପ୍ରଭାରୀ ଡି. ପୁରେନ୍ଦେଶ୍ବରୀ ଙ୍କ ବରଗଡ଼ ଜିଲ୍ଲା ଗସ୍ତ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ଓଡ଼ିଶାର ପ୍ରଭାରୀ ଶ୍ରୀମତୀ ଡିଗୁବତୀ ପୁରେନ୍ଦେଶ୍ବରୀ ଆଜି ବରଗଡ଼ ଜିଲ୍ଲା ଗସ୍ତ କରି ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଥିଲେ। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟି ର ବିକାଶ ଏବଂ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ସଂପର୍କରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଗତ ଦିନରେ ସେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବା […]

ଆପପକ୍ଷରୁ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କାର୍ଯ୍ୟାଳରେ ଦାବିପତ୍ର

ଢେଙ୍କାନାଳ(ଉଲାପ୍ର)ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ପକ୍ଷରୁ ଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦର ଦାମ ଓ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ୱରେ କର୍ମୀମାନେ ଦଳର ଜିଲ୍ଲା କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରାବାଜି ଦେଇ ବସ ଷ୍ଟାଣ୍ଡ ସ୍ଥିତ ସହିଦ ସ୍ତମ୍ଭ, ମହାତ୍ମା […]

ଆସନ୍ତା କାଲି ଠାରୁ ରୁ ୧୪ ଯାଏ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ

ଫୁଲବାଣୀ,(ସୁନୀଲପଟନା ୟ କ)ଆସନ୍ତ । କାଲି ଗୁରୁବାର ୧୧ତାରିଖ ରୁ ୧୪ ତାରିଖ ଯାଏ ଦୀର୍ଘ ୪ ଦିନବ୍ୟାପୀ ଆନ୍ତଃଜିଲ୍ଲା ପୁରୁଷଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଙ୍କ ଉଦ୍ୟମ ଓ ଆଗ୍ରହ ଅlନ୍ତରିକତା ଯୋଗୁଁ ଓଡ଼ିଶା ଭଲିବଲ ଏସୋସିଏସନ ଓ କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ ମିଳିତ ଆନୁକୁଲ୍ୟରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି । ପୁରୁଷ ଭ ଲ୍କିବଲ ପ୍ରତିଯୋଗୀତା କନ୍ଧମାଳ ଜିଲ୍ଲାର ୪ଟି ସ୍ଥାନ ଯଥା ଫୁଲବାଣୀ ବାଲିଗୁଡା, […]

ପର୍ଯ୍ୟଟନ ସ୍ଥଳୀ ପୁତୁଡ଼ି କୁ ସ୍ଥାୟି ରାସ୍ତା ନିର୍ମାଣ ଦାବୀ ରେ ରାସ୍ତା ରୋକ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ବ୍ଲକ ଅନ୍ତର୍ଗତ ତୁ ଡିପା ଜୁ ପଂଚାୟତ ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ପୁତୁଡ଼ି କୁ ସ୍ଥାୟୀ ରାସ୍ତା ନିର୍ମାଣ ଦାବୀ କରି ଉତ୍ୟକ୍ତ ଗ୍ରାମବାସୀ ବୁଧବାର ସକାଳୁ ରାସ୍ତା ଅବରୋଧ କରିଛନ୍ତି lବର୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଗଲାଣି ଆଉ ଜ଼ିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେପୁତୁଡ଼ି ଜଳପ୍ରପାତ କୁ ଉପଭୋଗ କରିବାକୁ ଆସିଲେଣିl ହେଲେ ପୁତୁଡ଼ି ଛକ ରୁ ପୁତୁଡ଼ି ଯାଏ ଥିବା ପ୍ରାୟ ଦଶ କିଲୋମିଟର […]

ମୁକ୍ତ ଯୋଜନା ସଂପର୍କରେ ୫ ଟି ସଚିବଙ୍କ ସହ ଆଲୋଚନା

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)5ଟି ଅନ୍ତର୍ଗତ ମକ୍ତ ଯୋଜନା ଜରିଆରେ ବରଗଡ଼ ପୈାରାଞ୍ଚଳର ଉନ୍ନତି କାରଣ ସକାଶେ ଆଜି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ନେତୃତ୍ବରେ 5ଟି ସଚିବ ଭିକେ ପାଣ୍ଡିଆନ ଙ୍କ ସହ ଭିଡ଼ିଓ କନ୍ସଫରେସିଙ୍ଗ ମଧ୍ୟରେ ଆଲୋଚନା ହୋଇଥିଲା। ବରଗଡ଼ ଜିଲ୍ଲାପାଳ ଙ୍କ ଭିସି ହଲ୍ ମଧ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ସହର ରୁପାନ୍ତିକରଣ ପାଇଁ ଆବଶ୍ୟକ କାର୍ଯ୍ୟ ପାଇଁ ଆଲୋଚନା ହୋଇଥିଲା। ଏଥିରେ ସହର ମଧ୍ୟରେ ବହିଯିଇଥିବା ଜୀରା ନଦୀ […]

ପୋଲିସ ର ଅପାରଗତା, ଅତାବିରା ବନ୍ଦ

ବରଗଡ଼(ସତ୍ୟ ନାରାୟଣ ପ୍ରଧାନ) ଅତାବିରା ସ୍ଥିତ ମାଁ ଦୂର୍ଗା ଙ୍କ ମନ୍ଦିର ରୁ ଚୋରି ଘଟଣା ର ପୋଲିସ ଏ ପର୍ଯ୍ୟନ୍ତ କୌଣସି ଟେର ନପାଇବା, ପ୍ରତିବାଦରେ ଅତାବିରା ବାସୀ ସହରରେ ବନ୍ଦ ପାଳନ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨ ତାରିଖ ରାତିରେ ଅତାବିରା ର ମାଁ ଦୂର୍ଗା ଙ୍କ ମନ୍ଦିର ରେ ଅଳଙ୍କାର ଆଦି ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିଲା। ଏ ସଂକ୍ରାନ୍ତରେ ଅତାବିରା ପୋଲିସ ରେ ମନ୍ଦିର କମିଟି ପକ୍ଷରୁ ଏତଲା […]