ଇଞ୍ଜେକ୍ସନ୍ ପାଇଁ ବନ୍ଧାପଡ଼ିଛି ରାଜବୀର୍‌ର ଜୀବନ: ରାଜ୍ୟ ସରକାରଙ୍କୁ ସହାୟତାର ଭିକ୍ଷା ମାଗିଲେ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କୋଟିଏ କି ଦୁଇ କୋଟି ନୁହେଁ, ଦୁରାରୋଗ୍ୟରେ ପୀଡ଼ିତ ଶିଶୁପୁତ୍ର ରାଜବୀର୍‌ର ଜୀବନ ବଞ୍ଚାଇବାକୁ ହେଲେ ତାପାଇଁ ୧୬ କୋଟି ଟଙ୍କା ମୂଲ୍ୟର ଇଞ୍ଜେକ୍ସନ୍ ଦରକାର। ଏହା ଜାଣିବା ପରେ ବାପା ମାଆଙ୍କ ପାଦତଳୁ ମାଟି ଖସିଯାଇଛି। ଏତେ ଟଙ୍କା ସେମାନଙ୍କ ପାଇଁ ସ୍ବପ୍ନ ପାଲଟିଥିବା ବେଳେ ଆଶା ନ ହାରି ରାଜ୍ୟ ସରକାରଙ୍କୁ ସହାୟତା ଭିକ୍ଷା ମାଗିଛନ୍ତି। କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଗଞ୍ଜୁଗୁଡ଼ା ପଞ୍ଚାୟତ ଆମ୍ବପଡ଼ା ଗ୍ରାମର କୁଳମଣି ରଣା […]

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇଜଣ ଚାଲାଣକାରୀ ଗିରଫ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗ୍ରାହକ ବେଶରେ ବଜ୍ରକାପ୍ତା ଚାଲାଣକାରୀଙ୍କୁ ମାଡ଼ି ବସିଲା ଏସଟିଏଫ୍‌ ଓ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ । ଚାଲାଣକାରୀଙ୍କ ନିକଟରୁ ୧୧କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ୍‌ ଓ ବନବିଭାଗ । ସୂଚନା ପ୍ରକାରେ ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଜକିକିଆ ଦେଇ ବଜ୍ରକାପ୍ତା ଚାଲାଣ ହେବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ବନବିଭାଗ । ଏହାପରେ ଏସଟିଏଫ୍‌ ସହ ଯୋଗାଯୋଗ କରି ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍‌ । […]

ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବିତରଣ ଏବଂ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ ମୋ ପାଇଁ ପ୍ରତ୍ୟକ ଜୀବନ ମୂଲ୍ୟବାନ , ମୂଖ୍ୟମନ୍ତ୍ରୀ

ଢେଙ୍କାନାଳ (ଉଲାପ୍ର)ଢେଙ୍କାନାଳ ଜିଲ୍ଲାରେ ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନା ସ୍ବାସ୍ଥ୍ୟ ସେବାରେ ସାମିଲ ହୋଇଛି । ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାରେ ‘ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ସ୍ମାର୍ଟ ହେଲିଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏଥ୍ ସହ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଜିଲ୍ଲାରେ ୮୭୬ କୋଟି ୨୭ ଲକ୍ଷ ଟଙ୍କାର ୧୯୫ ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ଏବଂ ଏହି ଅବସରରେ ବିଜୁ […]

ଆଜି ଛାଡଖାଇ,ଆମିଷବଜାରରେ ଲୋକଙ୍କ ହାଉଯାଉ

ଫୁଲବାଣୀ-(ସୁନୀଲ ପଟ୍ଟନାୟକ)ଆଜି ଛାଡଖାଇ । ମାସ ଯାକ ଛାଡିଥିବା ଲୋକଙ୍କ ପାଟିରେ ଆଜି ଆମିଷ ଝୋଳ ଆଜି ପାଟିରେ ବାଜିବ । କାର୍ତ୍ତିକମାସ ଯାକ ହବିଷ କରିଥିଲେ ।ଗତକାଲି ପୂର୍ଣ୍ଣମା ଥିଲା। କରନା କଟକଣା କୋହଳ ହୋଇଥିବାରୁବହୁ ସଂଖ୍ୟା ରେ ଲୋକେ ସକାଳୁ ସକାଳୁ ଡଙ୍ଗା ମଧ୍ୟ ଭସାଇଥିଲେ। ମନ୍ଦିରରେ ଦୀପ ଜାଳି ପରୀ ବାର ର ଶୁଭ ମନାସୀ ଥିଲେ।ହେଲେ ଆଜି ଛାଡଖାଇ ସନି ବାର ହୋଇଥିବାରୁ କିଛି ଲୋକଙ୍କ ମନଉଣା ହେଇଯାଇଥିଲା , Iଆଉ […]

୫ ଦଫା ଦାବୀ ପୂରଣ ନେଇ ଲ୍ୟlମ୍ପସ କର୍ମଚାରୀ ଙ୍କ ଧାରଣା

ଫୁଲବାଣୀ (ସୁନୀଲପଟ ନା ୟକ )ଓଡିଶା କର୍ମଚାରୀ ମହାସଂଘ ଡ଼ାକରାରେ କନ୍ଧମାଳ ବୌଦ୍ଧ ଜିଲ୍ଲାର ୬୬ ଗୋଟି ସମବାୟ ସମିତି ଲ୍ୟାମ୍ପସ ଓ ପ୍ୟାକସ କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା ସହ ପାଞ୍ଚ ଦଫା ଦାବି ନେଇ ଫୁଲବାଣୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି କନ୍ଧମାଳ ଓ ବୌଦ୍ଧ ସମବାୟ କର୍ମଚାରୀ ସଂଘ। ଓଡ଼ିଶାର ମୋଟ 2708 ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପସ ରେ କାର୍ଯ୍ୟରତ କର୍ମଚାରୀ ସରକାରୀ ମାନ୍ୟତା ଦିଆଯାଉ ବୋଲି ସଂଘ […]

ଲାଇନପଡ଼ା ଅଞ୍ଚଳରେ ପାନୀୟ ଜଳ ସଙ୍କଟ

ଫୁଲବାଣୀ-(ସୁନୀଲ ପଟନାୟକ)କନ୍ଧମାଳରେ ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏ ବିଭିନ୍ନ ସ୍ଥାନରେଏବଠାରୁ ଜଳକଷ୍ଟ ଦେଖା ଦେଲାଣି । ପାଣି ମୁନ୍ଦେ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ।ସେହିପରି ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତହାଟପଦାଠାରେ ନଳକୁ ପରୁ ପାଣି ବାହାରୁନି। ବେଳେବେଳେ ଅନେକ ସମୟ ମାରିଲେ ଗୋଳି ପାଣି ବାହାରୁଛି । ଯାହାକି ପିଇବା ଯୋଗ୍ୟ ନୁହେଁ।ଏହି ନଳ କୁପ ଉପରେ ନିର୍ଭର କରୁଥିବା ଜନସାଧାରଣ ପିଇବା ପାଣି ପାଇଂ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। […]

୧୫୮ ଏକର ଗ6 ଜଂ ଇ ଚାଷ ନଷ୍ଟ କଲା ସଦର ପୋଲିସ, ଓ ଅବକାରୀ ବିଭାଗ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ। ଶୁକ୍ରବାର କନ୍ଧମାଳ ଜିଲ୍ଲା ସଦର ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀ ମାନେ ମିଶି ସୁଡ଼ରେଜୁ ପଞ୍ଚାୟତର ପଣସ ପଦର, ବରପଡା, କାଟ୍ରି ଆମ୍ବା, ଗ୍ରାମର ନାଳ ନିକଟରେ ବେଆଇନ ଭାବେ ଲଗାଯାଇଥିବା ୧୫୮ ଏକର ଗଞ୍ଜେଇ ଗଛ ନଷ୍ଟ କରିଥିବା କଥା […]

ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ବୋଇତ ବନ୍ଦାଣ ଉତ୍ସବ

ଫୁଲବାଣୀ(ସୁନୀଲ ପଟ୍ଟନାୟକ) କରୋନା କଟକଣା କୋହଳ ହୋଇଥିବାରୁ ଆଜି ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ବୋଇତ ବନ୍ଦାଣ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଥିଲା। ସକାଳୁ ସକାଳୁ ଲୋକମାନେ ଫୁଲବାଣୀ ସହରର ନଦୀ ଖଣ୍ଡି ସାହିରେ ଥିବା ପିଲା ସାଲକୀ ତ୍ୟାମ , ପିଅନପଡ଼ା ନଦୀ ଘାଟ, ଫୁଲ ବାଣୀ ସହି, କଲେଜ ଛକ, ଆଦି ବିଭିନ୍ନ ନଦୀ ଘାଟରେ ପୂଜାର୍ଚ୍ଚନା କରିବାସହ ବୋଇତ ଭସାଇଥିଲେ। ହେଲେ ସରକାର କରେ । […]

ମାର ମମତା,ତୁମୁଡିବନ୍ଧ ରେ ଦୁଇ ଛେଳି ଛୁଆ କ୍ଷୀର ଖାଇଲେ ମା କୁକୁର ଠାରୁ

ଫୁଲବାଣୀ-୧୮/୧୧(ସୁନୀଲପଟନାୟକ)ମା’ମମତାମୟୀ, ମା ରମମତା ଅତୁଳନୀୟ । ମା’ ପରି ଏହି ଦୁନିଆରେ କେହି ନାହିଁ। ଏହା ସମସ୍ତେ ଜାଣନ୍ତି । ସେ ପାଠପଢିଥିବା ମଣିଷ ହେଉ ନତୁବା ପଶୁପକ୍ଷୀ । ସବୁଠି ମା’ ପରଓଆପଣାନ ଭାବି ତାବାତ୍ସଲ୍ୟ ମମତା ଢାଳି ଦେଇଛି । ଏଭଳି ବାତ୍ସଲ୍ୟ ପ୍ରେମ ଦେଖିବାକୁ ମିଳିଛି ତୁମୁଡିବନ୍ଧ ବ୍ଲକ ର ମୁଣ୍ଡି ଗଡ଼ ପଞ୍ଚାୟତର ମୁଣ୍ଡି ଗଡ଼ରେ । ଦିନେ କି ଓ ଳିଏ ନୁହେଁ ଦୀର୍ଘ ୩/୪ ମାସ ହେଲାଣି ଲଗା […]

କାର ଓ ବାଇକ କୁ ଧକ୍କା ଦେଇ ଅଟୋ ଚାଳକ ଫେରାରସାମ୍ବାଦିକ ଆହାତ

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଥମେ ଜଣେ ଡାକ୍ତର ରଙ୍କ କାରକୁ ଧକ୍କା ଦେଇଥିଲା ଅଟେ । ପରେ ଏକ ଜଣାଶୁଣା ଓ କିଲ ଓ ସାମ୍ବାଦିକଙ୍କ ବାଇକ କୁ ଧକ୍କା ଦେଇ ଦୃତ ଗତିରେ ଅଟେ । ଚାଳକ ଫେରାର ହୋଇଯାଇଥିଲା ଆଖି ପିଛୁଳ।କେ କୁ ଆଡେ ।ଏନେଇ ଡାକ୍ତର ବେହେରା ଥାନାରେ ଏତେଲା ଦେଇଛନ୍ତି । ଡାକ୍ତର ବେହେରା। ଙ୍କ କାର ଡ଼ାହାଣ ପଟସାମାନ୍ୟ କ୍ଷତି ଗସ୍ତ ହୋଇଥିବାବେଳେ ସାମ୍ବାଦିକ ଆଦିତ୍ୟ କୁମାର ତ୍ରିପାଠିଙ୍କ ବାଇକ […]