ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ, ପାରିପାଶ୍ୱିକ ଉନତି ଠପ, କମ୍ପାନୀ ଭିତରେ ଶହ ଶହ ବନ୍ୟଜନ୍ତୁ, ବିଲରେ ପଡୁଛି କଳା ଧୂଆଁ
ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା, ଲୋକଙ୍କ ବିଲ ଭିତର ଦେଇ କମ୍ପାନୀର ପାଇପ ଗଲା, ସରକାର mou ବେଳେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦେବବୋଲି ପ୍ରତିଶୃତି ଦେଇଥିଲା ହେଲେ ଏବେ ସେ ପ୍ରତିଶୃତି ପାଣିର ଗାର ପାଲଟିଛି, ଆମ ଜଙ୍ଗଲ […]