ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ବିରୋଧ କରି କଂଗ୍ରେସ ଓ ବିଜେ ପି ର ତିରିଶ କର୍ମୀ ଅଟକ

ଫୁଲବାଣୀ(ସୁନୀଲ ପଟନାୟକ )ଆଜି ବିଜେଡ଼ି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କନ୍ଧମାଳ ଗ୍ରସ୍ତ ପରିପେଖୀ ରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା ରେC ମମିତାଙ୍କୁ ନ୍ୟାୟ ଦେବା ଦାବିରେ ରାଜନୀତି ବେଶ ସରଗରମ ହୋଇଉଠିଛି । ଦିନକୁ ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରବା ସହ ନାରାୟଣୀ ଛକ ଠାରେ କଳା ପତାକା ଦେଖାଇଛି କଂଗ୍ରେସ । ପଂଚାୟତରାଜ୍ ମନ୍ତ୍ରୀ ପ୍ରତାପ […]

ତିଗିରିଆ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟ ରେ କର୍ମଚାରୀ ଙ୍କ ସମୂହ ଧାରଣା

ତିଗିରିଆ(ଉଲାପ୍ର)ତିଗିରିଆ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟ ରେ EPF ନିୟମି କରଣ ଦାବିରେ କର୍ମଚାରୀ ମାନଙ୍କର ମହାବିଦ୍ୟାଳୟ ଆଗରେ ସମୂହ ଧାରଣା ଦେଇଛନ୍ତି,ଗତକିଛି ବର୍ଷ ହେଲା ମହାବିଦ୍ୟାଳୟ ରେ EPF ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।କର୍ମଚାରୀ ମାନଙ୍କର EPF ନିୟମିତ ନହେବା ପର୍ଯ୍ୟନ୍ତ କର୍ମଚାରି ମାନେ ଧାରଣା ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

ଶବ୍ଦ ନୃତ୍ୟ ଗୁରୁ ଭଗବାନ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବରଗଡ଼ /(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ବରପାଲି ଠାରେ ଶବ୍ଦ ନୃତ୍ୟ ଗୁରୁ ଭଗବାନ ସାହୁଙ୍କ ୨୧ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଶ୍ରୀ ଶ୍ରୀ ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ,କୁମ୍ଭାରୀ ଓ ଗୁରୁ ଭଗବାନ ସାହୁ ସ୍ମୃତି କମିଟି, ବରପାଲି ଆନୁକୂଲ୍ୟରେ ଗଙ୍ଗାଧର ମେହେର କ୍ଲବ ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ରାଜେଶ ରାଏ ଯୋଗଦେଇ ନାଟ୍ୟ ମହର୍ଷି […]

ଶ୍ରୀ ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର) ଶ୍ରୀ ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ସତ୍ୟସାଇ ବାବାଙ୍କର 96ତମ ଜନ୍ମଦିବସ ଉପଲକ୍ଷେ ଢେଙ୍କାନାଳ ସହରର ପି ଡବ୍ଲୁ ଡ଼ି କଲୋନୀ ସାଇ ମନ୍ଦିରରେ ପ୍ରେମ ସଂଜୀବନି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ ଢେଙ୍କାନାଳ ଶାଇ ମନ୍ଦିରର ଆଶ୍ରିତ ସହରବାସୀ ତଥା ଗେଙ୍ଗୁଟିଆ ଭଜନମଣ୍ଡଳୀର ଭାଇ ଭଉଣୀମାନେ ରକ୍ତଦାନ କରିଥିଲେ । ଉକ୍ତ ଶିବିରରେ ଢେଙ୍କାନାଳ ସତ୍ୟ ସାଇ ସଂଗଠନର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରଶ୍ମିରଞ୍ଜନ ଦାସ, ଜିଲ୍ଲା […]

ମୁକ୍ତା ଯୋଜନା ଜି ଉଦୟଗିରି ବାସୀଙ୍କୁ ସୁବିଧା ମିଳିବ

ଫୁଲ ବାଣୀ-୨୧/୧୧(ସୁନୀଲ ପଟନାୟକ)ବିଳମ୍ବରେ ରେ ହେଲେ ବି ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ମୁକ୍ତ । ଯୋଜନାରେ ଜିଉଦୟଗିରି ଏନଏସିକୁ ୨କୋଟି ୧୮ ଲକ୍ଷ ଟଙ୍କା ଅନୁବାନଯୋଗାଇ ଦେଇଛନ୍ତି ।ଫଳରେ ସହର ବ।ସୀ ଖୁସି ବ୍ୟକ୍ତ କରିଛନ୍ତି ।ଏହି ଅର୍ଥରେ ଉଦ୍ୟାନ, ପବ୍ଲିକ ଜିମ, ଶିଶୁ ଉଦ୍ୟାନ, ଚାଲିବା ରାସ୍ତା, ୨ଟି ଶୌଚାଳୟ ୧୧ଟି ରାସ୍ତା ଓ ଡ୍ରେନ ଆଦି ୩୧ଟି ନୂତନ ପ୍ରକଳ୍ପମାନ ନିର୍ମାଣ କରାଯିବ। ଏନେଇ ନଗର ବିଜେଡି ପକ୍ଷରୁ ବିଧାୟକସାଲୁଗା ପ୍ରଧାନଙ୍କ […]

ସ୍ଵାଧୀନତାର ୭୪ ପରେ ମଧ୍ୟ ଲାଇରାଜୁ ଗ୍ରାମକୁ ବିକାଶ ଅପହଞ୍ଚ , ପ୍ରଶାସନ ପକ୍ଷରୁ ଅନ୍ୟତ୍ର ଥଇଥାନ ନିଷ୍ପତ୍ତି

ଫୁଲବାଣୀ(ସୁନୀଲ ପଟ୍ ନାୟକ)ସ୍ଵାଧୀନତାର ୭୪ ବର୍ଷ ପରେ ବି ବିକାଶର ସ୍ଵାଦ ଚାଖିପାରିଲେନି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ମାଲିକ ପୋଡି ପଞ୍ଚାୟତର ଲାଇ ରାଜୁ ଗ୍ରାମ । ଗ୍ରାମରେ ମାତ୍ର ୧୨ ଘର ରହିଛି। ଜନସଂଖ୍ୟା ୫୫ ପାଖାପାଖିଜୀବନ ଜିବିକା ପାଇଁ ସକାଳ ପାଇଲେ ପେଟ ପାଇଁ ନିତି ଲୋକେ ଲଢେଇ କରନ୍ତି ।ରାସ୍ତା ନାହିଁ ପାନୀୟ ଜଳ, ବିଦ୍ୟୁତ ଆଦି କୌଣସି ସୁବିଧା ନାହିଁ ଗ୍ରାମରେ ।ଫଳରେ ବିଳମ୍ବରେ ହେଲେ ବି ପ୍ରଶାସନ […]

ସୋମବାର ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଶୁଭାରମ୍ଭ କରିବେ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସୋମବାର ଦିନ କନ୍ଧମାଳ ବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲତ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ,ରାଜ୍ୟ ସରକାରଙ୍କ ଏହି ଭଳି ପ୍ରୟାସ ଯୋଗୁଁ ଗରିବ ଲୋକେ ଅର୍ଥାଭାବରୁ ଚିକିତ୍ସା କରାଇ ନ ପାରିବାର ଭୟ ଦୁର ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଯୋଜନା ଏବେ ଗରିବଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହୋଇପାରିଛି । ଏହା ସହିତ ବିଭିନ୍ନ ପ୍ରକଳ୍ପ ର ଶୁଭାରମ୍ଭ ଓ ଶିଳାନ୍ୟାସ […]

ଲୋକ କଳା ଗ୍ରାମ କୁମ୍ଭାରୀରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ

ବରଗଡ଼ /(ସତ୍ୟ ନାରାୟଣ ପ୍ରଧାନ)ଲୋକ କଳା ଗ୍ରାମ କୁମ୍ଭାରୀରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ/ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇ ଆମ ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବାକୁ ସରକାରୀ ସ୍ତରିୟ ଉଦ୍ୟମ କୁ ପ୍ରଶଂସା କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରପାଲି ପଞ୍ଚାୟତ ସମିତି ର […]

ଶବଦାହ ପାଇଁ କାଠ ନାହିଁ, ମୃତଦେହ ରଖି ଡି.ଏଫ .ଓ ଅଫିସ ସମ୍ମୁଖରେ ଧାରଣା

ବରଗଡ଼(ଉଲାପ୍ର)ଶବଦାହ ପାଇଁ ବରଗଡ଼ ସହରରେ କାଠ ଅଭାବ ଦେଖାଦେଇଛି। ଫଳରେ ଶବଦାହ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡୁଛି। ଏ ସମ୍ପର୍କରେ ବାରମ୍ବାର ସ୍ଥାନୀୟ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଏବଂ ଜିଲ୍ଲା ପ୍ରଶାସନ କୁ ଅବଗତ କଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଅସନ୍ତୋଷ ବଢ଼ି ଚାଲିଛି। ପ୍ରତିବାଦ ରେ ଆଜି ବରଗଡ଼ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଜଣେ ଅଜଣା ଲୋକଙ୍କ ମୃତଦେହ ରଖି ଡିଏଫ୍‌ଓ ଅଫିସ ସମ୍ମୁଖରେ ଧାରଣା ବସିଥିଲେ। ଗତ ତିନିଦିନ […]

ସରକାର କା ମାଲ ଦରିଆ ମେଁ ଡାଲ :ବାଲିଗୁଡା ଉପଖଣ୍ଡ ରେ ବିଏସଏନଏଲ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୱାନ ସାଇଡ କଲ ସହ ଶୁଭୁନି

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଯୋଜନା ଫେଲ୍ । ସରକାରୀ ଯୋଜନା ଜନ ହିତରେ ଜାରି । କିନ୍ତୁ ଜଣା ପଡୁନାହିଁ ଏଠି ସରକାର ଫେଲ୍ ନା କେନ୍ଦ୍ର ସରକାରଙ୍କ ବାବୁ ମାନେ ଫେଲ । ତୈଳ ଦରବୃଦ୍ଧି , ଖାଉଟି ସାମଗ୍ରୀ ଦରବୃଦ୍ଧି , ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ , ଏବେ ଆଉ […]