୮୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା କ.ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ। ଗୁରୁବାର ଦିନ ତମାମ କନ୍ଧମାଳ ଜିଲ୍ଲା କ. ନୂଆଗାଁ ପୋଲିସ ଓ ସଦର ଅବକାରୀ ବିଭାଗର କର୍ମଚାରୀ ମାନେ ମିଶି ସାଇନିପଡା ପଞ୍ଚାୟତର ନନ୍ଦ ମାହା, ଗନୀପଡ଼ା ଓ କିରକେଟା ଆଦି ଗ୍ରାମର ଜଙ୍ଗଲ ନିକଟରେ ବେଆଇନ ଭାବେ ଲଗାଯାଇଥିବା୮ 0 ଏକର […]

ଜିଲ୍ଲା ସ୍ତରୀୟ ସାମ୍ଭିଧାନିକ ଦିବସ ପାଳିତ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ସ୍ଥାନୀୟ ପି ଏ ଆଇଟିଡିଏ ସଭାଗୃହ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜ଼ିଲ୍ଲା ସ୍ତ ରୀ ୟ ବକୃତା ପ୍ରତିଯୋଗିତା ଓସାମ୍ଭିଧାନିକ ଦିବସ ଅନୁ ଷ୍ଟି ତ ହୋ ଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲନିୟୋଜନ ଅଧିକାରୀ ଭୃଙ୍ଗରାଜ ମହାନ୍ତି ଯୋଗ ଦେ ଇ ଥିବା ବେଳେ ସନ୍ନମାନିତ ଅତିଥି ଓ ବିଚାର କ ଭାବରେ ଡ ଅନନ୍ତ ଚରଣ […]

ବରଗଡ଼ ରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ)ସମ୍ବିଧାନ ଦିବସ ଓ ଆମ୍ ଆଦମୀ ପାର୍ଟି ର ସ୍ଥାପନା ଦିବସ ଅବସରରେ ବରଗଡ଼ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା । ୨୦୧୨ ମସିହାରୁ ପାର୍ଟି ଆରମ୍ଭ ହୋଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ସହ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ପଞ୍ଜାବ ରେ ପ୍ରଥମ ଥର ପାଇଁ ୪ ଟି ଲୋକସଭା ସଭ୍ୟ ଜିତିଥିବା ବେଳେ ୨୨ ଟି ବିଧାୟକ ଅଛନ୍ତି ସେହିପରି […]

ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ମହିଳା କଲେଜ ଠାରେ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସା°ସଦ ସୁରେଶ ପୂଜାରୀ ଯୋଗଦେଇ ସମ୍ବିଧାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡ଼ଃ ସୁଜିତ୍ ପୃଷେଠ ଯୋଗଦେଇ ଥିଲେ। ସଭାକୁ କଲେଜ ଅଧ୍ୟକ୍ଷ ଡ଼ଃ ସୁନିଲ କୁମାର ଦେବତା ସଂଯୋଜକ କରିଥିଲେ। ଶେଷରେ ବରଗଡ଼ ନେହେରୁ ଯୁବକ କେନ୍ଦ୍ର ର ସଂଯୋଜକ […]

ବିଡିଓ ପତ୍ନୀ ଆତ୍ମହତ୍ୟା ମାମଲାର ବର୍ଷେ ବିତିଲାଣି,କାର୍ଯ୍ୟାନୁଷ୍ଠ।ନ କେବେ ?

ଫୁଲବାଣ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକରେ ଅବସ୍ଥାପିତ ବିଡିଓ ରଶ୍ମୀ ରଂଜନ ମହାନ୍ତଙ୍କ ପତ୍ନୀ ଆତ୍ମହତ୍ୟା ଘଟଣାର ବର୍ଷେ ପୁରିଲାଣି। ହେଲେ ପତ୍ନୀ କାହିଁକି,କଣ ପାଇଁ ଓ କେଉଁ ପରିସ୍ଥିତିରେ ବିଡିଓ ଘରେ ଥିବାବେଳେ ଆତ୍ମହତ୍ୟା ଭଳି ଚରମପଦକ୍ଷେପ ନେଲେ ଜଣାପଡିନାହିଁ। କିମ୍ବା ଏହି ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇ ପୋଲିସ ଏ ଯାଏଁ କୌଣସି କାର୍ଯ୍ୟା ନୁଷ୍ଠାନ ଗ୍ରହଣ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ହାଇପ୍ରୋଫାଇଲ ମାମଲାର କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ତଦନ୍ତର […]

ବିଭିନ୍ନ ଦାବୀ ପୂରଣ ନେଇ ପୌର ସଫେଇ କର୍ମଚାରୀ ଧାରଣାରେ

ଫୁଲବାଣୀ (ସୁନୀଲ ପଟନାୟକ )ଶୁକ୍ରବାର ବିଭିନ୍ନ ଦାବୀ ପୂରଣ ନେଇ ଫୁଲବାଣୀ ପୌର କର୍ମଚାରୀ କାର୍ଯ୍ୟା ଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି lପୌର ପରିଷଦ ର୨ ଶହ ରୁ ଉର୍ଦ୍ଧ ସଫେଇକର୍ମଚାରୀୟୁନିଫର୍ମ,ଭତା,କୋଭି ଡ଼ ସହାୟତା ଆଦି ବିଭିନ ଦାବି ପୂରଣ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି l ସକାଳୁ ସକାଳୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଧାରଣା ରେ ବସିଥିବା କହିଛନ୍ତି lସେମାନ ଙ୍କ କହିବା କଥାହେଲା ଭୋର ଚାରିଟା ରାତି ରୁ […]

୧୫୩ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ଗୋଛାପଡା ପୋଲିସ, ଓ ଅବକାରୀ ବିଭାଗ

ଫୁଲବାଣୀ- (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ। ଗୁରୁବାର ଦିନ ତମାମ କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସ ଓ ସଦର ଅବକାରୀ ବିଭାଗର କର୍ମଚାରୀ ମାନେ ମିଶି ସଲଗୁଡ଼ା ପଞ୍ଚାୟତର ସଲାଗୁଡ଼ା ଓ ମାଦା ପଡା ଆଦି ଗ୍ରାମର ନାଳ ନିକଟରେ ବେଆଇନ ଭାବେ ଲଗାଯାଇଥିବା୧୫୩ ଏକର ଗଞ୍ଜେଇ ଗଛ ନଷ୍ଟ […]

କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ଠାରେ କଂଗ୍ରେସ ତରଫରୁ ଜନ ଜାଗରଣ ଅଭିଯାନ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକକଂଗ୍ରେସ ପକ୍ଷରୁପାବୁରିଆ ଠାରେ ଜନଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଥିଲା lଏହି ଜନ ଜାଗରଣ ଅଭିଯାନ ରେ ପୂର୍ବତନ ସଂସଦ ଶ୍ରୀମତୀ ସୁଶ୍ରୀ ମିନାକ୍ଷୀ ନଟରାଜନ, ଏବଂ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଘଠନ ସଭାପତି ସୁଦର୍ଶନ ଦାସ,ରାଜ୍ୟ ପ୍ରଭାରୀ କୁନାଲ ବାନାର୍ଜୀ, ଜିଲ୍ଲା କଂଗ୍ରେସ ପ୍ରଭାରୀ ବିସ୍ମୟ ମହାପାତ୍ର,ରାଜୀବଗାନ୍ଧୀ ପଞ୍ଚାୟତ ରାଜ ସଙ୍ଘଠନ ର ରାଜ୍ୟ ଉପ ସଭାପତି ବିଜୟ ପ୍ରଧାନ, କନ୍ଧମାଳ ଜିଲ୍ଲା ଅନୁସୂଚିତ ଜାତି ବିଭାଗ ଅଧକ୍ଷପ୍ରଫୁଲ୍ଲ […]

ଫୁଲବାଣୀରେ ଫାର୍ମାସିଷ୍ଟ ସପ୍ତାହ ପାଳିତ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ଫାର୍ମାସିଷ୍ଟ ଏସୋ ସିଏସନ ପକ୍ଷରୁ ଫୁଲବାଣୀ ସଦର ମହକୁମା ଠାରେ ଜାତୀୟ ଫାର୍ମାସିଷ୍ଟ ସପ୍ତାହ ଉଦଘାଟିତ ହୋଇଛି lଏହି ଅବସର ରେ ଆୟୋ ଜିତ ଉତ୍ସଵ ରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡ଼ଃ ରାଜଶ୍ରୀ ପଟନାୟକ ମୁଖ୍ୟ ଅତିଥୀ ଭାବେଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି subha ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜ଼ିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥୀ ଭାବେ ଅବସରପ୍ରାପ୍ତ […]

ଉଦୟ ଲାବଣ୍ୟର ମହା ଖୁଲାସା,ବଡମ୍ବା ବ୍ଲକ ଜୁଡୁମ ସୋସାଇଟି ରେ ୧୫ କୋଟି ଟଙ୍କାର ସମବାୟ ଦୁର୍ନୀତି,ମାଲେ ମାଲ ହୋଇଛନ୍ତି ସୋସାଇଟି କର୍ମଚାରୀ

ବଡମ୍ବା(ଉଲାପ୍ର)ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଟିକେ ଧ୍ୟାନ ଦେବେ,ଆପଣଙ୍କ ନିର୍ବାଚନ ମଣ୍ଡଳୀ ବଡମ୍ବାରେ କେମିତି ହୋଇଛି ବାଙ୍କି କେନ୍ଦ୍ର ସମବାୟ ବ୍ୟାଙ୍କ ରେ ସୋସାଇଟି ଦୁର୍ନୀତି ଟିକେ ନଜର ପକାନ୍ତୁ,ଏ ଲୋକସବୁ ଆପଣଙ୍କ ଦଳର,ଆପଣଙ୍କୁ ଭୋଟ୍ ଦେଇଛନ୍ତି, ବାମପଟେ ଛିଡା ହୋଇଥିବା ଯୁବକ ହେଲେ ମିଟୁ ପ୍ରଧାନ,ସେ ଜୁଡୁମୁ ସୋସାଇଟି ରୁ ୨୦ ହଜାର ଟଙ୍କା ଋଣ କରିଥିଲେ,ଏବେ ତାଙ୍କ ନାମରେ ୩୧ ଲକ୍ଷ ଟଙ୍କା ଋଣ ଉଠାଯାଇଥିବା ଜଣାପଡିଛି, ତାଙ୍କ ପାଖରେ ଛିଡା ହୋଇଥିବା ବ୍ୟକ୍ତି […]