ହାତୀମୃତୁ ପିଛା ଛାଡ଼ୁନି ଆଠଗଡ ବନବିଭାଗ ର
ଆଠଗଡ(ଉଲାପ୍ର)ଆଠଗଡ ବନଖଣ୍ଡ ରାଜନଗର ଗ୍ରାମ ନିକଟସ୍ଥ ଏକ ଧାନ ବିଲରେ ୭ ବର୍ଷର ଛୁଆ ହାତୀର ମୃତ୍ୟ ହୋଇଥିବା ଜଣାପଡିଛି,ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଓ ଆଠଗଡ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ପାଲ ସିଂହ ମାଥୁରଙ୍କ ସମେତ ବନ କର୍ମଚାରୀ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ ଜାରି ରଖିଛନ୍ତି।ଆଠଗଡ ପ୍ରାଣୀ ଚିକିତ୍ସିକ ଶୁସାନ୍ତ ବେହେରା ଘଟଣା ସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର କାରଣ ଜାଣିବା […]