ଜିଉଦୟଗିରିରେ ବେଆଇନ ମୋରମ ଚାଲାଣ ଅଭିଯୋଗ

ଫୁଲବାଣୀ( ସୁନୀଲ ପଟନାୟକ )କି ଦିନ କି ରାତି ସବୁବେଳେ ବେଧଡ଼କ ଭାବେ ଚାଲିଛି ବେଆଇନ ମରୋମ ଚାଲାଣ ।ପ୍ରଶାସନସବୁ ଜାଣି ଅଜଣା । ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ନାହିଁ । ଟ୍ରକ, ଟ୍ରାକ୍ଟର ଯୋଗେ ବିନା ଅନୁମତିରେ ମୋରମ ଚାଲାଣ ହେଉଛି । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅଞ୍ଚଳ ରୁ ।ଜି.ଉଦୟଗିରି ଏନଏସିର ଶ୍ରୀରାମପଦା ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ଅଞ୍ଚଳରୁ ମନଇଛ। ମୁରୁମ ଚାଲାଣ କରାଯାଉଥିବା ଦେଖାଯାଇଛି […]

ରାଜ୍ୟଭିନ୍ନକ୍ଷମ କମିଶନରଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ- (ସୁନୀଲ ପଟନାୟକ)ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଫୁଲ ବାଣୀରେ ପହଞ୍ଚିବାପରେ ଫୁଲବାଣୀରେ ଥିବା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ଯାଇ ସେଠାରେ ଚାଲିଥିବା ଚିକିତ୍ସା ବ୍ୟବସ୍ଥା ଓ ଯନ୍ତ୍ରପାତୀ ଆଦି ବୁଲି ଦେଖିଥିଲେ । ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ କମିଶନସୁଲୋଚନା ଦାସ ।କନ୍ଧମାଳ ପରି ଛୋଟିଆ ଜିଲ୍ଲାରେ ସୁନ୍ଦର ଓ ବ୍ୟବସ୍ଥିତ ଭାବେ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ଚାଲିଥିବା ଦେଖିଖୁସିବ୍ୟକ୍ତ କରିଥିଲେ […]

ଜାଗ୍ରତ କନ୍ଧମାଳପକ୍ଷରୁ ଡ. ଆମ୍ବେଦକରଙ୍କ ତିରୋଧାନ ଦିବସ

ଫୁଲ ବାଣୀ(ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜାଗ୍ରତ କନ୍ଧମାଳ ପକ୍ଷରୁ ସଂଗଠନର ପ୍ରତିଷ୍ଠା ଦିବସ ସହ ସମ୍ବିଧାନ ପ୍ରଣେତା ଡ. ବି.ଆର ଆମ୍ବେଦକରଙ୍କ ତିରୋଧାନ ଦିବସ ସ୍ଥାନୀ ସଭାଗୃହ ଠାରେ ପାଳିତ ହୋଇଥିଲା ଏହି ଅବସରରେ ସକାଳୁ ଜାଗ୍ରତ କନ୍ଧମାଳ ର ସାଧାରଣ ସଂପାଦକ ସତ୍ୟନାରାୟଣ ବେହେରାଙ୍କ ନେତୃତ୍ଵରେ ସଦସ୍ୟମାନେ ପ୍ରତିମୁର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରିଥିଲେ, ‘ପରେ ବାଜା ବାଜଣା ସହ ଏକବିର।ଟ ରାଲି ମାଦିକୁନ୍ଦା ଛକରୁ ବଜାର ଦେଇସଭାଗୃହ ନିକଟକୁ ଆସିଥିଲା।ସ୍ଥାନୀୟ ସଭାଗୃହଠାରେ ଜାଗ୍ରତ କନ୍ଧମାଳସଭାପତି […]

ପୋଲିସ ରିଝର୍ବ ପଡ଼ିଆ ଠାରେ 59ତମ ଗୃହରକ୍ଷୀ ଦିବସ ପାଳିତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲାର ସ୍ଥାନୀୟ ରିଝର୍ବ ପଡ଼ିଆଠାରେ 59ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି । ଆଜିର ଏହି ଦିବସରେ ମୁଖ୍ୟ ଅତିଥିରୁପେ ଢେଙ୍କାନାଳର ଏସ୍ପି ଏଲ. ଦିବ୍ୟା ଭି. ଯୋଗଦେଇ ଗୃହରକ୍ଷୀ ମାନଙ୍କ ଉଦେଶ୍ୟରେ ଅଭିଭାଷଣ ରଖିଥିଲେ । ଗୃହରକ୍ଷୀ ବାହିନୀଦ୍ୱାରା ଉଚ୍ଚ ପଦସ୍ତ ଅଧିକାରୀ ମାନଙ୍କୁ ସଂମାନ ଦେବା ଉଦେଶ୍ୟରେ ଏକ ପ୍ୟାରେଡ଼ ପଦର୍ଶନ କରାଯାଇଥିଲା ।

ଶ୍ରୀଲୋକନାଥ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ୨୦୨୧ ପାଳିତ

ଢେଙ୍କାନାଳ(ଉଲାପ୍ର)ଶନିବାର ଦିନ ଉତ୍କଳମଣି ଆଦର୍ଶ ସେଚ୍ଛାସେବୀ ଅନୁଷ୍ଠାନ କାଶିଆଡିହିର ବାର୍ଷିକ ଉତ୍ସବ ପାଳନ ଅବସରରେ ତୃତୀୟ ” ଶ୍ରୀଲୋକନାଥ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ” ସ୍ଥାନୀୟ ଜିଲ୍ଲା ଲେଖକ ସଂସଦ ,ଢେଙ୍କାନାଳ ଠାରେ ମହାସମାରୋହରେ ପାଳନ ହୋଇଯାଇଅଛି । ଏହି ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବରେ ଅବସରପ୍ରାପ୍ତ ସିବିଆଇ ଜଜ୍ ଭିକାରୀ ଚରଣ ରାଉତ ମୁଖ୍ୟ ଅତିଥି , ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ଦେଳଇ ମୁଖ୍ୟ ବକ୍ତା , ବରିଷ୍ଠ ଆଇନ୍‌ଜୀବୀ ଓ ସମାଜସେବୀ ଦିପ୍ତିଶ ପ୍ରସାଦ […]

୫୯ ତମ ପ୍ରତିଷ୍ଠା ଦିବସ ପାଳିତ

ଆଜି ସିଭିଲ ଡିଫେନ୍ସ ର 59 ତମ ପ୍ରତିଷ୍ଠା ଦିବସ ଅତି ଆଡମ୍ବର ସହକାରେ ପାଳନ କରାଯାଇଛି. ଏହି କାର୍ଯ୍ୟକ୍ରମ କୁ ସିଭିଲ ଡିଫେନ୍ସ ର ମେମ୍ବର ବିଙ୍କୁ ବିଶ୍ୱାଳ, ପ୍ରଶାନ୍ତ କୁମାର ଜେନାମଣି, ସମୀର ସାମଲ, ପପୁନ ନାଏକ, ମିଥୁନ ନାଏକ,ପୁଷ୍ପଗୁଛ ଦେଇ ମାନ୍ୟବର ଜିଲ୍ଲାପାଳ….. S P… Emergency Officer, DPO ଙ୍କୁ ସ୍ୱାଗତ କରିଥିଲେ. ଏହି ସଂଗଠନ ର ଇତିହାସ ଏବଂ ଅତୀତର ବହୁ ବିପର୍ଯୟ ଯଥା 1999 ମହା ବାତ୍ୟା ଠାରୁ […]

ଅଙ୍ଗନାୱାଡି କେନ୍ଦ୍ର ସ୍ଥାନାନ୍ତରିତକୁ ନେଇ ଗ୍ରାମବାସୀଙ୍କ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ କେନ୍ଦୁମୁଣ୍ଡାର ଆଜକୁ ତିରିଶି ବର୍ଷ ହେଲାଣି ଅଙ୍ଗନାୱାଡି କେନ୍ଦ୍ର ଚାଲିଆସୁଛି!ଏହି ଗ୍ରାମର ଥିବା ଅଙ୍ଗନାୱାଡି କେନ୍ଦ୍ର ଉପରେ ନାରଦ ମୁଣ୍ଡା ଏବଂ କେନ୍ଦୁମୁଣ୍ଡା ଆଦିବାସୀ ପିଲାମାନେ ପାଠ ପଢିବାକୁ ଆସୁଛନ୍ତି!କିନ୍ତୁ କେନ୍ଦୁମୁଣ୍ଡା ପୁରୁଣା ସାହିର କିଛି ଏବଂ କେନ୍ଦୁମୁଣ୍ଡା ଅଳ୍ପ କିଛି ଖଳ ପକୃତ ଲୋକ ପୁରୁଣା ସାହିକୁ କେନ୍ଦ୍ରକୁ ଉଠାଇବା ପାଇଁ ଯୋଜନା କରିଥିଲେ!ପିଲାମାନେ ଯିବାଆସିବା ରାସ୍ତାରେ ପଡୁଥିବା ପୋଖରୀ ଏବଂ ଜଙ୍ଗଲ ଥିବାରୁ କୌଣସି ଲୋକ […]

ଷଡଙ୍ଗୀ ସ୍କୁଲରେ ସ୍ଵଛତା ପକ୍ଷ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସ୍ବଚ୍ଛତା ପକ୍ଷ ପାଳନ ଅବସରରେ ଷଷ୍ଠ ଦିବସ ରେ ଇକୋ କ୍ଲବ୍ ତରଫରୁ ଶୋଭାଯାତ୍ରା କୋଭିଡ ପ୍ରୋଟୋକଲ ଅନୁଯାୟୀ ଆଜି ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶୋଭାଯାତ୍ରା ପୂର୍ବରୁ ଜଳ ହିଁ ଜୀବନ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଠର ଜଣ […]

ନରସିଂହପୁର ଲେଖକ ସାମୁଖ୍ୟ ତରଫରୁ ସାହିତ୍ୟ ଆସର ଅନୁଷ୍ଠିତ

ନରସିଂହପୁର(ଉଲାପ୍ର)ନରସିଂହପୁର ଲେଖକ ସାମୁଖ୍ୟ ତରଫରୁ ରଘୁନାଥ ପାଠାଗାର ଠାରେ ଶୀତ ସାହିତ୍ୟ ଆସର ଓ କବିତା ପାଠ ଉତ୍ସବ ଆଇନଜୀବୀ ଦେବଦତ୍ତ ମଳୟ କୁମାର ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ପ୍ରଫେସର କୁଳମଣି ବାରିକ ମୁଖ୍ୟ ଅତିଥି ଡ଼ ପ୍ରଫୁଲ୍ଲ କୁମାର ସାହୁ ମୁଖ୍ୟ ବକ୍ତା ଶିକ୍ଷାବିତ ଦେବରାଜ ସ୍ୱାଇଁ, ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବି ବୀଣାପାଣି ଜେନା, ଶିକ୍ଷାବିତ ଅଗାଧୁ ନାୟକ ସମ୍ନାନିତ ଅତିଥି ଭାବେ ଯୋଗଦେଇଥିଲେ କବି ପଦ୍ମ ଚରଣ ପ୍ରଧାନ, ବୀଣାପାଣି […]

ହୋମିଓପାଥି ଡାକ୍ତର ମୁରଲୀଧର ସ୍ବାଇଁଙ୍କ ପରଲୋକ

ଆଠଗଡ(ଉଲାପ୍ର)ହୋମିଓପାଥି ଡାକ୍ତର ମୁରଲୀଧର ସ୍ବାଇଁଙ୍କ ୭୩ ବର୍ଷ ବୟସରେ ପରଲୋକ, ଦୀର୍ଘଦିନ ହେଲା କିଡନୀ ଜନିତ ରୋଗରେ ପୀଡିତ ଥିଲେ, ସେ ଜଣେ ଭଲ ମଣିଷ ଥିଲେ,ଏହା ବ୍ୟତୀତ ଶ୍ରୀଯୁକ୍ତ ସ୍ୱାଇଁ ଆଠଗଡ ସାହିତ୍ୟ ସମାଜ ର ଜଣେ ସଭ୍ୟ ଥିଲେ,ତାଙ୍କ ପରଲୋକରେ ସାହିତ୍ୟ ସମାଜ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ତାଙ୍କ ପରଲୋକରେ ଆଠଗଡ ତଥା ତାଙ୍କ ଗ୍ରାମ ରେଗେଡାପଡା ରେ ଶୋକର ଛାୟା ଖେଳି ଯାଇଛି।