ଦିବ୍ୟାଙ୍ଗ ଥଇଥାନ କମିଶନଙ୍କ ସମୀକ୍ଷା ବୈଠକ, ଗ୍ରାମାଞ୍ଚଳର ଦିବ୍ୟାଙ୍ଗଙ୍କୁ କୋଭିଡ ଟିକାକରଣ ଉପରେ ଗୁରୁତ୍ୱାରୋପ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ଦିବ୍ୟାଙ୍ଗ ଆୟୁକ୍ତ ସୁଲୋଚନା ଦାସ ଆଜି ଫୁଲବାଣୀ ଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଦିବ୍ୟାଙ୍ଗ ଅଧିକାର ଅଧିନିୟମ-୨୦୧୬ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ସେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କନ୍ଧମାଳ ଜିଲ୍ଲାରେ ସମୁଦାୟ ୨୪,୬୨୦ ଜଣ ଦିବ୍ୟାଙ୍ଗ ଚିହ୍ନଟ […]

ଅଟୋ ସହ ଗଞ୍ଜେଇ ଜବତ: ଜଣେ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଗଂଜେଇ ଚାଲାଣ ସମୟରେ ବାଲିଗୁଡା ପୋଲିସ ଦ୍ୱାରା ଜଣେ ଗିରଫ ହେବା ସହ ଗଂଜେଇ ଓ ଅଟୋକୁ ଜବତ କରାଯାଇଛି । ସୁଚନାରୁ ପ୍ରକାଶ ଯେ ବାଲିଗୁଡା ପୋଲିସ ଏଏସଆଇ ସସ୍ମିତା ପ୍ରଧାନ ଓ ଅନ୍ୟ ପୋଲିସ ବାହିନୀ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଅଟୋରେ ଗଂଜେଇ ଯାଉଥିବା ସନ୍ଦେହ କରି ସେହି ଗାଡିକୁ ପିଛା କରିବା ପରେ ଅଟୋକୁ ତନଖି କରିବା ବେଳେ ଅଟୋ ଭିତରୁ ୧୫୦କେଜି ଗଂଜେଇ ବାହାରିଥିଲା । […]

ଦାଶରଥି ଉଚ୍ଚ ବିଦ୍ୟାଳୟରେ ସ୍ୱସ୍ଛ ଭାରତ ଅଭିଯାନ

ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ସହରର କଲେଜ ବାଏ ପାସ ନିକଟରେ ଥିବା ଡକ୍ଟର ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଵଛ ଭାରତ କାର୍ଯ୍ୟକ୍ରମ କରାଯାଇଥିଲା । ଏଥି ନିମନ୍ତେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା ପିଲାମାନେ ବିଦ୍ୟାଳୟ ଠାରୁ ଏକ ଅଭିଯାନ ଆରମ୍ଭ କରି କାଠଗଡ଼ା ପର୍ଯ୍ୟନ୍ତ ସ୍ୱାସ୍ଛତା ଉପରେ ସ୍ଲୋଗାନ ଦେଇ ଜନ ସଚେତନତା ସୃଷ୍ଟିକରିଥିଲେ । ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ମିଶ୍ରଙ୍କ ତତ୍ୱବାଧାନରେ ସାନିଟାଇଜେସନ ଉପରେ ଏକ ଆଲୋଚନା ସଭା ଆୟୋଜିତ […]

ବିଡିଓ ହେବତ ଏମିତି.. କେରଳରୁ ଦାଦନଙ୍କ ଶବ ଗାଁ କୁ ଆଣିଲେ

ଫୁଲବାଣୀ (ସୁନୀଲ ପଟନାୟକ )ସାଧାରଣତଃ ବିଡ଼ିଓମାନେ ଗାଁ ଲୋକ ଙ୍କ ସମସ୍ୟା ପ୍ରତି ଦ୍ରୁଷ୍ଟି ଦେଉନଥିବା ରୁ ଲୋକେ ବିଡ଼ିଓ ଙ୍କୁ ସମାଲୋଚନା କରୁଥିବା ସମସ୍ତେ ଜାଣନ୍ତି ହେଲେ ଏବେ ବିଡ଼ିଓ ହେବ ତ ଏମିତି କହି ବୁଲି ବୁଲି ଲୋକେ ପ୍ରଶଂସା କରୁଥିବା ଶୁଣିବାକୁ ମିଳିବା ପରେ କଥା କଣ ବୁଝୁ ବୁଝୁ ଜଣାପଡିଲା ଯେ ବିଡ଼ିଓ ସୁଦୂର କେରଳ ର ଜଣେ ଦାଦନ ର ମୃତଦେହ କୁ ନିଜସ୍ୱ ଉଦ୍ୟମ ରେବାପା ମା ଙ୍କ […]

ବାଇକ ଦୁର୍ଘଟଣାରେ ଯୁବକ ମୃତ

ଫିରିଙ୍ଗିଆ (ଉଲାପ୍ର)ବାଇକ ଦୁର୍ଘଟଣାରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି l ସୂଚନା ମୁତାବକ ପବିଙ୍ଗିଆ ପଞ୍ଚାୟତ ର ବବଡଙ୍ଗିଆ ଗାଁ ର ରମେଶ କହଁର (28) କୌଣସି ଏକ କାମରେ ନିଜ ବାଇକ ଯୋଗେ ଫିରିଙ୍ଗିଆ ଆସୁଥିବା ବେଳେ ବବଡଙ୍ଗିଆ ମାସରୀ ପଡ଼ା ରାସ୍ତା ମଝିରେ ଭାର ସାମ୍ୟ ହରାଇ ଏକ ତେନ୍ତୁଳି ଗଛରେ ବାଡେଇ ହେବା ଫଳରେ ଗୁରୁତର ଆହତ ହୋଇଥିଲେ l କିଛି ଲୋକ ଏହା ଦେଖି 108 ଗାଡି କୁ ଯୋଗାଯୋଗ […]

ଅଗ୍ନିକାଣ୍ଡ ରେ ଘର ଜଳିଗଲା, ବିପନ୍ନ ପରିବାର କୁ ସହାୟତା ଦାବି

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ଚକାପାଦ ବ୍ଲକ ବପଲମେଣ୍ଡି ଏଲ ପଞ୍ଚାୟତ ର ପାଣ୍ଡୁଗୁଡା ଗ୍ରାମର ଉମେଶ ଡିଗାଲ ଙ୍କ ଘରେଅଚାନକ ନିଆଁ ଲାଗି ଯିବା ଫଳରେ ଲକ୍ଷା ଧିକ ଟଙ୍କା ର ଆ ସ ବାସ ପତ୍ର, ଧାନ, ଚାଉଳ ଆଦି ଜଳି ପୋଡି ପାଉଁଶ ହେଇଯାଇଛିlଫଳରେ ଏହି ପରିବାର ବେସାହାରାହୋଇଯାଇଛି l ବର୍ତ୍ତମାନ ଅଦିନିଆଝଡ ବର୍ଷା ଓ ଶୀତ ହେଉଥିବା ରୁ ତୁରନ୍ତ ପ୍ରଶାସନ ପକ୍ଷରୁ ତଦନ୍ତ କରି ଉପଯୁକ୍ତ କ୍ଷତି ପୂରଣ […]

ଗୋଚ୍ଛାପଡା ପୋଲିସ ଅବକାରୀ ବିଭାଗର ଚଢ଼ାଉ, 148 ଏକର ଗ6ଜଂଇ ଚାଷ ନଷ୍ଟ

ଫୁଲବାଣୀ-ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଗଂଜେଇ ଚୋରା ଚାଲାଣ ରୋକିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ। ମଙ୍ଗଳବାର କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ମାନେ ମିଶି ପଲ୍ଲା ବୁରୁଡି ପଞ୍ଚାୟତର କଲାଡି ଜଙ୍ଗଲ ନିକଟରେ ବେଆଇନ ଗଂଜେଇ ଚାଷ ନଷ୍ଟ କରିଥିବା କଥା ଥାନା ଅଧିକାରୀ ରଂଜିତ […]

ଏକ କୋଟି ଟଙ୍କାରେ ନିର୍ମିତ ସରକାରୀ କୋଠା କାହାର?

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ କୃଷି ବିଭାଗ ଅନ୍ତର୍ଗତ କୃଷି ଫାର୍ମ ମଧ୍ୟରେ ନିର୍ମାଣ ଧୀନ ଦୁଇ ମ ହଲା କୋଠା କେଉଁ ବିଭାଗର ଏବଂ କିଏ ନିର୍ମାଣ କରୁଛି? ତାହା ସ୍ପଷ୍ଟ ଭାବେ ଜଣା ପଡ଼ୁ ନାହିଁ!ସେଠାରେ କୌଣସି ଫଳକ ବି ଲଗା ଯାଇ ନାହିଁ!ବିଭିନ୍ନ ଉନ୍ନୟନ ଯୋଜନା ରେ କାମ ଆରମ୍ଭ ପୂର୍ବରୁ ଡିସପ୍ଲେ ବୋର୍ଡ଼ ପ୍ରଦର୍ଷିତ କରିବା ଜରୁରୀ!କିନ୍ତୁ ଗତଦୁଇ ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଚାଲିଥିଲେ […]

ଆଜିର ରାଶିଫଳ

ଅଦ୍ୟ ଡ଼ିସେମ୍ବର ମାସ ୦୭ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସମାର୍ଗଶିର- ଶୁକ୍ଳପକ୍ଷତିଥି- ଚତୁର୍ଥୀ ରାତ୍ରି ଘ୧୧/୩୩ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀନକ୍ଷତ୍ର- ଉତ୍ତରାଷାଢ଼ା ରାତ୍ରି ଘ୧୨/୪୩ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣ।ଚନ୍ଦ୍ର- ଧନୁ ଦିନ ଘ୦୮/୧୭ ପର୍ଯ୍ୟନ୍ତ ତଦନ୍ତେ ମକରଯୋଗ- ବୃଦ୍ଧିକରଣ – ବାଣିଜ୍ୟସୌରମାସ- ବିଛା ୨୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୧୨/୩୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୫୯*✧═════•❁❀*ଯୋଗିନୀ ନୈରୁତେ ରାତ୍ରି ଘ୧୧/୩୩ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ*ମକର ରାଶିର ଘାତବାରତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ରଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══କାଳବେଳ -ଦିବା […]

କରୋନା ମୁକାବିଲା ଅର୍ଥ ଅନୁବାନ ଅନିୟମିତତା ଅଭିଯୋଗ, ତଦନ୍ତ ସରିଲା କାର୍ଯ୍ୟାନୁଷ୍ଠାନ କେବେ ?

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲା କୁ କରେ। ନା ମୁକାବିଲା ପାଇଁ କୋଟିକୋଟି ଟଙ୍କା ଖର୍ଚ କରାଗଲା। ଏ ସବୁ ଅର୍ଥ ଅନୁବାନର ସଠିକ ବିନିଯୋଗ ନେଇ ପ୍ରଶ୍ନ ଉଠିଛି । ବିଶେଷକରି ଖଜୁରୀପଡ଼ା ବ୍ଳକ 6ରକରୋନା ମୁକାବିଲା ଲାଗି ଆସିଥିବ।ଅନୁଦାନ ଅର୍ଥର କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ଦୁର୍ନିତୀ ଓ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବାରୁ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲା।ତଦନ୍ତର ପାଖାପାଖି ମାସେ ବିତିଲାଣି ହେଲେ ଏଯାଏ କୌଣସି କାର୍ଯ୍ୟା ନୁଷ୍ଠାନ ଗ୍ରହଣ ନକରାଯିବା […]