ଡାଳୁଆ ଜଙ୍ଗଲରେ ଅବକାରୀ ଚଢ଼ାଉ,ବିପୁଳ ପରିମାଣର ଦେଶୀ ମଦ ଜବତ

ଖୁଣ୍ଟୁଣି(ଉଲାପ୍ର)ଖୁଣ୍ଟୁଣି ଥାନା ଡାଳୁଆ ଗ୍ରାମ ନିକଟସ୍ଥ ଜଂଗଲରେ ଆଠଗଡ଼ ଅବକାରୀ ବିଭାଗ ତରଫରୁ ଏକ ବଡଧରଣର ଚଢାଉ କରାଯାଇଥିଲା।ଏହି ଚଢାଉ ରେ କଣ୍ଟେନରରେ ଗଛ୍ଛିତ ରଖାଯାଇଥିବା ୩୮୦ଲିଟର ଦେଶୀମଦ ଓ ମଦତିଆରି ନିମନ୍ତେ ପାତ୍ର ମାନଙ୍କ ରେ ଥିବା୪୮୬୦ ଲିଟର ପୋଚ ଜବତ କରାଯାଇଥିଲା।ସମସ୍ତ ଜବତ ସାମଗ୍ରୀ କୁ ନଷ୍ଟ କରି ଦିଆଯାଇଥିଲା।ତେବେ ମଦପ୍ରସ୍ତୁତ କାରି ମାନେ ଖସିଯିଵାରୁ ଦୁଇଟି ମାମଲା ରୁଜୁ କରାଯାଇ ସେମାନଙ୍କୁ ଖୋଜା ଚାଲିଥିବାର ସ୍ଥାନୀୟ ଅବକାରୀ କାରଯ୍ୟାଳୟ ସୂତ୍ରରୁ ଜଣାପଡିଛି।ତେବେ ଵାରମ୍ବାର […]

ସଂସଦ ରେ ଉଠିଲା ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ତୋରା ଗ୍ରାମ ପଞ୍ଚାୟତ ର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା ସମେତ ମମିତା ମେହେର ହତ୍ୟା,ପରି ହତ୍ୟା ଏବଂ ମହଙ୍ଗା ଡବଲ ମର୍ଡର ଘଟଣା ର ସିବିଆଇ ତଦନ୍ତ ଦାବି କଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ। ଆଜି ଲୋକସଭାରେ ପ୍ରଶ୍ନ ଉତ୍ତର ସମୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଦଲିତ ଯୁବକ ତୋରା ର ଗୋବିନ୍ଦ କୁମ୍ଭାର ଙ୍କ ଟାଉନ ଥାନା ପୋଲିସ ହାଜତରେ ମୃତ୍ୟୁ ଘଟଣା ର ଥାନାରେ ଏ […]

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଓଡ଼ିଶା ମୋ ପରିବାର ପକ୍ଷରୁ ଆଜି ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରାଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରକୁ ଓଡ଼ିଶା ମୋ ପରିବାର ର ସଂଯୋଜକ ଗୈାର ମିଶ୍ର ଉଦଘାଟନ କରିଥିଲେ। ଏଥିରେ ବହୁ ଯୁବ ରକ୍ତ ଦାତା ରକ୍ତଦାନ କରିଥିଲେ। ଶିବିର ରୁ ୮୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ଅଗ୍ନି ଵିପନ ପରିବାର କୁ ସହାୟତା ହାତ ବଢ଼ାଇଲା ଟିମ ହ୍ୟୁମାନୀଟି

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନପଡା ଗ୍ରାମ ପଞ୍ଚାୟତ.ର ପାଣ୍ଡୁ ଗୁଡାଗ୍ରାମର ଉମେଶ ଚନ୍ଦ୍ର ଦିଗାଲଙ୍କ ଘରେ ଦୁଇ ଦିନ ତଳେ କୌଣସି କାରଣରୁ ନିଆଁ ଲାଗିଯିବା ଫଳରେ ସମସ୍ତ ଅସବାବ ପତ୍ର ସମେତ ଘର ଜଳିଯିବା ଫଳରେରମେଶ ବାସହରା ହୋଇଯାଇଥିଲେ lଘରେ ସ୍ତ୍ରୀ, ଦୁଇଟି ଛୁଆ ଏବଂ ବୃଦ୍ଧ ବାପା ମା ରହିବେ କେଉଁଠି ଖାଇବେ କଣ ସେ ଚିନ୍ତାରେ ଥିବାବେଳେଖବର ପାଇ ସ୍ଵେଛା ସେଵୀ ସଂଗଠନ ଟିମ ହ୍ୟୁମାନୀଟି […]

ପଞ୍ଚାୟତ ନିର୍ବାଚନବିଗୁଲ ବାଜିଲା ସ୍ଥାନୀୟ ବିଡିଓଙ୍କ ବଦଳୀ କେବେ ?

ଫୁଲବାଣୀ (ସୁନୀଲ ପଟନାୟକ)୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଗଲାଣି। ତ୍ରୀସ୍ତରୀୟ ପଞ୍ଚାୟତ ଭୋଟ ଗ୍ରହଣର ଦିନ ଓ ତାରିଖ ଘୋଷଣା କରିବା ସହ ନିର୍ବାଚନ ଆଚରଣବିଧି ମଧ୍ୟ ଲାଗୁ କଲେଣି ରାଜ୍ୟନିର୍ବାଚନ କମିଶନ ।ହେଲେ ଜିଲ୍ଲାର ଅଫିସର ଜଣଙ୍କ ବିଡିଓ ଭାବେ ବର୍ତ୍ତମାନ ଅବସ୍ଥାପିତ ଥିଲେ ମଧ୍ୟ ତାଙ୍କୁଜିଲ୍ଲା ବାହାରକୁ ବଦଳୀ କରାଯାଇନି ଏଯାଏ।ତେବେ ପୂର୍ବରୁ ଦାରିଙ୍ଗବାଡି ବିଡିଓ ଭାବେ ମାସ କେଇଟା ରହିଥିବା କଳାକୃଷ୍ଣ ପ୍ରଧାନ ଓ ଜିଉଦୟଗିରୀ ବିଡିଓ ବିଜୟ ପ୍ରଧାନଙ୍କୁ ମଧ୍ୟ […]

ନବନିର୍ମାଣ କୃଷକ ସଙ୍ଗଠନ ର ଧାନ, କ୍ଷୀର ଏବଂ ଭର୍ତା ବୃଦ୍ଧି ପାଇଁ ସମାବେଶ

ଢେଙ୍କାନାଳ(ଉଲାପ୍ର)ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ସାଇଁବିରି ଗ୍ରାମ ଶିବମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଙ୍ଗଠନ ର ଚାଷୀ ସମାବେଶ ହୋଇଥିଲା ।ଜିଲ୍ଲା ସଂଯୋଜକ ପ୍ରହଲାଦ ସାହୂ ଏହାର ନେତୃତ୍ୱ ନେଇଥିଲେ । ମୁଖ୍ୟଅତିଥି ଭାବେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କେନ୍ଦ୍ର ଓ ରାଜ୍ୟସରକାରଙ୍କ କୃଷି ମାରଣାନୀତି ଉପରେ ବକ୍ତବ୍ୟ ରଖିଥିଲେ । ଏହା ସହିତ ଜଣେ ଚାଷୀ ଜୀବନ ସାରା କାମ କରି ଦିନକୁ ୧୭ ଟଙ୍କା ବାର୍ଦ୍ଧକ୍ୟ ଭର୍ତା ପାଉଛି କିନ୍ତୁ ଜଣେ […]

ଲଘୁଚାପ ପ୍ରଭାବ ରେ ପୂଣି ଲଗାଣ ବର୍ଷାସାଙ୍ଗକୁ କୋହୋଲା ପାଗ, ଜନ ଜୀବନ ଅସ୍ତବ୍ୟସ୍ତ

ଫୁଲବାଣୀ (ସୁନୀଲ ପଟନାୟକ )ବାତ୍ୟା ଜୱlଦ ର ପ୍ରଭାବ ନ ଜାଉ ଣୁ ଗୁରୁବାର ପୂଣି ସକାଳୁ ଲଗାଣ ବର୍ଷା ଲାଗି ରହିବା ଫଳରେ ଫୁଲବାଣୀ ସମେତ ଖଜୁରୀପଡା ,ବାଲିଗୁଡା,ଫିରିଙ୍ଗିଆ ସମେତ ସମଗ୍ର କନ୍ଧମାଳ ଜ଼ିଲ୍ଲାରେଜନ ଜୀବ ନ ପ୍ରଭାବିତ ହୋଇଛି lବାତ୍ୟା ଜୋଂଗୁଁ ଧାନ ସାଙ୍ଗକୁ ପନି ପରିବା ଚାଷଅନେକାଂଶ ରେ ନଷ୍ଟ ହୋଇଥିଲା lତେବେ ବାତ୍ୟା ଜୱା ଦ ରୁ ବଂଚିଯାଇଥିବା ଚାଷ କୁ ଉଦ୍ଧାର କରିବବୋଲି ଚିନ୍ତା କରୁଥିବା ବେଳେଆଜି ପୂଣି ଲଗାଣ […]

ପ୍ରଶାସନ ଦୃଷ୍ଟି ଦେବ କି ?କାଖରେ ଦିବ୍ୟାଙ୍ଗ ପୁଅ ମୁଣ୍ଡରେ କାଠ ବୋଝ ଧରି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଫୁଲବାଣୀ (ସୁନୀଲ ପଟନାୟକ)କାଖରେ ବିବ୍ୟାଙ୍ଗ ପୁଅ.ମୁଣ୍ଡରେ କାଠବିଡା ଜଣେ ବିଧବା ମହିଳା ବଞ୍ଚିବା ପାଇଁ ସଂଘର୍ଷ ଚଳାଇ ଥିବା ଦେଖିବାକୁ ମିଳିଛି ।ବିଦ୍ୟାଙ୍ଗ ଓ ବିଧବାମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ଥିଲେ ମଧ୍ୟ ଏ ସବୁ ଯୋଜନା ବୀପାଙ୍କ ପାଇଁ ସାତ ସପନ।ସର କାରୀ ସହାୟତା ପାଇଁ ପ୍ରଶାସନ ପାଖରେ ବାରମ୍ଵାର ନେହୁରା ହେଲେବି ସରକାରୀ ବାବୁମାନଙ୍କ ଦୃଷ୍ଟି ପଡ଼ୁନ ଥିବା ଶୁଣିବାକୁ ମିଳୁଛି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡା ଅଞ୍ଚଳ ରେ ।ବାଲିଗୁଡା […]

ବରଗଡ଼ ଜୁନିଅର କଲେଜ ରେ ଛାତ୍ରଛାତ୍ରୀ ଅସୁସ୍ଥ

ବରଗଡ଼(ଉଲାପ୍ର)ବରଗଡ଼ ନିକଟସ୍ଥ କମଗାଁ ଜୁନିୟର କଲେଜ ହଷ୍ଟେଲରେ ରହୁଥିବା ୧୯ ଜଣ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଷାକ୍ତ ପାଣି ପିଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । କୋଭିଡ଼ ଜନିତ ସ୍ଥିତି ସ୍ୱାଭାବିକ ହେବା ପରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଖୋଲିଥିଲା । ତେବେ ଆଗାମୀ ୧୯ ତାରିଖ ଦିନ ପୁଣି ଲକଡାଉନ ହେବ ବୋଲି ସୋସିଆଲ ମିଡ଼ିଆରେ […]

ଗୋବିନ୍ଦପାଲି ରେ ଡ୍ରେନ ନିର୍ମାଣ ପାଇଁ ପୌର ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ

ବରଗଡ଼: ବରଗଡ଼ ପୌର ପରିଷଦ ର ଏକ ପୁରାତନ ୱାର୍ଡ ଭାବେ ଗୋବିନ୍ଦପାଲି କୁ ଜଣାଯାଏ କିନ୍ତୁ ଏହି ୱାର୍ଡର ପୁରୁଣା ବସ୍ତି ହନୁମାନ ମନ୍ଦିର ପାଖ ରେ ଡ୍ରେନ ବ୍ୟବସ୍ଥା ନଥିବାରୁ ଘରୋଇ ଜଳ ନିଷ୍କାସନ ଏବେ ବାଧକ ସାଜିଛି । ଫଳ ସ୍ୱରୂପ ମଇଳା ଅପରିଷ୍କାର ପାଣି ମଝି ରାସ୍ତା ଉପରେ ବହୁଛି । ଏହାକୁ ନେଇ ଅନେକ ଥର ପଡାବାସୀ ଲିଖିତ ଅଭିଯୋଗ କରିଛନ୍ତି ହେଲେ କୌଣସି ଫଳ ମିଳୁନଥିବାରୁ ନିରାଶ ହୋଇ […]